ନନ୍ଦକିଶୋର ସାମଲ: ଓଡ଼ିଆ ସାହିତ୍ୟିକ

ନନ୍ଦକିଶୋର ସାମଲ (ଜନ୍ମ: ୧୨ ଜୁନ ୧୯୨୫), ଜଣେ ଓଡ଼ିଆ ସାହିତ୍ୟିକ ଥିଲେ । ସେ ଗୀତିକବିତା, ନାଟକ ଓ ଶିଶୁସାହିତ୍ୟ ଲେଖୁଥିଲେ । ତାଙ୍କ ରଚିତ ଶିଶୁସାହିତ୍ୟ ମୋତେ ଯେତେବେଳେ ଦଶବରଷ ପାଇଁ, ସେ ୧୯୯୨ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।

ନନ୍ଦକିଶୋର ସାମଲ
ଜନ୍ମ (1925-06-12) ୧୨ ଜୁନ ୧୯୨୫ (ବୟସ ୯୮)
କୁଶୁପୁର, କଟକ
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ବୃତ୍ତି(ସମୂହ)କବି
ନାଟ୍ୟକାର
ଶିଶୁ ସାହିତ୍ୟିକ
ପିତାମାତାହରେକୃଷ୍ଣ ସାମଲ
ପଦ୍ମାବତୀ ସାମଲ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୨

ଜୀବନୀ

ନନ୍ଦକିଶୋର, ୧୯୨୫ ମସିହାରେ କଟକ ଜିଲ୍ଲାର କୁଶୁପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ହରେକୃଷ୍ଣ ସାମଲ ଓ ମାତାଙ୍କ ନାମ ପଦ୍ମାବତୀ ସାମଲ । ବୃତ୍ତିରେ ସେ ଜଣେ ଶିକ୍ଷକ ଥିଲେ ।

ରଚନାବଳୀ

  • ମୋତେ ଯେତେବେଳେ ଦଶବରଷ
  • ଆମ ଘର

ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୨
  • ଗୋକର୍ଣ୍ଣିକା ସମ୍ମାନ
  • ଝୁମୁକା ପୁରସ୍କାର

ଆଧାର

Tags:

ନନ୍ଦକିଶୋର ସାମଲ ଜୀବନୀନନ୍ଦକିଶୋର ସାମଲ ରଚନାବଳୀନନ୍ଦକିଶୋର ସାମଲ ପୁରସ୍କାରନନ୍ଦକିଶୋର ସାମଲ ଆଧାରନନ୍ଦକିଶୋର ସାମଲଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ଖାଦ୍ୟବ୍ରାହ୍ମ ସମାଜଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଶ୍ରବଣ ( ରାମାୟଣ ର ଚରିତ୍ର )କୋଳିଆନନ୍ଦ ଶଙ୍କର ଦାସବୀଣାପାଣି ମହାନ୍ତି୫ ନଭେମ୍ବରc3bn4ମଙ୍ଗଳା ମନ୍ଦିରଯାଜପୁର ଜିଲ୍ଲାମୁମ୍ବାଇତିଳ ଚତୁର୍ଥୀଜଳସୂର୍ଯ୍ୟବଂଶୀ ସୂରଜକୋଣାର୍କସିଦ୍ଧାନ୍ତ ମହାପାତ୍ରବିର୍ସା ମୁଣ୍ଡା୧୦୫୪ଗୋପବନ୍ଧୁ ଚୌଧୁରୀ୧ (ସଂଖ୍ୟା)ରାମାୟଣଅର୍ଥଶାସ୍ତ୍ରଅଷ୍ଟ୍ରିଆଜୟଦେବବନ୍ଦେ ଉତ୍କଳ ଜନନୀମାଛଚନ୍ଦ୍ରଶେଖର ରଥସମ୍ବଲପୁରଜନ ଗଣ ମନବିରିୟାନୀଆରିଷ୍ଟୋଟଲଭଗବତ ଗୀତାହମିଦା ବାନୁ ବେଗମମହୁଡାକ ମୁନସୀ୧ମ ଓଡ଼ିଶା ବିଧାନ ସଭାକଣ୍ଡୋମଜୟୀ ରାଜଗୁରୁ୨୯ ମାର୍ଚ୍ଚଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପୁଥୁପ୍ପାଲ୍ଲୀ, କୋଟ୍ଟାୟାମଖିଲିପାନମାଲେସିଆରାଜେନ୍ଦ୍ର କିଶୋର ପଣ୍ଡାଚାରି ଧାମ୦ (ସଂଖ୍ୟା)ଓଡ଼ିଆ ଭ୍ରମଣ ସାହିତ୍ୟବାଇଶି ପାହାଚସୁନାବେଶମହିଳା ଯୌନାଙ୍ଗ ଛେଦନଜଗନ୍ନାଥ ଦାସବର୍ଷାନିତ୍ୟାନନ୍ଦ ଶତପଥୀସମ୍ବଲପୁର ଜିଲ୍ଲାଅଭିମନ୍ୟୁ ସାମନ୍ତସିଂହାରପୋଟଳ ରସାଶାରଳା ପୁରସ୍କାର୭୦୧ସୀତାକାନ୍ତ ମହାପାତ୍ରସ୍ୱର ବର୍ଣ୍ଣକାଟୁଲୁ ରବି କୁମାରଶ୍ରୀ ଅରବିନ୍ଦଅଣ୍ଡା ରୋଲଚଇତି ଘୋଡ଼ା ନାଚରାଜନୀତି ବିଜ୍ଞାନଶାସ୍ତି (ଓଡ଼ିଆ କଥାଚିତ୍ର)ତୃପ୍ତି ଦାସଗାଲୁଆବିଶ୍ୱ ଏଡ୍‌ସ ଦିବସଛାରପୋକକଳାହାଣ୍ଡି ଜିଲ୍ଲାସୁଇଜରଲ୍ୟାଣ୍ଡସତ୍ୟନାରାୟଣ ରାଜଗୁରୁମଇ ଦିବସ🡆 More