ବିଧାନ ସଭା ନିର୍ବାଚନ ମଣ୍ଡଳୀ ବାସୁଦେବପୁର

ବାସୁଦେବପୁର (କ୍ରମିକ ସଂଖ୍ୟା: ୪୫) ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବାସୁଦେବପୁର (ବି), ବାସୁଦେବପୁର ବ୍ଳକ ଓ ତିହିଡ଼ି ବ୍ଳକର କିଛି ଅଞ୍ଚଳ ।

ବାସୁଦେବପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୨୧,୬୩୫
ଜିଲ୍ଲା: ଭଦ୍ରକ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଭଦ୍ରକ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟଶ୍ରୀ ରାଉତରାୟ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ମାଧବାନନ୍ଦ ମଲ୍ଲିକଙ୍କଠାରୁ ୬୫୦୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟଶ୍ରୀ ରାଉତରାୟ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ମାଧବାନନ୍ଦ ମଲିକଙ୍କଠାରୁ ୬,୮୪୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ବାସୁଦେବପୁର
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ବିଜୟଶ୍ରୀ ରାଉତରାୟ ୭୦,୮୫୬ ୪୮.୪୯ -
କଂଗ୍ରେସ ମାଧବାନନ୍ଦ ମଳ୍ଲିକ ୬୪,୦୧୬ ୪୩.୮୧ -
ଭାଜପା ଅଶୋକ କୁମାର ସାହୁ ୯,୨୭୭ ୬.୩୫ -
ସ୍ୱାଧୀନ କବିନ୍ଦ୍ର ଶେଖର ଫକୀର ରଞ୍ଜନ ଦାସ ୧,୦୦୯ ୦.୬୯ -
ବସପା ସତ୍ୟ ସୁନ୍ଦର ପଣ୍ଡା ୯୫୬ ୦.୬୫ -
ଭୋଟ ବ୍ୟବଧାନ ୬,୮୪୦ ୪.୬୮* -
ମତଦାନ ହାର ୧,୪୬,୧୫୩ ୭୦.୦୬ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୫୭ରୁ ୨୦୦୯ ମଧ୍ୟରେ ମୋଟ ୧୨ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

ଆଧାର

Tags:

ଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଭଦ୍ରକ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଚିଲିକା ହ୍ରଦମଙ୍ଗଳା ମନ୍ଦିରଚଇତି ଘୋଡ଼ା ନାଚଗୁରୁବାରରଜଇଲେକ୍ଟ୍ରୋନିକ କମର୍ସବିରଜା ମନ୍ଦିରପକ୍ଷୀଅନୁପମ ଭାରତଉଦୟନାଥ ଷଡ଼ଙ୍ଗୀଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟହରେକୃଷ୍ଣ ମହତାବଉତ୍କଳ ଦୀପିକାଦାସକାଠିଆଅଦାସୋରିଷଯକୃତରାଜେନ୍ଦ୍ର କିଶୋର ପଣ୍ଡାଭାରତୀୟ ଜାତୀୟ କଂଗ୍ରେସକରଣ (ଜାତି)ଉତ୍କଳ ବ୍ରାହ୍ମଣନବୀନ ପଟ୍ଟନାୟକଉଇକିମିଡ଼ିଆ ଫାଉଣ୍ଡେସନଶ୍ରୀନିବାସ ରାମାନୁଜନସମ୍ବଲପୁରୀ ଭାଷାଗୋଲୋକ ବିହାରୀ ଧଳବୈଷ୍ଣବ ପାଣିଜଳଗୌତମ ବୁଦ୍ଧଚଉତିଶାଅଭିରାମ ପରମହଂସମହେନ୍ଦ୍ରଗିରିବାସନ୍ତୀଅଲାରନାଥ ମନ୍ଦିରଦ୍ୱିତୀୟ ବିଶ୍ୱଯୁଦ୍ଧଉତ୍କଳ ଦିବସ୧ ଫେବୃଆରୀପ୍ରଦ୍ୟୁମ୍ନ ଲେଙ୍କାସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଭୁବନେଶ୍ୱର ବେହେରାଅଂଶୁପା ହ୍ରଦରଣା ସାପହେନା ଫୁଲବୁଧବାରଲକ୍ଷ୍ମଣ ନାୟକ୪ ଅପ୍ରେଲକୁଜିବର ପ‌ତ୍ରହନୁମାନ ଜୟନ୍ତୀକଙ୍କାଳତପସ୍ୱିନୀଭାରତୀୟ ମୁଦ୍ରାଯଶୋବନ୍ତ ଦାସହିଙ୍ଗୁଳା ମନ୍ଦିରଜୟନ୍ତୀ ପଟ୍ଟନାୟକଅକ୍ଷାଂଶଋଷିଆଜର୍ଜ କ୍ୟାଣ୍ଟରଶ୍ରୀ ଅରବିନ୍ଦସ୍ତନ🡆 More