ଦୟା ନଦୀ

ଦୟା ନଦୀ ବା ଦଇଆ ନଈ କୁଆଖାଇର ଏକ ଶାଖାନଦୀ । ଦଧୀଚି ମୁନିଙ୍କ ନାମରୁ ଏହି ନଦୀର ନାମ ଦୟା ହୋଇଛି । ଏହାର ପ୍ରାଚୀନ ନାମ ଦଧିଭଦ୍ରାରୁ ଅପଭ୍ରଷ୍ଟ ହୋଇ ଦଧିଆ, ପରେ ଦହିଆ, ତତ୍ପରେ 'ଦୟା' ନାମ ହୋଇଛି ।

ଦୟା ନଦୀ
ଧଉଳି ପାହାଡ଼ ଉପରୁ ଦୟା ନଦୀ ଉପକୂଳର ଦୃଶ୍ୟ

ଏହା ଖୋର୍ଦ୍ଧା ଜିଲ୍ଲା ବାଳକାଟୀ ନିକଟସ୍ଥ ସରଦେଇପୁରଠାରେ ବାହାରି ଧଉଳି, ତିରିମଲ୍ଲ, ଘୋରଡିଆ, ତ୍ରିଲୋଚନପୁର, କଣାସ, ଜଙ୍କିଆ, ଗଡ଼ିଶାଗୋଦା ପ୍ରଭୃତି ଅଞ୍ଚଳ ଦେଇ ଦୀର୍ଘ ୩୭ କି.ମି ଅତିକ୍ରମ କରି ଚିଲିକାରେ ମିଶିଛି୤ ରାଜୁଆ ଏହାର ଶାଖାନଦୀ

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟସାରଳା ଦାସଖଣ୍ଡାୟତଅନ୍ନଦା ଶଙ୍କର ରାୟଅନୁପମ ଭାରତଅଭିରାମ ପରମହଂସପରଶୁରାମଭୁବନେଶ୍ୱର ବେହେରାମହାଦେଶଭାନୁଜୀ ରାଓଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଓଡ଼ିଆ ସାହିତ୍ୟର ଇତିହାସଲସ ଏଞ୍ଜଲେସ ଲେକର୍ସବାସନ୍ତୀସୁନାବକ୍ସି ଜଗବନ୍ଧୁପଣା ସଂକ୍ରାନ୍ତିମଧୁମେହକୁଜିବର ପ‌ତ୍ରଓଡ଼ିଆ ଭାଷାକାଜୁସମ୍ବାଦ (ଖବରକାଗଜ)ବାରାକ ଓବାମାରୋହିତ ପୂଜାରୀଜୟ ଜଗନ୍ନାଥସମୀର ରଞ୍ଜନ ଦାଶଚନ୍ଦ୍ରଶେଖର ରଥସଞ୍ଜୀବ କୁମାର ମଲ୍ଲିକସୀତାକାନ୍ତ ମହାପାତ୍ରଗଙ୍ଗଶିଉଳୀହେଲୋ ନେଟୱର୍କଅଂଶୁପା ହ୍ରଦବଙ୍ଗୋପସାଗରଉଇକିଅଭିଧାନପୁରୀ ଜିଲ୍ଲାବ୍ରାଉଜରସାଧୁ ମେହେରକାନାଡ଼ାସ୍ତନଚନ୍ଦନଲାଗି ବେଶମନୋରଞ୍ଜନ ଦାସଶିମିଳିପାଳ ଜାତୀୟ ଉଦ୍ୟାନମାଇକ୍ରୋସଫ୍ଟ୬ ଫେବୃଆରୀହେମନ୍ତ ଦାସଭୀମ ଭୋଇଭାରତର ଜାତୀୟ ପତାକାଇଲେକ୍ଟ୍ରୋନିକ କମର୍ସଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାବିରଜା ମନ୍ଦିରଇଣ୍ଟରନେଟବୈଷ୍ଣବ ପାଣିଅଖିଳ ନାୟକଓଡ଼ିଆ କାବ୍ୟ କବିତାଅକ୍ଷାଂଶକୁକୁରସମ୍ବଲପୁରୀ ଭାଷାବ୍ୟାସଦେବସୋରିଷଚନ୍ଦ୍ରଗୁପ୍ତଅନୁଗୋଳ ଜିଲ୍ଲାସୁଭାଷ ଚନ୍ଦ୍ର ବୋଷଟେସାମୋରେଲିନକୁନ୍ତଳା କୁମାରୀ ସାବତଭାରତୀୟ ସମ୍ବିଧାନଚାଣକ୍ୟ🡆 More