ବିଧାନ ସଭା ନିର୍ବାଚନ ମଣ୍ଡଳୀ ସମ୍ବଲପୁର

ସମ୍ବଲପୁର (କ୍ରମିକ ସଂଖ୍ୟା: ୧୭) ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ସମ୍ବଲପୁର (ପୌ), ହୀରାକୁଦ (ବି) ଓ ବୁର୍ଲା (ବି) ।

ସମ୍ବଲପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୭୮,୯୯୪
ଜିଲ୍ଲା: ସମ୍ବଲପୁର
ଲୋକ ସଭା ନିର୍ବାଚନ ମଣ୍ଡଳୀ: ସମ୍ବଲପୁର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥିନୀ ରାସେଶ୍ୱରୀ ପାଣିଗ୍ରାହୀ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଜୟନାରାୟଣ ମିଶ୍ରଙ୍କଠାରୁ ୯୯୫୮ ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଜୟନାରାୟଣ ମିଶ୍ର, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୁରେଶ୍ୱର ମିଶ୍ରଙ୍କଠାରୁ ୭,୦୧୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ସମ୍ବଲପୁର
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ଭାଜପା ଜୟନାରାୟଣ ମିଶ୍ର ୩୪,୧୧୦ ୪୩.୫୨ -
କଂଗ୍ରେସ ସୁରେଶ୍ୱର ମିଶ୍ର ୨୭,୧୦୦ ୩୪.୫୮ -
ରାକପା ସିଦ୍ଧାର୍ଥ ଦାସ ୧୦,୧୦୫ ୧୨.୮୯ -
ବସପା ମହମ୍ମଦ ମୁସ୍ତୁକିମ ୩,୧୩୮ ୪.୦୦ -
ଝାମୁମୋ ଜୁନୁସ ଆଇଣ୍ଡ ୧,୨୨୧ ୧.୫୬ -
ସମୃଦ୍ଧ ଓଡ଼ିଶା କଳ୍ପନା ମିଶ୍ର ୭୫୯ ୦.୯୭ -
ସ୍ୱାଧୀନ ଜୟଶ୍ରୀ ମିଶ୍ର ୫୭୯ ୦.୭୪ -
କୋଶଳ କ୍ରାନ୍ତି ଦଳ ସୁନିଲ କୁମାର ନନ୍ଦ ୫୬୮ ୦.୭୨ -
ସ୍ୱାଧୀନ ସନ୍ତୋଷ କୁମାର ଶର୍ମା ୪୫୨ ୦.୫୮ -
ଇଣ୍ଡିଆନ ଜଷ୍ଟିସ ପାର୍ଟି ସଞ୍ଜୟ କୁମାର ସାହୁ ୩୩୯ ୦.୪୩ -
ଭୋଟ ବ୍ୟବଧାନ ୭,୦୧୦ ୮.୯୪* -
ମତଦାନ ହାର ୭୮,୫୫୫ ୪୫.୫୧ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

ଆଧାର

Tags:

ଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାସମ୍ବଲପୁରସମ୍ବଲପୁର ଜିଲ୍ଲାହୀରାକୁଦ

🔥 Trending searches on Wiki ଓଡ଼ିଆ:

ଜଗନ୍ନାଥଙ୍କ ବେଶରାମାନନ୍ଦ ରାୟଓଡ଼ିଶାର ଭୂଗୋଳଓଡ଼ିଆ ଖାଦ୍ୟଜର୍ମାନୀହରେକୃଷ୍ଣ ମହତାବଶୁକ୍ରବାରଗଣିତଗୌତମ ବୁଦ୍ଧପର୍ଶୁରାମ ଧଡ଼ାଶବ୍ଦ (ପଦ)ସୁନାବେଶସ୍ୱାଧୀନତାଶ୍ରୀକ୍ଷେତ୍ର ଦେବାଦେବୀକାନ୍ଦଣା ଗୀତନୃସିଂହନାଥ ମନ୍ଦିରଜର୍ଜିଆପର୍ଯ୍ୟାୟ ସାରଣୀଇଡ଼ିତାଲଏ ଦିଲ୍ ତତେ ଦେଲିକୃପାସିନ୍ଧୁ ମିଶ୍ରପକ୍ଷଉଇକିପାଠାଗାରଓଡ଼ିଶାର ସଂସ୍କୃତିସୁରେନ୍ଦ୍ର ମହାନ୍ତିରଘୁନାଥ ପରିଚ୍ଛାଆଦିଶଙ୍କର୧୯୩୪ଅକ୍ଟୋବରଓଡ଼ିଶାର ପର୍ବପର୍ବାଣିଆଜ୍‌ମାବରଗଛମୌଳିକ ସଂଖ୍ୟାରାଶି ଓ ନକ୍ଷତ୍ରସୁଭାଷ ଚନ୍ଦ୍ର ବୋଷପୃଥିବୀଜାତୀୟ ସଙ୍ଗୀତଧାନଚବିଶ ଗୁରୁ୧୦ ଜୁନଗୋପାଳ କୃଷ୍ଣ ରଥବୈକୁଣ୍ଠନାଥ ପଟ୍ଟନାୟକଉପେନ୍ଦ୍ର ଭଞ୍ଜଆକବରଓଡ଼ିଶାର ପଞ୍ଚାୟତ ସମିତି ତାଲିକାଭ୍ୟାକୁମ୍ କ୍ଲିନର୍ଜଗତସିଂହପୁର ଜିଲ୍ଲାଦଶାବତାରଛବିଳ ମଧୁ ବର୍ଣ୍ଣବୋଧରାମଚନ୍ଦ୍ର ବେହେରାଅପରେଟିଙ୍ଗ ସିଷ୍ଟମକଳାପାହାଡ଼୨୭ ଜୁଲାଇପଣା ସଂକ୍ରାନ୍ତି୨୦୨୪ ଭାରତୀୟ ସାଧାରଣ ନିର୍ବାଚନଇନ୍ଦ୍ରାଣୀ ପଟ୍ଟନାୟକମାନବ ଅଧିକାରର ସାର୍ବଜନୀନ ଘୋଷଣାଶୈଳବାଳା ଦାସଚନ୍ଦନଲାଗି ବେଶଯଶୋବନ୍ତ ଦାସଡାଉନ ସିଣ୍ଡ୍ରୋମଗୋଦାବରୀଶ ମିଶ୍ରହେପାଟାଇଟିସସାରଳା ଦାସଦୀନକୃଷ୍ଣ ଦାସ୩ (ସଂଖ୍ୟା)ଶୈଳେନ ମହାପାତ୍ରଲାଓସମୁକ୍ତ ମଣ୍ଡପଶତ୍ରୁଘ୍ନ ପାଣ୍ଡବବାସନ୍ତୀଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାକୃଷ୍ଣପ୍ରସାଦ ମିଶ୍ରବିଞ୍ଝାରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)🡆 More