ଲଭ୍ ଫିଭର୍: ୨୦୨୨ ଓଡ଼ିଆ କଥାଚିତ୍ର

ଲଭ୍ ଫିଭର୍ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ମୁନ୍ ଟିଭି ବ୍ୟାନରରେ ନିର୍ମିତ ହୋଇଥିଲା, ଯାହାର ପ୍ରଯୋଜନା କରିଥିଲେ ସଚ୍ଚିକାନ୍ତ ଜେନା ଓ ବିନି ପଟ୍ଟନାୟକ । ସଚ୍ଚିକାନ୍ତ ଜେନା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଓ ଚିନ୍ମୟ ଦାସ ପଟ୍ଟନାୟକ କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ଚନ୍ଦନ ଜେନା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ପ୍ରଶାନ୍ତ ପାଲ୍ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଲଭ୍ ଫିଭର୍
ନିର୍ଦ୍ଦେଶକଚନ୍ଦନ ଜେନା
ପ୍ରଯୋଜକସଚ୍ଚିକାନ୍ତ ଜେନା, ବିନି ପଟ୍ଟନାୟକ
ସଂଳାପଚିନ୍ମୟ ଦାସ ପଟ୍ଟନାୟକ
ଚିତ୍ରନାଟ୍ୟଚନ୍ଦନ ଜେନା
କାହାଣୀସଚ୍ଚିକାନ୍ତ ଜେନା
କଳାକାରରାଜବୀର ଶଙ୍କର ଦେଓ
ବନ୍ଦନା ପରମାଣିକ
ଅସୀତ ପତି
ପିଣ୍ଟୁ ନନ୍ଦ
ସଙ୍ଗୀତପ୍ରଶାନ୍ତ ପାଲ୍
ଚିତ୍ରଗ୍ରହଣଅଜିତ, ପ୍ରଦୀପ
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୨୦ ମଇ ୨୦୨୨
ଦେଶଲଭ୍ ଫିଭର୍: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରାଜବୀର ଶଙ୍କର ଦେଓ ଓ ବନ୍ଦନା ପରମାଣିକ । ଅସୀତ ପତି, ପିଣ୍ଟୁ ନନ୍ଦ, ପୁଷ୍ପା ପଣ୍ଡା, ମୀନକେତନ, ଅଶ୍ରୁମୋଚନ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୨୦୨୨ ମସିହାର ମଇ ୨୦ ତାରିଖରେ ମୁକ୍ତିଲାଭ କରିଥିଲା ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଗୀତ

କ୍ରମଗୀତସମୟ

ଆଧାର

ବାହାର ଆଧାର

Tags:

ଲଭ୍ ଫିଭର୍ ଅଭିନୟଲଭ୍ ଫିଭର୍ କାହାଣୀଲଭ୍ ଫିଭର୍ ଗୀତ ଏବଂ ସଙ୍ଗୀତଲଭ୍ ଫିଭର୍ ଆଧାରଲଭ୍ ଫିଭର୍ ବାହାର ଆଧାରଲଭ୍ ଫିଭର୍

🔥 Trending searches on Wiki ଓଡ଼ିଆ:

ମଧୁସୂଦନ ରାଓଯଶୋବନ୍ତ ଦାସଶଙ୍ଖଶଶି ଭୂଷଣ ବେହେରାମନୋଜ ଦାସକଳିଙ୍ଗତ୍ରିଭୁଜରାମ ନବମୀଲୋକ ସଭାଉଇକିପିଡ଼ିଆ ସମୂହର ତାଲିକାରାଧାଦାମୋଦର ବେଶପଖାଳରବି ଶତପଥୀଔଷଧୀୟ ଗଛଲତାମାନଙ୍କର ତାଲିକାଲଣ୍ଡନଯାଜପୁର ଜିଲ୍ଲାଉଇକିପାଠାଗାରରାମାକାନ୍ତ ଦେଶାଇସ୍ୱାଧୀନତାରଘୁନାଥ ପରିଚ୍ଛାଚୀନଇରା ମହାନ୍ତିମାନବ ଅଧିକାରର ସାର୍ବଜନୀନ ଘୋଷଣାଖାଦ୍ୟମାୟାଧର ମାନସିଂହଜାପାନୀ ଭାଷାମଟର ସାଇକେଲଓଡ଼ିଆ ଭାଗବତଫ୍ରୋଭାଟ୍ରିପଟାନ୧୬ ମଇଜାତୀୟ ଆୟବିଜୁ ଜନତା ଦଳସାଇକୋସିସଭଗବାନ କହଁରକ୍ଷୀରଚୋରା ଗୋପୀନାଥ ମନ୍ଦିରନମ୍ରତା ଦାସସମୀର ରଞ୍ଜନ ଦାଶଭଗବତୀ ଚରଣ ପାଣିଗ୍ରାହୀସଫ୍ଟୱେରରାମହନୁମାନ ଚାଳିଶାକୃଷ୍ଣଚନ୍ଦ୍ର ପାଣିଗ୍ରାହୀଟ୍ରିପଲ ଏକ୍ସ ସିଣ୍ଡ୍ରୋମରାମାୟଣରାଜରାଜେଶ୍ୱର ବେଶଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଯଶୋଧାରା ମିଶ୍ରଯକ୍ଷ୍ମାକିଶୋରୀ ଚରଣ ଦାସଉଚ୍ଛ୍ୱାସ (କବିତା ସଙ୍କଳନ)ପାଲାଢଗ ଢମାଳିଭୂମିକା ଦାଶମନୋଜ ଦାସଙ୍କ କଥା ଓ କାହାଣୀସୀତାକାନ୍ତ ମହାପାତ୍ରତାରିଣୀ ମନ୍ଦିର, ଘଟଗାଁଜାଭା (ପ୍ରୋଗ୍ରାମିଂ ଭାଷା)ପ୍ରତିଭା ରାୟକୁଞ୍ଜବିହାରୀ ଦାଶ୧୦ ଜୁନହରିହର ବେଶନିଝୁମ ରାତିର ସାଥୀ (୨୦୧୭)ଢମଣା ସାପଶୀତ ରାତିସାରଳା ଦାସମହା ଶିବରାତ୍ରିଗ୍ରହରଥଯାତ୍ରାଭୀମ ପୃଷ୍ଟିଗୌତମ ବୁଦ୍ଧ୧୦ ମାର୍ଚ୍ଚ🡆 More