ମନୋଜ ପଟ୍ଟନାୟକ: ଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ

ମନୋଜ ପଟ୍ଟନାୟକ, ଓଡ଼ିଶାର ଜଣେ ଜଣାଶୁଣା ଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ । ସେ ଭୁବନେଶ୍ୱରଠାରେ ଥିବା 'ମନନ ନାଟ୍ୟ ସଂସ୍ଥା'ର ପ୍ରତିଷ୍ଠାତା । ସେ ସମ୍ପ୍ରତି ଭାରତ ସରକାରଙ୍କ ଗୀତ ଓ ନାଟକ ପ୍ରଭାଗର ପ୍ରୋଗ୍ରାମ ଇନ୍‍ଚାର୍ଜଭାବେ କାର୍ଯ୍ୟରତ ଅଛନ୍ତି । ତାଙ୍କୁ ୬ ମାସ ବୟସ ହୋଇଥିବା ସମୟରେ, ସେ ପ୍ରଥମକରି ମଞ୍ଚରେ ପାଦ ଥାପିଥିଲେ ଓ ନବମ ଶ୍ରେଣୀରେ ପଢ଼ିବା ଦିନରୁ ନାଟକରେ ନିର୍ଦ୍ଦେଶନା ଦେଇଆସୁଛନ୍ତି । ୨୦୧୪ ମସିହାରେ ସେ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର କାର୍ଯ୍ୟକ୍ରମ କମିଟି (ରିପୋର୍ଟରି କମ୍ପାନୀ)ରେ ସ୍ଥାନ ପାଇଛନ୍ତି । ପ୍ରଥମ ଓଡ଼ିଆଭାବେ ସେ ଏହି କମିଟିର ସଦସ୍ୟ ମନୋନୀତ ହୋଇଛନ୍ତି । ମଞ୍ଚ ନାଟକ ବ୍ୟତିତ, ସେ ବହୁ ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିସାରିଛନ୍ତି ।

ମନୋଜ ପଟ୍ଟନାୟକ
ଜନ୍ମ(1956-03-01)୧ ମାର୍ଚ୍ଚ ୧୯୫୬
ବାଳକାଟୀ(ସାଗୁଆ)
ଜାତୀୟତାମନୋଜ ପଟ୍ଟନାୟକ: ଅଭିନୀତନିର୍ଦ୍ଦେଶିତ ନାଟକ, ସମ୍ମାନ ଓ ପୁରସ୍କାର, ଆଧାର ଭାରତୀୟ
ପ୍ରସିଦ୍ଧିଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ
ପିତାମାତା(s)ବନବିହାରୀ ପଟ୍ଟନାୟକ, କୋକିଳ ପଟ୍ଟନାୟକ
ପୁରସ୍କାରଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ

ଅଭିନୀତ/ନିର୍ଦ୍ଦେଶିତ ନାଟକ

  • ଟିଙ୍ଗାବୁଢା
  • ଆଶା ଭରସା ନିରାଶା
  • ଏକାଦଶ ଅବତାର
  • ଜୀବନ ଗୁଡି
  • ଆସ୍ଥା
  • ସଂସ୍କାର
  • ଅସୁସ୍ଥ ଅପରାହ୍ନ
  • ଅନର୍ଥ
  • ଅତି ଆଚମ୍ବିତ କଥା

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ - ୨୦୧୩

ଆଧାର

ବାହାର ଆଧାର

Tags:

ମନୋଜ ପଟ୍ଟନାୟକ ଅଭିନୀତନିର୍ଦ୍ଦେଶିତ ନାଟକମନୋଜ ପଟ୍ଟନାୟକ ସମ୍ମାନ ଓ ପୁରସ୍କାରମନୋଜ ପଟ୍ଟନାୟକ ଆଧାରମନୋଜ ପଟ୍ଟନାୟକ ବାହାର ଆଧାରମନୋଜ ପଟ୍ଟନାୟକଓଡ଼ିଆ କଥାଚିତ୍ର ଜଗତଓଡ଼ିଶାଭୁବନେଶ୍ୱରରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ

🔥 Trending searches on Wiki ଓଡ଼ିଆ:

ଶତ୍ରୁଘ୍ନ ପାଣ୍ଡବକଳସା ଚଉତିଶାହରେକୃଷ୍ଣ ମହତାବଗ୍ରହସରୋଜିନୀ ନାଇଡୁଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଆ ନାଟକପଣା ସଂକ୍ରାନ୍ତିସରସ୍ୱତୀ ସମ୍ମାନକୋଚିଲାଓଡ଼ିଆ ଭ୍ରମଣ ସାହିତ୍ୟପ୍ରସନ୍ନ କୁମାର ପଣ୍ଡାଆପେଣ୍ଡିସାଇଟିସ୨୦୧୨ବିଶ୍ୱନାଥ କରଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମହମ୍ମଦ ମୋକିମ୍ନବକଳେବରଘରପୋଟଳ ରସାସୁରେନ୍ଦ୍ର ମହାନ୍ତିବୈଜୟନ୍ତ ପଣ୍ଡାହେପାଟାଇଟିସମଇ ଦିବସଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଛାୟାପଥଜଳସ୍ଥୌଲ୍ୟତାଅଚ୍ୟୁତ ନାୟକସୁନାବେଶଫେବୃଆରୀମଧୁସୂଦନ ଦାସଗୋଦାବରୀଶ ମିଶ୍ରପ୍ରଥମ ବିଶ୍ୱଯୁଦ୍ଧଓଡ଼ିଆ ରାମାୟଣଜଗନ୍ନାଥଙ୍କ ବେଶଗୌରହରି ଦାସଜଣ୍ଡିସ୍ରାଜକିଶୋର ପଟ୍ଟନାୟକମାର୍ଚ୍ଚ ୨୧ମେସିନ ଲର୍ଣ୍ଣିଙ୍ଗ୍ବୀଣାପାଣି ମହାନ୍ତିପଠାଣି ସାମନ୍ତସୁଇଜରଲ୍ୟାଣ୍ଡମୁକ୍ତିକାନ୍ତ ମଣ୍ଡଳବାମାଚରଣ ମିତ୍ରସମୟ (କାଳ)ଜିନା ସାମଲଉତ୍କଳ ବ୍ରାହ୍ମଣଓମ'ଙ୍କ ନିୟମଶଙ୍କରାଚାର୍ଯ୍ୟରାମଶଙ୍କର ରାୟଅଭିରାମ ପରମହଂସଶିଶୁ ଅନନ୍ତ ଦାସପର୍ଫେନାଜାଇନମଙ୍ଗଳା ମନ୍ଦିରବିଦ୍ୟାଳୟ୫ ନଭେମ୍ବରନେପଚୁନବିଜୁ ଜନତା ଦଳମହେନ୍ଦ୍ର ସିଂହ ଧୋନିଓଡ଼ିଆ୨୬ ଅପ୍ରେଲଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧ମ ଓଡ଼ିଶା ବିଧାନ ସଭାପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଦଣ୍ଡ ନାଟମନୋଜ ଦାସ🡆 More