ଦେବୀ ନଦୀ

ଦେବୀ ନଦୀ କେଦ୍ର-ପୂର୍ବ ଭାରତୀୟ ରାଜ୍ୟ ସମୂହ ଓଡ଼ିଶା, ଛତିଶଗଡ଼ ଆଦି ରାଜ୍ୟ ଦେଇ ପ୍ରବାହିତ ମୁଖ୍ୟ ନଦୀ ମହାନଦୀର ଏକ ମୁଖ୍ୟ ଉପନଦୀ । ଏହା ଓଡ଼ିଶାର ଜଗତସିଂହପୁର ଓ ପୁରୀ ଜିଲ୍ଲା ମଧ୍ୟ ଦେଇ ପ୍ରବାହିତ ହୋଇ ବଙ୍ଗୋପସାଗରରେ ପତିତ ହୋଇଛି । 

ଦେବୀ ନଦୀ‌
ଦେବୀ ନଦୀ
ମହାନଦୀ ଓ କୁଆଖାଇ ନଦୀର ପ୍ରବାହ ଓ ଚିଲିକା ଏବଂ ବଙ୍ଗୋପସାଗରରେ ବିଲିନ ହେବାର ରେଖାଚିତ୍ର
ଦେଶଭାରତ
ରାଜ୍ୟଓଡ଼ିଶା, ଛତିଶଗଡ଼
ଜିଲ୍ଲାଜଗତସିଂହପୁର, ପୁରୀ

ଗତିପଥ 

ଏହି ନଦୀ ମହାନଦୀର ଉପନଦୀ ଜଳ ସମୂହର ଚୁଡାନ୍ତ ପର୍ଯ୍ୟାୟରେ ରହିଛି । ପ୍ରଥମେ କାଠଯୋଡ଼ି କୁହା ଯାଉଥିବା ଏହି ନଦୀ କଟକଠାରେ ମହାନଦୀରୁ ବିଚ୍ଛିନ୍ନ ହେଇ ଆଳିପିଙ୍ଗଳ, ମାଛଗାଁ ଓ ନୂଆଗାଁ ଦେଇ ପୁରୀ ଜିଲ୍ଲାର ଅସ୍ତରଙ୍ଗ କଣାସ ବ୍ଲକ ଦେଇ ପ୍ରବାହିତ ହୁଏ । ଏହା ବଙ୍ଗୋପସାଗରରେ କଟକ ଓ ପୁରୀ ଜିଲ୍ଲାର ସୀମା ନିକଟରେ ମହାନଦୀର ମୁହାଁ ନିକଟରେ ୭୦ କିଲୋମିଟର ଦୂରରେ ପତିତ ହୁଏ ।  ନଦୀର ମୁହାଣ ଘଞ୍ଚ ଅରଣ୍ୟରେ ପରିପୂର୍ଣ ଓ ଜନବସତି ଶୂନ୍ୟ ।

ନୌଚାଳନ 

ଏହି ନଦୀ ମାଛଗାଁ ଯାଏଁ ସୁନବ୍ୟା । ଜୁଆର ଜଳ ଏଥିରେ ପ୍ରବେଶ କରେ, ମାତ୍ର ବହୁ ପରିମାଣରେ ବାଲୁକା ଯୋଗୁଁ ଏହା ମଧ୍ୟକୁ ବଡ଼ ଜାହାଜ ଆସି ପାରେ ନାହିଁ । ୧୯୮୮ରେ ଏଠାରେ ନୌକା ଦୁର୍ଘଟଣାରେ ଦୁଇଜଣ ନାବିକ ପ୍ରାଣ ହରେଇଥିଲେ ।

କଚ୍ଛପ ଜନ୍ମସ୍ଥାନ 

ଏହି ନଦୀ ମୁହାଣ ନିକଟରେ ଉପଯୁକ୍ତ ସ୍ଥାନ ପାଉଥିବାରୁ ପ୍ରତିବର୍ଷ ଅନେକ ସଂଖ୍ୟାରେ ଅଲିଭ ରିଡ଼ଲେ ପ୍ରଜାତିର କଚ୍ଛପ ସମୁଦ୍ରରୁ ଆସି ନଦୀ ଶଯ୍ୟାରେ ବାଲୁକାରେ ଅଣ୍ଡା ଦେଇଥାନ୍ତି । ପ୍ରାୟ ବର୍ଷକୁ ଶୀତ କାଳରେ ୮ ଲକ୍ଷ କଚ୍ଛପ ଆସୁଥିବାର ଗଣନା କରାଯାଇଛି । କିନ୍ତୁ ବର୍ତ୍ତମାନ ବହୁଳ ମୋଟର ବୋଟଦ୍ୱାରା ମୁହାଣ ଅଞ୍ଚଳରେ ମାଛ ଧରା ପାଇଁ ଏମାନଙ୍କ ସଂଖ୍ୟା କମି ଯାଉଥିବାର ଲକ୍ଷ୍ୟ କରାଯାଉଛି । ଏହାକୁ କଚ୍ଛପ ଅଭୟାରଣ୍ୟ ଘୋଷଣା କରାଯିବାକୁ ସ୍ଥାନୀୟ ଲୋକ ବିରୋଧ କରନ୍ତି । 

ଆଧାର 

ବାହାର ଲିଙ୍କ 

Tags:

ଦେବୀ ନଦୀ ଗତିପଥ ଦେବୀ ନଦୀ ନୌଚାଳନ ଦେବୀ ନଦୀ କଚ୍ଛପ ଜନ୍ମସ୍ଥାନ ଦେବୀ ନଦୀ ଆଧାର ଦେବୀ ନଦୀ ବାହାର ଲିଙ୍କ ଦେବୀ ନଦୀଓଡ଼ିଶାଛତିଶଗଡ଼ଜଗତସିଂହପୁର ଜିଲ୍ଲାପୁରୀ ଜିଲ୍ଲାବଙ୍ଗୋପସାଗରମହାନଦୀ

🔥 Trending searches on Wiki ଓଡ଼ିଆ:

ମୁକ୍ତେଶ୍ୱର ଦେଉଳଜ୍ଞାନପୀଠ ପୁରସ୍କାରଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପ୍ରତିଭା ଶତପଥୀଖପୁରୀ କଣା ଅସ୍ତ୍ରୋପଚାର୪ ଅପ୍ରେଲପରିସଂଖ୍ୟାନରାୟଗଡ଼ା ରେଳ ଷ୍ଟେସନନେପୋଲିୟନ ବୋନାପାର୍ଟବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କାମିନୋ ମିଚିସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିଶ୍ରୀଧର ଦାସସାରଳା ଦାସଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଓଡ଼ିଶା ସରକାରବେଙ୍ଗବଲ୍ଲଭଭାଇ ପଟେଲ୨୦୦୭ଆଣ୍ଟିଅକ୍ସିଡାଣ୍ଟଅଶୋକ ସମ୍ରାଟଗ୍ରେଗୋରି ପାଞ୍ଜିଓଡ଼ିଶାର କଳାଫାଲଗୁନଖ୍ରୀଷ୍ଟ ଧର୍ମପକ୍ଷୀଉଇକିକଥା୨ ଜୁନଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ୧ ସେପ୍ଟେମ୍ବରମ୍ୟାଲେରିଆଅଚ୍ୟୁତାନନ୍ଦ ଦାସସ୍ଫୁଲିଙ୍ଗ (କବିତା ସଙ୍କଳନ)ସୁଦାମ ମାରାଣ୍ଡିଅଷ୍ଟଶମ୍ଭୁ ଶିବ ମନ୍ଦିର , ଭୁବନେଶ୍ୱରଓଡ଼ିଆ ଭାଷାବ୍ରାଉଜରପ୍ରଧାନ ପୃଷ୍ଠାବୌଦ୍ଧ ଜିଲ୍ଲାମଙ୍ଗଳଗୋପାଳ ଛୋଟରାୟମନୋରଞ୍ଜନ ଦାସଭଟଲୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାଉରକେଲାକୁଞ୍ଜବିହାରୀ ତ୍ରିପାଠୀବାଲେଶ୍ୱର ଜିଲ୍ଲାକଟକଫକୀର ମୋହନ ସେନାପତିସ୍ୱସ୍ତିକହିନ୍ଦୁପ୍ରାଣବନ୍ଧୁ କରଲକ୍ଷ୍ମୀକାନ୍ତ ମହାପାତ୍ରଅକ୍ଷୟ ତୃତୀୟାବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟଚିକିତ୍ସା ବିଜ୍ଞାନଆସନବିଶ୍ୱ ଘରଚଟିଆ ଦିବସଭାଷାଇଟାଲୀବନ୍ଦେ ଉତ୍କଳ ଜନନୀନିତ୍ୟାନନ୍ଦ ମହାପାତ୍ରଯାଜପୁରଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକାଳିନ୍ଦୀ ଚରଣ ପାଣିଗ୍ରାହୀପଦ୍ମ ଲୋଚନ ପଣ୍ଡାଦ୍ରାଘିମାଶ୍ୱେତସାରକୁଞ୍ଜବିହାରୀ ଦାଶମନୋଜ ଦାସକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)🡆 More