ତାଳଚେର କୋଇଲାଖଣି ସମୂହ

ଛାଞ୍ଚ:Infobox mine

ତାଳଚେର କୋଇଲାଖଣି ସମୂହ ଭାରତୀୟ ରାଜ୍ୟ ଓଡ଼ିଶାର ଅନୁଗୁଳ ଜିଲ୍ଲାରେ ଅବସ୍ଥିତ । ଏହା ବ୍ରାହ୍ମଣୀ ନଦୀ ଉପତ୍ୟକାରେ ଅବସ୍ଥିତ ।

କୋଇଲାଖଣି ସମୂହ

ଭାରତୀୟ ଭୂତତ୍ତ୍ୱ ସର୍ଭେ ବିଭାଗ  ଦ୍ୱାରା ଅନୁସନ୍ଧାନର ତଥ୍ୟ ଅନୁସାରେ ଏଠାରେ 38.65 ବିଲଲିଆନ ଟନ କୋଇଲା ଗଚ୍ଛିତ ଥିବାର ଜଣା ଯାଏ । ଏହା ଭାରତର ସର୍ବବୃହତ କୋଇଲା ଗଚ୍ଛିତ ଥିବା ସ୍ଥଳ । 

ତାଳଚେର କୋଇଲାଖଣି ଅଞ୍ଚଳ 500 ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପ୍ତ । ଏହି କୋଇଲା ନିମ୍ମ ଗ୍ରେଡର ହୋଇଥାଏ । ଏଥିରେ ମାତ୍ର 35% କାର୍ବନ ସହ 40 % ଅନନ୍ୟ ଦହନଶୀଳ ଦ୍ରବ୍ଯ ଓ 25% ପାଉଶ ଅଂଶ ରହିଥାଏ ।  2011 ମସିହା ଅନୁସାରେ ଏଠାରୁ ଦୈନିକ 100 ,000 ଟନ ପରିମାଣର କୋଇଲା ଉତ୍ତୋଳିତ ହେଇ ଓଡ଼ିଶା , ତାମିଲନାଡି , ଆନ୍ଧ୍ରା ପ୍ରଦେଶ , ପଶ୍ଚିମ ବଙ୍ଗ ଓ ଭାରତର ଅନନ୍ୟ ଅଞ୍ଚଳକୁ ଶକ୍ତି ଉତ୍ପାଦନ କେନ୍ଦ୍ରମାନଙ୍କୁ ପରବହନ ହେଇଥାଏ ।

ଇତିହାସ 

 ଏଠାରେ କୋଇଲା ଖଣି ଥିବାର 1837 ମସିହାରେ ପ୍ରଥମେ ଉଦ୍ଭାବିତ ହେଇଥିଲା । 1921 ମସିହାରେ ଏଠାରେ ଏମ/ସ ଭିଲ୍ଲୀଏର୍ସ କମ୍ପାନୀଦ୍ୱାରା ହାଣ୍ଡିଧୁଆ କୋଇଲାଖଣି ଖୋଲା ଯାଇ କୋଇଲା ଉତ୍ତୋଳନ ଆରମ୍ଭ ହେଲା ପରେ NCDC ତରଫରୁ ଅନେକ କୋଇଲାଖଣି ଆରମ୍ଭ ହେଲା । ଦକ୍ଷିଣ ବଳାଣ୍ଡା ଖଣି 1960 ମସୁହାରେ , ନନ୍ଦିରା ଖଣି 1962ରେ , ଜଗନ୍ନାଥ ଖଣି 1972ରେ ଉତ୍ପାଦନ ଆରମ୍ଭ କଳା । 1972/73 ମସିହାରେ 0.91 ମିଲିୟନ ଟନ ଉତ୍ପାଦିତ ହାଉଥିବା ସ୍ଥଳେ 2001/02ରେ ତାହା ବୃଦ୍ଧହୀ ପାଇ 33.10 ମିଲିୟନ ଟନ  କୁ ପହଞ୍ଚି ଥିଲା ।ତାଳଚେର କୋଇଲାଖଣି ଅଞ୍ଚଳକୁ ପାଞ୍ଚଟି ପ୍ରଶାସନିକ ଆଞ୍ଚଲ ଯଥା ତାଳଚେର , ଜଗନ୍ନାଥ , କଳିଙ୍ଗ , ଲିଙ୍ଗରାଜ ଓ ହିଙ୍ଗୁଳା 

ପରିବହନ 

1922 ମସିହାରୁ ନିର୍ଗୁଣ୍ଡିଠାରୁ ରେଳପଥ ସଂଯୋଗ ହେଇ ରେଳ ଜରିଆରେ ପରିବହନ ହେବା ସହ ରାଜପଥରେ ମଧ୍ୟ ପରିବହନ ହୁଏ । 

References

Tags:

ତାଳଚେର କୋଇଲାଖଣି ସମୂହ କୋଇଲାଖଣି ସମୂହତାଳଚେର କୋଇଲାଖଣି ସମୂହ ଇତିହାସ ତାଳଚେର କୋଇଲାଖଣି ସମୂହ ପରିବହନ ତାଳଚେର କୋଇଲାଖଣି ସମୂହ

🔥 Trending searches on Wiki ଓଡ଼ିଆ:

ଶ୍ରଦ୍ଧାକର ସୂପକାରଅନନ୍ତ ପଟ୍ଟନାୟକଜର୍ମାନୀଜଗନ୍ନାଥ ଦାସଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାମନମୋହନ ସାମଲପୁଥୁପ୍ପାଲ୍ଲୀ, କୋଟ୍ଟାୟାମଉଦୟନାଥ ଷଡ଼ଙ୍ଗୀସରଳା ଦେବୀଜୀବସାର ଗ୧୮ ଅକ୍ଟୋବର୪ (ସଂଖ୍ୟା)ଓଡ଼ିଶା ପ୍ରିମିଅର ଲିଗରାଜକିଶୋର ରାୟ୫ ନଭେମ୍ବରରାଜ ଯୋଗୟୁକ୍ରେନଜୁନକବିସୂର୍ଯ୍ୟ ବଳଦେବ ରଥଯଶୋବନ୍ତ ଦାସଚନ୍ଦ୍ରଶେଖର ରଥଦଶାବତାର୨୬ ଅପ୍ରେଲଜିନା ସାମଲପଞ୍ଚସଖାଭାରତର ସଂସ୍କୃତିଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରଓଡ଼ିଆ ଉଇକିପିଡ଼ିଆବିଜୁ ପଟ୍ଟନାୟକବଡ଼ ଏରାନରେନ୍ଦ୍ର ମୋଦୀବଳଛାରପୋକଶ୍ରୀନିତ୍ୟାନନ୍ଦ ଶତପଥୀଭାରତର ସଂସଦଆଲୋକଗୋପୀନାଥ ମହାନ୍ତିରାମଚନ୍ଦ୍ର ମିଶ୍ରରକ୍ତଦ୍ୱିତୀୟ ବିଶ୍ୱଯୁଦ୍ଧ୨୧ପୋଟଳ ରସାଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଆଉରଙ୍ଗଜେବଜନ ଗଣ ମନରାମପ୍ରତିଭା ଶତପଥୀବିଷମ କଟକଟିଣଫସ୍‌ଫରସସମର ସଲିମ ସାଇମନନୋବେଲ ପୁରସ୍କାରଓଡ଼ିଆ କଥାଚିତ୍ର ଜଗତଭାରତୀୟ ଜନତା ପାର୍ଟିଓଡ଼ିଆ ଲିପିଶ୍ରବଣ ( ରାମାୟଣ ର ଚରିତ୍ର )ଶ୍ରୀରାଧାହମିଦା ବାନୁ ବେଗମଜୟ ଜଗନ୍ନାଥ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନକୋଚିଲାଜୟୀରାମ ସାମଲଯକୃତଇଣ୍ଟରନେଟବିନ୍ଦୁଆକବରବିଶ୍ୱ ଏଡ୍‌ସ ଦିବସ🡆 More