କ୍ଷେପଣାସ୍ତ୍ର ପୃଥ୍ୱୀ: କ୍ଷେପଣାସ୍ତ୍ର

ପୃଥ୍ୱୀi (ସଂସୃତରେ  pṛthvī Earth)ଏକ ଶଟ- ରେଞ୍ଜ ବିଶିଷ୍ଟ ଭୂମି -ରୁ-ଭୂମି ନିକ୍ଷ୍ଯେପଣ କରାଯାଇପାରୁଥିବା ମିସାଇଲ  (SRBM) । ଏହା ଭାରତୀୟ ସରକାରଙ୍କ Integrated Guided Missile Development Program (IGMDP).ଦ୍ୱାରା ନିର୍ମିତ ଓ ଭାରତୀୟ କମାଣ୍ଡ ଫୋର୍ସଦ୍ୱାରା ନିଯୋଜିତ ହେଇଥାଏ । 

ପୃଥ୍ୱୀ ମିସାଇଲ
Type Short Range Ballistic Missile
Place of origin India
Service history
In service 1994 (Prithvi I)
Used by Indian Armed Forces
Production history
Manufacturer Defence Research and Development Organisation (DRDO)
Bharat Dynamics Limited (BDL)
Produced February 25, 1988 (Prithvi I)
January 27, 1996 (Prithvi II)
January 23, 2004 (Prithvi III)
Specifications
Weight 4,400 kg (Prithvi I)
4,600 kg (Prithvi II)
5,600 kg (Prithvi III)
Length 9 m (Prithvi I)
8.56 m (Prithvi II, Prithvi III)
Diameter 110 cm (Prithvi I, Prithvi II)
100cm (Prithvi III)

Engine Single Stage liquid fuel dual motor(Prithvi I, Prithvi II),
Single Stage Solid Motor (Prithvi III)
Operational
range
150 km (Prithvi I)
250-350 km (Prithvi II)
350 - 600 km (Prithvi III)
Guidance
system
strap-down inertial guidance
Launch
platform
8 x 8 Tata Transporter Erector Launcher

ଉନ୍ନୟନ ଓ ନିର୍ମାଣ ଇତିହାସ 

କ୍ଷେପଣାସ୍ତ୍ର ନିର୍ମାଣରେ ଆତ୍ମନିର୍ଭରଶୀଳତା ହାସଲ କରିବାକୁ ଭାରତ ସରକାର ୧୯୮୩ରେ ସମନ୍ୱିତ ଦିଗଦର୍ଶନ ସହ କ୍ଷେପଣାସ୍ତ୍ର ଉନ୍ନୟନ ପ୍ରକଳ୍ପର ଆରମ୍ଭ କରିଥିଲେ । ଏଠିଦ୍ୱାରା ବିଭିନ୍ନ ପ୍ରକାରଭେଦର ଭୂମି -ରୁ -ଭୂମି , ତାହା ଭୂମି-ରୁ ଆକାଶ ଓ ସମୁଦ୍ର- ରୁ- ଆକାଶକୁ ପ୍ରେରଣା କରାଯାଇପାରୁଥିବା କ୍ଷେପଣାସ୍ତ୍ରର ଉନ୍ନୟନ ପ୍ରକଳ୍ପ ଆରମ୍ଭ ହେଇଥିଲା । ପୃଥ୍ୱୀ ଏହି ଉଦ୍ୟମର ପ୍ରଥମ ସଫଳ ପ୍ରକଳ୍ପ । ଏହା ଭୂମି -ରୁ -ଆକାଶ  ଜାତୀୟ କ୍ଷେପଣାସ୍ତ୍ର ଯାହା project Devil।  ନାମରେ ଆରମ୍ଭ କରାଯାଇଥିଲା । ଏଥିରେ ତରଳ ବ ଶୁଷ୍କ ଜାତୀୟ ଇନ୍ଧନର ବ୍ୟବହାର ହେଇଥିଲା । ଏଥିରେ ଆଣବିକ ଅସ୍ତ୍ର ବହନ କରିପାରିବାର କ୍ଷ୍ୟମତା ରହିଥିଲା । 

ପ୍ରକାରଭେଦ 

ଏହି ପୃଥ୍ୱୀ ମିସାଇଲ ପ୍ରକଳ୍ପରେ ୩ଟି ଭିନ୍ନ ପ୍ରକାର ମିସାଇଲର ଅରସ୍ତୁତି କରାଯାଇ ଭାରତୀୟ ଆର୍ମୀ, ବାୟୁସେନା ଓ ନୌସେନାଦ୍ୱାରା ବ୍ୟବହୃତ ହେଇଥାଏ ।ସେଗୁଡ଼ିକ ନିମ୍ମ ପ୍ରକାରର .

  • ପୃଥ୍ୱୀ-I (SS-୧୫୦) ଏହା ଆର୍ମିରେ ବ୍ୟବହାର ପାଇଁ ପ୍ରସ୍ତୁତ । ଏଥିରେ ୧,୦୦୦ କିଲୋଗ୍ରାମ ବହନ କ୍ଷ୍ୟମତା ଥାଇ ଏହା ୧୫୦ କିଲୋମିଟର ଦୂରକୁ ଯାଇପାରିବାର ରେଞ୍ଜ ରହିଥାଏ । 
  • ପୃଥ୍ୱୀ  II (SS-250) - ବାୟୁ ସେନାରେ ବ୍ୟବହାର ପାଇଁ ଏହା ନିର୍ମିତ । ଏହାକୁ ୩୫୦ କିଲୋମିଟର ଦୂର ପାଇଁ ବ୍ୟବହାର କରାଯାଇପାରିବ ।  ଏହାର ଭାର ବହନ କ୍ଷ୍ୟମତା  ୫୦୦ କିଲୋଗ୍ରାମ 
  • ପୃଥ୍ୱୀ  III (SS-350) - ଏହା ନୌସେନା ପାଇଁ ଉଦ୍ଧ୍ହିଷ୍ଟ । ଏହାର ରେବ୍ଜ ୩୫୦ କିଲୋମିଟର ହେଇଥିବା ବେଳେ ଭାର ବହନ ଶକ୍ତି ୧,୦୦୦ କିଲୋଗ୍ରାମ । 

ବର୍ଣ୍ଣନା

କ୍ଷେପଣାସ୍ତ୍ର ପୃଥ୍ୱୀ: ଉନ୍ନୟନ ଓ ନିର୍ମାଣ ଇତିହାସ , ବର୍ଣ୍ଣନା, ଅଧିକ ପଠନ  
DRDO ବାଲେଶ୍ୱରଠାରେ ଅଗ୍ନି ଓ ପୃଥ୍ୱୀ ମିସାଇଲ 

 ଭାରତୀୟ ମିସାଇଲ ନିର୍ମାଣ ଓ ପରିକ୍ଷ୍ୟଣର ସାରଣୀ ;


Test Type Date User Status Notes
Test 27 January 1996 DRDO Successful
User trial 12 October 2009 (I) Strategic Forces Command Successful
12 October 2009 (II)
24 September 2010 Failure Launch motor failure
22 December 2010 (I) Successful
22 December 2010 (II)
9 June 2011
25 August 2012
4 October 2012
7 October 2013
7 January 2014
28 March 2014
26 November 2015
16 February 2016
18 May 2016


times.

ଅଧିକ ପଠନ 

  • କ୍ଷେପଣାସ୍ତ୍ର ପୃଥ୍ୱୀ: ଉନ୍ନୟନ ଓ ନିର୍ମାଣ ଇତିହାସ , ବର୍ଣ୍ଣନା, ଅଧିକ ପଠନ   Media related to Prithvi missiles at Wiki Commons
  • Integrated Guided Missile Development Program
  • Project Devil
  • SS-45 Missile
  • Project Valiant
  • Dhanush (missile)
  • Indian Ballistic Missile Defence Programme

ଆଧାର 

Tags:

କ୍ଷେପଣାସ୍ତ୍ର ପୃଥ୍ୱୀ ଉନ୍ନୟନ ଓ ନିର୍ମାଣ ଇତିହାସ କ୍ଷେପଣାସ୍ତ୍ର ପୃଥ୍ୱୀ ବର୍ଣ୍ଣନାକ୍ଷେପଣାସ୍ତ୍ର ପୃଥ୍ୱୀ ଅଧିକ ପଠନ କ୍ଷେପଣାସ୍ତ୍ର ପୃଥ୍ୱୀ ଆଧାର କ୍ଷେପଣାସ୍ତ୍ର ପୃଥ୍ୱୀ

🔥 Trending searches on Wiki ଓଡ଼ିଆ:

ଆପେଣ୍ଡିସାଇଟିସଆଖୁଭୀମ ଭୋଇଭୂମିକମ୍ପଉତ୍କଳ ବ୍ରାହ୍ମଣ୬ ଫେବୃଆରୀଅମରକଣ୍ଟକ ଏକ୍ସପ୍ରେସମି ଠୁ (ହ୍ୟାସଟ୍ୟାଗ)ମନୋଜ ଦାସଟେସାମୋରେଲିନଋଷିଆଜବାହରଲାଲ ନେହେରୁସୌର ଜଗତସୋରିଷପରିବେଶକୃଷ୍ଣଚନ୍ଦ୍ର ପାଣିଗ୍ରାହୀଗୌତମ ବୁଦ୍ଧକୃଷ୍ଣବିବାହଉତ୍କଳପାଟୁଆ ଯାତ୍ରାwiki.phtmlଉଇକିମିଡ଼ିଆ ଫାଉଣ୍ଡେସନଗ୍ରହଯକୃତୟୁ ଟ୍ୟୁବକ୍ୟୁ. ଆର. କୋଡ଼ଲଣ୍ଡନବୌଦ୍ଧ ଧର୍ମଖାଦ୍ୟଧର୍ମେନ୍ଦ୍ର ପ୍ରଧାନଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଗୋଲୋକ ବିହାରୀ ଧଳପରିସଂଖ୍ୟାନଭାରତୀୟ ମୁଦ୍ରାମହାତ୍ମା ଗାନ୍ଧୀଙ୍କ ପରିବାରରାମଚନ୍ଦ୍ର ମିଶ୍ରସୁନା୧୦ ଅଗଷ୍ଟଚନ୍ଦନ ଯାତ୍ରାସୀତାକାନ୍ତ ମହାପାତ୍ରପ୍ରତିଭା ରାୟମହାତ୍ମା ଗାନ୍ଧୀସମ୍ବଲପୁରୀ ଭାଷାଓଡ଼ିଆ ସାହିତ୍ୟର ଇତିହାସଚତୁର ବିନୋଦସାଇକେଲସ୍ତନଅଖିଳ ମୋହନ ପଟ୍ଟନାୟକସତ୍ୟବାଦୀ ବନ ବିଦ୍ୟାଳୟଓଡ଼ିଆଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାହୀରାକୁଦ ବନ୍ଧହାଡ଼ଫୁଟି୧୨ ସେପ୍ଟେମ୍ବରରମାକାନ୍ତ ରଥଜଳ ପ୍ରଦୂଷଣସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାଧାମୋହନ ଗଡ଼ନାୟକଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଯାଜପୁରନାରୀବାଦଦ୍ୱିତୀୟ ବିଶ୍ୱଯୁଦ୍ଧରାଧାନାଥ ରାୟଏକ୍ସକ୍ୟୁଜ ମିବଳରାମ ଦାସ🡆 More