ଭାରତର ଜାତିପ୍ରଥା: ହିନ୍ଦୁ ସମାଜରେ ବିଭେଦ

ଭାରତର ଜାତିପ୍ରଥା ହେଉଛି ଜାତିର ତଥାକଥିତ ନୃତତ୍ତ୍ୱଭିତ୍ତିକ ଉଦାହରଣ । ଏହାର ଉତ୍ପତ୍ତି ପ୍ରାଚୀନ ଭାରତରେ ହୋଇଥିଲା ଏବଂ ମଧ୍ୟଯୁଗୀୟ, ପ୍ରାକ-ଆଧୁନିକ ଏବଂ ଆଧୁନିକ ଭାରତରେ, ବିଶେଷ କରି ମୋଗଲ ସାମ୍ରାଜ୍ୟ ଏବଂ ବ୍ରିଟିଶ ଶାସନ ସମୟରେ, ବିଭିନ୍ନ ଶାସକୀୟ ଅଭିଯାତମାନଙ୍କଦ୍ୱାରା ରୂପାନ୍ତରିତ ହୋଇଥିଲା । ଏହା ଅଧୁନା ଭାରତରେ ସକାରାତ୍ମକ କାର୍ଯ୍ୟକ୍ରମର ଆଧାର । ଜାତିପ୍ରଥାରେ ଦୁଇଟି ଭିନ୍ନ ଭିନ୍ନ ଧାରଣା ରହିଛି: ବର୍ଣ୍ଣ ଏବଂ ଜାତି । ଏହି ଦୁଇ ବ୍ୟବସ୍ଥାକୁ ଏହି ପ୍ରଥାର ବିଭିନ୍ନ ସ୍ତରର ବିଶ୍ଳେଷଣ ଭାବରେ ବିବେଚନା କରାଯାଇପାରେ ।

ବର୍ତ୍ତମାନର ପ୍ରଚଳିତ ଜାତିପ୍ରଥା ଭାରତରେ ମୋଗଲ ଯୁଗର ପତନ ଏବଂ ବ୍ରିଟିଶ ଉପନିବେଶ ସରକାରଙ୍କ ଉତ୍ଥାନ ସମୟରେ ବିକାଶର ଫଳାଫଳ ବୋଲି ବିବେଚିତ ହୁଏ । ମୋଗଲ ଯୁଗର ପତନରେ ଶକ୍ତିଶାଳୀ ପୁରୁଷମାନଙ୍କର ଉତ୍ଥାନ ଦେଖାଗଲା । ସେମାନେ ରାଜା, ପୁରୋହିତ ଏବଂ ଧର୍ମଶାସ୍ତ୍ରସହିତ ସମ୍ବନ୍ଧିତ ଥିଲେ ଓ ଜାତି ସ୍ଥାନୀୟ ରାଜକୀୟ ଏବଂ ସାମରିକ ଉପାଧିକୁ ଭିତ୍ତି କରି ଅନେକ ଜାତିହୀନ ସାମାଜିକ ଗୋଷ୍ଠୀକୁ ଭିନ୍ନ ଜାତି ସମ୍ପ୍ରଦାୟରେ ପୁନଃ ଆକାର ଦେଇଥିଲେ । ବ୍ରିଟିଶ ଶାସନ ଏହି ବିକାଶକୁ ଆଗକୁ ବଢ଼ାଇ କଠୋର ଜାତି ସଂଗଠନକୁ ପ୍ରଶାସନର ଏକ କେନ୍ଦ୍ରୀୟ ବ୍ୟବସ୍ଥାରେ ପରିଣତ କଲା । ୧୮୬୦ରୁ ୧୯୨୦ ମସିହା ମଧ୍ୟରେ ବ୍ରିଟିଶମାନେ ଜାତିପ୍ରଥାକୁ ସେମାନଙ୍କ ଶାସନ ବ୍ୟବସ୍ଥାରେ ପ୍ରସ୍ତୁତ କରିଥିଲେ ଏବଂ କେବଳ ଖ୍ରୀଷ୍ଟିଆନ ଏବଂ ନିର୍ଦ୍ଦିଷ୍ଟ ଜାତିର ଲୋକଙ୍କୁ ପ୍ରଶାସନିକ ଚାକିରି ଏବଂ ବରିଷ୍ଠ ନିଯୁକ୍ତି ପ୍ରଦାନ କରିଥିଲେ । ୧୯୨୦ ମସିହାରେ ସାମାଜିକ ଅଶାନ୍ତି ବଢ଼ିବା ପରେ ଏହା ପରିବର୍ତ୍ତନ ହୋଇଥିଲା । ତା' ପରଠାରୁ ଉପନିବେଶ ପ୍ରଶାସନ ନିମ୍ନ ଜାତିମାନଙ୍କ ପାଇଁ ସରକାରୀ ଚାକିରିର ଏକ ନିର୍ଦ୍ଦିଷ୍ଟ ପ୍ରତିଶତ ଆରକ୍ଷଣ କରି ସକରାତ୍ମକ ଭେଦଭାବର ନୀତି ଆରମ୍ଭ କରିଥିଲା । ୧୯୪୮ରେ ଜାତି ଆଧାରରେ ନକାରାତ୍ମକ ଭେଦଭାବକୁ ଆଇନଦ୍ୱାରା ନିଷେଧ କରାଯାଇଥିଲା ଏବଂ ଭାରତୀୟ ସମ୍ବିଧାନରେ ଏହାକୁ ଆହୁରି ବଳବତ୍ତର କରାଯାଇଥିଲା । ତେବେ ଭାରତର ବିଭିନ୍ନ ସ୍ଥାନରେ ଏହି ପ୍ରଥା ପ୍ରଚଳିତ । ଭାରତରେ ୩,୦୦୦ ଜାତି ଏବଂ ୨୫,୦୦୦ ଉପଜାତି ଅଛନ୍ତି ଏବଂ ପ୍ରତ୍ୟେକ ଏକ ନିର୍ଦ୍ଦିଷ୍ଟ ବୃତ୍ତି ସହିତ ଜଡ଼ିତ |

ଆଧାର

Tags:

ବର୍ଣ୍ଣ (ହିନ୍ଦୁଧର୍ମ)

🔥 Trending searches on Wiki ଓଡ଼ିଆ:

ଏଡ୍ ସିରନ୍ଔଷଧୀୟ ବୃକ୍ଷଲତାଦ୍ରୌପଦୀ ମୁର୍ମୁଭୀମ ଭୋଇଓଡ଼ିଶାର ଭୂଗୋଳପଞ୍ଜାବୀ ଉଇକିପିଡ଼ିଆମହୁଲ୧୬ଶ ଲୋକ ସଭାଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ୨୭ ମାର୍ଚ୍ଚଭଗବତ ଗୀତାଜ୍ଞାନପୀଠ ପୁରସ୍କାରପାଦ ଭାତୁଡ଼ିଖୋର୍ଦ୍ଧାଶିବପ୍ରତାପରୁଦ୍ର ଦେବବିଭୂତି ପଟ୍ଟନାୟକସିକ୍ଲ ସେଲ୍ ରୋଗଶେୟାର ବଜାର୧୮ ମାର୍ଚ୍ଚ୧୭ ମାର୍ଚ୍ଚରଣେନ୍ଦ୍ର ପ୍ରତାପ ସ୍ୱାଇଁରାୟଗଡ଼ାମାନବ ମସ୍ତିଷ୍କପାରାସେଟାମୋଲବିଭିନ୍ନ ପ୍ରକାର ଶାଗର ତାଲିକାଶାରଳା ପୁରସ୍କାରସୁରେନ୍ଦ୍ର ସିଂହ ଭୋଇଲିଙ୍ଗରାଜ ମନ୍ଦିରମନୋରଞ୍ଜନ ଦାସହଳଧର ନାଗସାର୍ବଭୌମ ସ୍ୱାଧୀନ ଦେଶମାନଙ୍କର ତାଲିକାଯୁକ୍ତରାଷ୍ଟ୍ର ଆମେରିକାଗୀତଗୋବିନ୍ଦଗଙ୍ଗାଧର ମେହେରଫକୀର ମୋହନ ସେନାପତିଉତ୍ତର କୋରିଆମୁକ୍ତେଶ୍ୱର ଦେଉଳରାଧାନାଥ ରାୟକେନ୍ଦୁଝର୧୨୭୪ଉଜବେକିସ୍ତାନପ୍ରତୀକ୍ଷାଆଣ୍ଡ୍ରଏଡ଼ଜୟଦେବ ଉନାଡକଟମାଲେସିଆଭକ୍ତ ଚରଣ ଦାସଇନଷ୍ଟାଗ୍ରାମଟୁଇଟରପାଇଥନ୍ (ପ୍ରୋଗ୍ରାମିଂ ଭାଷା)କଟକ ଜିଲ୍ଲାଗୁଗଲନାଉରୁଡାଇରେକ୍ଟ ବେନିଫିଟ ଟ୍ରାନ୍ସଫରଦ୍ୱିତୀୟ ବିଶ୍ୱଯୁଦ୍ଧଉଇକିଡାଟାହରପ୍ପା ସଭ୍ୟତାରତ୍ନାକର ଚଇନିଉର୍ବଶୀମନୋଜ ଦାସଙ୍କ କଥା ଓ କାହାଣୀପୁରାଣମିଳିତ ଜାତିସଂଘବୀର ସୁରେନ୍ଦ୍ର ସାଏବର୍ଷାଉତ୍କଳ ସାହିତ୍ୟ ସମାଜଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୨୫ ଅକ୍ଟୋବରଆଲଜିମର ରୋଗ🡆 More