ବିଧାନ ସଭା ନିର୍ବାଚନ ମଣ୍ଡଳୀ ଲାଞ୍ଜିଗଡ଼

ଲାଞ୍ଜିଗଡ଼ (କ୍ରମିକ ସଂଖ୍ୟା: ୭୭) କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଲାଞ୍ଜିଗଡ଼ ବ୍ଳକ, ଥୁଆମୂଳ ରାମପୁର ବ୍ଳକ ଓ ଭବାନୀପାଟଣା ବ୍ଳକର କିଛି ଅଂଶ ।

ଲାଞ୍ଜିଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୯୩,୯୭୫
ଜିଲ୍ଲା: କଳାହାଣ୍ଡି
ଲୋକ ସଭା ନିର୍ବାଚନ ମଣ୍ଡଳୀ: କଳାହାଣ୍ଡି
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବଳଭଦ୍ର ମାଝୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ଦିଶାରୀଙ୍କଠାରୁ ୨୪୮୯୫ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଶିବାଜୀ ମାଝି, ବିଜୁ ଜନତା ଦଳ ପ୍ରାର୍ଥୀ ବଳଭଦ୍ର ମାଝିଙ୍କଠାରୁ ୩,୦୩୯ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ଲାଞ୍ଜିଗଡ଼
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
କଂଗ୍ରେସ ଶିବାଜୀ ମାଝି ୪୬,୧୩୮ ୩୪.୪୭ -
ବିଜଦ ବଳଭଦ୍ର ମାଝି ୪୩,୦୯୯ ୩୨.୨୦ -
ଭାଜପା ବିଜୟ ଦିଶାରୀ ୨୮,୪୮୨ ୨୧.୨୮ -
ସ୍ୱାଧୀନ ସୁରେଶ ଚନ୍ଦ୍ର ମାଝି ୪,୫୨୨ ୩.୩୮ -
ବସପା ଭଲ ମାଝି ୩,୪୪୫ ୨.୫୭ -
ସପା ପରମାନନ୍ଦ ମାଝି ୩,୩୧୧ ୨.୪୭ -
ସମୃଦ୍ଧ ଓଡ଼ିଶା ବିଜୟ ଲକ୍ଷ୍ମୀ ଶବର ୨,୬୪୯ ୧.୯୮ -
ସ୍ୱାଧୀନ ମନୋରଞ୍ଜନ ମାଝି ୨,୨୧୧ ୧.୬୫ -
ଭୋଟ ବ୍ୟବଧାନ ୩,୦୩୯ ୨.୨୭* -
ମତଦାନ ହାର ୧,୩୩,୮୬୨ ୬୮.୭୦ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

ନବଗଠିତ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀରେରେ କେବଳ ୨ଥର ନିର୍ବାଚନ ଅନୁଷ୍ଠିତ ହୋଇଛି ।

ଆଧାର

Tags:

ଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାକଳାହାଣ୍ଡି ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଓଡ଼ିଆ ରାମାୟଣଫାଇଲେରିଆଗୁରୁମଧୁସୂଦନ ରାଓଅରଣ୍ୟ ରୋଦନନୀଳକଣ୍ଠ ଦାସଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାହଳଦୀ ବସ‍ନ୍ତଚିତ୍ତରଞ୍ଜନ ଦାସଶରତ ଚନ୍ଦ୍ର ପ୍ରଧାନମୁକ୍ତ ମଣ୍ଡପ୫ ଜୁଲାଇମାଗୁଣିର ଶଗଡ଼ (କଥାଚିତ୍ର)ପ୍ରଦୀପ କୁମାର ପାଣିଗ୍ରାହୀନାସାମଇ ଦିବସଉପେନ୍ଦ୍ର ଭଞ୍ଜହିମାଳୟଡାକ ମୁନସୀଓଡ଼ିଆ ଭ୍ରମଣ ସାହିତ୍ୟBhubaneswarଶିଶିର ମିଶ୍ରଆମ୍ବଉପେନ୍ଦ୍ର କିଶୋର ଦାସବାଇଶି ପାହାଚପରଶୁରାମକବିସୂର୍ଯ୍ୟ ବଳଦେବ ରଥଧାନଶ୍ରବଣା (ନକ୍ଷତ୍ର)ସାଲଭାଡୋର ଡାଲିଯାଯାବର (୧୯୭୫ର କଥାଚିତ୍ର)୨୯ ଜୁନଦକ୍ଷିଣ ଆଫ୍ରିକାରାଷ୍ଟ୍ରୀୟ ସୁରକ୍ଷା ଦିବସଟୁକୁନି ସାହୁକୃଷ୍ଣପ୍ରସାଦ ମିଶ୍ରମୟୂରଭଞ୍ଜ ରାଜ୍ୟଜୟ ଜଗନ୍ନାଥରଜନୀ କୋଠାରୀଚାନ୍ଦ୍ରମାସଆକବରସ୍କନ୍ଦ ପୁରାଣନଅଙ୍କ ଦୁର୍ଭିକ୍ଷଅକ୍ଷାଂଶଭଗବତୀ ଚରଣ ପାଣିଗ୍ରାହୀଛ ମାଣ ଆଠ ଗୁଣ୍ଠବ୍ୟଞ୍ଜନ ବର୍ଣ୍ଣଖ୍ରୀଷ୍ଟ ଧର୍ମଲୋକ ସଭାଦୀନକୃଷ୍ଣ ଦାସଭାରତୀୟ ଇତିହାସ (୧୯୪୭-ବର୍ତ୍ତମାନ)ମହାପାତ୍ର ନୀଳମଣି ସାହୁବୃଷ (ରାଶି)କ୍ରିକେଟରାମ ନବମୀଚନ୍ଦନଲାଗି ବେଶ୨୭ ଜୁଲାଇଇବୁଟିଲାଇଡଦୁର୍ଗାଓଡ଼ିଶା ସରକାରଖବର (ଖବରକାଗଜ)ଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାନମିତା ଅଗ୍ରୱାଲଉତ୍ତରାଷାଢ଼ା (ନକ୍ଷତ୍ର)ଶୀତ ରାତି🡆 More