ତୁ ଏକା ଆମ ସାହା ଭରସା: ୨୦୦୬ର ଓଡ଼ିଆ କଥାଚିତ୍ର

ତୁ ଏକା ଆମ ସାହା ଭରସା ୨୦୦୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ସୁଶାନ୍ତ ସାହୁ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଶକ୍ତି ବରାଳ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ତୁ ଏକା ଆମ ସାହା ଭରସା
ନିର୍ଦ୍ଦେଶକଶକ୍ତି ବରାଳ
ପ୍ରଯୋଜକସୁଶାନ୍ତ ସାହୁ
ସଂଳାପସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟଶକ୍ତି ବରାଳ
କାହାଣୀସୁଶାନ୍ତ ସାହୁ
କଳାକାରସିଦ୍ଧାନ୍ତ ମହାପାତ୍ର, ଜ୍ୟୋତି ମିଶ୍ର, ମିହିର ଦାସ, ସୁରେଶ ବଳ, ଇଲୁ ବାନାର୍ଜୀ, ମୀନକେତନ
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣଦିଲୀପ ରାୟ
ସମ୍ପାଦକବିଜୟ ମିଶ୍ର
ମୁକ୍ତିଲାଭ ତାରିଖ
୨୦୦୬
ଦେଶତୁ ଏକା ଆମ ସାହା ଭରସା: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର, ଜ୍ୟୋତି ମିଶ୍ର, ମିହିର ଦାସ । ସୁରେଶ ବଳ, ଇଲୁ ବାନାର୍ଜୀ, ମହୁଆ ଭଟ୍ଟାଚାର୍ଯ୍ୟ, ମୀନକେତନ, ଅପରାଜିତା ମହାନ୍ତି, ରାଇମୋହନ ପରିଡ଼ା, ଜୟୀରାମ ସାମଲ, ବ୍ରଜ ସିଂହ, କୁନା ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ । ପ୍ରେମ ଆନନ୍ଦ ଏହି କଥାଚିତ୍ରରେ ପ୍ରଥମ ଥର ପାଇଁ ଓଡ଼ିଆ କଥାଚିତ୍ର ଜଗତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲ । ଦେବଦାସ ଛୋଟରାୟ, ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଇରା ମହାନ୍ତି, ଉଦିତ ନାରାୟଣ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ
1."ତୋ ଚେହେରା ଛମା ଛମା" 
2."ଏମିତି କଳା ବଉଦ" 
3."ଛୋଟ ଏଇ ହୃଦୟକୁ" 
4."ଆଜି ଜାଗର" 
5."ମନ ଚାହେଁନି" 
6."ତୁ ଏକା ଆମ ସାହା ଭରଷା" 
7."ପରଦେଶିଆ" 

ଆଧାର

ବାହାର ଆଧାର

Tags:

ତୁ ଏକା ଆମ ସାହା ଭରସା ଅଭିନୟତୁ ଏକା ଆମ ସାହା ଭରସା କାହାଣୀତୁ ଏକା ଆମ ସାହା ଭରସା ଗୀତ ଏବଂ ସଙ୍ଗୀତତୁ ଏକା ଆମ ସାହା ଭରସା ଆଧାରତୁ ଏକା ଆମ ସାହା ଭରସା ବାହାର ଆଧାରତୁ ଏକା ଆମ ସାହା ଭରସା

🔥 Trending searches on Wiki ଓଡ଼ିଆ:

ପ୍ରତୀକ୍ଷାଅକ୍ଷୟ ତୃତୀୟାହୃଷୀକେଶ ମଲ୍ଲିକପୂରଣବାଚକ ସଂଖ୍ୟାପକ୍ଷରାମାୟଣରାୟଗଡ଼ା ଜିଲ୍ଲାକୃଷ୍ଣଉତ୍କଳ ସଙ୍ଗୀତ ମହାବିଦ୍ୟାଳୟଡାକ ମୁନସୀମୟୂରମହାତ୍ମା ଗାନ୍ଧୀଗୌତମ ବୁଦ୍ଧଅର୍ଚ୍ଚିତା ସାହୁଜଗନ୍ନାଥଙ୍କ ଧୂପବର୍ଷା ପ୍ରିୟଦର୍ଶିନୀମଟର ସାଇକେଲଗୋପୀନାଥ ମହାନ୍ତିଓଡ଼ିଶୀ ସଙ୍ଗୀତକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାସମ୍ବଲପୁର ଜିଲ୍ଲାସଂକ୍ରାନ୍ତିକାଜାଖସ୍ତାନଲିମାଗିରିଧର ଗମାଙ୍ଗନଅତୁଣ୍ଡୀକଟକ ଜିଲ୍ଲାକାଳିଚରଣ ପଟ୍ଟନାୟକସୋନାଲ ମାନସିଂହବାଙ୍କୀଓଡ଼ିଆ କଥାଚିତ୍ର ଜଗତଫାଇଲେରିଆପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରାଧାମୋହନ ଗଡ଼ନାୟକୟୁ ଟ୍ୟୁବଗଣନ ସଂଖ୍ୟାତପସ୍ୱିନୀକଖାରୁ ଫୁଲ ଭଜାବିଜୁ ଜନତା ଦଳକୋଷ୍ଠକାଠିନ୍ୟପଲଉମହୁ୨୮ ଫେବୃଆରୀବେଣୁଧର ରାଉତସେଇ ଝିଅଟିପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଦ୍ୱିତୀୟ ଭାସ୍କରବାଘଶ୍ୱେତସାରଗଙ୍ଗାଧର ମେହେରଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରସତ୍ୟବାଦୀ ବନ ବିଦ୍ୟାଳୟସାରଳା ଦାସଦାମୋଦର ରାଉତଜାଭା (ପ୍ରୋଗ୍ରାମିଂ ଭାଷା)ଶେୟାର ବଜାରପ୍ରତିଭା ଶତପଥୀଉପନିଷଦବଳଦେବଜୀଉ ମନ୍ଦିରମନୋଜ କୁମାର ମିଶ୍ରପ୍ରଥମ ବିଶ୍ୱଯୁଦ୍ଧପୁରୀପ୍ରଧାନ ପୃଷ୍ଠାଓଡ଼ିଆତପନ କୁମାର ପ୍ରଧାନଶିଶୁ ଅନନ୍ତ ଦାସହରିପ୍ରସାଦ ଚୌରାଶିଆ🡆 More