ଓଡ଼ିଆ ଖାଦ୍ୟ

ଓଡ଼ିଆ ଖାଦ୍ୟ ଓଡ଼ିଶାରେ ରନ୍ଧା ଓ ଖିଆଯାଉଥିବା ଖାଦ୍ୟକୁ ବୁଝାଇଥାଏ । ସ୍ଥାନ ଅନୁସାରେ ଖାଦ୍ୟ ତିଆରିରେ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିଥାଏ ।

ସାଧାରଣ ଓଡ଼ିଆ ରାନ୍ଧଣା

ଚାଉଳ ତିଆରି

ଡାଲି ଓ ଅନ୍ୟ ଶସ୍ୟ ତିଆରି

ତରକାରୀ

ନିରାମିଷ

ଆମିଷ

ଭଜା

ନିରାମିଷ

ତନ୍ଦୁର୍

ତେଲ ଭଜା

ନିରାମିଷ

  • ପାଳଙ୍ଗ ଶାଗ ଓ ବେସନ ଭଜା

ଆମିଷ

ଚଟଣୀ

ପଣା ଓ ସର୍ବତ

ପାନୀୟ

ସୁପ୍

  • ଟମାଟୋ ସୁପ୍
  • ଭେଜିଟେବଲ୍ ସୁପ୍
  • ପନୀର ଓ ଡାଲି ସୁପ୍
  • ମିଠାମକା ସୁପ୍
  • ବନ୍ଧାକୋବି ସୁପ୍
  • ଛତୁ ସୁପ୍

କଫି

ଶେକ୍

ଚଟଣୀ

ଲସୀ

ପିଠା ଓ ମିଠା

ପିଠା

ମିଠା

ଆଚାର

ଓଡ଼ିଶାର ଜିଲ୍ଲାମାନଙ୍କରେ ଜଣାଶୁଣା ଖାଦ୍ୟ

କ୍ରମାଙ୍କ ଜିଲ୍ଲାର ନାମ ଖାଦ୍ୟ
ଅନୁଗୁଳ ବାଉଁଶ ପୋଡ଼ା କୁକୁଡ଼ା ମାଂସ
ବରଗଡ଼ ଚାଉଳ ବରା
ଭଦ୍ରକ ପାଳୁଅ ଲଡ଼ୁ,ଛେନା ମୁଡ଼ୁକି
ବାଲେଶ୍ୱର କ୍ଷୀରଗଜା
ବଲାଙ୍ଗୀର ଚାଉଳ ବରା, ଗୁଡ଼ ବରା
ବୌଦ୍ଧ ଚକା ପିଠା,
କଟକ ଦହିବରା-ଆଳୁଦମ, ସାଲେପୁର ରସଗୋଲା
ଦେଓଗଡ଼ କରଡ଼ି,
ଢେଙ୍କାନାଳ ବିରି ବରା, ରସଗୋଲା
୧୦ ଗଜପତି ଚକୁଳି ପିଠା
୧୧ ଗଞ୍ଜାମ ଧନୁମୁଆଁ, ବଡ଼ି, ଚିଙ୍ଗୁଡ଼ି, ପାମ୍ପଡ଼, ଦାନ୍ତିକିଲି, ଆଚାର, ଚଲ୍ହା, ଚାରୁ।
୧୨ ଜଗତସିଂହପୁର ଏଣ୍ଡୁରି ପିଠା, ପାରାଦ୍ୱୀପ ଶୁଖୁଆ
୧୩ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ପେଡ଼ା, ଡାଲି ଗଜା
୧୪ ଝାରସୁଗୁଡ଼ା ଦହି ଜିଲାପି, ପେଡ଼ା
୧୫ କଳାହାଣ୍ଡି କରଡ଼ି, ଆମ୍ବିଳ
୧୬ କନ୍ଧମାଳ ଶୁଖା ଝୁରି, ପାତାଲ ଘାଣ୍ଟ
୧୭ କେନ୍ଦ୍ରାପଡ଼ା ରସାବଳି, ମାଣିକପାଟଣା ବସାଦହି
୧୮ କେନ୍ଦୁଝର ମାଲପୁଆ, ଫୁଲବଡ଼ି, ଆରିସା ପିଠା
୧୯ ଖୋର୍ଦ୍ଧା ପାହାଳ ରସଗୋଲା, ଭୁବନେଶ୍ୱର କୋରା ଖଇ
୨୦ କୋରାପୁଟ ବାଲସା ପିଠା, ଅମାଟ ଶାଗ
୨୧ ମାଲକାନଗିରି ଦହି ମାଛ, ସଲବ
୨୨ ମୟୁରଭଞ୍ଜ ବାରିପଦା ମୁଢିମାଂସ
୨୩ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବୁନ୍ଦି
୨୪ ନବରଙ୍ଗପୁର ଜିଲ୍ଲା ଗୁଣ୍ଡୁରୀ ମାଂସ ତରକାରୀ
୨୫ ନୟାଗଡ଼ ଜିଲ୍ଲା ଛେନାପୋଡ଼, ସୁନାଖଳା ଶୁଖୁଆ
୨୬ ପୁରୀ ଜିଲ୍ଲା ଡାଲମା, କ୍ଷୀରା, ନିମାପଡ଼ା ଛେନାଝିଲି
୨୭ ରାୟଗଡ଼ା ଜିଲ୍ଲା ଚକୁଳି ପିଠା, ରସମ୍ (ଚାରୁ ପାଣି)
୨୮ ସମ୍ବଲପୁର ଜିଲ୍ଲା ଗୋଶାଳା ରସଗୋଲା, ହେଣ୍ତୁଆ
୨୯ ସୋନପୁର ଜିଲ୍ଲା ମୁଗ ଡାଲି, ମାଛ ପୁରୁଗ, ମସଲା ବରା
୩୦ ସୁନ୍ଦରଗଡ଼ ଜିଲ୍ଲା ବାଉଂଶ ପୋଡ଼ା ଛେଳିମାଂସ, ଚକେଲ ବରା

ବାହାର ଆଧାର

  • Banerjee, Soity. "Food Yatra, A taste of the familiar and the eccentric in orissa's capital". Outlook Traveller (in English). Bhubaneswar: The Outlook Group. Archived from the original on 2011-08-11. ; ; ; CS1 maint: unrecognized language (link)

Tags:

ଓଡ଼ିଆ ଖାଦ୍ୟ ସାଧାରଣ ଓଡ଼ିଆ ରାନ୍ଧଣାଓଡ଼ିଆ ଖାଦ୍ୟ ଆଚାରଓଡ଼ିଆ ଖାଦ୍ୟ ଓଡ଼ିଶାର ଜିଲ୍ଲାମାନଙ୍କରେ ଜଣାଶୁଣା ଖାଦ୍ୟଓଡ଼ିଆ ଖାଦ୍ୟ ବାହାର ଆଧାରଓଡ଼ିଆ ଖାଦ୍ୟଓଡ଼ିଶା

🔥 Trending searches on Wiki ଓଡ଼ିଆ:

ମହାନଦୀଶୁକ୍ରବାରଗୁରୁ ପ୍ରସାଦ ମହାନ୍ତିରେଭେନ୍‌ସା କଲିଜିଏଟ ସ୍କୁଲବାସନ୍ତୀଓଡ଼ିଶାର ସଂସ୍କୃତିଦେଓମାଳୀ୨୧ ମାର୍ଚ୍ଚ୨୦୦୪ମୟୂରଭଞ୍ଜ ଜିଲ୍ଲାଲୁଣନକ୍ସଲବାଦଜଳ ପ୍ରଦୂଷଣବୈଦେହୀଶ ବିଳାସବ୍ରହ୍ମୋତ୍ରୀ ମହାନ୍ତିହିନ୍ଦୁ ବିଧବା ପୁନର୍ବିବାହ ଅଧିନିୟମ, ୧୮୫୬ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟରତ୍ନାକର ଚଇନିଚନ୍ଦ୍ରଶେଖର ରଥପଣା ସଂକ୍ରାନ୍ତିଚେକ୍ ଗଣରାଜ୍ୟକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଉଦ୍‌ବେଗମହିମା ଧର୍ମସୁଦଶା ବ୍ରତଅଂଶୁଘାତଯୋଗ୧୧ ଫେବୃଆରୀମାଗୁଣି ଚରଣ ଦାସଖଜ୍ଜିଆରଅକ୍ଷୟ ତୃତୀୟା୬ ଜୁଲାଇଯମୁନାବିଦ୍ୟୁତଆସନଲାଟିନ ଭାଷାହିନ୍ଦୁସୁଭାଷ ଚନ୍ଦ୍ର ବୋଷଉଦ୍ୟମ ସଂସାଧନ ଯୋଜନା ‍‌(ଇଆର୍‍ପି‌‌)ସୌର ଜଗତ୫ ଫେବୃଆରୀରସାୟନ ବିଜ୍ଞାନଓଡ଼ିଆରମାକାନ୍ତ ରଥମଇବେକ୍ଲୋମେଟାଜୋନ ଡାଇପ୍ରୋପିଓନେଟଧାତୁଇସଲାମ ଧର୍ମଛବିଳ ମଧୁ ବର୍ଣ୍ଣବୋଧଭାରତୀୟ ଡାକ ସେବାସାରଳା ଦାସଗନ୍ଧମାର୍ଦନନିତ୍ୟାନନ୍ଦ ମହାପାତ୍ରଇମେଲଅର୍ଥଶାସ୍ତ୍ରରାଜକିଶୋର ରାୟରାମକୃଷ୍ଣ ନନ୍ଦବିଦ୍ୟାଳୟଗଙ୍ଗାଧର ମେହେରଏମିତି ଭାଇ ଜଗତେ ନାହିଁଭାଷା୨୦୧୪ବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଶାର ଲୋକନୃତ୍ୟବୈକୁଣ୍ଠନାଥ ପଟ୍ଟନାୟକ🡆 More