ନର୍ଗିସ ସେଠୀ

ନର୍ଗିସ ସେଠୀ (ଉର୍ଦ୍ଦୁ: نرگس سیٹھی) ପାକିସ୍ଥାନୀ ପ୍ରଶାସନିକ ସେବାର ଜଣେ ଅବସରପ୍ରାପ୍ତ ପାକିସ୍ଥାନୀ ନାଗରିକ ସେବା ଅଧିକାରୀ ଅଟନ୍ତି ଯିଏକି ପାକିସ୍ଥାନର କ୍ୟାବିନେଟ ସଚିବ ଏବଂ ପାକିସ୍ଥାନର ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ଭାବରେ ବିପିଏସ-୨ ଶ୍ରେଣୀରେ କାର୍ଯ୍ୟ କରିଥିଲେ । ସେଠୀଙ୍କଦ୍ୱାରା ପରିଚାଳିତ ଅନ୍ୟାନ୍ୟ ହେଭିୱେଟ କାର୍ଯ୍ୟରେ ଜଳ ଓ ଶକ୍ତି ସଚିବ, ଅର୍ଥନୈତିକ ବ୍ୟାପାର ସଚିବ ଏବଂ ପାକିସ୍ଥାନର ପ୍ରତିରକ୍ଷା ସଚିବ ଅନ୍ତର୍ଭୁକ୍ତ ।

ଅକ୍ଟୋବର ୨୦୧୦ ମସିହାରେ ସେଠୀଙ୍କୁ ପ୍ରଧାନମନ୍ତ୍ରୀ ୟୁସୁଫ ରାଜା ଗିଲାନିଙ୍କଦ୍ୱାରା ଫେଡେରାଲ ସେକ୍ରେଟାରୀ ପଦରେ ପଦୋନ୍ନତି ଦିଆଯାଇଥିଲା । ସିଭିଲ ସର୍ଭିସରୁ ଅବସର ନେବାପରେ ତାଙ୍କୁ ଫେଡେରାଲ ପବ୍ଲିକ ସର୍ଭିସ କମିଶନର ସଦସ୍ୟ ଭାବେ ନିଯୁକ୍ତ କରାଯାଇଥିଲା ।

ଶିକ୍ଷା

ସେଠୀ କରାଚୀ ବିଶ୍ୱବିଦ୍ୟାଳୟରୁ ଆନ୍ତର୍ଜାତିୟ ସମ୍ପର୍କରେ ସ୍ନାତକୋତ୍ତର ଡିଗ୍ରୀ, କୁଏଡ଼-ଏ-ଆଜମ ବିଶ୍ୱବିଦ୍ୟାଳୟରେ ପ୍ରତିରକ୍ଷା ଅଧ୍ୟୟନ ଏବଂ ଯୁକ୍ତରାଷ୍ଟ୍ରର ଏକ ବିଶ୍ୱବିଦ୍ୟାଳୟରୁ ବିକାଶ ପ୍ରଶାସନରେ ମାଷ୍ଟର ଆଫ ସାଇନ୍ସ ହାସଲ କରିଥିଲେ ।

ବ୍ୟକ୍ତିଗତ ଜୀବନ

ସେ ସଲିମ ସେଠୀଙ୍କୁ ବିବାହ କରିଛନ୍ତି ଯିଏ ଜଣେ ଅବସରପ୍ରାପ୍ତ ବରିଷ୍ଠ ନାଗରିକ ସେବା ଅଧିକାରୀ ମଧ୍ୟ ଅଟନ୍ତି ।

ସେ ଦେଶର ଇତିହାସରେ ପ୍ରଥମ ମହିଳା ଯିଏକି ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ଭାବରେ ପୋଷ୍ଟ ହୋଇଥିଲେ ।

ପୁରସ୍କାର ଏବଂ ସ୍ୱୀକୃତି

୨୦୧୨ ମସିହାରେ ପାକିସ୍ଥାନର ରାଷ୍ଟ୍ରପତିଙ୍କଦ୍ୱାରା ସୀତାରା-ଇ-ଇମିତିଆଜ (ଷ୍ଟାର ଅଫ ଏକ୍ସଲେନ୍ସ) ପୁରସ୍କାର ପ୍ରାପ୍ତ ହୋଇଥିଲା ।

ଆଧାର

Tags:

ନର୍ଗିସ ସେଠୀ ଶିକ୍ଷାନର୍ଗିସ ସେଠୀ ବ୍ୟକ୍ତିଗତ ଜୀବନନର୍ଗିସ ସେଠୀ ପୁରସ୍କାର ଏବଂ ସ୍ୱୀକୃତିନର୍ଗିସ ସେଠୀ ଆଧାରନର୍ଗିସ ସେଠୀ

🔥 Trending searches on Wiki ଓଡ଼ିଆ:

ଗର୍ଭାଶୟ ଅନ୍ତଃସ୍ତର କର୍କଟଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦଗୁରୁ ପ୍ରସାଦ ମହାନ୍ତି୧୦୫୪ସାରଥୀ ବାବାଭଦ୍ରକ ଜିଲ୍ଲାରାମଶଙ୍କର ରାୟରାଜ୍ୟ ସଭାପିଙ୍କି ପ୍ରଧାନସବ୍ୟସାଚୀ ମିଶ୍ରଭଦ୍ରକତରୁଣକାନ୍ତି ମିଶ୍ରଦାସକାଠିଆମାଁ ପୀତାମ୍ବର ମନ୍ଦିରଆରିଷ୍ଟୋଟଲଭାରତର ସଂସ୍କୃତିଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସଫତୁରାନନ୍ଦଅଖିଳ ମୋହନ ପଟ୍ଟନାୟକଧରିତ୍ରୀ (ଖବରକାଗଜ)ବୈଶାଖଚାନ୍ଦ୍ରମାସନରେନ୍ଦ୍ର ମୋଦୀବାଙ୍କୀଯୁକ୍ତରାଜ୍ୟଗୋପାଳ କୃଷ୍ଣ ରଥବନ୍ୟାସରଳା ଦେବୀଚନ୍ଦ୍ରଶେଖର ନନ୍ଦତିଳ ଚତୁର୍ଥୀରବୀନ୍ଦ୍ରନାଥ ଠାକୁରରାୟଗଡ଼ା ଜିଲ୍ଲାଘରରାଧାନାଥ ରଥରକ୍ତପ୍ରଥମ ବିଶ୍ୱଯୁଦ୍ଧକଟକଖାରବେଳ୨୫ ଅପ୍ରେଲକୃଷ୍ଣପ୍ରସାଦ ମିଶ୍ରଫୋସିନୋପ୍ରିଲସତ୍ୟନାରାୟଣ ରାଜଗୁରୁମଇ ଦିବସଜ୍ଞାନକୋଷଚୁଡ଼ାଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଶତ୍ରୁଘ୍ନ ପାଣ୍ଡବଜୀବସାର ଗଗୁଗଲଆକବରସୂର୍ଯ୍ୟବଂଶୀ ସୂରଜଉତ୍କଳ ଦୀପିକାପଠାଣି ସାମନ୍ତପୁଥୁପ୍ପାଲ୍ଲୀ, କୋଟ୍ଟାୟାମଗର୍ଭାବସ୍ଥାଯଦୁମଣି ମହାପାତ୍ରହେମଲତା ମାନସିଂହଆନ୍ତର୍ଜାତିକ ମହିଳା ଦିବସରାମଚନ୍ଦ୍ର ମିଶ୍ରଭାରତୀୟ ଡାକ ସେବାୟୁକ୍ରେନଓଡ଼ିଆ ଭାଷା ଆନ୍ଦୋଳନନଇ ଆରପାରିସେଇ ଝିଅଟିଦଣ୍ଡ ନାଟପ୍ରାଣବନ୍ଧୁ କରଟୁକୁନି ସାହୁସଂକ୍ରାନ୍ତି🡆 More