ବୈଷୟିକ ବିଜ୍ଞାନ

ବୈଷୟିକ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା

ସୁପର୍ କମ୍ପୁଟର - ମିରା
ସୁପର୍ କମ୍ପୁଟର - ମିରା

ବୈଷୟିକ ବିଜ୍ଞାନ ହେଉଛି ବିଜ୍ଞାନର ଏକ ଶାଖା, ଯାହାକି ପ୍ରୟୋଗାତ୍ମକ ଦିଗକୁ ସୁଚାଇଥାଏ । ବିଭିନ୍ନ ଯନ୍ତ୍ର, ଉପକରଣ, ଆକୃତି, ସିଷ୍ଟମ ଓ ପଦାର୍ଥ ର ଗଠନ, ମରାମତି ଆଦି ପାଇଁ ବୈଜ୍ଞାନିକ, ଅର୍ଥନୈତିକ, ସାମାଜିକ ଓ ପ୍ରୟୋଗାତ୍ମକ ଜ୍ଞାନକୌଶଳର ବ୍ୟବହାରକୁ ବୈଷୟିକ ବିଜ୍ଞାନ ବା ଇଞ୍ଜିନିୟରିଂ କୁହାଯାଏ ।

ପ୍ରଯୁକ୍ତି ବିଦ୍ୟା ବା ଟେକ୍ନୋଲୋଜି ଶବ୍ଦଟି ପ୍ରାଚୀନ ଗ୍ରୀକ ଶବ୍ଦାଦ୍ଵୟ τέχνη, techne, "କଳା, କୌଶଳ, ହାତର ଚମତ୍କାରିତା"; ଏବଂ -λογία, -logia "ଅଧ୍ୟୟନ" ରୁ ଅସିଛି । ଏହା ବ୍ୟବହାରିକ ବିଜ୍ଞାନକୁ ସୁଚାଇଥାଏ । କୌଣସି ସମସ୍ୟାର ସମାଧାନ, ପୂର୍ବରୁ ପ୍ରଚଳିତ ସମାଧାନର ଉନ୍ନତି କିମ୍ବା ଜୀବନ ଧାରଣ ମାନରେ ଉନ୍ନତି ପାଇଁ କୌଣସି ଏକ ଯନ୍ତ୍ର, ଉପକରଣ, କଳା କିମ୍ବା କୌଶଳ ର ଗଠନ, ପରିବର୍ତ୍ତନ, ବ୍ୟବହାର ଓ ଜ୍ଞନ ଆହରଣ କୁ ଆମେ ପ୍ରଯୁକ୍ତି ବିଦ୍ୟା କହିଥାଉ ।

ବଛା ଲେଖା

ଛୋଟିଆ ଟ୍ରାନ୍ସଫର୍ମର ଟିଏ
ଟ୍ରାନ୍ସଫର୍ମର ହେଉଛି ଏକ ଯନ୍ତ୍ର , ଯାହାକି ଚୁମ୍ବକୀୟ କ୍ଷେତ୍ରର ସାହାୟତାରେ ଗୋଟିଏ ଭୋଲଟେଜ୍ ଲେବଲ୍ (Voltage level) ରେ ଥିବା ବୈଦୁତିକ ଶକ୍ତି (AC)କୁ ଅନ୍ୟ ଏକ ଭୋଲଟେଜ୍ ଲେବଲ୍ ରେ ଥିବା ବୈଦୁତିକ ଶକ୍ତି (AC)କୁ ପରିବର୍ତ୍ତନ କରିଥାଏ । ଏହାର ଦୁଇ କିମ୍ବା ତତୋଽଧିକ କଏଲ୍(Coil) ଥାଏ ଯାହାକି ଏକ ସାଧାରଣ ଫେରୋ-ମ୍ୟାଗ୍ନେଟିକ୍ କୋର୍ (Ferromagnetic Core) ଚାରିପଟେ ଗୁଡା ହୋଇ ରହିଥାଏ । ଏହି କଏଲ୍ ଗୁଡିକ (ସାଧାରଣତଃ) ସିଧାସଳଖ ଯୋଡା ଯାଇ ନଥାଏ । କଏଲ ଗୁଡିକ ଭିତରେ ଏକ ମାତ୍ର ଯୋଡେଇ ହେଲା କୋର୍ ଭିତରେ ଥିବା ସାଧାରଣ ଚୁମ୍ବକୀୟ ଫ୍ଲକ୍ସ୍ (common magnetic flux) ।

ଟ୍ରାନ୍ସଫର୍ମର ର ଗୋଟିଏ ୱାଇଣ୍ଡିଂ ବୈଦୁତିକ ଶକ୍ତି ଉତ୍ସ (ac power source) ସହ ଯୋଡା ଯାଇଥାଏ ଏବଂ ଦ୍ଵିତୀୟଟି (ବେଳେବେଳେ ତୃତୀୟଟି) ଲୋଡ୍(Load)କୁ ବୈଦୁତିକ ଶକ୍ତି ଯୋଗାଇଦିଏ । ଟ୍ରାନ୍ସଫର୍ମର ର ଯେଉଁ ୱାଇଣ୍ଡିଂ ଟି ଶକ୍ତି ଉତ୍ସ ସହ ଯୋଡା ଯାଇଥାଏ ତାକୁ ପ୍ରାଥମିକ ୱାଇଣ୍ଡିଂ ଓ ଯେଉଁ ୱାଇଣ୍ଡିଂ ଟି ଲୋଡ ସହ ଯୋଡା ଯାଇଥାଏ ତାକୁ ଦ୍ଵିତୀୟକ ୱାଇଣ୍ଡିଂ କୁହାଯାଏ । ଯଦି ଟ୍ରାନ୍ସଫର୍ମରରେ ତୃତୀୟ ୱାଇଣ୍ଡିଂ ଥାଏ ତେବେ ତାକୁ ତୃତୀୟକ ୱାଇଣ୍ଡିଂ (Tertiary Winding) କୁହାଯାଏ ।

ଆହୁରି ଅନେକ ନିର୍ବାଚିତ ଲେଖା... ଅଧିକ ପଢନ୍ତୁ...

ବଛା ଜୀବନୀ

ଜର୍ଜ ସାଇମନ ଓମ
ଜର୍ଜ ସାଇମନ ଓମ
b. ୧୭୮୯/୧୮୫୪

ଜର୍ଜ୍ ସାଇମନ୍ ଓମ୍‌ ଜଣେ ଜର୍ମାନ ପଦାର୍ଥ ବିଜ୍ଞାନୀ ଓ ଗଣିତଜ୍ଞ ଥିଲେ । ସେ "ଓମ୍‌ଙ୍କ ନିୟମ" ପାଇଁ ଜଣାଶୁଣା ।
ଆହୁରି ଅନେକ ନିର୍ବାଚିତ ଜୀବନୀ ପଢନ୍ତୁ... ଅଧିକ ପଢନ୍ତୁ...

ବଛା ଛବି

ବୈଷୟିକ ବିଜ୍ଞାନ

ଯାନ୍ତ୍ରିକ ସିଡ଼ି

ଆହୁରି ଅନେକ ନିର୍ବାଚିତ ଛବି...

ଶ୍ରେଣୀ ଗୁଡ଼ିକ

ବିଦ୍ୟୁତ ଉତ୍ପାଦନ
ବିଦ୍ୟୁତ ଉତ୍ପାଦନ

ଆପଣ କିପରି ସହଯୋଗ କରିପାରିବେ

ବୈଷୟିକ ବିଜ୍ଞାନ ସମ୍ପର୍କିତ ଲେଖା ଗୁଡିକୁ ଗଢିବାରେ ଓ ପୂର୍ବରୁ ଥିବା ଲେଖା ଗୁଡ଼ିକର ଉନ୍ନତି କରିବା ପାଇଁ ଆପଣଙ୍କ ସହଯୋଗ ଆବଶ୍ୟକ । ତଳେ କିଛି ଦରକାରୀ ଲେଖା ଗୁଡ଼ିକର ତାଲିକା ଦିଆଗଲା ।

ଗଢିବାକୁ ଥିବା ଲେଖା:

ଲେଖା ଗୁଡ଼ିକର ତାଲିକା:
ଯାନ୍ତ୍ରିକ ବିଜ୍ଞାନ ବୈଦୁତିକ ବିଜ୍ଞାନ କମ୍ପ୍ୟୁଟର ବିଜ୍ଞାନ ସୂଚନା ପ୍ରଯୁକ୍ତି ବିଦ୍ୟା ଜୀବନୀ ଇତିହାସ ବିବିଧ
ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ

ଉନ୍ନତି ଆବଶ୍ୟକ କରୁଥିବା ଲେଖା:

ସମ୍ପର୍କିତ ଅନ୍ୟାନ୍ୟ ପୋର୍ଟାଲ

Purge server cache

Tags:

🔥 Trending searches on Wiki ଓଡ଼ିଆ:

ବୈଜୟନ୍ତ ପଣ୍ଡାଉଇକିଅଭିଧାନଜର୍ମାନୀଇଣ୍ଟରନେଟଭାରତର ଜାତୀୟ ପତାକାଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଶାସ୍ତି (ଓଡ଼ିଆ କଥାଚିତ୍ର)ଫେବୃଆରୀ ୨୮ସାଲଭାଡୋର ଡାଲିଗଣନ ସଂଖ୍ୟାରୋହିତ ଶର୍ମାସୂର୍ଯ୍ୟବଂଶୀ ସୂରଜଓଡ଼ିଆ ଭାଷାତ୍ରିପୁରା ମିଶ୍ରଜୟୀ ରାଜଗୁରୁଅକ୍ଷୟ ତୃତୀୟାରଥଯାତ୍ରାରାୟଗଡ଼ା ଜିଲ୍ଲାନାରାୟଣ ସାହୁହେମଲତା ମାନସିଂହଦାସିଆ ବାଉରୀଦଶାବତାରଜଗନ୍ନାଥନବୀନ ପଟ୍ଟନାୟକରାମାୟଣଭଦ୍ରକ୩୦ ଅପ୍ରେଲବ୍ରଜନାଥ ରଥଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାବି. ଆର. ଆମ୍ବେଦକରଓଡ଼ିଆ ସାହିତ୍ୟକଟକଯାଜପୁର ଜିଲ୍ଲାଚନ୍ଦ୍ରଶେଖର ରଥଧର୍ମେନ୍ଦ୍ର ପ୍ରଧାନଇଂଲଣ୍ଡଶିବଚବିଶ ଗୁରୁଇଣ୍ଡୋନେସିଆଅର୍ଚ୍ଚିତା ସାହୁଓପନ-ସୋର୍ସ ସଫ୍ଟୱେରଗୋପାଳ କୃଷ୍ଣ ରଥରାଜକିଶୋର ପଟ୍ଟନାୟକଓଡ଼ିଶୀଆଜାଦ ହିନ୍ଦ୍ ଫୌଜରାଧାମୋହନ ଗଡ଼ନାୟକଚୁଡ଼ାଓଡ଼ିଆ କାବ୍ୟ କବିତାସମର ସଲିମ ସାଇମନଅନନ୍ତ ବାସୁଦେବ ମନ୍ଦିରସଚ୍ଚିଦାନନ୍ଦ ରାଉତରାୟସୌଭାଗ୍ୟ କୁମାର ମିଶ୍ରଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପ୍ରତିଭା ଶତପଥୀୟୁ ଟ୍ୟୁବ୧୭ ଫେବୃଆରୀଭଦଭଦଳିଆତିଳ ଚତୁର୍ଥୀହନୁମାନପ୍ରଥମ ଭାସ୍କରରାଜାରାଣୀ ମନ୍ଦିରଭୀମ ଭୋଇରବର୍ଟ ହିଲ୍ବୃହସ୍ପତିଚିତ୍ତରଞ୍ଜନ ଦାସଭାରତୀୟ ସ୍ୱାଧୀନତା ଆନ୍ଦୋଳନଅଧର ପଟ୍ଟନାୟକବିଜୟ ଶଙ୍କର ଦାସହନୁମାନ ବାଟିକାକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ🡆 More