ବିଧାନ ସଭା ନିର୍ବାଚନ ମଣ୍ଡଳୀ ତଳସରା

ତଳସରା (କ୍ରମିକ ସଂଖ୍ୟା: ୮) ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ସବଡେଗା ବ୍ଳକ, ବାଲିଶଙ୍କର ବ୍ଳକ, ବରଗାଁ ବ୍ଳକ ଓ ଲେଫ୍ରିପଡ଼ା ବ୍ଳକର କିଛି ଅଂଶ ।

ତଳସରା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୯୬,୯୪୪
ଜିଲ୍ଲା: ସୁନ୍ଦରଗଡ଼
ଲୋକ ସଭା ନିର୍ବାଚନ ମଣ୍ଡଳୀ: ସୁନ୍ଦରଗଡ଼
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ମସିହା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ ମାଝୀ ବିଜୁ ଜନତା ଦଳ ପ୍ରାର୍ଥୀ ବିନୟ କୁମାର ଟପ୍ପୋଙ୍କଠାରୁ ୧୪୩୮ ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ ମାଝୀ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ସହଦେବ ଖାଖାଙ୍କଠାରୁ ପ୍ରାୟ ୨୦,୦୦୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ତଳସରା
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
କଂଗ୍ରେସ ପ୍ରଫୁଲ୍ଲ ମାଝୀ ୪୪,୦୮୨ ୩୯.୮୫ -
ଭାଜପା ସହଦେବ ଖାଖା ୨୪,୩୪୧ ୨୨.୦୦ -
ରାକପା ପୂର୍ଣ୍ଣ ଚନ୍ଦ୍ର ମିଞ୍ଜ ୧୬,୧୦୫ ୧୪.୫୬ -
ସ୍ୱାଧୀନ ବୈକୁଣ୍ଠ କାଲୋ ୮,୦୬୦ ୭.୨୯ -
ସ୍ୱାଧୀନ କୁଞ୍ଜଲତା ଭିତ୍ରିଆ ୭,୪୦୨ ୬.୬୯ -
ଝାମୁମୋ ବିନୟ କୁମାର ଟପ୍ପୋ ୪,୯୯୪ ୪.୫୧ -
କୋଶଳ କ୍ରାନ୍ତି ଦଳ ଲଳିନ୍ଦ୍ର କୁମାର ଗିଧି ୨୪୦୬ ୨.୧୮ -
ସ୍ୱାଧୀନ ଜଟିଆ ସା ୧୭୧୩ ୧.୫୫ -
ବସପା ବୀରେନ୍ଦ୍ର କୁମାର ଭଗତ ୧,୫୧୬ ୧.୩୭ -
ଭୋଟ ବ୍ୟବଧାନ ୧୯,୭୪୧ ୧୭.୮୫* -
ମତଦାନ ହାର ୧,୧୦,୬୧୯ ୬୫.୦୦ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୬୧ରୁ ୨୦୦୯ ମଧ୍ୟରେ ମୋଟ ୧୩ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

ଆଧାର

Tags:

ଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାବରଗାଁସୁନ୍ଦରଗଡ଼ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଲଣ୍ଡନଜଗନ୍ନାଥଙ୍କ ବେଶଟମ୍ ଖା କାଇପ୍ରସନ୍ନ କୁମାର ପଣ୍ଡାପଖାଳରସଗୋଲାବେଣୁଧର ରାଉତଗୋପାଳ କୃଷ୍ଣ ରଥ୫ ନଭେମ୍ବରରାଜକିଶୋର ରାୟରାଜା ରାମମୋହନ ରାୟବିରଜା ମନ୍ଦିରପ୍ରତାପରୁଦ୍ର ଦେବଓଡ଼ିଶାପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)ବୈଜୟନ୍ତ ପଣ୍ଡାସୁନାଏଞ୍ଜେଲା ମେର୍କେଲ୍ଶ୍ରୀରାଧାଆଣ୍ଡାମାନ ସାଗରନେତୃତ୍ୱଯଶୋବନ୍ତ ଦାସସୋନାଲ ମାନସିଂହଖଞ୍ଜଣିଶ୍ରୀତମ ଦାସଦଶାବତାରପାରମିତା ଶତପଥୀମହାରାଷ୍ଟ୍ରରାଜ ଯୋଗପୋଟଳ ରସାବୀର ସୁରେନ୍ଦ୍ର ସାଏଚଇତି ଘୋଡ଼ା ନାଚମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାମଧୁସୂଦନ ଦାସପାର୍ବତୀୟୁରୋପହେମୋଫିଲିଆନବଗୁଞ୍ଜରଆକବରଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରଆଶୁତୋଷ ପରିଡ଼ାହନୁମାନଅନନ୍ତ ପଟ୍ଟନାୟକମୟୂରରାଧାମୋହନ ଗଡ଼ନାୟକଭକ୍ତ ଚରଣ ଦାସ (ରାଜନେତା)ରାମଚନ୍ଦ୍ର ବେହେରାଗର୍ଭାଶୟ ଅନ୍ତଃସ୍ତର କର୍କଟବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଚିନ୍ତାମଣି ବେହେରାରାଜନୀତି ବିଜ୍ଞାନଧର୍ମେନ୍ଦ୍ର ପ୍ରଧାନଅସହଯୋଗ ଆନ୍ଦୋଳନଭାରତର ଜାତୀୟ ପତାକାକାଶୀ ବିଶ୍ୱନାଥ ମନ୍ଦିରଓଡ଼ିଶୀଜଗନ୍ନାଥଙ୍କ ଧୂପସରଳା ଦେବୀIndiaମଙ୍ଗଳା ମନ୍ଦିରମାସପରୀକ୍ଷାଭାରତୀୟ ସ୍ୱାଧୀନତା ଆନ୍ଦୋଳନଗିରିଜା କୁମାର ବଳୀୟାରସିଂହକାଞ୍ଚି ଅଭିଯାନଟ୍ରାଲୋକିନୁମାବଓଡ଼ିଆ କାବ୍ୟ କବିତାମହାତ୍ମା ଗାନ୍ଧୀଓଡ଼ିଆ ଭାଗବତପଣା ସଂକ୍ରାନ୍ତି🡆 More