ବିଷମ କଟକ

ବିଷମ କଟକ , ରାୟଗଡ଼ା ଜିଲ୍ଲାର ଏକ ନିର୍ବାଚନ ମଣ୍ଡଳୀ । ଏଠାକାର ଖ୍ରୀଷ୍ଟିୟାନ ହାସପାତାଳ (ମିଶନାରୀ ହାସପାତାଳ) ପାଇଁ ଏହା ବେଶ ଜଣାଶୁଣା ।

ବିଷମ କଟକ
—  ସହର  —
ବିଷମ କଟକ
ବିଷମ କଟକ
ବିଷମ କଟକ
ବିଷମ କଟକ
ବିଷମ କଟକର ଅବସ୍ଥାନ
ଓଡ଼ିଶାରେ ଓ ଭାରତ
ଦିଗବାରେଣି 19°31′N 83°31′E / 19.52°N 83.52°E / 19.52; 83.52
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଭାରତର ଜିଲାସବୁ ରାୟଗଡ଼ା
ଲୋକସଂଖ୍ୟା ୭୪୦୮ (2011)
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
ପରିସୀମା

• ସମୁଦ୍ର ପତ୍ତନଠାରୁ ଉଚ୍ଚତା


342 metres (1,122 ft)

ଜନସଂଖ୍ୟା

୨୦୧୧ ଜନଗଣନା ଅନୁସାରେ ବିଷମ କଟକ ସହରର ଲୋକସଂଖ୍ୟା ୭୪୦୮ । ସେଥିରୁ ପୁରୁଷ ଲୋକସଂଖ୍ୟା 3723 ଓ ମହିଳା ଲୋକସଂଖ୍ୟା 3685 ।

ଭୂଗୋଳ

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ନିୟମଗିରି ପାହାଡ଼ ପାଦଦେଶରେ ବିଷମକଟକ ଅବସ୍ଥିତ । ବିଷମକଟକର ଭୌଗୋଳିକ ଅବସ୍ଥାନ ହେଉଛି latd = 19.52 । longd = 83.52 । ଏହାର ପଶ୍ଚିମ ଦିଗରେ ନିୟମଗିରି ପାହାଡ ରହିଛି ।

ଇତିହାସ

ଗଙ୍ଗବଂଶିକ ଶାସନ ବେଳେ ବିଷମ କଟକ, ଗୁଡାରି କଟକର ରାଜା ଦାଦାର୍ଣବ ଦେବଙ୍କ ଅଧୀନରେ ଥିଲା ।

୧୬୮୬-୧୭୦୮ ମଧ୍ୟରେ ଜୟପୁରର ତତ୍କାଳୀନ ରାଜା ଥିଲେ ମହାରାଜା ରଘୁନାଥ କୃଷ୍ଣ ଦେଓ ତାଙ୍କ ଅଧୀନରେ ଜମିଦାର ଥିଲେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଞ୍ଚଳର କୃଷ୍ଣ ଥାଟରାଜା ରାଜାଙ୍କ ପରାମର୍ଶକ୍ରମେ ସେ ବିଷମ କଟକ ଜନବସତି ସ୍ଥାପନ କରିଥିଲେ । ପରେ ତାଙ୍କ ପୁତ୍ର ପିତାମ୍ବରଙ୍କଦ୍ୱାରା ଦୁର୍ଗଟିଏ ନିର୍ମିତ ହୋଇଥିଲା । ଦଶହରା ସମୟରେ ଥାଟରାଜା ପାଞ୍ଚ ଶହ ପାଇକ ମେଳରେ ଜୟପୁର ରାଜଦରବାରକୁ ଶୋଭାଯାତ୍ରାରେ ଯାଉଥିଲେ। ଥାଟରାଜାଙ୍କ ଏହି ଶୋଭାଯାତ୍ରା ପରମ୍ପରା ମହାରାଜାଙ୍କ ପାଇଁ ଆନୁଗତ୍ୟର ପ୍ରତୀକ ଥିଲା । ଅନେକ କାରଣରୁ ଥାଟରାଜା ଓ ଜୟପୁର ମହାରାଜାଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ବିବାଦ ଲାଗିରହିଥିଲା । ଉଭୟ ପକ୍ଷ ମଧ୍ୟରେ ଚାରି ଥର ଯୁଦ୍ଧ ହୋଇଥିବା ଜଣାଯାଏ । ପରେ ଜୟପୁର ରାଜ୍ୟ ସହ ବିଷମକଟକ ମିଶ୍ରଣ ହୋଇଥିଲା । ଜୟପୁର ରାଜାଙ୍କ ଅଧୀନରେ ଗୋବିନ୍ଦ ଚନ୍ଦ୍ର ଥାଟ୍ଟରାଜ ଥିଲେ ତତ୍କାଳୀନ ବିଷମକଟକର କରଦ ରାଜା ବା ଥାଟରାଜ ।

ଦର୍ଶନୀୟ ସ୍ଥାନ

ବିଷମ କଟକ, ମା ମାର୍କମାଂକ ପ୍ରାଚୀନ ପୀଠ ଅଟେ । ମା ମାର୍କମା ଓ ମା କର୍କମାଙ୍କ ପୀଠ ଏବେ ନୂତନ ରୂପରେ ଏକ ଦର୍ଶନୀୟ ସ୍ଥାନ ପାଲଟିଛି । ବିଷମ କଟକ ନିକଟରେ ଚାଟିକଣା ଶିବ ମନ୍ଦିର ସହିତ ଝରଣା ଏକ ଦର୍ଶନୀୟ ସ୍ଥାନ ।

ଆଧାର

Tags:

ବିଷମ କଟକ ଜନସଂଖ୍ୟାବିଷମ କଟକ ଭୂଗୋଳବିଷମ କଟକ ଇତିହାସବିଷମ କଟକ ଦର୍ଶନୀୟ ସ୍ଥାନବିଷମ କଟକ ଆଧାରବିଷମ କଟକଖ୍ରୀଷ୍ଟିୟାନ ହାସପାତାଳ, ବିଷମ କଟକରାୟଗଡ଼ା ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାନାରାୟଣ ସାହୁ (୧୯୨୮ ଜନ୍ମ)କୃଷ୍ଣପ୍ରସାଦ ମିଶ୍ରସୁନାଓଡ଼ିଆଜୈନ ଧର୍ମଜଗନ୍ନାଥ ମନ୍ଦିରହିନ୍ଦୁ ମନ୍ଦିର ସ୍ଥାପତ୍ୟକଳାବିଭୁଦତ୍ତ ମିଶ୍ରଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୭ରାଧାନାଥ ରାୟଧୋତିଶତ୍ରୁଘ୍ନ ପାଣ୍ଡବବିଶ୍ୱ ମ୍ୟାଲେରିଆ ଦିବସଗୁରୁଆତ୍ମହତ୍ୟାନଟବର ଶତପଥୀଗଙ୍ଗାଧର ମେହେରରବି କାନୁନଗୋକିଶୋରୀ ଚରଣ ଦାସଓଡ଼ିଶାହରପ୍ରସାଦ ଦାସଦାସକାଠିଆଓଡ଼ିଆ କବି ମାନଙ୍କର ତାଲିକାମଧୁସୂଦନ କାନୁନଗୋବାଞ୍ଛାନିଧି ମହାନ୍ତିରାଜନୀତି ବିଜ୍ଞାନତୃପ୍ତି ଦାସବିଜୁଳିରାସେଶ୍ୱରୀ ପାଣିଗ୍ରାହୀଟୀକା ଗୋବିନ୍ଦ ଚନ୍ଦ୍ରବର୍ଷା ପ୍ରିୟଦର୍ଶିନୀକେଳୁଚରଣ ମହାପାତ୍ରଓଡ଼ିଶାର ଲୋକନୃତ୍ୟକଲମକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଭାରତୀୟ ସ୍ୱାଧୀନତା ଆନ୍ଦୋଳନଇସଲାମ ଧର୍ମଅଶୋକାଷ୍ଟମୀଦେବୀପ୍ରସନ୍ନ ପଟ୍ଟନାୟକଉପେନ୍ଦ୍ର ଭଞ୍ଜଭାଷାଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଲକ୍ଷ୍ମଣ ନାୟକମସ୍କୋଭାରତର ପ୍ରଧାନମନ୍ତ୍ରୀରଙ୍ଗବତୀଫକୀର ମୋହନ ସେନାପତିରେବତୀ (କ୍ଷୁଦ୍ରଗଳ୍ପ)ନୀଳକଣ୍ଠ ଦାସସଦାଶିବ ତ୍ରିପାଠୀଆପେଣ୍ଡିସାଇଟିସଦାଶରଥୀ ଜେନାଅଗ୍ନ୍ୟାଶୟ ଅକ୍ଷମତାନରେନ୍ଦ୍ର ମୋଦୀକାଞ୍ଜିଅଅଁଳା ଓଷାଗୀତଗୋବିନ୍ଦ୨୦ ଅପ୍ରେଲଲାଲ ବାହାଦୁର ଶାସ୍ତ୍ରୀବୀରକିଶୋର ଦାସକାହ୍ନୁଚରଣ ମହାନ୍ତି୨ ଅପ୍ରେଲଶ୍ରୀତମ ଦାସରାଜକିଶୋର ପଟ୍ଟନାୟକସମୀର ରଞ୍ଜନ ଦାଶଛେନା ମୁଡୁକିପ୍ରଧାନ ପୃଷ୍ଠାପ୍ରଣବ ପ୍ରକାଶ ଦାସ🡆 More