ଚାଟିକଣା: ଭାରତରେ ଗ୍ରାମ

]

ଚାଟିକଣା
ଗ୍ରାମ
ଚାଟିକଣା: ଭୂଗୋଳ, ଇତିହାସ, ପର୍ଯ୍ୟଟନ
ଦେଶଚାଟିକଣା: ଭୂଗୋଳ, ଇତିହାସ, ପର୍ଯ୍ୟଟନ India
ରାଜ୍ୟଓଡ଼ିଶା
ଜିଲ୍ଲାରାୟଗଡ଼ା
Elevation
125 m (410 ft)
Population
 (2011)
 • Total୨,୧୮୩
ଭାଷା
 • ସରକାରୀଓଡ଼ିଆ
Time zoneUTC+5:30 (IST)

ଚାଟିକଣା ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଅବସ୍ଥିତ ଏକ ପର୍ଯ୍ୟଟନସ୍ଥଳୀ ।

ଭୂଗୋଳ

ଚାଟିକଣାର ଭୌଗୋଳିକ ଅବସ୍ଥାନ ହେଉଛି latd = 19.28, longd = 83.27 । ଏହାର ପଶ୍ଚିମ ଦିଗରେ ନିୟମଗିରି ପାହାଡ ରହିଛି । ଜିଲ଼୍ଲା ମୁଖ୍ୟାଳୟଠାରୁ ଏହା ୪୮ କିଲୋମିଟର ଦୂରରେ ରହିଛି । ୨୦୧୧ ଜନଗଣନା ଅନୁଯାୟୀ ଚାଟିକଣାର ଜନସଂଖ୍ୟା ୨୧୮୩ । ସେଥିରୁ ପୁରୁଷ ୧୦୬୭ ଓ ମହିଳା ୧୧୧୬ । ବିଷମକଟକର ରେଳ ଷ୍ଟେସନ ଚାଟିକଣା ଦେଇ ଯାଇଥିବାରୁ ଏଠାରେ ରେଳ ଯୋଗାଯୋଗ ରହିଛି ।

ଇତିହାସ

ପର୍ଯ୍ୟଟନ

ଚାଟିକଣା ନିକଟରେ ଏକ ଛୋଟ ଜଳପ୍ରପାତ ଏବଂ ଶିବ ମନ୍ଦିର ( ଶ୍ରୀ ପାତାଳେଶ୍ୱର) ରହିଛି । ଏହା ଓଡ଼ିଶା ସରକାରଙ୍କ ଏକ ଚିହ୍ନିତ ପର୍ଯ୍ୟଟନସ୍ଥଳୀ ଅଟେ । ଏତଦ୍ ବ୍ୟତୀତ ଏଠାରେ ଡଙ୍ଗରିଆ କନ୍ଧ ସମାଜର ଚଳଣୀ ଉପରେ ଏକ ମ୍ୟୁଜିୟମ ରହିଛି ।

ଆଧାର

ବାହାର ତଥ୍ୟ

Tags:

ଚାଟିକଣା ଭୂଗୋଳଚାଟିକଣା ଇତିହାସଚାଟିକଣା ପର୍ଯ୍ୟଟନଚାଟିକଣା ଆଧାରଚାଟିକଣା ବାହାର ତଥ୍ୟଚାଟିକଣା

🔥 Trending searches on Wiki ଓଡ଼ିଆ:

ଭୂମିକମ୍ପଅକ୍ଷାଂଶମଣିଷସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିଭକ୍ତ ଚରଣ ଦାସପକ୍ଷଜୁନାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ତପସ୍ୱିନୀଗୋଦାବରୀଶ ମହାପାତ୍ର୧୧ ଫେବୃଆରୀଶ୍ୱେତସାରଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳସୁଭାଷ ଶତପଥୀପ୍ରଥମ ବିଶ୍ୱଯୁଦ୍ଧଆଷାଢ଼୨ ଅପ୍ରେଲମାୟାଧର ମାନସିଂହଖଜ୍ଜିଆରବୌଦ୍ଧ ଜିଲ୍ଲାଯୌନ ସମ୍ଭୋଗଶରଧାବାଲିରେଭେନ୍‌ସା କଲିଜିଏଟ ସ୍କୁଲଗ୍ରହସୀତାକାନ୍ତ ମହାପାତ୍ରଧର୍ମଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସୁରେନ୍ଦ୍ର ମହାନ୍ତିଇଷ୍ଟ ଇଣ୍ଡିଆ କମ୍ପାନୀବେଲମଙ୍ଗଳଲୋସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡଲୋକ ସଭାଭଗବତୀ ଚରଣ ପାଣିଗ୍ରାହୀଦ୍ରାଘିମା୨୫ ନଭେମ୍ବରପାର୍ବତୀମଧୁସୂଦନ ଦାସକେନ୍ଦୁଝର ଜିଲ୍ଲାଭାରତୀୟ ଡାକ ସେବାବ୍ରାହ୍ମଣମନମୋହନ ସାମଲବଳଦେବଜୀଉ ମନ୍ଦିରଗୋଲୋକ ବିହାରୀ ଧଳବାଲେଶ୍ୱରପଠାଣି ସାମନ୍ତଓଡ଼ିଶାର କଳା୧୯୯୦ଭାରତୀୟ ମୁଦ୍ରାଓଡ଼ିଶାର ଲୋକନୃତ୍ୟହୀରାକୁଦ ବନ୍ଧଓଡ଼ିଆ କଥାଚିତ୍ର ଜଗତନନ୍ଦିଘୋଷମେଟ୍ରୋନିଡାଜୋଲଦେଉଳଝରି ଉଷ୍ଣପ୍ରସ୍ରବଣଅନନ୍ତ ପଟ୍ଟନାୟକବଲାଙ୍ଗୀର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କପିଳେନ୍ଦ୍ର ଦେବଓଡ଼ିଆ ଭାଗବତଆଶ୍ୱିନବିଦ୍ୟୁତବାସନ୍ତୀଜଳବିଦ୍ୟୁତ୍ରାଜକିଶୋର ରାୟବୁଦ୍ଧ ପୂର୍ଣ୍ଣିମାରାଜା ରାମମୋହନ ରାୟଆନିଫ୍ରୋଲୁମାବଅଚ୍ୟୁତ ସାମନ୍ତ🡆 More