ଲଭ୍ ହେଲା ଏମିତି: ୨୦୧୩ର ଓଡ଼ିଆ କଥାଚିତ୍ର

ଲଭ୍ ହେଲା ଏମିତି, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏସ୍.

ଏମ୍. ଅଗ୍ର‌ୱାଲ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ଡଃ ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଲଳିତ୍ କୁମାର ତ୍ରିପାଠୀ କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିବା ସ‌ହ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଲଭ୍ ହେଲା ଏମିତି
ନିର୍ଦ୍ଦେଶକଲଳିତ୍ କୁମାର ତ୍ରିପାଠୀ
ପ୍ରଯୋଜକଏସ୍. ଏମ୍. ଅଗ୍ର‌ୱାଲ
ସଂଳାପଡଃ ନିର୍ମଳ ନାୟକ
ଚିତ୍ରନାଟ୍ୟଲଳିତ୍ କୁମାର ତ୍ରିପାଠୀ
କାହାଣୀଏସ୍. ଅଗ୍ର‌ୱାଲ
କଳାକାରଇଲୁ ବାନାର୍ଜୀ, ଅଶୋକ ଦାସ, ଡିମ୍ପଲ, ସୋମେଶ ମହାନ୍ତି
ସଙ୍ଗୀତଅଭିଜିତ ମଜୁମଦାର
ମୁକ୍ତିଲାଭ ତାରିଖ
୧ ଫେବୃଆରୀ ୨୦୧୩
ଦେଶଲଭ୍ ହେଲା ଏମିତି: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଇଲୁ ବାନାର୍ଜୀ, ଅଶୋକ ଦାସ, ସୋମେଶ ମହାନ୍ତି, ଡିମ୍ପଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

  • ଇଲୁ ବାନାର୍ଜୀ
  • ଅଶୋକ ଦାସ
  • ଡିମ୍ପଲ
  • ସୋମେଶ ମହାନ୍ତି

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ନିର୍ମଳ ନାୟକ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।

ଗୀତ

କ୍ରମଗୀତସମୟ
1."ଭଅଁର ପାଇଁ ମୁଁ" 
2."ହେ ଇଶ୍ୱର" 
3."ମହୁଲ ଫୁଲ" 
4."ନ‌ଦୀକୁ କେତେ ସାଗର" 
5."ସୁନା ଚଢ଼େଇର" 
6."ତୋ ପାଇଁ ନିଦ ଗଲା" 

ଆଧାର

ବାହାର ଆଧାର

Tags:

ଲଭ୍ ହେଲା ଏମିତି ଅଭିନୟଲଭ୍ ହେଲା ଏମିତି କାହାଣୀଲଭ୍ ହେଲା ଏମିତି ଗୀତ ଏବଂ ସଙ୍ଗୀତଲଭ୍ ହେଲା ଏମିତି ଆଧାରଲଭ୍ ହେଲା ଏମିତି ବାହାର ଆଧାରଲଭ୍ ହେଲା ଏମିତିଅଭିଜିତ ମଜୁମଦାର

🔥 Trending searches on Wiki ଓଡ଼ିଆ:

ଲକ୍ଷ୍ମୀକାନ୍ତ ମହାପାତ୍ର୨୦୦୬ମାସଗାଲୁଆଓଲେନା ଜେଲେନସ୍କାଗୀତଗୋବିନ୍ଦମାଲେସିଆବିଜ୍ଞାନବିଞ୍ଝାରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବୀଣାପାଣି ମହାନ୍ତିପ୍ରାଣବନ୍ଧୁ କରଉତ୍ତରାଷାଢ଼ା (ନକ୍ଷତ୍ର)ଅଖିଳ ମୋହନ ପଟ୍ଟନାୟକଶୈଳେନ ମହାପାତ୍ରବିଦ୍ୟାଳୟଓଡ଼ିଶାର ସଂସ୍କୃତିଧର୍ମେନ୍ଦ୍ର ପ୍ରଧାନଫାଇଲେରିଆଦୈନିକ ଆଶାକଳାପାହାଡ଼ଏକାଦଶୀ୨୪ ଅଗଷ୍ଟଗଣନ ସଂଖ୍ୟାସ୍ୱର ବର୍ଣ୍ଣହଳଦୀ ବସ‍ନ୍ତଇରା ମହାନ୍ତିମନୋଜ କୁମାର ମିଶ୍ରକୃପାସିନ୍ଧୁ ମିଶ୍ରସେହି ଦିନପାଞ୍ଜିରାସନ କାର୍ଡ଼ (ଭାରତ)ଶିବଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାକାନ୍ଦଣା ଗୀତବୃହସ୍ପତିଗ୍ରାମ ବିକାଶରାଧାଦାମୋଦର ବେଶଚୀନଭଗୀରଥ ଦାସସମୀର ରଞ୍ଜନ ଦାଶଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟଚତୁର୍ଶୃଙ୍ଗୀ ମନ୍ଦିରଫିନଲ୍ୟାଣ୍ଡଓଡ଼ିଆ୭ ଅଗଷ୍ଟସୁନାଗୋପୀନାଥ ମହାନ୍ତିଖବର (ଖବରକାଗଜ)ବଲାଙ୍ଗୀର ଜିଲ୍ଲାସୂର୍ଯ୍ୟଉମେଶଚନ୍ଦ୍ର ସରକାର୩୧ ଡିସେମ୍ବରଓଡ଼ିଆ ଭାଗବତମୁଁମଦର ଟେରେସାଯାଜପୁର ଜିଲ୍ଲାକୋରାପୁଟ ଜିଲ୍ଲାଓଡ଼ିଶାର ଭୂଗୋଳପଞ୍ଚସଖାଆଶୁତୋଷ ପରିଡ଼ାରବି ସିଂକଳିଙ୍ଗ ଯୁଦ୍ଧଏଲୋରା ଗୁମ୍ଫାବିଜୟ ମିଶ୍ରଜବାହରଲାଲ ନେହେରୁବିଷ୍ଣୁଇଣ୍ଡୋନେସିଆକର୍ଣ୍ଣ🡆 More