ପାଇକପଡ଼ା, ରାୟଗଡ଼ା: ଭାରତରେ ଗ୍ରାମ

ପାତାଳେଶ୍ୱର ଶିବ ମନ୍ଦିର ପାଇଁ ପାଇକପଡା ପ୍ରସିଦ୍ଧ । ଏଠାକାର ଶିବ ମନ୍ଦିରଟି ନବମ ଶତାବ୍ଦୀର ବୋଲି ଜଣାଯାଏ । ମନ୍ଦିରରେ ୯୯,୯୯୯ଟି ଶିବ ଲିଙ୍ଗ (ଅର୍ଥାତ୍‌ ୧ଲକ୍ଷରୁ ଏକ କମ୍‌) ରହିଥିବାର ବିଶ୍ୱାସ ଅଛି । ଏହା ଓଡ଼ିଶା ସରକାରଙ୍କ ଏକ ଚିହ୍ନିତ ପର୍ଯ୍ୟଟନସ୍ଥଳୀ ଅଟେ ।

ପାତାଳେଶ୍ୱର ଶିବ ମନ୍ଦିର, ପାଇକପଡା
ପାତାଳେଶ୍ୱର ଶିବ ମନ୍ଦିର, ପାଇକପଡା
ପାତାଳେଶ୍ୱର ଶିବ ମନ୍ଦିର, ପାଇକପଡା
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtରାୟଗଡ଼ା
Location
Countryପାଇକପଡ଼ା, ରାୟଗଡ଼ା: ଭୌଗୋଳିକ ଅବସ୍ଥିତି, ପର୍ବ ପର୍ବାଣି, ସୁବିଧା ସୁଯୋଗ ଭାରତ

ଭୌଗୋଳିକ ଅବସ୍ଥିତି

ରାୟଗଡ଼ା ଜିଲ୍ଲାର ଥେରୁବାଲି ନିକଟରେ ପାଇକପଡା ଅବସ୍ଥିତ । ଏହାର ଭୌଗୋଳିକ ଅବସ୍ଥିତି ହେଉଛି ଦ୍ରା: ୧୯° ୧୯′ ୪୩″ ଉ: ଏବଂ ଅ: ୮୪° ୫୫′ ୧୮″ ପୂ: ।

ପର୍ବ ପର୍ବାଣି

ଏହା ଏକ ଶୈବ ପୀଠ ହୋଇଥିବାରୁ ମହାଶିବରାତ୍ରି ପର୍ବ ମହାଡ଼ମ୍ବରରେ ପାଳିତ ହୁଏ । ଅନ୍ୟାନ୍ୟ ପର୍ବ ମଧ୍ୟ ଏଠାରେ ପାଳିତ ହୁଏ । କାର୍ତ୍ତିକ ମାସରେ ଖାସ କରି ସୋମବାର ମାନଙ୍କରେ ଏଠାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୁଏ । ଏଠାରେ ଶିବଙ୍କ ବ୍ୟତୀତ ଜଗନ୍ନାଥ, ମା ଦକ୍ଷିଣେଶ୍ୱରୀ କାଳିକା ଓ ଚମୁଣ୍ଡାଙ୍କର ମଧ୍ୟ ପୂଜା ହୁଏ ।

ସୁବିଧା ସୁଯୋଗ

ଆଧାର

ଅଧିକ ତଥ୍ୟ

Tags:

ପାଇକପଡ଼ା, ରାୟଗଡ଼ା ଭୌଗୋଳିକ ଅବସ୍ଥିତିପାଇକପଡ଼ା, ରାୟଗଡ଼ା ପର୍ବ ପର୍ବାଣିପାଇକପଡ଼ା, ରାୟଗଡ଼ା ସୁବିଧା ସୁଯୋଗପାଇକପଡ଼ା, ରାୟଗଡ଼ା ଆଧାରପାଇକପଡ଼ା, ରାୟଗଡ଼ା ଅଧିକ ତଥ୍ୟପାଇକପଡ଼ା, ରାୟଗଡ଼ା

🔥 Trending searches on Wiki ଓଡ଼ିଆ:

ଅଶୋକ ସମ୍ରାଟଗ୍ରେଗୋରି ପାଞ୍ଜିପ୍ରସନ୍ନ କୁମାର ପାଟ୍ଟଶାଣୀ୧୯୮୮ଇନଷ୍ଟାଗ୍ରାମଚୈତ୍ର ପୂର୍ଣ୍ଣିମାଆଙ୍ଗୋଲାପକ୍ଷମାର୍ଚ୍ଚବୀର ସୁରେନ୍ଦ୍ର ସାଏମହାବୀର ଜୈନଇଣ୍ଟରନେଟଆନନ୍ଦ ବାବୁଗ୍ରହବିଶ୍ୱଜିତ ଦାସଭବାନୀପାଟଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ତାରାତାରିଣୀ ମନ୍ଦିରବୈକୁଣ୍ଠନାଥ ପଟ୍ଟନାୟକସମୟମଣ୍ଡଳଖ୍ରୀଷ୍ଟ ଧର୍ମଜାପାନକାଶୀ ବିଶ୍ୱନାଥ ମନ୍ଦିରଉଦ୍ୟମ ସଂସାଧନ ଯୋଜନା ‍‌(ଇଆର୍‍ପି‌‌)ଇଂଲଣ୍ଡଅଷ୍ଟଶମ୍ଭୁ ଶିବ ମନ୍ଦିର , ଭୁବନେଶ୍ୱରରାମ ନବମୀଗୁରୁ ପ୍ରସାଦ ମହାନ୍ତିସଂକ୍ରାନ୍ତିଜୟୀରାମ ସାମଲଓଡ଼ିଆ କବି ମାନଙ୍କର ତାଲିକାବିନୋଦ ଚନ୍ଦ୍ର ନାୟକଚନ୍ଦ୍ରଶେଖର ରଥଇଣ୍ଡୋନେସିଆପ୍ରାଣବନ୍ଧୁ କରବୈଦେହୀଶ ବିଳାସସୁନନ୍ଦା ଦାସପ୍ରହ୍ଲାଦ ନାଟକଏମିତି ଭାଇ ଜଗତେ ନାହିଁଭୃସଙ୍ଗ ଗଛକବିସୂର୍ଯ୍ୟ ବଳଦେବ ରଥ୨୦୦୭ଧର୍ମଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜ୍ଞାନକୋଷ୬ ଜୁଲାଇଭକ୍ତ ଚରଣ ଦାସମହମ୍ମଦକୋଷଓଡ଼ିଶାର ଇତିହାସଯମୁନାଅଖିଳ ମୋହନ ପଟ୍ଟନାୟକଅଶ୍ୱିନୀ କୁମାର ଘୋଷଜାପାନୀ ଭାଷାନେପୋଲିୟନ ବୋନାପାର୍ଟବିଦ୍ୟୁତଓଡ଼ିଆ୫ ମଇପ୍ରତିଭା ରାୟ୨୦୦୪୧୫୭୨ବଣ୍ଡ (ଅର୍ଥ)ଲଣ୍ଡନଫକୀର ମୋହନ ସେନାପତିଶବ୍ଦ (ପଦ)ଚିଲିକା ହ୍ରଦଭାଷା୧୧ ଫେବୃଆରୀସତୀ (ହିନ୍ଦୁ ଦେବୀ)ଗଙ୍ଗାଧର ମେହେର🡆 More