ଧବଳେଶ୍ୱର ମନ୍ଦିର: ପ୍ରସିଦ୍ଧ ଶିବ ପୀଠ

ଧବଳେଶ୍ୱର ଶିବ ମନ୍ଦିର ଓଡ଼ିଶାର କଟକ ଜିଲ୍ଲାରେ ଅବସ୍ଥିତ ଏକ ମହାଦେବ ମନ୍ଦିର ।

ଧବଳେଶ୍ୱର ଶିବ ମନ୍ଦିର
ଧବଳେଶ୍ୱର ଶିବ ମନ୍ଦିର
ଧବଳେଶ୍ୱର ଶିବ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtକଟକ
Location
Countryଧବଳେଶ୍ୱର ମନ୍ଦିର: ଭୌଗୋଳିକ ଅବସ୍ଥିତି, ପର୍ବ ପର୍ବାଣି, ସୁବିଧା ସୁଯୋଗ ଭାରତ
ଧବଳେଶ୍ୱର ମନ୍ଦିର: ଭୌଗୋଳିକ ଅବସ୍ଥିତି, ପର୍ବ ପର୍ବାଣି, ସୁବିଧା ସୁଯୋଗ
ମହାନଦୀ ଉପରେ ଥିବା ଝୁଲା ପୋଲ


ଭୌଗୋଳିକ ଅବସ୍ଥିତି

ଭୁବନେଶ୍ୱରରୁ ବାରଙ୍ଗ ଓ ନରାଜ ଦେଇକି ଅଥବା କଟକ ଚୌଦ୍ୱାର ଦେଇକି ଧବଳେଶ୍ୱର ଦ୍ୱୀପକୁ ଯାଇହୁଏ । ଧବଳେଶ୍ୱର ଦ୍ୱୀପ ଧବଳେଶ୍ୱର ମହାଦେବଙ୍କ ପାଇଁ ପ୍ରସିଦ୍ଧ । ଭୁବନେଶ୍ୱରରୁ ଧବଳେଶ୍ୱର ଦୂରତା 52 km ଓ କଟକରୁ 27 km । ଏହି ଦ୍ୱୀପ ଚାରି ପାଖେ ମହାନଦୀ ବହିଯାଇଛି । ଏହି ଦ୍ୱୀପକୁ ଡଙ୍ଗା ଓ ଝୁଲା ପୋଲଦ୍ୱାରା ଯାଇହୁଏ ।

ଧବଳେଶ୍ୱର ମନ୍ଦିର: ଭୌଗୋଳିକ ଅବସ୍ଥିତି, ପର୍ବ ପର୍ବାଣି, ସୁବିଧା ସୁଯୋଗ 
ମହାନଦୀ
ଧବଳେଶ୍ୱର ମନ୍ଦିର: ଭୌଗୋଳିକ ଅବସ୍ଥିତି, ପର୍ବ ପର୍ବାଣି, ସୁବିଧା ସୁଯୋଗ 
ନଦୀ ପାଖ ଜଙ୍ଗଲ

Google Map ଗିରିଜା ପ୍ରସାଦ ନନ୍ଦ

ପର୍ବ ପର୍ବାଣି

ଏହା ଏକ ଶୈବ ପୀଠ ହୋଇଥିବାରୁ ମହାଶିବରାତ୍ରି ସହ ଶୀତଳ ଷଷ୍ଠୀଅଶୋକାଷ୍ଟମୀ ମହାଡ଼ମ୍ବରରେ ପାଳିତ ହୁଏ । ଅନ୍ୟାନ୍ୟ ପର୍ବ ମଧ୍ୟ ଏଠାରେ ପାଳିତ ହୁଏ । କାର୍ତ୍ତିକ ମାସରେ ଖାସ କରି ସୋମବାର ମାନଙ୍କରେ ଏଠାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୁଏ । ପୁରୀ ଶ୍ରୀମନ୍ଦିର ପରି ଏଠାରେ ପୂର୍ବପୁରୁଷଙ୍କ ପ୍ରତି ପିଣ୍ଡ ଦାନ କରାଯାଏ । ଖାସ୍ କରି କାର୍ତିକ ମାସର ବଡ଼ଠଶାରେ ଏଠାରେ ପ୍ରବଳ ଭକ୍ତ କଂ ସମାଗମ ହୋଇଥାଏ

ସୁବିଧା ସୁଯୋଗ

୫ବର୍ଷ ପୂର୍ବେ ଲୋକେ ଏଠାକୁ ଡଙ୍ଗା ଦେଇ ଯାଉଥିଲେ । କିନ୍ତୁ କାର୍ତ୍ତିକ ମାସରେ ବର୍ଦ୍ଧିତ ପର୍ଯ୍ୟଟକ ଓ ବଢୁଥିବା ଦୁର୍ଘଟଣାକୁ ଦେଖି ଓଡ଼ିଶା ସରକାର ଏଠାରେ ଏକ ପାଦଚଲା ଝୁଲାପୋଲ ନିର୍ମାଣ କରିଛନ୍ତି । ଏହା ଏସିଆର ଦୀର୍ଘତମ ପାଦଚଲା ଝୁଲାପୋଲ । ସରକାରଙ୍କଦ୍ୱାରା ଏଠାରେ ଏକ ପର୍ଯ୍ୟବେକ୍ଷଣ କୋଠା ମଧ୍ୟ ଅଛି ।

ଯାହା ଦେଖିବେ

ଏହା ଏକ ଦ୍ୱୀପ ହୋଇଥିବାରୁ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ବେଶ ମନୋରମ । ମେଘୁଆ ପାଗ ନହେଲେ ଶୀତ ଋତୁ ଏସ୍ଥାନକୁ ଯିବାର ପ୍ରକୃଷ୍ଟ ସମୟ । ଏଠାରେ ନଉକା ବିହାରର ସୁଯୋଗ ମଧ୍ୟ ରହିଛି । ମହାନଦୀରୁ ଧବଳେଶ୍ୱର ମନ୍ଦିରର ଦୃଶ୍ୟ ଅତ୍ୟନ୍ତ ମନୋରମ ।

ଗ୍ୟାଲେରି

ଆଧାର

ଅଧିକ ତଥ୍ୟ

Tags:

ଧବଳେଶ୍ୱର ମନ୍ଦିର ଭୌଗୋଳିକ ଅବସ୍ଥିତିଧବଳେଶ୍ୱର ମନ୍ଦିର ପର୍ବ ପର୍ବାଣିଧବଳେଶ୍ୱର ମନ୍ଦିର ସୁବିଧା ସୁଯୋଗଧବଳେଶ୍ୱର ମନ୍ଦିର ଯାହା ଦେଖିବେଧବଳେଶ୍ୱର ମନ୍ଦିର ଗ୍ୟାଲେରିଧବଳେଶ୍ୱର ମନ୍ଦିର ଆଧାରଧବଳେଶ୍ୱର ମନ୍ଦିର ଅଧିକ ତଥ୍ୟଧବଳେଶ୍ୱର ମନ୍ଦିରଓଡ଼ିଶାକଟକ ଜିଲ୍ଲାମହାଦେବ

🔥 Trending searches on Wiki ଓଡ଼ିଆ:

ଫସ୍‌ଫରସଅମାବାସ୍ୟାର ଚନ୍ଦ୍ରପକୋଡ଼ାଓଡ଼ିଶାର ମାପ ବ୍ୟବସ୍ଥାରାମ ନବମୀଭକ୍ତ ଚରଣ ଦାସ (ରାଜନେତା)ସେଇ ଝିଅଟିଗୌରହରି ଦାସବାମାଚରଣ ମିତ୍ରଡାକ ମୁନସୀରବର୍ଟ ହିଲ୍ରାଉରକେଲାଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାସତୀ (ହିନ୍ଦୁ ଦେବୀ)ଇଣ୍ଟରନେଟଗ୍ରହଶ୍ରୀଲଙ୍କାର ଭୂଗୋଳଭୀମ ପୃଷ୍ଟିମାଗୁଣିର ଶଗଡ଼ସୀତାକାନ୍ତ ମହାପାତ୍ରଓଡ଼ିଆ ଖାଦ୍ୟସିନ୍ଧୁ ନଦୀଭାରତୀୟ ସମ୍ବିଧାନସ୍ତନ୍ୟପାୟୀଦେବଗଡ଼ ଜିଲ୍ଲାବ୍ୟଞ୍ଜନ ବର୍ଣ୍ଣଜାପାନ ସାଗରଚିଲିକା (କବିତା)ଏମିସ ଲୋକଉଇକିପିଡ଼ିଆ ସମୂହର ତାଲିକାwiki.phtmlଗଙ୍ଗାଧର ମେହେରବରଗଛସମର ସଲିମ ସାଇମନଚବିଶ ଗୁରୁଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକା୨୯ ମାର୍ଚ୍ଚସଚ୍ଚିଦାନନ୍ଦ ରାଉତରାୟଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଶୀ ସଙ୍ଗୀତଶ୍ରୀବନ୍ଦେ ଉତ୍କଳ ଜନନୀଅକ୍ଷୟ ତୃତୀୟାବିଶ୍ୱନାଥ କରରବୀନ୍ଦ୍ରନାଥ ଠାକୁରରାମଚନ୍ଦ୍ର ମିଶ୍ରନବଯୌବନ ବେଶIndiaନବୀନ ପଟ୍ଟନାୟକପର୍ଫେନାଜାଇନଉଇକିପିଡ଼ିଆନଅଙ୍କ ଦୁର୍ଭିକ୍ଷଚିଲିକା (ବହୁବିକଳ୍ପ)କଟକ ଜିଲ୍ଲାଅଷ୍ଟ୍ରେଲିଆପିଙ୍କି ପ୍ରଧାନଭୂମିକମ୍ପମହେନ୍ଦ୍ର ସିଂହ ଧୋନି୧୦୫୪ନରେନ୍ଦ୍ର ମୋଦୀଦୀନକୃଷ୍ଣ ଦାସଉତ୍କଳ ସଙ୍ଗୀତ ମହାବିଦ୍ୟାଳୟନଅତୁଣ୍ଡୀକାଳୀଚରଣ ପଟ୍ଟନାୟକକୋଳିଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ୟୁ ଟ୍ୟୁବନେଲସନ ମଣ୍ଡେଲାଜଣ୍ଡିସ୍କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବକାଟୁଲୁ ରବି କୁମାରମାସ🡆 More