ତୋ'ର ମୋର କଟି: ୨୦୨୩ ଓଡ଼ିଆ କଥାଚିତ୍ର

ତୋ'ର ମୋର କଟି ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ । ଦୀପକ ଜେନା ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ରମେଶ ରାଉତ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ତୋ'ର ମୋର କଟି
ନିର୍ଦ୍ଦେଶକରମେଶ ରାଉତ
ପ୍ରଯୋଜକଝିଲିକ୍ ଭଟ୍ଟାଚାର୍ଯ୍ୟ
ସଂଳାପଦୀପକ ଜେନା
ଚିତ୍ରନାଟ୍ୟରମେଶ ରାଉତ
କାହାଣୀରମେଶ ରାଉତ
କଳାକାରସିଦ୍ଧାନ୍ତ ମହାପାତ୍ର
ଶୈଳେନ୍ଦ୍ର ସାମନ୍ତରାୟ
ଶୀତଲ ପାତ୍ର
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣଇଶ୍ୱର ଚନ୍ଦ୍ର ବାରିକ
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୬ ଜାନୁଆରୀ ୨୦୨୩
ଦେଶତୋ'ର ମୋର କଟି: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଶୈଳେନ୍ଦ୍ର ସାମନ୍ତରାୟ ଓ ଶୀତଲ ପାତ୍ର । ସିଦ୍ଧାନ୍ତ ମହାପାତ୍ର, ପ୍ରଦ୍ୟୁମ୍ନ ଲେଙ୍କା, ସୁଧାଂଶୁ ମୋହନ ସାହୁ, ସଞ୍ଜୟ ନାଏକ, ବବି ମିଶ୍ର, ସୁଦୀପ୍ତ, ଟୁକୁନା, କାଳିଆ ଷଣ୍ଢ, ଐଶ୍ୱର୍ଯ୍ୟା, ରୂପସା, ଦେବିକା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଏହି କଥାଚିତ୍ରଟି ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା, ଯାହାକି ଜାନୁଆରୀ ୬ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ସମଗ୍ର ରାଜ୍ୟରେ ଏହା ସମୁଦାୟ ୩୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ । ନିର୍ମଳ ନାୟକ ଓ ଅରୁଣ ମନ୍ତ୍ରୀ ଭଳି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ, ଆଶୁତୋଷ ମହାନ୍ତି, ସବିଶେଷ, ଅନନ୍ୟା ଶ୍ରୀତମ ନନ୍ଦ, ଦେବକୃପା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ । ୧୧ ଡିସେମ୍ବର ୨୦୨୨ରେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ମୁକ୍ତିଲାଭ କରିଥିଲା ।

ଗୀତ

କ୍ରମଗୀତକବିଗାୟକସମୟ
1."ମୁଁ ତତେ ଭଲ ପାଏ କି" ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ 
2."ମାଇଲା ମତେ ଆଖି" ଆଶୁତୋଷ ମହାନ୍ତି 
3."ତୋର ମୋର କଟି"ଅରୁଣ ମନ୍ତ୍ରୀଦେବକୃପା, ଅନନ୍ୟା ଶ୍ରୀତମ ନନ୍ଦ 

ଆଧାର

ବାହାର ଆଧାର

Tags:

ତୋ'ର ମୋର କଟି ଅଭିନୟତୋ'ର ମୋର କଟି କାହାଣୀତୋ'ର ମୋର କଟି ଗୀତ ଏବଂ ସଙ୍ଗୀତତୋ'ର ମୋର କଟି ଆଧାରତୋ'ର ମୋର କଟି ବାହାର ଆଧାରତୋ'ର ମୋର କଟି

🔥 Trending searches on Wiki ଓଡ଼ିଆ:

ତିଳ ଚତୁର୍ଥୀଆଚାର୍ଯ୍ୟ ହରିହରହାଡ଼ଫୁଟିଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିରାଜା ରାମମୋହନ ରାୟହନୁମାନଫେବୃଆରୀ ୨୯ଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରତପସ୍ୱିନୀଖାରବେଳଉତ୍କଳ ଦିବସସମ୍ବଲପୁର ଜିଲ୍ଲାଗଙ୍ଗାଧର ମେହେରwiki.phtmlହେମୋଫିଲିଆପ୍ରଥମ ଭାସ୍କରଶବ୍ଦ (ପଦ)ବଳଦେବଜୀଉ ମନ୍ଦିରଗୋବିନ୍ଦ ତ୍ରିପାଠୀଅମାବାସ୍ୟାର ଚନ୍ଦ୍ରମସ୍କୋଧର୍ମନେଲସନ ମଣ୍ଡେଲାଶରତ କୁମାର ମହାନ୍ତିଟ୍ରାଲୋକିନୁମାବଇଣ୍ଟରନେଟ୨୫ ଅପ୍ରେଲଜୟୀରାମ ସାମଲଗୁଗଲଓମ'ଙ୍କ ନିୟମଶ୍ରୀନିବାସ ରାମାନୁଜନଭଦଭଦଳିଆନିତ୍ୟାନନ୍ଦ ଶତପଥୀବେଣୁଧର ରାଉତବିଜୟ ଶଙ୍କର ଦାସକଣ୍ଡୋମଭାରତୀୟ ସମ୍ବିଧାନଯୁକ୍ତରାଷ୍ଟ୍ର ଆମେରିକାହେପାଟାଇଟିସ ବିକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଚାଟ୍ ଜିପିଟିମହେନ୍ଦ୍ର ସିଂହ ଧୋନିଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଜର୍ମାନୀଚାରି ଧାମଓଡ଼ିଶା ପ୍ରିମିଅର ଲିଗମହାଦେଶଏ. ପି. ଜେ. ଅବଦୁଲ କଲାମପାପୁଆ ନିଉ ଗିନିଗୋପାଳ କୃଷ୍ଣ ରଥସରୋଜିନୀ ନାଇଡୁକାଳିଚରଣ ପଟ୍ଟନାୟକମାଛ୧୮ ଅକ୍ଟୋବରଲକ୍ଷ୍ମୀକାନ୍ତ ମହାପାତ୍ରଗୋପାଳ ଛୋଟରାୟରାଜେନ୍ଦ୍ର କିଶୋର ପଣ୍ଡାଓଡ଼ିଆ ରାନ୍ଧଣାବିଶ୍ୱ ମ୍ୟାଲେରିଆ ଦିବସଇଣ୍ଡୋନେସିଆଅନ୍ନଦା ଶଙ୍କର ରାୟଭାରତର ନଦୀ ସମୂହର ତାଲିକା୧ମ ଓଡ଼ିଶା ବିଧାନ ସଭାଜିମି ୱେଲ୍ସଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରବ୍ୟଞ୍ଜନ ବର୍ଣ୍ଣସ୍ତନ୍ୟପାୟୀପଙ୍କଜ ଉଧାସମାଣବସା ଗୁରୁବାରଆର୍ଯ୍ୟଭଟ୍ଟବିଜୁ ଜନତା ଦଳରାସନ କାର୍ଡ଼ (ଭାରତ)ଖିଲିପାନଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ🡆 More