ନାଥଦ୍ୱାରା

]

Nathdwara
नाथद्वारा
city
ଦେଶନାଥଦ୍ୱାରା India
ରାଜ୍ୟRajasthan
ଜିଲ୍ଲାRajsamand
Elevation
585 m (1,919 ft)
Population
 (2011)
 • Total୪୨,୦୧୬
Time zoneUTC+5:30 (IST)
PIN
313301
ଯାନବାହାନ ପଞ୍ଚୀକରଣRJ 30
Websitewww.nathdwaratemple.org

ନାଥଦ୍ୱାରା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ରାଜସ୍ଥାନର ରଜ୍ସମନ୍ଦ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି

ନାଥଦ୍ୱାରା ୨୪.୯୨୯୯ ଉତ୍ତର ଅକ୍ଷାଂଶ ଓ ୭୩.୮୨୦୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୯୧୯ ଫୁଟ ଉଚ୍ଚତାରେ ରହିଛି ।

ଜନସଂଖ୍ୟା ଓ ସାକ୍ଷରତା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନାଥଦ୍ୱାରା ସହରର ମୋଟ ଜନସଂଖ୍ୟା ୩୭୦୦୭ ଅଟେ । ସେଥି ମଧ୍ୟରୁ ୫୨.୧୮% ଜଣ ପରୁଷ ହୋଇଥିବା ବେଳେ ୪୭.୮୨% ଜଣ ନାରୀ ଅଟନ୍ତି । ନାଥଦ୍ୱାରାର ସାକ୍ଷରତା ହାର ୭୨.୫୪% ଅଟେ । ଏହା ଜାତୀୟ ହାରଠାରୁ ୭.୭୦% ପ୍ରତିଶତ କମ ଅଟେ । ସେଥିରୁ ୪୧.୬୫% ପ୍ରତିଶତ ପୁରୁଷ ଓ ୩୦.୮୯% ନାରୀ ଅଟନ୍ତି । ୧୨.୯୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।

ଭାଷା

ହିନ୍ଦୀ ନାଥଦ୍ୱାରାର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ

ଆଧାର

ବାହାର ଲିଙ୍କ

Tags:

ନାଥଦ୍ୱାରା ଭୌଗଳିକ ଅବସ୍ଥିତିନାଥଦ୍ୱାରା ଜନସଂଖ୍ୟା ଓ ସାକ୍ଷରତାନାଥଦ୍ୱାରା ଭାଷାନାଥଦ୍ୱାରା ଆହୁରି ପଢନ୍ତୁନାଥଦ୍ୱାରା ଆଧାରନାଥଦ୍ୱାରା ବାହାର ଲିଙ୍କନାଥଦ୍ୱାରା

🔥 Trending searches on Wiki ଓଡ଼ିଆ:

ହିଡ଼ିମ୍ବଝୁମରଜୟଦେବ ଜେନାଦି ଟାଇମସ୍ ଅଫ୍ ଇଣ୍ଡିଆକାଟୁଲୁ ରବି କୁମାରଧୃତରାଷ୍ଟ୍ର (ମହାଭାରତ)ମଦର ଟେରେସାସମ୍ବଲପୁରୀ ଭାଷାରାୟଗଡ଼ା ରେଳ ଷ୍ଟେସନମନମୋହନ ସାମଲ୨୭ ଅପ୍ରେଲଉପେନ୍ଦ୍ର କିଶୋର ଦାସପ୍ରତୀକ୍ଷାକ୍ଷୀରକାଞ୍ଚନ ଅୱସ୍ତିମଧୁସୂଦନ ରାଓଛେନା ମୁଡୁକିଓଡ଼ିଶା ବିଧାନ ସଭାଓଡ଼ିଶାର ଲୋକନୃତ୍ୟଇଣ୍ଡୋନେସିଆଆଖିଭୂମିକା ଦାଶପ୍ରାଣକୃଷ୍ଣ ପରିଜାଛବିଳ ମଧୁ ବର୍ଣ୍ଣବୋଧଅଟିଜିମ୍‌୧ ମାର୍ଚ୍ଚସିପାହୀ ବିଦ୍ରୋହଅକ୍ଷୟ ତୃତୀୟାକବିସୂର୍ଯ୍ୟ ବଳଦେବ ରଥଶତ୍ରୁଘ୍ନ ପାଣ୍ଡବନାରାୟଣ ସାହୁ (୧୯୨୮ ଜନ୍ମ)ଗିରିଜା କୁମାର ବଳୀୟାରସିଂହଭକ୍ତ ଚରଣ ଦାସକାଳିନ୍ଦୀ ଚରଣ ପାଣିଗ୍ରାହୀବର୍ଷା ପ୍ରିୟଦର୍ଶିନୀକଟକଦଗ୍ଧହନୁମାନ ଚାଳିଶାଯୁକ୍ତରାଜ୍ୟପ୍ରସନ୍ନ କୁମାର ମିଶ୍ରଶ୍ରୀ ଅରବିନ୍ଦଜୟନାରାୟଣ ମିଶ୍ରହାଡ଼ଫୁଟିଇଣ୍ଟରନେଟବରଗଛପ୍ଲୀହାଅନ୍ନପୂର୍ଣ୍ଣା ମହାରଣାଜୟୀ ରାଜଗୁରୁବିବାହଉତ୍କଳ ସମ୍ମିଳନୀପ୍ରଦୀପ କୁମାର ପାଣିଗ୍ରାହୀରାଧା୬୧୬ଜିନା ସାମଲଚିତ୍ରା (ନକ୍ଷତ୍ର)ଜାତୀୟ ବିଜ୍ଞାନ ଦିବସସମ୍ବଲପୁର ଜିଲ୍ଲାଗୌରୀଶଙ୍କର ରାୟହୃଷୀକେଶ ପଣ୍ଡାକାମଦା ଏକାଦଶୀମିଳିମିଳାଦଳିତବିଦ୍ୟାଳୟରମାକାନ୍ତ ପଣ୍ଡାତୁଳସୀ ଦାସକୋଣାର୍କ ସୂର୍ଯ୍ୟ ମନ୍ଦିରମୁମ୍ବାଇଅହଲ୍ୟାଦେବୀପ୍ରସନ୍ନ ପଟ୍ଟନାୟକସମ୍ବାଦଗଜେନ୍ଦ୍ର ପ୍ରସାଦ ସାହୁଓଡ଼ିଆ ଭାଷାପୂଜା (ଉପାସନା)🡆 More