ମୀନଝୋଲା: ଭାରତରେ ଗ୍ରାମ

]

ମୀନଝୋଲା
(ମୀନଝୋଲା)
ଗାଆଁ
ଦେଶମୀନଝୋଲା: ଭାରତରେ ଗ୍ରାମ India
ରାଜ୍ୟଓଡ଼ିଶା
ଜିଲ୍ଲାରାୟଗଡ଼ା
Elevation
248 m (814 ft)
Population
 (୨୦୧୧)
 • Total୩୭୧
ଭାଷା
 • ସରକାରୀଓଡ଼ିଆ
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣOD 18

ମୀନଝୋଲା ରାୟଗଡ଼ା ଜିଲ୍ଲାର ଗୁଡାରି ନିକଟରେ ଅବସ୍ଥିତ । ତିନୋଟି ନଦୀର ମୁହାଣରେ ଥିବା ଶିବ ମନ୍ଦିର ପାଇଁ ଏହା ପ୍ରସିଦ୍ଧ । ଏହାଛଡା ରାୟଗଡ଼ା ଜିଲ୍ଲାର ଏହା ଏକ ପର୍ଯ୍ୟଟନସ୍ଥଳୀ । ବଣ, ପାହାଡ ଘେରା ନଦୀମଧ୍ୟରେ ଅବସ୍ଥିତ ଏହି ଶିବ ମନ୍ଦିରଟି ଶିବଭକ୍ତମାନଙ୍କ ପାଇଁ ଏକ ବିଶେଷ ଆକର୍ଷଣର ସ୍ଥଳ ହେବା ସହିତ ବଣଭୋଜି କରିବାପାଇଁ ଏକ ପ୍ରକୃଷ୍ଟ ସ୍ଥାନ । ଶିବରାତ୍ରି ସମୟରେ ବହୁସଂଖ୍ୟାରେ ଭକ୍ତ ଏଠାକୁ ଶିବପୂଜା ପାଇଁ ଆସନ୍ତି ।

ଭୂଗୋଳ

ମୀନଝୋଲାର ଭୌଗୋଳିକ ଅବସ୍ଥିତି ହେଉଛି 19° 31' 00″N and 83° 44' 44″E । ଏହା ଜିଲ୍ଲା ମୁଖ୍ୟାଳୟ ରାୟଗଡ଼ା ଠାରୁ ୧୩୪ କି.ମି. ଦୂରରେ ଅବସ୍ଥିତ । ୨୦୧୧ ଜନଗଣନା ଅନୁସାରେ ମୀନଝୋଲାର ମୋଟ ଲୋକସଂଖ୍ୟା ହେଉଛି ୩୭୧ । ତନ୍ମଧ୍ୟରୁ ପୁରୁଷ ସଂଖ୍ୟା ୧୮୨ ଓ ମହିଳା ସଂଖ୍ୟା ୧୮୯ ।

ଆଧାର

ବାହାର ତଥ୍ୟ

Tags:

🔥 Trending searches on Wiki ଓଡ଼ିଆ:

ଲିଚୁ୧୯ ଅପ୍ରେଲଗୋଦାବରୀଶ ମହାପାତ୍ରକଟକପ୍ରସନ୍ନ କୁମାର ମିଶ୍ରଶ୍ରୀ ଦେବ ରାମେଶ୍ଵର ମନ୍ଦିରଚାଣକ୍ୟଚୈତ୍ର ପୂର୍ଣ୍ଣିମାଗୋପବନ୍ଧୁ ଦାସଦି ଟାଇମସ୍ ଅଫ୍ ଇଣ୍ଡିଆଜଗନମୋହ‌ନ ଲାଲକୁଞ୍ଜବିହାରୀ ଦାଶଦିବ୍ୟସିଂହ ଦେବମହାତ୍ମା ଗାନ୍ଧୀଙ୍କ ପରିବାରମାର୍କଣ୍ଡ ଦାସପକ୍ଷୀରଜକିଶୋରଚନ୍ଦ୍ରାନନ୍ଦ ଚମ୍ପୂଇସଲାମ ଧର୍ମ୨୪ ଅପ୍ରେଲପରଶୁରାମଯକ୍ଷ୍ମାଧୃତରାଷ୍ଟ୍ର (ମହାଭାରତ)ବିଭୂତି ଭୂଷଣ ପ୍ରଧାନଅଶୋକାଷ୍ଟମୀରାଜନୀତି ବିଜ୍ଞାନଦାସକାଠିଆପୂଜା (ଉପାସନା)କୋଣାର୍କ ସୂର୍ଯ୍ୟ ମନ୍ଦିରସିପାହୀ ବିଦ୍ରୋହଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାପଣାସମ୍ବଲପୁର ଜିଲ୍ଲାବର୍ଷା ପ୍ରିୟଦର୍ଶିନୀପ୍ରାଣବନ୍ଧୁ କରରାଧାଇତିହାସହିନ୍ଦୁ ଧର୍ମଜଳ ପ୍ରଦୂଷଣସାରଳା ଦାସହରପ୍ରସାଦ ଦାସହନୁମାନଓଡ଼ିଶାର ସଂସ୍କୃତିବି. ଆର. ଆମ୍ବେଦକରକୃଷ୍ଣକାଞ୍ଚନ ଅୱସ୍ତି୨୧ ମାର୍ଚ୍ଚଚମ୍ପୂକୃଷ୍ଣପ୍ରସାଦ ମିଶ୍ରସରଳା ଦେବୀମିଳିମିଳାକଲମବ୍ରାହ୍ମଣଲକ୍ଷ୍ମୀ ପୁରାଣନବକଳେବରବିଭୂତି ପଟ୍ଟନାୟକଜହ୍ନିଓଷାବଡ଼ଦିନରାସେଶ୍ୱରୀ ପାଣିଗ୍ରାହୀବୈକୁଣ୍ଠନାଥ ପଟ୍ଟନାୟକଓଡ଼ିଆ ସାହିତ୍ୟରାମଚନ୍ଦ୍ର ମିଶ୍ରରବି କାନୁନଗୋଜନ ଗଣ ମନମଦର ଟେରେସାଓଡ଼ିଆ କବି ମାନଙ୍କର ତାଲିକାଅର୍ଥଶାସ୍ତ୍ରଧର୍ମ୨୯ ଅପ୍ରେଲ🡆 More