ମୀନଝୋଲା: ଭାରତରେ ଗ୍ରାମ

]

ମୀନଝୋଲା
(ମୀନଝୋଲା)
ଗାଆଁ
ଦେଶମୀନଝୋଲା: ଭାରତରେ ଗ୍ରାମ India
ରାଜ୍ୟଓଡ଼ିଶା
ଜିଲ୍ଲାରାୟଗଡ଼ା
Elevation
248 m (814 ft)
Population
 (୨୦୧୧)
 • Total୩୭୧
ଭାଷା
 • ସରକାରୀଓଡ଼ିଆ
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣOD 18

ମୀନଝୋଲା ରାୟଗଡ଼ା ଜିଲ୍ଲାର ଗୁଡାରି ନିକଟରେ ଅବସ୍ଥିତ । ତିନୋଟି ନଦୀର ମୁହାଣରେ ଥିବା ଶିବ ମନ୍ଦିର ପାଇଁ ଏହା ପ୍ରସିଦ୍ଧ । ଏହାଛଡା ରାୟଗଡ଼ା ଜିଲ୍ଲାର ଏହା ଏକ ପର୍ଯ୍ୟଟନସ୍ଥଳୀ । ବଣ, ପାହାଡ ଘେରା ନଦୀମଧ୍ୟରେ ଅବସ୍ଥିତ ଏହି ଶିବ ମନ୍ଦିରଟି ଶିବଭକ୍ତମାନଙ୍କ ପାଇଁ ଏକ ବିଶେଷ ଆକର୍ଷଣର ସ୍ଥଳ ହେବା ସହିତ ବଣଭୋଜି କରିବାପାଇଁ ଏକ ପ୍ରକୃଷ୍ଟ ସ୍ଥାନ । ଶିବରାତ୍ରି ସମୟରେ ବହୁସଂଖ୍ୟାରେ ଭକ୍ତ ଏଠାକୁ ଶିବପୂଜା ପାଇଁ ଆସନ୍ତି ।

ଭୂଗୋଳ

ମୀନଝୋଲାର ଭୌଗୋଳିକ ଅବସ୍ଥିତି ହେଉଛି 19° 31' 00″N and 83° 44' 44″E । ଏହା ଜିଲ୍ଲା ମୁଖ୍ୟାଳୟ ରାୟଗଡ଼ା ଠାରୁ ୧୩୪ କି.ମି. ଦୂରରେ ଅବସ୍ଥିତ । ୨୦୧୧ ଜନଗଣନା ଅନୁସାରେ ମୀନଝୋଲାର ମୋଟ ଲୋକସଂଖ୍ୟା ହେଉଛି ୩୭୧ । ତନ୍ମଧ୍ୟରୁ ପୁରୁଷ ସଂଖ୍ୟା ୧୮୨ ଓ ମହିଳା ସଂଖ୍ୟା ୧୮୯ ।

ଆଧାର

ବାହାର ତଥ୍ୟ

Tags:

🔥 Trending searches on Wiki ଓଡ଼ିଆ:

୨୯ ଜୁନଡଙ୍ଗାବର୍ଷା ପ୍ରିୟଦର୍ଶିନୀନମିତା ଅଗ୍ରୱାଲଓଡ଼ିଶୀ ସଙ୍ଗୀତରକ୍ତ୧୬ ମଇଲକ୍ଷ୍ମୀକାନ୍ତ ମହାପାତ୍ରବାଇଶି ପାହାଚକୁଞ୍ଜବିହାରୀ ଦାଶ୨ (ସଂଖ୍ୟା)ଆପଲ ଇନକର୍ପୋରେଟେଡସୂର୍ଯ୍ୟସୁରେଶ ପୂଜାରୀଓଡ଼ିଶାର ଭୂଗୋଳପରଶୁରାମତାରାତାରିଣୀ ମନ୍ଦିର୨୧ ଜାନୁଆରୀଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିକନ୍ଧମାଳ ଜିଲ୍ଲାଗୁରୁଶ୍ରୀକ୍ଷେତ୍ର ଦେବାଦେବୀଅପରେଟିଙ୍ଗ ସିଷ୍ଟମମହା ଶିବରାତ୍ରିଆଷ୍ଟାଟାଇନଜାପାନୀ ଭାଷାରାଧାନାଥ ରାୟ୧୭୧୧ଭିଏତନାମମଧୁସୂଦନ ରାଓଗୁରୁ ପ୍ରସାଦ ମହାନ୍ତିକର୍ଣ୍ଣଏଚଆଇଭି/ଏଡସପର୍ଯ୍ୟାୟ ସାରଣୀଗୋଦାବରୀଶ ମିଶ୍ରଅଂଶୁଘାତଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଅନ୍ତର୍ଜାତୀୟ ମାତୃଭାଷା ଦିବସଫକୀର ମୋହନ ସେନାପତିଜୟ ଜଗନ୍ନାଥଓଡ଼ିଶୀଦିବ୍ୟସିଂହ ଦେବରାୟଗଡ଼ା ଜିଲ୍ଲାସିଷ୍ଟର ଶ୍ରୀଦେବୀଶୈଳେନ ମହାପାତ୍ରଜଳ ପ୍ରଦୂଷଣମୁଁ ତୁମେ ଓ ସେଶ୍ରୀରାଧାକୃପାସିନ୍ଧୁ ମିଶ୍ରକୃଷ୍ଣଚନ୍ଦ୍ର ପାଣିଗ୍ରାହୀସହଦେବ ସାହୁମୋହିନୀୟାଟ୍ଟମନୃସିଂହନାଥ ମନ୍ଦିରଠିଆକିଆ ବେଶଭାଷାଚାନ୍ଦ୍ରମାସଯୁକ୍ତରାଷ୍ଟ୍ର ଆମେରିକାଅନୁଭବ ମହାନ୍ତିଶ୍ରୀମନ୍ଦିରର ଗଣେଶ ମନ୍ଦିରହାଡ଼ଫୁଟିସଫ୍ଟୱେରମାରୀଚସୁବୋଧ ପଟ୍ଟନାୟକ (୧୯୪୭ ଜନ୍ମ)ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାଧାନକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଗାୟତ୍ରୀ ସରାଫବିଷଅପ୍ରେଲମୁକ୍ତ ମଣ୍ଡପମନୋଜ କୁମାର ମିଶ୍ର🡆 More