ବିଧାନ ସଭା ନିର୍ବାଚନ ମଣ୍ଡଳୀ ସମ୍ବଲପୁର

ସମ୍ବଲପୁର (କ୍ରମିକ ସଂଖ୍ୟା: ୧୭) ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ସମ୍ବଲପୁର (ପୌ), ହୀରାକୁଦ (ବି) ଓ ବୁର୍ଲା (ବି) ।

ସମ୍ବଲପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୭୮,୯୯୪
ଜିଲ୍ଲା: ସମ୍ବଲପୁର
ଲୋକ ସଭା ନିର୍ବାଚନ ମଣ୍ଡଳୀ: ସମ୍ବଲପୁର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥିନୀ ରାସେଶ୍ୱରୀ ପାଣିଗ୍ରାହୀ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଜୟନାରାୟଣ ମିଶ୍ରଙ୍କଠାରୁ ୯୯୫୮ ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଜୟନାରାୟଣ ମିଶ୍ର, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୁରେଶ୍ୱର ମିଶ୍ରଙ୍କଠାରୁ ୭,୦୧୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ସମ୍ବଲପୁର
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ଭାଜପା ଜୟନାରାୟଣ ମିଶ୍ର ୩୪,୧୧୦ ୪୩.୫୨ -
କଂଗ୍ରେସ ସୁରେଶ୍ୱର ମିଶ୍ର ୨୭,୧୦୦ ୩୪.୫୮ -
ରାକପା ସିଦ୍ଧାର୍ଥ ଦାସ ୧୦,୧୦୫ ୧୨.୮୯ -
ବସପା ମହମ୍ମଦ ମୁସ୍ତୁକିମ ୩,୧୩୮ ୪.୦୦ -
ଝାମୁମୋ ଜୁନୁସ ଆଇଣ୍ଡ ୧,୨୨୧ ୧.୫୬ -
ସମୃଦ୍ଧ ଓଡ଼ିଶା କଳ୍ପନା ମିଶ୍ର ୭୫୯ ୦.୯୭ -
ସ୍ୱାଧୀନ ଜୟଶ୍ରୀ ମିଶ୍ର ୫୭୯ ୦.୭୪ -
କୋଶଳ କ୍ରାନ୍ତି ଦଳ ସୁନିଲ କୁମାର ନନ୍ଦ ୫୬୮ ୦.୭୨ -
ସ୍ୱାଧୀନ ସନ୍ତୋଷ କୁମାର ଶର୍ମା ୪୫୨ ୦.୫୮ -
ଇଣ୍ଡିଆନ ଜଷ୍ଟିସ ପାର୍ଟି ସଞ୍ଜୟ କୁମାର ସାହୁ ୩୩୯ ୦.୪୩ -
ଭୋଟ ବ୍ୟବଧାନ ୭,୦୧୦ ୮.୯୪* -
ମତଦାନ ହାର ୭୮,୫୫୫ ୪୫.୫୧ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

ଆଧାର

Tags:

ଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାସମ୍ବଲପୁରସମ୍ବଲପୁର ଜିଲ୍ଲାହୀରାକୁଦ

🔥 Trending searches on Wiki ଓଡ଼ିଆ:

ଗୋପାଳ ଚନ୍ଦ୍ର ପ୍ରହରାଜଚିତ୍ତରଞ୍ଜନ ଦାସଗୁଣନଉଇକିପିଡ଼ିଆ ସମୂହର ତାଲିକାରାଶି ଓ ନକ୍ଷତ୍ରଓଡ଼ିଶୀ୧୨ ସେପ୍ଟେମ୍ବର୧ (ସଂଖ୍ୟା)ନୀଳକଣ୍ଠ ଦାସ୧୫ ଫେବୃଆରୀଓଡ଼ିଶାର ମାପ ବ୍ୟବସ୍ଥାସୌଭାଗ୍ୟ କୁମାର ମିଶ୍ରଓଡ଼ିଆ ଭାଷାପରଶୁରାମଓଡ଼ିଶା ସରକାରଅକ୍ଷୟ ତୃତୀୟାଜର୍ଜ କ୍ୟାଣ୍ଟରବାଜି ରାଉତ୬ ଫେବୃଆରୀଚୈତ୍ରଜଗନ୍ନାଥରାଧାମୋହନ ଗଡ଼ନାୟକସୋରିଷବୀଣାପାଣି ମହାନ୍ତିସଙ୍କୀର୍ତ୍ତନରାଜ୍ୟବାବୁଶାନ୍ରିୟା ସେନବୋବ୍ୱିଲିଓଡ଼ିଶାର ସଂସ୍କୃତିଇବାଣ୍ଡ୍ରୋନିକ ଏସିଡଓଡ଼ିଶା ପ୍ରିମିଅର ଲିଗଜାଭା (ପ୍ରୋଗ୍ରାମିଂ ଭାଷା)ମନମୋହନ ସାମଲପୁରୁଷୋତ୍ତମ ଦେବ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନକଳମଶାଗସମୀର ରଞ୍ଜନ ଦାଶଚକ୍ରଧର ବେହେରାଭୁବନେଶ୍ୱରନବକଳେବରକବିସୂର୍ଯ୍ୟ ବଳଦେବ ରଥକଣ୍ଡୋମବୁଧବାରଓକିଲ ଦିବସଭାରତର ପ୍ରଧାନମନ୍ତ୍ରୀହିନ୍ଦୁ ଧର୍ମହେନା ଫୁଲବନ୍ଦେ ମାତରମସାଦୃଶ୍ୟସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଆ ସାହିତ୍ୟର ଇତିହାସଜବାହରଲାଲ ନେହେରୁପ୍ରଦ୍ୟୁମ୍ନ ଲେଙ୍କାଚନ୍ଦନଲାଗି ବେଶଉତ୍କଳ ବ୍ରାହ୍ମଣପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଜହ୍ନଆଜାଦ ହିନ୍ଦ୍ ଫୌଜଭାରତୀୟ ମୁଦ୍ରାରାମାୟଣରଣା ସାପଏଲିନା ସାମନ୍ତରାୟ🡆 More