ନନ୍ଦପୁର

]

ନନ୍ଦପୁର
ନନ୍ଦପୁରର ବତ୍ରିଶ ସିଂହାସନ
ନନ୍ଦପୁରର ବତ୍ରିଶ ସିଂହାସନ
ରାଜ୍ୟଓଡ଼ିଶା
ଜିଲ୍ଲାକୋରାପୁଟ

ନନ୍ଦପୁର, କୋରାପୁଟ ଜିଲ୍ଲାରେ ଥିବା ଏକ ପର୍ଯ୍ୟଟନ ସ୍ଥାନ । ଏହି ସ୍ଥାନଟି କିମ୍ବଦନ୍ତୀ ମହାରାଜା ବିକ୍ରମାଦିତ୍ୟଙ୍କ ସସ୍ମୃତିରେ ନିର୍ମିତ ବତ୍ରିଶ ସିଂହାସନ ପାଇଁ ବିଖ୍ୟାତ । ଏହା ଜୟପୁର ଗଡ଼ଜାତ ରାଜ୍ୟର ରାଜଧାନୀ ମଧ୍ୟ ଥିଲା ।

ନାମକରଣ

ନନ୍ଦ ଗଉଡଙ୍କ ନାମ ଅନୁସାରେ ଏ ସ୍ଥାନର ନାମ ନନ୍ଦପୁର ବୋଲି କୁହାଯାଏ ।

ଅବସ୍ଥିତି ଓ ଗମନାଗମନ

ଏହି ସ୍ଥାନଟିର କୋରାପୁଟ ସଦର ମହକୁମାଠାରୁ ୪୫ କିମି ଦୂରତାରେ ଅବସ୍ଥିତ । ସଡ଼କ ପଥରେ ଗମନା ଗମନର ବ୍ୟବସ୍ଥା ରହିଛି । ଏଠାରେ ଗୃହନିର୍ମାଣ ବିଭାଗର ଆବସସ୍ଥଳୀଟିଏ ଅଛି । ନିକଟସ୍ଥ ସେମିଳିଗୁଡ଼ାଠାରେ ହୋଟେଲ ଓ ଲଜିଂର ସୁବିଧା ମଧ୍ୟ ଉପଲବ୍ଧ ।

ପର୍ଯ୍ୟଟନ ଆକର୍ଷଣ

  1. ଶ୍ରୀ ଶ୍ରୀ ବାବା ସିଦ୍ଧେଶ୍ୱର, ଗ୍ରାମଦେବୀ, ଶ୍ରୀଜଗନ୍ନାଥ, ସନ୍ତୋଷୀ ମା, ଲଙ୍ଗଳ ଭୈରବ, ଭୈରବୀ, ଭିତରଗଡ଼ କନକ ଦୁର୍ଗା ମନ୍ଦିର ପାଇଁ ଏ ସ୍ଥାନ ଜଣାଶୁଣା ।
  2. ୧.୮ମିଟର ଉଚ୍ଚତା ବିଶିଷ୍ଟ ଗୋଟିଏ ପଥରରେ ନିର୍ମିତ ସିଦ୍ଧ ଗଣେଶ ମୂର୍ତ୍ତି ଓ ୩୨ ପାହାଚ ବିଶିଷ୍ଟ ବତ୍ରିଶ ସିଂହାସନ ଏଠାକାର ମୁଖ୍ୟ ଆକର୍ଷଣ ।
ନନ୍ଦପୁର 
ରାଣୀ ଡ଼ୁଡ଼ୁମା ଜଳପ୍ରପାତ
  1. ନନ୍ଦପୁରଠାରୁ ୩ କି.ମି. ଦୂରତାରେ ଥିବା ରାଣୀ ଡ଼ୁଡ଼ୁମା ଜଳପ୍ରପାତ ମଧ୍ୟ ପର୍ଯ୍ୟଟକଙ୍କର ଦୃଷ୍ଟି ଆକର୍ଷଣ କରିଥାଏ ।

ଆଧାର

  • ଉତ୍କଳ ପ୍ରସଂଗ ସେପ୍ଟେମ୍ବର ୨୦୧୦

Tags:

ନନ୍ଦପୁର ନାମକରଣନନ୍ଦପୁର ଅବସ୍ଥିତି ଓ ଗମନାଗମନନନ୍ଦପୁର ପର୍ଯ୍ୟଟନ ଆକର୍ଷଣନନ୍ଦପୁର ଆଧାରନନ୍ଦପୁର

🔥 Trending searches on Wiki ଓଡ଼ିଆ:

ଚିନ୍ତାମଣି ବେହେରାଜାପାନ ସାଗରହୃତ୍‌ପିଣ୍ଡକାଞ୍ଚି ଅଭିଯାନରସଗୋଲାବୈଶାଖସୋନାଲ ମାନସିଂହବୃହସ୍ପତିଦ୍ଵାରକାଧୀଶ ମନ୍ଦିରଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ୟୁରୋପରାବଣସ୍ଥୌଲ୍ୟତାଚୈତନ୍ୟପ୍ରସନ୍ନ କୁମାର ପଣ୍ଡାକଳସା ଚଉତିଶାନୀଳକଣ୍ଠ ଦାସକବିସୂର୍ଯ୍ୟ ବଳଦେବ ରଥସରସ୍ୱତୀ ସମ୍ମାନଯାଜପୁର ଜିଲ୍ଲାନନ୍ଦନକାନନ ଜୀବ ଉଦ୍ୟାନଥାଲକୁଡ଼ିମାର୍ଚ୍ଚକୋଷ୍ଠକାଠିନ୍ୟଆପେଣ୍ଡିସାଇଟିସଗିରିଧର ଗମାଙ୍ଗହମିଦା ବାନୁ ବେଗମରାଜ୍ୟ ସଭାଖଞ୍ଜଣିସୂଚନା ପ୍ରଯୁକ୍ତିବିଦ୍ୟାଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଫତୁରାନନ୍ଦଶାସ୍ତି (ଓଡ଼ିଆ କଥାଚିତ୍ର)ମାୟାଧର ମାନସିଂହବନ୍ୟାଢେଙ୍କାନାଳସୁରେନ୍ଦ୍ର ମହାନ୍ତିଓଡ଼ିଆ ଭାଷାଗୁରୁପ୍ରସାଦ ମହାନ୍ତିକାଟୁଲୁ ରବି କୁମାରସୀତାକାନ୍ତ ମହାପାତ୍ରଭାରତୀୟ ଜାତୀୟ କଂଗ୍ରେସରାଧାନାଥ ରଥ୧୦୫୪ଭାରତଦାସିଆ ବାଉରୀଓଡ଼ିଆ କାବ୍ୟ କବିତାନେପଚୁନବିଜୟ ଶଙ୍କର ଦାସବୈକୁଣ୍ଠନାଥ ପଟ୍ଟନାୟକଚାନ୍ଦ୍ରମାସପିଙ୍କି ପ୍ରଧାନସତୀ ଅନୁସୂୟାପାପୁଆ ନିଉ ଗିନିବିନୋଦ ଚନ୍ଦ୍ର ନାୟକଗଣ୍ଡାପାଇକ ଆଖଡ଼ାଶାରଳା ପୁରସ୍କାରବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦଶରତ କୁମାର ମହାନ୍ତିଗୁରୁ ପ୍ରସାଦ ମହାନ୍ତିନିତ୍ୟାନନ୍ଦ ଶତପଥୀଛବିଳ ମଧୁ ବର୍ଣ୍ଣବୋଧଭାରତୀୟ ସଂଖ୍ୟା ପ୍ରଣାଳିନବଯୌବନ ବେଶଭାରତ ସରକାରଉଇକିପିଡ଼ିଆ ସମୂହର ତାଲିକାଓଡ଼ିଆ ଖାଦ୍ୟ୧୬୬୫ନିର୍ମଳା (ଉପନ୍ୟାସ)ଲୋକ ସଭାକାଳିଚରଣ ପଟ୍ଟନାୟକତୁଳସୀ ଗଛଉଦ୍ଭିଦ ବିଜ୍ଞାନଟ୍ରାଲୋକିନୁମାବ🡆 More