ତିଲକା ମାଁଝୀ

ବାବା ତିଲକା ମାଁଝୀ ଜଣେ ଭାରତୀୟ ପ୍ରଥମ ଆଦିବାସୀ ସଂଗ୍ରାମୀ ଯାହାଙ୍କ ନେତୃତ୍ୱରେ ୧୭୮୫ ମସିହାରେ ବ୍ରିଟିଶ ସରକାରଙ୍କର ଅତ୍ୟାଚାର ବିରୁଦ୍ଧରେ ଏକ ସ୍ୱର ଉତ୍ତୋଳନ କରିଥିଲେ । ଏ ବିଦ୍ରୋହ ବ୍ରିଟିଶ ବିରୁଦ୍ଧରେ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଏବଂ ମଙ୍ଗଳ ପାଣ୍ଡେଙ୍କ ସମୟର ଅନେକ ପୁର୍ବରୁ ହୋଇଥିବା ହେତୁ ତିଲକା ମାଁଝୀଙ୍କୁ ପ୍ରଥମ ସ୍ୱାଧିନତା ସଂଗ୍ରାମୀ ବୋଲି ମଧ୍ୟ ଦାବି କରାଯାଏ ।

ତିଲକା ମାଁଝୀ
ଝାଡଖଣ୍ଡର ଦୁମକାରେ ଥିବା ତିଲକା ମାଁଝୀ ପ୍ରତିମୂର୍ତ୍ତି

ପରିଚୟ

ତିଲକା ମାଁଝୀ ବିହାରରେ ଥିବା ଭାଗଲପୁର ଜିଲ୍ଲା ସୁଲତାନଗଞ୍ଜ ଥାନା ଅନ୍ତର୍ଗତ ତିଲକପୁର ଗ୍ରାମରେ ୧୧ ଫେବ୍ରୁୟାରୀ ୧୭୫୦ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କର ନାଁ ସୁନ୍ଦରମୋହନ ମୁର୍ମୁ ଥିଲା । ଛୋଟ ବେଳୁ ସେ ପାହାଡ଼ିଆ ଅଞ୍ଚଳରେ ବଢିଥିବାରୁ କୁସ୍ତି ଲଢିବା,ଗଛ ଚଢିବା ଏବଂ ପଶୁ ପକ୍ଷୀମାନଙ୍କୁ ଶିକାର କରିବାରେ ନିପୁଣ ଥିଲେ । ସେ ଉଭୟ ବ୍ରିଟିଶ ଏବଂ ଜମିଦାରି ବିରଦ୍ଧରେ ସଂଗ୍ରାମ କରିଥିଲେ । ପରେ ୧୭୮୫ରେ ତାଙ୍କୁ ଗିରଫକରି, ଗୋଟିଏ ଘୋଡ଼ା ଲାଞ୍ଜରେ ବାନ୍ଧି ଘୋଷାଡି ଥିଲେ ଏବଂ ଭାଗଲପୁର କଲେକ୍ଟର ଅଫିସ ସାମ୍ନାରେ ଥିବା ବରଗଛରେ ଫାଶୀକରି ଝୁଲାଇ ଦିଆଯାଇଥିଲା ।

ଆଧାର

Tags:

ମଙ୍ଗଳ ପାଣ୍ଡେ

🔥 Trending searches on Wiki ଓଡ଼ିଆ:

ବନ୍ୟାସିନ୍ଧୁ ନଦୀଶ୍ୱେତସାରଏମିସ ଲୋକଚୈତନ୍ୟପ୍ରତିଭା ଶତପଥୀଜୟୀରାମ ସାମଲ୧୮ ଅକ୍ଟୋବରଏଣ୍ଡୋମେଟ୍ରିଓସିସହନୁମାନ ବାଟିକାଛାନ୍ଦଓଡ଼ିଶାର ମାପ ବ୍ୟବସ୍ଥାରାମବର୍ଷା୨୪ ଅପ୍ରେଲମୁକ୍ତିକାନ୍ତ ମଣ୍ଡଳଚିଲିକା (କବିତା)କଣ୍ଡୋମମଦର ଟେରେସାପାରାଦୀପ ବନ୍ଦରସମୟ (କାଳ)ରାଣୀ ଲକ୍ଷ୍ମୀବାଈସେଇ ଝିଅଟିପ୍ରେମମହେନ୍ଦ୍ର ସିଂହ ଧୋନିରମାକାନ୍ତ ରଥଦାମୋଦର ରାଉତରାମଶଙ୍କର ରାୟଢଗ ଢମାଳିବିଶ୍ୱନାଥ କରମେହମୁଦ ହୁସେନମନୋଜ କୁମାର ମିଶ୍ରଜୀବସାର ଗଜାହାଙ୍ଗୀରଭୃସଙ୍ଗ ଗଛଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଉତ୍କଳ ସମ୍ମିଳନୀକାଳିଚରଣ ପଟ୍ଟନାୟକ୧୯୮୪ବୌଦ୍ଧ ଧର୍ମବ୍ରାଉଜରତ୍ରିଭୁଜପ୍ରଧାନ ପୃଷ୍ଠାଚନ୍ଦ୍ରଶେଖର ରଥପ୍ରତିଭା ରାୟଉତ୍କଳ ସଙ୍ଗୀତ ମହାବିଦ୍ୟାଳୟପ୍ରଥମ ଭାସ୍କରବୈଷ୍ଣବ ପାଣିଶ୍ରୀତମ ଦାସବିଦ୍ୟାଳୟଏଞ୍ଜେଲା ମେର୍କେଲ୍ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରବିଜୟ ମିଶ୍ରଆରିଷ୍ଟୋଟଲକୋଳିମଧୁସୂଦନ ରାଓଜହ୍ନଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିନନ୍ଦନକାନନ ଜୀବ ଉଦ୍ୟାନଦୀପକ ମିଶ୍ରଶିଶୁ ଅନନ୍ତ ଦାସଆର୍ଯ୍ୟଭଟ୍ଟନବକଳେବରଗିରିଜା କୁମାର ବଳୀୟାରସିଂହଖାସି ମାଂସ ତରକାରୀଅଂଶୁଘାତଶୀତଳ ଷଷ୍ଠୀ ଯାତ୍ରା୧୬୬୫୨୦ ଅଗଷ୍ଟପରିବେଶପୁରୀ ଜିଲ୍ଲାମହିଳା ଯୌନାଙ୍ଗ ଛେଦନଅଗ୍ନ୍ୟାଶୟ ଅକ୍ଷମତା🡆 More