ନରସିଂହ ସେଣ: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ନରସିଂହ ସେଣ ଷୋଡଶ ଶତାବ୍ଦୀର ଅନ୍ୟତମ କବି | ପରିମଳ କାବ୍ୟ ତାଙ୍କର ଶ୍ରେଷ୍ଠ କୃତି | ଏହା ବ୍ୟତୀତ ସେ ଢେଗ ମାଳିକ ନାମରେ ଏକ କ୍ଷୁଦ୍ର ମାଳିକା ରଚନା କରିଥିବାର ଜଣାଯାଏ । ନରସିଂହ ରାଜା ପ୍ରତାପରୁଦ୍ର ଦେବଙ୍କ ରାଜସଭାର ପଣ୍ଡିତ ଥିଲେ । ତାଙ୍କ ପିତାଙ୍କ ନାମ ତପନ ସେଣ ଏବଂ ପିତାମହ ଉମାପତି | ନରସିଂହଙ୍କ ପୁତ୍ର ବିଶ୍ୱନାଥ ପଥ୍ୟାପଥ୍ୟବିନିଶ୍ଚୟ ନାମକ ଏକ ଆୟୁର୍ବେଦ ଗ୍ରନ୍ଥ ସଂସ୍କୃତରେ ଲେଖିଥିଲେ |

ନରସିଂହ ସେଣ
ଜନ୍ମ୧୬ଶ ଶତାବ୍ଦୀ
ବୃତ୍ତିପୌରାଣିକ କବି
ଉଲ୍ଲେଖନୀୟ କୃତିପରିମଳା କାବ୍ୟ,ଗୋପକେଳି,ଅଜବିଳାପ ଚଉତିଶା,ଢଗ ମୁକୁତାବଳୀ,ଢଗମାଳା

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଦିବ୍ୟଶଙ୍କର ମିଶ୍ର୨୬ ଅପ୍ରେଲଭୁବନେଶ୍ୱର ବେହେରାପ୍ରତିଭା ରାୟସ୍ୱାମୀ ବିବେକାନନ୍ଦବୌଦ୍ଧ ଧର୍ମଅଷ୍ଟମୀଓଡ଼ିଶା ଭାସ୍କରବିଜୁ ପଟ୍ଟନାୟକସତ୍ୟବାଦୀ ବନ ବିଦ୍ୟାଳୟଜୈନ ଧର୍ମପଦାର୍ଥହରିଡ଼ାସୁଶ୍ରୁତଫେସୋଟେରୋଡାଇନପଶ୍ଚିମ ଓଡ଼ିଶାପଣା ସଂକ୍ରାନ୍ତିବନବିହାରୀ ପଣ୍ଡାଲୋକନାଥ ଚୌଧୁରୀଯୋଗବେଦଆମ୍ବେଦକର ଜୟନ୍ତୀ୧୭ ଅପ୍ରେଲଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାମହେଶ ସାହୁବାଲେଶ୍ୱର ଜିଲ୍ଲାଜାପାନୀ ଭାଷାମନୋରଞ୍ଜନ ଦାସପଳାଶଆର୍ଯ୍ୟଭଟ୍ଟସୁନାପଣ୍ଡୁ ଓଷାମହାପ୍ରସାଦଉପେନ୍ଦ୍ର ଭଞ୍ଜଦ୍ୱିତୀୟ ବିଶ୍ୱଯୁଦ୍ଧକିଆରା ଆଡଭାନୀରାଜକିଶୋର ରାୟଜୟନ୍ତ ମହାପାତ୍ରହିନ୍ଦୀଦେବୀରମାକାନ୍ତ ରଥଭୀମ ଭୋଇପାଲାଲିଆପଞ୍ଚୁ ଫୁଟଣମଙ୍ଗଳା ମନ୍ଦିରକୋଣାର୍କ ସୂର୍ଯ୍ୟ ମନ୍ଦିରବାଞ୍ଛାନିଧି ମହାନ୍ତିଦେବୀ ନଦୀଆଳୁ ଭଜାଜଳକଳ୍କୀ ଅବତାରନଗର କୀର୍ତ୍ତନଓଡ଼ିଆ ଚଉତିଶାସିକ୍ଲ ସେଲ୍ ରୋଗତେଲୁଗୁ ଭାଷାଜଗନ୍ନାଥ ମନ୍ଦିରସାରଦା ଦେବୀହେପାଟାଇଟିସହିରୋ ନଂ ୱାନ୍ସିରିଆକାମଧେନୁ୧୧ ଅପ୍ରେଲପୁରୀକେନ୍ଦୁଝର ଜିଲ୍ଲାଚୈତ୍ରହନୁମାନ ଜୟନ୍ତୀ🡆 More