ଲଭ୍ ୟୁ ହମେଶା: ୨୦୧୫ର ଓଡ଼ିଆ କଥାଚିତ୍ର

ଲଭ୍ ୟୁ ହମେଶା ୨୦୧୫ ମସିହା 'ରଜ' ସମୟରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହା ସାବିତ୍ରୀ ସିନେ ପ୍ରଡକ୍ସନ୍‌ ବ୍ୟାନରରେ ଚଣ୍ଡି ପରିଜାଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିଲା । ଅରିନ୍ଦମ ରାୟ ଓ ଝିଲିକ ଏହି କଥାଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଚଳଚ୍ଚିତ୍ରଟିରେ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ପ୍ରେମ ଆନନ୍ଦ । ଏହି ଚଳଚ୍ଚିତ୍ରଟି ସାବିତ୍ରୀ ସିନେ ପ୍ରଡକ୍ସନ୍ର ପ୍ରଥମ ଚଳଚ୍ଚିତ୍ର ।

ଲଭ୍ ୟୁ ହମେଶା
ନିର୍ଦ୍ଦେଶକହିମାଂଶୁ ପରିଜା
ପ୍ରଯୋଜକସୁରେଶ କୁମର ହାଇବୃ, ସ୍ମୃତି ରଞ୍ଜନ ରାଉତ
ସଂଳାପବିଜୟ ମଲ୍ଲ
ଚିତ୍ରନାଟ୍ୟହିମାଂଶୁ ପରିଜା
କାହାଣୀରାହୁଲ, ମଣ୍ଟୁ
କଳାକାରଅରିନ୍ଦମ ରାୟ, ଝିଲିକ୍ ଭଟ୍ଟାଚାର୍ଯ୍ୟ, ଆନିସା, ମିହିର ଦାସ, ଶ୍ରୀତମ ଦାସ, ଅନିତା ଦାସ
ସଙ୍ଗୀତପ୍ରେମ ଆନନ୍ଦ
ମୁକ୍ତିଲାଭ ତାରିଖ
୧୨ ଜୁନ ୨୦୧୫
ଦେଶଭାରତ
ଭାଷାଓଡ଼ିଆ

ଅଭିନୟ

ଗୀତ ଓ ସଙ୍ଗୀତ

ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ପ୍ରେମ ଆନନ୍ଦ । ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ, ବସନ୍ତରାଜ ସାମଲ ପ୍ରମୁଖ ଚଳଚ୍ଚିତ୍ରଟିରେ ଗୀତ ଗୁଡ଼ିକର ରଚନା କରିଥିଲେ । ଇରା ମହାନ୍ତି,ଶ୍ରୀଚରଣ, ହ୍ୟୁମାନ ସାଗର, କୁମାର ବାପି, ସମିକ୍ଷା, ସୋହିନୀ ମିଶ୍ର, ରତିକାନ୍ତ ଶତପଥୀ ଏବଂ ଶ୍ରେୟା ମିଶ୍ର ଏହି ଚଳଚ୍ଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ରଚନା କଣ୍ଠଦାନ
ମୁଁ ଆଜି ଭାରି ଖୁସି କୁମାର ବାପି
ଛାତି ତଳେ ରହିଗଲୁ
ଭାରି ଭଲ ଲାଗେ ଏ ଦୁନିଆ
ମାଡାମ ନମସ୍କାର
କି କଲୁ କି କଲୁ(ସ୍ତ୍ରୀ)
ମୋ ନିଦ ଭୁଲିବାର
କି କଲୁ କି କଲୁ(ପୁରୁଷ)
ଲଭ୍ ୟୁ ହମେଶା

ଆଧାର

ଅଧିକ ତଥ୍ୟ

Tags:

ଲଭ୍ ୟୁ ହମେଶା ଅଭିନୟଲଭ୍ ୟୁ ହମେଶା ଗୀତ ଓ ସଙ୍ଗୀତଲଭ୍ ୟୁ ହମେଶା ଆଧାରଲଭ୍ ୟୁ ହମେଶା ଅଧିକ ତଥ୍ୟଲଭ୍ ୟୁ ହମେଶାଅରିନ୍ଦମ ରାୟଓଡ଼ିଆ ଭାଷାପ୍ରେମ ଆନନ୍ଦ

🔥 Trending searches on Wiki ଓଡ଼ିଆ:

ବଣଭୋଜି ବେଶଛବିଳ ମଧୁ ବର୍ଣ୍ଣବୋଧ୩୦ ଅପ୍ରେଲବନ୍ଦେ ଉତ୍କଳ ଜନନୀଲଘିଷ୍ଠ ସାଧାରଣ ଗୁଣିତକଭାରତ ସରକାରରତ୍ନାକର ଚଇନିକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଶାର ସଂସ୍କୃତିବୈଜୟନ୍ତ ପଣ୍ଡାହେମନ୍ତ କୁମାର ଦାସରକ୍ତଶିଶୁ ଅନନ୍ତ ଦାସବୈକୁଣ୍ଠନାଥ ପଟ୍ଟନାୟକଭାରତୀୟ ସ୍ୱାଧୀନତା ଆନ୍ଦୋଳନଭଗବତୀ ଚରଣ ପାଣିଗ୍ରାହୀଅକ୍ଷୟ ତୃତୀୟାଉତ୍କଳ ଦିବସଇରା ମହାନ୍ତିଆଜାଦ ହିନ୍ଦ୍ ଫୌଜମଧୁସୂଦନ ଦାସପ୍ରାଣୀଗୋପାଳକୃଷ୍ଣ ପଟ୍ଟନାୟକଗଣନ ସଂଖ୍ୟାଜ୍ୟୋତିର୍ଲିଙ୍ଗପକୋଡ଼ାଅର୍ଥଶାସ୍ତ୍ରମାୟାଧର ମାନସିଂହଜାହାଙ୍ଗୀରହୃତ୍‌ପିଣ୍ଡଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସସତ୍ୟନାରାୟଣ ରାଜଗୁରୁଇଣ୍ଡିଆନ ପ୍ରିମିଅର ଲିଗଓଡ଼ିଆ ଭାଷାଗୋଦାବରୀଶ ମହାପାତ୍ରରାବଣସମୟ (କାଳ)ରବୀନ୍ଦ୍ରନାଥ ଠାକୁରଭଦଭଦଳିଆରାଉରକେଲାବଳଓଡ଼ିଶୀ ସଙ୍ଗୀତଘରପଖିଆସିଦ୍ଧାନ୍ତ ମହାପାତ୍ରଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଦଶାବତାରଖାରବେଳଟ୍ରାଲୋକିନୁମାବଜିନା ସାମଲସେଇ ଝିଅଟିଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିରାମ ନବମୀମୋନିକା ସେଲ୍ସଫକୀର ମୋହନ ସେନାପତିଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)ରାସେଶ୍ୱରୀ ପାଣିଗ୍ରାହୀଜନ୍ମ ନିରୋଧ୨୯ ମାର୍ଚ୍ଚପୂରଣବାଚକ ସଂଖ୍ୟାଓଡ଼ିଆ କାବ୍ୟ କବିତାଅଂଶୁଘାତଛାନ୍ଦସମ୍ବଲପୁରଲସିସୌଭାଗ୍ୟ କୁମାର ମିଶ୍ରଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରଗୋପବନ୍ଧୁ ଦାସଚାଟ୍ ଜିପିଟି🡆 More