ବ୍ୟାଙ୍କ

ବ୍ୟାଙ୍କ ହେଉଛି ଏକ ଆର୍ଥିକ ସଂସ୍ଥା ଯାହା ଜନସାଧାରଣଙ୍କଠାରୁ ଜମା ଗ୍ରହଣ କରି ଋଣ ପ୍ରଦାନ କରିଥାଏ । କମ୍ ସୁଧ ହାରରେ ଜମା ଗ୍ରହଣ କରି ଅଧିକ ହାରରେ ଋଣ ଦେଇ ବ୍ୟାଙ୍କମାନେ ବ୍ୟବସାୟ କରିଥାଆନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କ ହେଉଛି ଦେଶରେ ବ୍ୟାଙ୍କମାନଙ୍କର ନିୟାମକ । ଜମା, ଋଣର ସୁଧହାର ସମେତ ଅନ୍ୟାନ୍ୟ ଅନେକ ନିୟମ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରଣୟନ କରିଥାଏ ।

ବ୍ୟାଙ୍କ
Reserve Bank of India

ପ୍ରକାରଭେଦ

  • ସରକାରୀ ବ୍ୟାଙ୍କ: ଏହି ବ୍ୟାଙ୍କ ଗୁଡ଼ିକ ଭାରତ ସରକାରଙ୍କଦ୍ୱାରା ପରିଚାଳିତ। ଯଥା: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ
  • ବେସରକାରୀ ବ୍ୟାଙ୍କ: ଏହି ବ୍ୟାଙ୍କ ଗୁଡ଼ିକ ବେସରକାରୀ ବ୍ୟକ୍ତି ବା ସଂସ୍ଥା ମାନଙ୍କଦ୍ୱାରା ପରିଚାଳିତ। ଯଥା:କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ
  • ଗ୍ରାମ୍ୟ ବ୍ୟାଙ୍କ: କୌଣସି ଏକ ସରକାରୀ ବ୍ୟାଙ୍କ, ଭାରତ ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଅଂଶଧନ ଏହି ବ୍ୟାଙ୍କରେ ଥାଏ। ଯଥା: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ
  • ସମବାୟ ବ୍ୟାଙ୍କ: ଏଗୁଡ଼ିକ କିଛି ବ୍ୟକ୍ତି ବା ଗୋଷ୍ଠୀ ମାନଙ୍କର ମିଳିତ ଉଦ୍ୟମରେ ଚାଲେ। ଯଥା: କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ
  • ଜମା ବ୍ୟାଙ୍କ: ଏହି ବ୍ୟାଙ୍କ ଗୁଡ଼ିକ କେବଳ ଜମା ଗ୍ରହଣ କରନ୍ତି, କିନ୍ତୁ ଋଣ ପ୍ରଦାନ କରନ୍ତି ନାହିଁ। ଏହି ଜମା ଅର୍ଥକୁ ପାରମ୍ପରିକ ବ୍ୟାଙ୍କ୍ ବ୍ୟବସାୟରେ ନ ଲଗାଇ ଅନ୍ୟ ଉପାୟରେ ନିବେଶ କରନ୍ତି। ଯଥା: ଡାକ ଘର ବ୍ୟାଙ୍କ
  • ଋଣ ବ୍ୟାଙ୍କ (ବା ଋଣ ପ୍ରଦାନକାରୀ ସଂସ୍ଥାନ): ଏହି ସଂସ୍ଥାନ ଗୁଡ଼ିକ କେବଳ ଋଣ ପ୍ରଦାନ କରନ୍ତି, ଜମା ଗ୍ରହଣ କରନ୍ତି ନାହିଁ। ଯଥା: ମଣପ୍ପୁରମ୍

ବିଭିନ୍ନ ସେବା

  • ସଞ୍ଚୟ ଖାତା
  • ଚାଲୁ ଖାତା
  • ମିଆଦୀ ଜମା ଖାତା
  • ଆବର୍ତ୍ତୀ ଜମା ଖାତା
  • ବିଭିନ୍ନ ପ୍ରକାରର ଋଣ
  • ଏଟିଏମ୍
  • ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍
  • କ୍ରେଡିଟ୍ କାର୍ଡ଼୍

ଆଧାର

Tags:

ଭାରତୀୟ ରିଜର୍ଭ ବ୍ୟାଙ୍କ

🔥 Trending searches on Wiki ଓଡ଼ିଆ:

ଅକ୍ଷାଂଶଜୟୀ ରାଜଗୁରୁଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାମହାତ୍ମା ଗାନ୍ଧୀଲକ୍ଷ୍ମୀକମ୍ପ୍ୟୁଟରଅଶ୍ରୁମୋଚନ ମହାନ୍ତି୨୫ ଅପ୍ରେଲନୟାଗଡ଼ ଜିଲ୍ଲାଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାଧାନାଥ ରଥଜୟଦେବଓଡ଼ିଆ ଭାଗବତଇରା ମହାନ୍ତିପାଇକ ବିଦ୍ରୋହସିଦ୍ଧାନ୍ତ ମହାପାତ୍ରଅଣ୍ଡା ରୋଲଫସ୍‌ଫରସଅନନ୍ତ ପଟ୍ଟନାୟକଫେବୃଆରୀଚିକୁନ‌ଗୁନିଆସମର ସଲିମ ସାଇମନଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରଗୌରହରି ଦାସଭାରତୀୟ ଡାକ ସେବାରାଜେନ୍ଦ୍ର କିଶୋର ପଣ୍ଡାଭୃସଙ୍ଗ ଗଛଭୂଗୋଳମହାଦେଶଚରକଗିରିଧର ଗମାଙ୍ଗଗର୍ଭାଶୟ କର୍କଟଚାରି ଧାମଏ. ପି. ଜେ. ଅବଦୁଲ କଲାମରାଜକିଶୋର ପଟ୍ଟନାୟକଟୋକିଓରାମଶଙ୍କର ରାୟରାମକୃଷ୍ଣ ପରମହଂସହୀରାକୁଦ ବନ୍ଧତମନ୍ନା ବ୍ୟାସଇତିହାସଶ୍ରବଣା (ନକ୍ଷତ୍ର)ବେଲବାଇଶି ପାହାଚବଉଳଚିତ୍ତରଞ୍ଜନ ତ୍ରିପାଠୀବୈଷ୍ଣବ ପାଣିଶ୍ରୀ ଅରବିନ୍ଦସ୍ତୁତି ଚିନ୍ତାମଣିଗଙ୍ଗାଧର ରଥଗୋଦର ରୋଗସୋନପୁର ରାଜ୍ୟହେମୋଫିଲିଆହୃତ୍‌ପିଣ୍ଡଦେବଗଡ଼ ଜିଲ୍ଲାମଇ ଦିବସଅକ୍ଷୟ ତୃତୀୟାଗୋପାଳକୃଷ୍ଣ ପଟ୍ଟନାୟକଗୋପାଳ କୃଷ୍ଣ ରଥଭକ୍ତ ଚରଣ ଦାସ (ରାଜନେତା)ମହମ୍ମଦ ମୋକିମ୍ଉତ୍କଳ ଦିବସଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)🡆 More