ରାୟଗଡ଼ା ଜିଲ୍ଲାର ହିନ୍ଦୁ ମନ୍ଦିର

ଏହା ଭାରତର ଓଡ଼ିଶାସ୍ଥିତ ରାୟଗଡ଼଼ା ଜିଲ୍ଲାରେ ଥିବା ହିନ୍ଦୁ ମନ୍ଦିରଗୁଡ଼ିକର ଏକ ତାଲିକା ।

ଉପକ୍ରମ

ଓଡ଼ିଶା ରାଜ୍ୟ ପୂରାତନ ତଥା ନୂତନ ମନ୍ଦିରରେ ଭରପୁର । ସେହି ଦୃଷ୍ଟିରୁ ରାୟଗଡ଼ା ଜିଲ୍ଲା ଏହାର ବ୍ୟତିକ୍ରମ ନୁହେଁ । ରାୟଗଡ଼ା ଜିଲ୍ଲାରେ ଥିବା ମନ୍ଦିରମାନଙ୍କର ଅସଂପୂର୍ଣ୍ଣ ତାଲିକା ଏହାର ଏକ ବଳିଷ୍ଠ ପ୍ରମାଣ ।

  1. ବାଲୁଙ୍କେଶ୍ୱର ମନ୍ଦିର, ରାୟଗଡ଼ା
  2. ଚାଟିକଣା ଶିବ ମନ୍ଦିର
  3. ଗାୟତ୍ରୀ ମନ୍ଦିର, ରାୟଗଡ଼ା
  4. ହନୁମାନ ମନ୍ଦିର, ରାୟଗଡ଼
  5. ଜଗନ୍ନାଥ ମନ୍ଦିର, ରାୟଗଡ଼ା
  6. ଲକ୍ଷ୍ମିନାରାୟଣ ମନ୍ଦିର, ଥେରୁବାଲି
  7. ଭେଙ୍କେଟେଶ୍ୱର ମନ୍ଦିର, ରାୟଗଡ଼ା
  8. ମଝିଘରିଆଣୀ ମନ୍ଦିର.
  9. ମାଁ ମଙ୍ଗଳା ମନ୍ଦିର, ରାୟଗଡ଼ା
  10. ମା ସନ୍ତୋଷି ମନ୍ଦିର, ରାୟଗଡ଼ା
  11. ମା ମାର୍କମା ମନ୍ଦିର, ବିଷମ କଟକ
  12. ମାଁ କାଳୀ ମନ୍ଦିର, ରାୟଗଡ଼ା
  13. ମୁତ୍ୟାଲୁମା ମନ୍ଦିର, ରାୟଗଡ଼ା
  14. ପାଇକପଡ଼ା ଶିବ ମନ୍ଦିର
  15. ରାମ ମନ୍ଦିର, ଗୁଣପୁର
  16. ରାଧାକୃଷ୍ଣ ମନ୍ଦିର, ରାୟଗଡ଼ା (ମିଟ୍ସ କ୍ୟାମ୍ପସ)
  17. ରାଧାକୃଷ୍ଣ ମନ୍ଦିର, ରାୟଗଡ଼ା
  18. ସ୍ୱାମି ଆୟାପ୍ପା ମନ୍ଦିର, ଗୁଣପୁର୍
  19. ଶିରିଡୀ ସାଇ ମନ୍ଦିର, ରାୟଗଡ଼ା
  20. ଶ୍ରୀ ରାମ ମନ୍ଦିର, ରାୟଗଡ଼ା
  21. ଓମ୍‌କାରନାଥ ମନ୍ଦିର, ରାୟଗଡା
  22. ଶ୍ରୀ ବିନାୟକ ମନ୍ଦିର, ରାୟଗଡ଼ା
  23. ସ୍ୱାମି ଆୟାପ୍ପା ମନ୍ଦିର, ରାୟଗଡ଼ା
  24. ଦକ୍ଷିଣ ମୁଖୀ ହନୁମାନ ମନ୍ଦିର, ଗୁଣପୁର
  25. ଜଗନ୍ନାଥ ମନ୍ଦିର, ଗୁଣପୁର
  26. ରାଧାକୃଷ୍ଣ ମନ୍ଦିର, ଗୁଣପୁର
  27. ନୀଳମଣି ଦୁର୍ଗା ମନ୍ଦିର, ଗୁଣପୁର
  28. ଦକ୍ଷିଣକାଳୀ ମନ୍ଦିର, ଗୁଣପୁର
  29. ଶିବ ମନ୍ଦିର (ବାଘୁ ଦେଉଳ), ଗୁଣପୁର
  30. ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ (ଡାକିନ୍ୟାଂ), ଭୀମପୁର
  31. ଶିରିଡ଼ି ସାଇ ମନ୍ଦିର, ଗୁଣପୁର
  32. ସତ୍ୟ ସାଇ ମନ୍ଦିର, ଗୁଣପୁର
  33. ମାଁ ମଙ୍ଗଳା ମନ୍ଦିର, ଗୁଣପୁର
  34. ମାଁ ମାଣିକେଶ୍ୱରୀ ମନ୍ଦିର, ଗୁଣପୁର
  35. ଶ୍ରୀ ରାମ ମନ୍ଦିର, ରାୟଗଡା
  36. ଶ୍ରୀ ବାସବୀ କନ୍ୟକା ପରମେଶ୍ୱରୀ ମନ୍ଦିର, ରାୟଗଡା
  37. ଶିବ ମନ୍ଦିର, ଜ୍ୟୋତି ମହଲ ଛକ, ରାୟଗଡା
  38. ସନ୍ତୋଷୀ ମାଁ ମନ୍ଦିର, ରାୟଗଡା
  39. ସାତଭଉଣୀ ମନ୍ଦିର, ରାୟଗଡା
  40. ତ୍ରିନାଥ ମନ୍ଦିର, ରାୟଗଡା
  41. ଗାୟତ୍ରୀ ମନ୍ଦିର, ରାୟଗଡା
  42. ନୀଳକଣ୍ଠେଶ୍ୱର ମନ୍ଦିର, ପଦ୍ମ୍ପୁର
  43. ମା ମାଣିକେଶ୍ୱରୀ ମନ୍ଦିର, କାଶୀପୁର
  44. କନ୍ୟକା ପରମେଶ୍ୱରୀ ମନ୍ଦିର, ଗୁଣପୁର
  45. ଗଣେଶ ମନ୍ଦିର, ଗୁଣପୁର
  46. ଶ୍ରୀ ମୃତ୍ୟୁଞ୍ଜୟ ଶ୍ରୀ ମୀନାକ୍ଷୀ ମନ୍ଦିର, ଗୁଣପୁର
  47. ଶିବ ମନ୍ଦିର, ଗୁଣପୁର
  48. ଜଗନ୍ନାଥ ମନ୍ଦିର, ଦୁର୍ଗୀ
  49. ଶିବ ମନ୍ଦିର, ରୟତ କଲୋନୀ, ରାୟଗଡା
  50. ରାଧାକୃଷ୍ଣ ମନ୍ଦିର, ପଦ୍ମପୁର
  51. ଗିରିଧାରୀ ମନ୍ଦିର, ପଦ୍ମପୁର
  52. ଗାୟତ୍ରୀ ମନ୍ଦିର, ପଦ୍ମପୁର
  53. ମାଁ ବନଦୁର୍ଗା ମନ୍ଦିର, ରାୟଗଡା
  54. ତ୍ରିନାଥ ମନ୍ଦିର, ପଦ୍ମପୁର
  55. ସତ୍ୟନାରାୟଣ ସ୍ୱାମୀ ମନ୍ଦିର, ରାୟଗଡା
  56. ଗିରି ଗୋବର୍ଦ୍ଧନ ମନ୍ଦିର,ରାୟଗଡ଼ା
  57. ଭେଙ୍କେଟେଶ୍ୱରମନ୍ଦିର, ରାୟଗଡ଼ା
  58. ରାମ ମନ୍ଦିର,ରାୟଗଡ଼ା (କସ୍ତୁରି ନଗର)
  59. ଶିବ ମନ୍ଦିର, ରୋହିତ କଲୋନୀ,ରାୟଗଡ଼ା
  60. ଭୋଇମଢା(ମୁକୁନ୍ଦପୁର ନିକଟବର୍ତ୍ତୀ)ର ଶିବ ମନ୍ଦିର
  61. ଶିବ ମନ୍ଦିର (ଗୁଡାରି ଗଡ ମାଣିକେଶ୍ୱରୀ ନିକଟ)
  62. ମା ପାଇଡିତାଲ୍ଲୀ ଠାକୁରାଣୀ ମନ୍ଦିର, ରାୟଗଡା
  63. ସତ୍‌ସଙ୍ଗ ବିହାର, ରାୟଗଡ
  64. ଭାଲେରୀର(ଗୁଣପୁର ନିମଟସ୍ଥ)ରାଧାକୃଷ୍ଣ ମନ୍ଦିର
  65. କୈଳାଶପୁର(ରାୟଗଡ଼ା)ସ୍ଥିତ ହନୁମାନ ମନ୍ଦିର

ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ମନ୍ଦିର

ଆଧାର

Tags:

ଓଡ଼ିଶାଭାରତ

🔥 Trending searches on Wiki ଓଡ଼ିଆ:

ଋଷିଆଆଣ୍ଟିସାଇକୋଟିକ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନପ୍ରତିଭା ଶତପଥୀସମ୍ବଲପୁରୀ ଭାଷାଓଡ଼ିଆ କାବ୍ୟ କବିତାଚୈତ୍ରପ୍ରତିଭା ରାୟଶଶି ଭୂଷଣ ରଥଧର୍ମଗଡ଼ଅଚ୍ୟୁତ ସାମନ୍ତଲିଚୁତମନ୍ନା ବ୍ୟାସପ୍ରଧାନ ପୃଷ୍ଠାଓଡ଼ିଆ କବି ମାନଙ୍କର ତାଲିକାବିଶ୍ୱନାଥ କରଅମୃତ ଫଳଭାରତୀୟ ଜାତୀୟ କଂଗ୍ରେସଭି. କାର୍ତ୍ତିକେୟ ପାଣ୍ଡିଆନଦୁର୍ଗା ପୂଜାପରିସଂଖ୍ୟାନ ବର୍ଗୀକରଣହନୁମାନ ଜୟନ୍ତୀସ୍ତନ୍ୟପାୟୀପ୍ରାଣକୃଷ୍ଣ ପରିଜାରବି ପଟ୍ଟନାୟକମାତଙ୍ଗୀକାଞ୍ଚନ ଅୱସ୍ତିରାମକୃଷ୍ଣ ପରମହଂସଚୌଧୁରୀ ବିକାଶ ଦାସ୧୭ ଅପ୍ରେଲସରଳା ଦେବୀପଣାଶ୍ରୀନିବାସ ରାମାନୁଜନନାରାୟଣ ସାହୁ (୧୯୨୮ ଜନ୍ମ)ହେନା ଫୁଲଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସବନମାଳୀ ଦାସମାଣବସା ଗୁରୁବାରଗୋପବନ୍ଧୁ ଦାସରଙ୍ଗବତୀତୁଳସୀ ଗଛବିଶ୍ୱତାପନଗୌରୀଶଙ୍କର ରାୟଧଉଳି୧୯୮୪ଭାନୁଜୀ ରାଓମଦନମୋହନ ମିଶ୍ରଶିବବିଜ୍ଞାନଓଡ଼ିଶାର ସଂସ୍କୃତିବଣିଦଣ୍ଡ ନାଟ୧୯ ଅପ୍ରେଲଉତ୍କଳ ସମ୍ମିଳନୀକେଳୁଚରଣ ମହାପାତ୍ରରାଜେନ୍ଦ୍ର ନାରାୟଣ ସିଂହଦେଓଆପେଣ୍ଡିସାଇଟିସମହାଦେଶଓଡ଼ିଆ ଭାଷା ଆନ୍ଦୋଳନକିରଣ ବେଦୀଅପରେଟିଙ୍ଗ ସିଷ୍ଟମହୃଷୀକେଶ ମଲ୍ଲିକଦ୍ୱିତୀୟ ବିଶ୍ୱଯୁଦ୍ଧଗିରିଜା କୁମାର ବଳୀୟାରସିଂହ୨୧ଧାମରାବୈଷ୍ଣବ ଚରଣ ପଟ୍ଟନାୟକ🡆 More