ଲକ୍ଷ୍ମୀପ୍ରସାଦ ମିଶ୍ର: ଓଡ଼ିଆ ରାଜନୀତିଜ୍ଞ

ଲକ୍ଷ୍ମୀପ୍ରସାଦ ମିଶ୍ର (୨୫ ଡିସେମ୍ବର ୧୯୨୫ - ୩ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରଜନୀତିରେ ଗଣତନ୍ତ୍ର ପରିଷଦର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଓ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଗଣତନ୍ତ୍ର ପରିଷଦର ପ୍ରାର୍ଥୀ ଭାବରେ ସମ୍ବଲପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଲକ୍ଷ୍ମୀପ୍ରସାଦ ମିଶ୍ର
ଲକ୍ଷ୍ମୀପ୍ରସାଦ ମିଶ୍ର: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ମୃତ୍ୟୁ
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀଭିକାରୀ ଘାସି
ପର ଅଧିକାରୀବନମାଳି ବାବୁ
ନିର୍ବାଚନ ମଣ୍ଡଳୀସମ୍ବଲପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1925-12-25)୨୫ ଡିସେମ୍ବର ୧୯୨୫
ମୃତ୍ୟୁ୩ ଅଗଷ୍ଟ ୨୦୦୪(2004-08-03) (ବୟସ ୭୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଗଣତନ୍ତ୍ର ପରିଷଦ
ଜୀବନ ସାଥୀଶାନ୍ତି ମିଶ୍ର
ବାପା/ବୋଉଭବାନୀ ଶଙ୍କର ମିଶ୍ର (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ଲକ୍ଷ୍ମୀପ୍ରସାଦ ୧୯୨୫ ମସିହାର ଡିସେମ୍ବର ମାସ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଭବାନୀ ଶଙ୍କର ମିଶ୍ର ଓ ପତ୍ନୀଙ୍କ ନାମ ଶାନ୍ତି ମିଶ୍ର । ସେ ଓକିଲାତି ପଢ଼ିଥିଲେ ।

ରାଜନୈତିକ ଜୀବନ

ଲକ୍ଷ୍ମୀପ୍ରସାଦ ଓଡ଼ିଶା ରାଜନୀତିରେ ଗଣତନ୍ତ୍ର ପରିଷଦର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ସେ ୧୯୫୯ ମସିହାରୁ ୧୯୬୧ ମସିହାଯାଏଁ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

ମୃତ୍ୟୁ

ଲକ୍ଷ୍ମୀପ୍ରସାଦ ୨୦୦୪ ମସିହାର ଅଗଷ୍ଟ ମାସ ୩ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା ।

ଆଧାର

Tags:

ଲକ୍ଷ୍ମୀପ୍ରସାଦ ମିଶ୍ର ଜନ୍ମ, ପରିବାର ଓ ଶିକ୍ଷାଲକ୍ଷ୍ମୀପ୍ରସାଦ ମିଶ୍ର ରାଜନୈତିକ ଜୀବନଲକ୍ଷ୍ମୀପ୍ରସାଦ ମିଶ୍ର ମୃତ୍ୟୁଲକ୍ଷ୍ମୀପ୍ରସାଦ ମିଶ୍ର ଆଧାରଲକ୍ଷ୍ମୀପ୍ରସାଦ ମିଶ୍ରଓଡ଼ିଆ ଲୋକଓଡ଼ିଶାଓଡ଼ିଶା ବିଧାନ ସଭା୨ୟ ଓଡ଼ିଶା ବିଧାନ ସଭା

🔥 Trending searches on Wiki ଓଡ଼ିଆ:

ମୋହିନୀୟାଟ୍ଟମନୃସିଂହ ଚରଣ ପଣ୍ଡାକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଗୋଦାବରୀଶ ମହାପାତ୍ରଶିଶିର ମିଶ୍ରଗଣିତଗାୟତ୍ରୀବାଳା ପଣ୍ଡାସାଲଭାଡୋର ଡାଲିସିଷ୍ଟର ଶ୍ରୀଦେବୀତାରିଣୀ ମନ୍ଦିର୨୦୨୪ ଭାରତୀୟ ସାଧାରଣ ନିର୍ବାଚନଏ ଦିଲ୍ ତତେ ଦେଲିକୃପାସିନ୍ଧୁ ମିଶ୍ରମୂଳା (ନକ୍ଷତ୍ର)ପ୍ରଧାନ ପୃଷ୍ଠାଏକଲବ୍ୟ ପୁରସ୍କାରଶ୍ରୀନିବାସ ରାମାନୁଜନସଫ୍ଟୱେରଲିନକ୍ସରାସନ କାର୍ଡ଼ (ଭାରତ)ମହାଦେଶଇଣ୍ଡିଆନ ପ୍ରିମିଅର ଲିଗପୂରଣବାଚକ ସଂଖ୍ୟାଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ଚୋଡ଼ଗଙ୍ଗ ଦେବକାନ୍ଦଣା ଗୀତପ୍ରହ୍ଲାଦ ନାଟକଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାପଞ୍ଚାୟତ ରାଜକ୍ଷୀରଚୋରା ଗୋପୀନାଥ ମନ୍ଦିରଅଗ୍ନ୍ୟାଶୟ ଅକ୍ଷମତାରବି ସିଂଭଣ୍ଡ ଗଣେଶ୨୧ହୃତ୍‌ପିଣ୍ଡସହଦେବ ସାହୁପ୍ରାଣକୃଷ୍ଣ ପରିଜାବିଶାଖା (ନକ୍ଷତ୍ର)ହନୁମାନଉତ୍କଳ ଦିବସତିଳ ଚତୁର୍ଥୀ୪ (ବହୁବିକଳ୍ପ)ଜଗନ୍ନାଥ୧୨ଇଡ଼ିତାଲଗୁରୁ ପ୍ରସାଦ ମହାନ୍ତିହନୁମାନ ଜୟନ୍ତୀମଣିଷଭଦଭଦଳିଆଓଡ଼ିଆ ଲିପିଓଡ଼ିଶାର ଭୂଗୋଳଓଡ଼ିଶାର ପଞ୍ଚାୟତ ସମିତି ତାଲିକାରଜନୀ କୋଠାରୀପାଲାସୁରେନ୍ଦ୍ର ମହାନ୍ତିସାହି ଯାତତାରିଣୀ ମନ୍ଦିର, ଘଟଗାଁପାକ୍ରିଟିନିବହରେକୃଷ୍ଣ ମହତାବଉପନିଷଦଆମ୍ବଅନୀତା ଦାସସହଦେବ (ମହାଭାରତ)ଯଶୋବନ୍ତ ଦାସନୀଳକଣ୍ଠ ଦାସଥୁକୁଲ୍🡆 More