ମା ମାର୍କମା ମନ୍ଦିର: ଭାରତର ଏକ ହିନ୍ଦୁ ମନ୍ଦିର

ମା ମାର୍କମା ମନ୍ଦିର ରାୟଗଡ଼ା ଜିଲ୍ଲାର ବିଷମ କଟକଠାରେ ଅବସ୍ଥିତ । ନିକଟସ଼୍ଥ ଆଉ ଏକ ମନ୍ଦିରରେ ଦେବୀ କର୍କମା ପୂଜା ପାଉଅଛନ୍ତି । ଦେବୀ କର୍କମା, ମାର୍କମାଙ୍କ ଭଗିନୀ ରୂପେ ଖ଼୍ୟାତ ଅଟନ୍ତି । କିମ୍ବଦନ୍ତୀ ଅନୁସାରେ ଦେବୀ ଏଠାରେ ବହୁ ଦିନରୁ ପୂଜା ପାଉଅଛନ୍ତି । ତେବେ ମନ୍ଦିରଟି ନୂତନ ରୂପରେ ଗଢାଯାଇଛି । ଏହା ଓଡ଼ିଶାର ଏକ ପର୍ଯ୍ୟଟନସ୍ଥଳି ଅଟେ ।

ମା ମାର୍କମା ମନ୍ଦିର: ଭାରତର ଏକ ହିନ୍ଦୁ ମନ୍ଦିର
ବିଷମକଟକସ୍ଥ ମା ମାର୍କମା ଓ କର୍କମା ମନ୍ଦିର

ଇତିହାସ

ମା ମାର୍କମା ମନ୍ଦିର: ଭାରତର ଏକ ହିନ୍ଦୁ ମନ୍ଦିର 
Goddess Markama of Markama Temple, Bissam Cuttack

ଇତିହାସ କହେ, ସୂର୍ଯ୍ୟବଂଶୀ ରାଜା କଳାହମ଼୍ୱିର ବହୁକାଳ ପୂର୍ବେ ବିଷମକଟକରେ ରାଜୁତି କରୁଥିଲେ । ଦେବୀ ମାର୍କମା ରାଜାଙ୍କର ଇଷ୍ଟଦେବୀ ଥିଲେ । ଶୁଣାଯାଏ, ଦେବୀଙ୍କ ନିକଟରେ ପଶୁବଳୀ ଓ ନରବଳୀ ପ୍ରଚଳନ ଥିଲା । କାଳକ୍ରମେ, ତତ୍କାଳୀନ ଆଞ୍ଚଳିକ ଅଧିକାରୀ ଗଦାଧର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ପଶୁବଳୀ ଓ ନରବଳୀ ଏଠାରେ ବନ୍ଦ ହୋଇଛି । ଶାରଳାଦାଶଙ୍କ ଲିଖିତ ଚ଼ଣ଼୍ଡିପୁରାଣରେ ଦେବୀଙ୍କ ନାମ ଉଲ୍ଲେଖ ରହିଛି । ଏଥିରୁ ମା ମାର୍କମାଙ୍କ ପ୍ରାଚୀନତା ଅନୁମାନ କରିହୁଏ । କିମ୍ବଦନ୍ତୀ କହେ, ଦେବୀ ମାର୍କମା ଶତ୍ରୁସୈନ୍ୟଙ୍କୁ ସମ୍ମୋହିତ କରି ବିଷମକଟକର ତତ୍କାଳୀନ ରାଜାଙ୍କୁ ଯୁଦ୍ଧରେ ସହାୟତା କରିଥିଲେ ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଚନ୍ଦ୍ରଯାନ-୩ଜୟ ଜଗନ୍ନାଥଉଇକିଅଭିଧାନଉଦୟନାଥ ଷଡ଼ଙ୍ଗୀରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଘରମନୋଜ ଦାସ୧୭ ଜୁଲାଇଲକ୍ଷ୍ମଣ ନାୟକ୨ ମଇମଧୁସୂଦନ ଦାସବସନ୍ତ କୁମାର ଶତପଥୀଓଡ଼ିଆ ଭାଗବତଦଅଣାସାରଳା ଦାସରାଜ୍ୟ ସଭା୧୨୦୦୧୧୮ପଞ୍ଚତନ୍ତ୍ରରାମଚନ୍ଦ୍ର ବେହେରାଉତ୍ତମ ମହାନ୍ତିନୀଳଚକ୍ର୬ ମାର୍ଚ୍ଚଚୈତନ୍ୟସମ୍ବଲପୁରପାରଦନିମାପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଏକାଦଶୀ୧୪ ମାର୍ଚ୍ଚଖାଦ୍ୟପଦ୍ମ ଲୋଚନ ପଣ୍ଡାସାତକଡ଼ି ହୋତାରେବତୀ (କ୍ଷୁଦ୍ରଗଳ୍ପ)ବରାହଗିରି ଭେଙ୍କଟଗିରିଦୁଃଶାସନ ଜେନାନୟାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କୃଷ୍ଣଚନ୍ଦ୍ର ପାଣିଗ୍ରାହୀଚିତାଗଛଶବରଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଗ୍ରହସଦାଶିବ ତ୍ରିପାଠୀଚୈତ୍ର ପୂର୍ଣ୍ଣିମାଓଡ଼ିଆ କଥାଚିତ୍ର ଜଗତବିଶ୍ୱଜିତ ଦାସବାଜି ରାଉତପ୍ରେମଗୁରୁବାରୀ ମିର୍ଦ୍ଧାଜଳ ପ୍ରଦୂଷଣସାକ୍ଷୀଗୋପାଳ ମନ୍ଦିରରାସନ କାର୍ଡ଼ (ଭାରତ)ଓଉଯକୃତବେଣୁଧର ରାଉତଧବଳେଶ୍ୱର ମନ୍ଦିରଦାଶନାରାୟଣ ସାହୁ (୧୯୩୮ ଜନ୍ମ)ଲାଓସପ୍ରଶାନ୍ତ ନନ୍ଦଯୌନ ସମ୍ଭୋଗନରେନ୍ଦ୍ର ମୋଦୀବବ୍‌ଲିରଥଯାତ୍ରାନବାଙ୍କ ବେଶଛ ମାଣ ଆଠ ଗୁଣ୍ଠ୨୬ ଅଗଷ୍ଟମୋଗଲ ସାମ୍ରାଜ୍ୟଗଡ଼ଗଡ଼ିଆ ମନ୍ଦିରମଞ୍ଜୁଳା ସ୍ୱାଇଁବରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)🡆 More