ପୁରୀ ଜିଲ୍ଲା: ଓଡିଶାର ଏକ ଜିଲ୍ଲା, ଭାରତ

]

ପୁରୀ
ଜିଲ୍ଲା
ଜଗନ୍ନାଥ ମନ୍ଦିର
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାପୁରୀ, ଜଗତସିଂହପୁର
ଭାଷାଓଡ଼ିଆ, ଇଂରାଜୀ
Named forଶ୍ରୀକ୍ଷେତ୍ର
ବିଧାନ ସଭା୫ଟି ଆସନ
 
  • ୧. କାକଟପୁର (୧୦୫)
    ୨. ନିମାପଡ଼ା (୧୦୬)
    ୩. ପୁରୀ(୧୦୭)
    ୪. ବ୍ରହ୍ମଗିରି (୧୦୮)
    ୫. ସତ୍ୟବାଦୀ (୧୦୯)
    ୬. ପିପିଲି (୧୧୦)
Area
 • ଜିଲ୍ଲା3,634 km2 (1,403 sq mi)
 • ବେଳାଭୂମି81 km2 (31 sq mi)
Population
 (୨୦୧୧)
 • ଜିଲ୍ଲା୧୬୯୭୯୮୩
 • Rankଓଡ଼ିଶାରେ ନବମ (୯/୩୦)
 • Density609/km2 (1,580/sq mi)
 • Urban
୨୬୫୪୪୬
 • Rural
୧୪୩୨୫୩୭
 • ୬ ବର୍ଷରୁ କମ ଶିଶୁ
୧୬୪୩୮୮
Time zoneIST (+୫.୩୦)
ଡାକ କୋଡ଼
୭୫୨***
Area code+୦୬୭୮୨
ଯାନବାହାନ ପଞ୍ଚୀକରଣOD-13
WebsiteOfficial website

ପୁରୀ ଓଡ଼ିଶାର ପୂର୍ବରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଏହା ରାଜଧାନୀ ଭୁବନେଶ୍ୱରରୁ ୬୦ କିମି ଦୁରରେ ଅବସ୍ଥିତ । ପୁରୀ ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ ଅଫିସ ଆଉ ବେସରକାରି କମ୍ପାନୀର ପ୍ରଧାନ ଅଫିସସବୁ ଅଛି ।

ଭୂଗୋଳ

ପୁରୀ ଓଡ଼ିଶାର ଏକ ସମୁଦ୍ର କୁଳିଆ ଜିଲ୍ଲା ହେଇଥିବାରୁ ଏଠାରେ ବର୍ଷସାରା ଜଳବାୟୁ ପ୍ରାୟ ସମାନ ଥାଏ । ପୁରୀ ଜିଲ୍ଲା ୧୯ ଡିଗ୍ରି ୨୮ ମିନିଟ୍ରୁ ୨୬ ଡିଗ୍ରି ୩୫ ମିନିଟ୍ ଅକ୍ଷାଂଷ ଓ ୮୪ ଡିଗ୍ରି ୪୯ ମିନିଟ୍ରୁ ୮୬ ଡିଗ୍ରି ୨୫ ମିନିଟ୍ ଦ୍ରାଘିମା ମନ୍ଧ୍ୟରେ ପ୍ରାୟ ୩୦୫୧ ବର୍ଗ କି. ମି. ବା ୨୬୪୯୮୮ ହେକ୍ଟର ଅଞ୍ଚଳରେ ବିସ୍ତ୍ରୁତ ।

ନଦୀ

  1. କୁଶଭଦ୍ରା
  2. ଦୟା
  3. ଭାର୍ଗବୀ
  4. ରତ୍ନଚିରା
  5. ପ୍ରାଚୀ
  6. ଦେବୀ ନଦୀ

ହ୍ରଦ

ଜନଗଣନା

୨୦୧୧ ଜନଗଣନା ଅନୁସାରେ ପୁରୀ ଜିଲ୍ଲାର ମୋଟ ଲୋକସଂଖ୍ୟା ୧୬,୯୭,୯୮୩ |ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୪,୩୨,୫୩୭ ଓ ସହରାଞ୍ଚଳରେ ୨,୬୫,୪୪୬ ଲୋକ ବାସ କରନ୍ତି |

  • ପୁରୁଷ: ୮,୬୫,୨୦୯
  • ମହିଳା: ୮,୩୨,୭୭୪
  • ଛ ବର୍ଷରୁ କମ: ୧,୬୪,୩୮୮
  • ପଢୁଆ ହାର: ୮୫.୩୭%
    • ପୁରୁଷ: ୯୧.୮୪%
    • ମହିଳା: ୭୮.୬୭%


ପର୍ଯ୍ୟଟନ ସ୍ଥଳ

ବାଲିହରଚଣ୍ଡୀ। ସାତଲହଡି ମଠ । କପେଳଶ୍ୱରପୁର । ମାଣିକପାଟଣା । ଗୁଣ୍ଡିଚା ମନ୍ଦିର । ସୁନାର ଗୌରାଙ୍ଗ । ଦକ୍ଷିଣକାଳୀ ମନ୍ଦିର,ବୀରଗୋବିନ୍ଦପୁର । କାମରୁପା କାଳୀ ମନ୍ଦିର,ବୀରପ୍ରତାପପୁର । ଉଗ୍ରତାରା କାଳୀ ମନ୍ଦିର, ସମଯାଜପୂର । ଦକ୍ଷିଣ କାଳୀ ପୀଠ, ବୀରନରସିଂହପୁର । ବରାଳ ବାଲୁଙ୍କେଶ୍ୱର ମନ୍ଦିର,ବରାଳ । ନୀଳକଣ୍ଠେଶ୍ୱର ମନ୍ଦିର, ଷ୍ଟାଣ୍ଡରା । ବାୟାବାବା ଗାଦି । ପଞ୍ଚୁପାଣ୍ଡବ ମନ୍ଦିର ସମୂହ । ବାଟ ମଙ୍ଗଳା । ଇନ୍ଦ୍ରେଶ୍ୱର ମହାଦେବ,ଓଲ୍ଲ ଓ ଅନ୍ୟାନ୍ୟ ମଠ ମନ୍ଦିର ।

ଲୋକକଳା

ସଙ୍ଗୀତ ଓ ନାଟ

ହାତକଳା

ଜଣାଶୁଣା ଖାଦ୍ୟ

  • ଖଜା: ଖଜା ବା ଫେଣି ଏକ ଓଡ଼ିଆ ପିଠା ଯାହା ମ‌ଇଦାରୁ ତିଆରି ହୋଇଥାଏ । ଏହା ଦେଖିବାକୁ ଲମ୍ବା ଓ ପରସ୍ତ ପରସ୍ତ ହୋଇଥାଏ । ଏହା ଜଗନ୍ନାଥଙ୍କ ସକାଳ ଧୂପରେ ଠାକୁରମାନଙ୍କୁ ଅର୍ପଣ କରାଯାଇଥାଏ । ଖଜା (ଫେଣି) ପୁରୀର ଏକ ପ୍ରସିଦ୍ଧ ମିଠା ।
  • ଅଭଡା:ପୁରୀ ଜଗନ୍ନାଥଙ୍କ ଅଭଡା ଭାରତ ପ୍ରସିଦ୍ଧ।ଏହାକୁ ଲୋକମାନେ ମହାପ୍ରସାଦ ରୂପେ ଗ୍ରହଣ କରନ୍ତି।

ଜଣାଶୁଣା ଲୋକ

ଶିକ୍ଷା

କଲେଜ ଓ ବିଶ୍ୱବିଦ୍ୟାଳୟ

  • ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ବିଶ୍ୱବିଦ୍ୟାଳୟ, ପୁରୀ
  • ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ପୁରୀ
  • ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ, ପୁରୀ
  • [[ଡା. ଅଭିନ ଚନ୍ଦ୍ର ହୋମିଓପାଥି ମେଡିକାଲ

ମହାବିଦ୍ୟାଳୟ ଓ ସ୍ୱାସ୍ଥକେନ୍ଦ୍ର, ପୁରୀ]]

  • ଘନସ୍ୟାମ ହେମଲତା ବୈଷଇକ ମହାବିଦ୍ୟାଳୟ
  • ଗଙ୍ଗାଧର ମହାପାତ୍ର ଆଇନ ମହାବିଦ୍ୟାଳୟ
  • ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟଳୟ, ପୁରୀ
  • ନିମାପଡା ମହାବିଦ୍ୟଳୟ, ନିମାପଡା,ପୁରୀ
  • ମଙ୍ଗଳା ମହାବିଦ୍ୟଳୟ, କାକଟପୁର,ପୁରୀ
  • ପ୍ରାଚୀ ମହାବିଦ୍ୟଳୟ,ବାଙ୍ଗୁରିଗାଁ,କାକଟପୁର,ପୁରୀ
  • ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ,ସାକ୍ଷୀଗୋପାଳ,ପୁରୀ

ବିଦ୍ୟାଳୟ

  • ବିଶ୍ୱମ୍ଭର ବିଦ୍ୟାପୀଠ,ପୁରୀ
  • ପାଞ୍ଚଣା ପ୍ରାଥମିକ ବିଦ୍ୟାଳୟ,କୋରୁଆଳ,ପୁରୀ
  • ଦେଶବନ୍ଧୁ ସରକାରି ଉଚ୍ଚ ବିଦ୍ୟାଳୟ,କୋରୁଆଳ,ପୁରୀ
  • ସାତ୍ୟନାରାୟଣ ବିଦ୍ୟାପିଠ,ବାଲିଆ,ପୁରୀ
  • ବରିମୁଣ୍ଡ ମ:ଇ ବିଦ୍ୟାଳୟ,ପଲ୍ଲୀଛକ,ପୁରୀ
  • କାକଟପୁର ସରକାରି ଉଚ୍ଚ ବିଦ୍ୟାଳୟ,କାକଟପୁର,ପୁରୀ
  • ଭାର୍ଗବୀ ଉଚ୍ଚ ବିଦ୍ୟାଳୟ,ବୀରନରସିଂହପୁର,ପୁରୀ

ଆଧାର

ଅଧିକ ତଥ୍ୟ

Tags:

ପୁରୀ ଜିଲ୍ଲା ଭୂଗୋଳପୁରୀ ଜିଲ୍ଲା ପର୍ଯ୍ୟଟନ ସ୍ଥଳପୁରୀ ଜିଲ୍ଲା ଲୋକକଳାପୁରୀ ଜିଲ୍ଲା ଜଣାଶୁଣା ଖାଦ୍ୟପୁରୀ ଜିଲ୍ଲା ଜଣାଶୁଣା ଲୋକପୁରୀ ଜିଲ୍ଲା ଶିକ୍ଷାପୁରୀ ଜିଲ୍ଲା ବିଦ୍ୟାଳୟପୁରୀ ଜିଲ୍ଲା ଆଧାରପୁରୀ ଜିଲ୍ଲା ଅଧିକ ତଥ୍ୟପୁରୀ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ମହାଦେଶଯକ୍ଷ୍ମାଶିମିଳିପାଳ ଜାତୀୟ ଉଦ୍ୟାନଜଗନ୍ନାଥ ମନ୍ଦିରସୂର୍ଯ୍ୟୋଦୟଅଳତାତରଳ ଝାଡ଼ାବୀର ସୁରେନ୍ଦ୍ର ସାଏବାଘଚନ୍ଦନଲାଗି ବେଶଲଳିତ ମାନସିଂହପ୍ରଧାନ ପୃଷ୍ଠାଭଗବତୀ ଚରଣ ପାଣିଗ୍ରାହୀଅମର ପ୍ରସାଦ ଶତପଥୀଗଙ୍ଗାଧର ମେହେରପୃଥିବୀ ଦିବସଅଗ୍ନ୍ୟାଶୟ ଅକ୍ଷମତାହୃଷୀକେଶ ମଲ୍ଲିକମହାନଦୀଅକ୍ଷୟ ମହାନ୍ତିଭଦ୍ରକ ଜିଲ୍ଲାଟାଇଫଏଡଆଣ୍ଟିସାଇକୋଟିକ୩ ଅପ୍ରେଲରାଶି ଓ ନକ୍ଷତ୍ରଦଗ୍ଧଅସହଯୋଗ ଆନ୍ଦୋଳନଭଦଭଦଳିଆହିନ୍ଦୁ ମନ୍ଦିର ସ୍ଥାପତ୍ୟକଳାତାରିଣୀ ମନ୍ଦିର, ଘଟଗାଁଜୟଦ୍ରଥଅଶ୍ରୁମୋଚନ ମହାନ୍ତିବୁଧବାରଅଭିମନ୍ୟୁ ସାମନ୍ତସିଂହାରତ୍ରିଭୁଜଜାତୀୟ ସଙ୍ଗୀତମାର୍କଣ୍ଡ ଦାସପ୍ରଣବ ପ୍ରକାଶ ଦାସବିଜୁ ପଟ୍ଟନାୟକଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିସୌଭାଗ୍ୟ କୁମାର ମିଶ୍ରବଡ଼ଓଷାପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଶଙ୍କର ପ୍ରସାଦ ତ୍ରିପାଠୀ୨୮ ଅପ୍ରେଲଲାଲ ବାହାଦୁର ଶାସ୍ତ୍ରୀନଟବର ଶତପଥୀଦିବ୍ୟସିଂହ ଦେବବିନୋଦ ଚନ୍ଦ୍ର ନାୟକସଦାଶିବ ତ୍ରିପାଠୀକପିଳାସ ଶିବ ମନ୍ଦିରଭକ୍ତ ଚରଣ ଦାସଦଳିତଶିଖରଚଣ୍ଡୀଭରତ (ରାମାୟଣ)ବିଜୁଳିଭୁବନେଶ୍ୱର ମିଶ୍ରକୁଞ୍ଜବିହାରୀ ଦାଶଦୁର୍ଗା ପୂଜାପଦାର୍ଥଗୌତମ ବୁଦ୍ଧ🡆 More