ତପନ ପଟ୍ଟନାୟକ: ଓଡ଼ିଆ ସାହିତ୍ୟିକ

ତପନ ପଟ୍ଟନାୟକ (୮ ଜୁନ ୧୯୫୧–୧୪ ମାର୍ଚ୍ଚ ୨୦୨୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି, ଗୀତିକାର, ଲେଖକ, ଔପନ୍ୟାସିକ ଓ ପ୍ରକାଶକ ଥିଲେ । ତାଙ୍କର ଜଣାଶୁଣା ପୁସ୍ତକ ମଧ୍ୟରେ ସ୍ମୃତିତୀର୍ଥ, ଅଶ୍ରୁ ଓ ଅନ୍ଧକାର, କାବ୍ୟତାରା, ଢେଉ ଢେଉ ଅନ୍ଧକାର, ଫେରିବାର ମୂର୍ଚ୍ଛନାରେ, ଝରା ଶିଶିର, ଋତୁର ବାସ୍ନାରେ ଆଦି ଅନ୍ୟତମ । ସେ ପାଞ୍ଚ ଦଶନ୍ଧି ଧରି ରଚନାରେ ସକ୍ରିୟ ଥିଲେ । ତାଙ୍କ ସାହିତ୍ୟରେ ମୁଖ୍ୟତଃ ଜୀବନ, ପ୍ରକୃତି ଓ ଦର୍ଶନ ସନ୍ନିବେଶିତ । ତାଙ୍କ ରଚିତ ୪୮ ଖଣ୍ଡ ପୁସ୍ତକ ମଧ୍ୟରେ ୩୦ଟି କବିତା ସଂକଳନ, ୫ଟି ଗୀତିକବିତା ସଂକଳନ, ୧୧ଟି ଗଳ୍ପ ସଂକଳନ ଓ ୨ଟି ନାଟକ ଅନ୍ତର୍ଭୁକ୍ତ । ତାଙ୍କର ବିଭିନ୍ନ ପୁସ୍ତକ ଓଡ଼ିଆରୁ ଇଂରାଜୀକୁ ଅନୂଦିତ ହୋଇଛି । ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ନିମନ୍ତେ ସେ ୨୦୦୭ ମସିହାରେ ତାଙ୍କୁ ରାଜଧାନୀ ପୁସ୍ତକମେଳା ପୁରସ୍କାର ମିଳିଥିଲା ।

ତପନ ପଟ୍ଟନାୟକ
ଜନ୍ମ ଓ ଜନ୍ମସ୍ଥାନ(1951-06-08)୮ ଜୁନ ୧୯୫୧
ଛତ୍ରପୁର, ଗଞ୍ଜାମ
ମୃତ୍ୟୁ୧୪ ମାର୍ଚ୍ଚ ୨୦୨୩(2023-03-14) (ବୟସ ୭୧)
ଭୁବନେଶ୍ୱର
ଭାଷାଓଡ଼ିଆ, ଇଂରାଜୀ
ଜାତୀୟତାଭାରତୀୟ
ସାହିତ୍ୟ କୃତିସ୍ମୃତିତୀର୍ଥ
ଅଶ୍ରୁ ଓ ଅନ୍ଧକାର
କାବ୍ୟତାରା
ଢେଉ ଢେଉ ଅନ୍ଧକାର
ପୁରସ୍କାରରାଜଧାନୀ ପୁସ୍ତକମେଳା ପୁରସ୍କାର

୨୦୨୩ ମାର୍ଚ୍ଚ ୧୪ ତାରିଖରେ ଭୁବନେଶ୍ୱରରେ ତାଙ୍କର ଦେହାନ୍ତ ହୋଇଥିଲା ।

ଜୀବନୀ

ତପନ ପଟ୍ଟନାୟକ ଓଡ଼ିଶା ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଛତ୍ରପୁରଠାରେ ୧୯୫୧ ମସିହା ଜୁନ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ।

ମୃତ୍ୟୁ

୨୦୨୩ ମାର୍ଚ୍ଚ ମାସରେ ଶାରିରୀକ ଅସୁସ୍ଥତା ହେତୁ ସେ ଭୁବନେଶ୍ୱରରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ମାର୍ଚ୍ଚ ୧୪ ତାରିଖରେ ସେଠାରେ ତାଙ୍କର ଦେହାନ୍ତ ହୋଇଥିଲା ।

ରଚନାବଳୀ

  • ଅନୀନ୍ଦିତା ଓ ଅନ୍ୟାନ୍ୟ କବିତା
  • ଅଶ୍ରୁ ଓ ଅନ୍ଧକାର
  • ଋତୁର ବାସ୍ନାରେ
  • କାବ୍ୟତାରା
  • ଚଟିଘର (୨୦୦୨)
  • ଜନ୍ମାନ୍ତର
  • ଜୀବନ କାବ୍ୟ (୧୯୭୭)
  • ଝରା ଶିଶିର
  • ଢେଉ ଢେଉ ଅନ୍ଧକାର
  • ପ୍ରଦକ୍ଷଣ ପ୍ରତିପ୍ରସ୍ତ
  • ଫେରିବାର ମୂର୍ଚ୍ଛନାରେ
  • ଶୂନ୍ୟ ଧାନକ୍ଷେତ
  • ସୀମା ଓ ସ୍ମାରକୀ
  • ସୀମିତ ଏଇ ସମୟଦେହେ
  • ସ୍ମୃତିତୀର୍ଥ

ଇଂରାଜୀ

  • ମାଇ ଲଭ, ମାଇ ସିଜନ୍ସ

ଆଧାର

Tags:

ତପନ ପଟ୍ଟନାୟକ ଜୀବନୀତପନ ପଟ୍ଟନାୟକ ରଚନାବଳୀତପନ ପଟ୍ଟନାୟକ ଆଧାରତପନ ପଟ୍ଟନାୟକଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ପ୍ରଧାନ ପୃଷ୍ଠାହୃଷୀକେଶ ପଣ୍ଡାଭୃସଙ୍ଗ ଗଛଟମ୍ ଖା କାଇଜନ୍ମ ନିରୋଧଅଣସରବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୨୦୧୨ଦାସକାଠିଆଉପନିଷଦପୋଟଳ ରସାହେପାଟାଇଟିସଇଣ୍ଡୋନେସିଆବିରଳା ମନ୍ଦିର, ହାଇଦ୍ରାବାଦକବିସୂର୍ଯ୍ୟ ବଳଦେବ ରଥଭୂମିକମ୍ପପରିବେଶସୂର୍ଯ୍ୟବଂଶୀ ସୂରଜଦୁର୍ଗା ପୂଜାକମ୍ପ୍ୟୁଟରଡାକ ମୁନସୀଗଙ୍ଗାଧର ରଥହମିଦା ବାନୁ ବେଗମକଣ୍ଡୋମମହାପାତ୍ର ନୀଳମଣି ସାହୁଧନୁ (ରାଶି)କୋଣାର୍କଓଡ଼ିଶାର ମାପ ବ୍ୟବସ୍ଥାଭୀମ ପୃଷ୍ଟିବୃହସ୍ପତିଅଷ୍ଟ୍ରେଲିଆଲକ୍ଷ୍ମୀପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିଦ୍ୟୁତପ୍ରଭା ଦେବୀନାରାୟଣ ସାହୁଜଣ୍ଡିସ୍ଅଚ୍ୟୁତ ନାୟକସାରଳା ଦାସରାମଚନ୍ଦ୍ର ମିଶ୍ରରାମଚନ୍ଦ୍ର ବେହେରାରାଜ୍ୟ ସଭାଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୪ ଇଡିଅଟସ୍ଓଡ଼ିଶୀଜିମି ୱେଲ୍ସ୨୪ ଅପ୍ରେଲଜଗନମୋହ‌ନ ଲାଲପ୍ରଥମ ବିଶ୍ୱଯୁଦ୍ଧଶିଶୁ ଅନନ୍ତ ଦାସସମ୍ବଲପୁରସ୍ତନୟୁକ୍ରେନଆପେଣ୍ଡିସାଇଟିସଲଘିଷ୍ଠ ସାଧାରଣ ଗୁଣିତକକୁତାମ ଚଣ୍ଡୀ ମନ୍ଦିରଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)କୃଷ୍ଣପ୍ରସାଦ ମିଶ୍ରଅଭିରାମ ପରମହଂସ୨୫ ଅପ୍ରେଲବୀର ସୁରେନ୍ଦ୍ର ସାଏନେଲସନ ମଣ୍ଡେଲାସଂକ୍ରାନ୍ତିକିଶୋରୀ ଚରଣ ଦାସଅନନ୍ତ ବାସୁଦେବ ମନ୍ଦିରବଉଳଓଡ଼ିଶାର ଇତିହାସଚଇତି ଘୋଡ଼ା ନାଚଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସଦୀପା ସାହୁ (୧୯୮୫ ଜନ୍ମ)🡆 More