ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର

ଏକ ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର (DOI) ଏକ ପ୍ରକାରର ପର୍ସିସେଣ୍ଟ ଆଇଡେଣ୍ଟିଫାୟର । ଏହା ନିଆରାଭାବେ ବସ୍ତୁମାନଙ୍କୁ ବାଛିବାରେ ବ୍ୟବହାର କରାଯାଇଥାଏ । DOI ବ୍ୟବସ୍ଥା ମୁଖ୍ୟତଃ ଜର୍ଣ୍ଣାଲ ଭଳି ଇଲେକ୍ଟ୍ରୋନିକ ଡକୁମେଣ୍ଟମାନଙ୍କରେ ବ୍ୟବହୃତ । DOI ବ୍ୟବସ୍ଥା ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ଓ ଆନ୍ତର୍ଜାତିକ DOI ଫାଉଣ୍ଡେସନଦ୍ୱାରା ପରିଚାଳିତ ।

DOIର ଅର୍ଥ "ଏକ ବସ୍ତୁର ଡିଜିଟାଲ ସୂଚକ" କିନ୍ତୁ "ଏକ ଡିଜିଟାଲ ବସ୍ତୁର ସୂଚକ" । ଏଣୁ DOI "digital object-identifier" ପାଇଁ ବ୍ୟବହୃତ କିନ୍ତୁ "digital-object identifier" ପାଇଁ ନୁହେଁ।

ବସ୍ତୁର ମେଟାଡାଟା DOI ସହଯୋଗରେ ସାଇତାହୋଇଥାଏ । ଏଥିରେ ହୁଏତ ଏକ ଅବସ୍ଥିତି ଯଥା ୟୁଆରଏଲ (ବସ୍ତୁଟି କେଉଁଠି ମିଳିବ ତାହା ସୂଚାଇଥାଏ) ଆଦି ଅନ୍ତର୍ଭୁକ୍ତ । ଏକ ଡକୁମେଣ୍ଟ ପାଇଁ ଥିବା DOI ଉକ୍ତ ଡକୁମେଣ୍ଟର ଜୀବନକାଳ ସାରା ଠିକ ହୋଇ ରହିଥାଏ । ତେବେ ତାହାର ଅବସ୍ଥିତି ଓ ମେଟାଡାଟା ବଦଳିଥାଏ । ଏକ ଡକୁମେଣ୍ଟର DOIରୁ ତାହାର ମେଟାଡାଟା ବାବଦରେ ଜଣାଇବା ଯୋଗୁ କେବଳ URL ବ୍ୟବହାର କରିବା ଅପେକ୍ଷା ଏକ ସ୍ଥିର ଲିଙ୍କିଙ୍ଗ ମିଳିଥାଏ । କାରଣ URL ବଦଳିଲେ ମଧ୍ୟ ନୂଆ URLଟି ପାଇଁ ପ୍ରକାଶକଙ୍କୁ କେବଳ DOIର ମେଟାଡାଟା ବଦଳାଇବାକୁ ପଡ଼ିବ ।

ଏକ DOI ନାମ ମାନକ ସୂଚକ ରେଜିଷ୍ଟ୍ରି ଯଥା ISBN ଓ ISRC ଆଦିଠାରୁ ଅଲଗା । ଏକ ସୂଚକ ରେଜିଷ୍ଟ୍ରିର ଉଦ୍ଦେଶ୍ୟ ଦିଆଯାଇଥିବା ଏକ ରେଜିଷ୍ଟ୍ରି ଦଳ ପରିଚାଳନା କରିବା । କିନ୍ତୁ DOIର ପ୍ରାଥମିକ କାମ କାମ କରିପାରୁଥିବା ଓ ଅନ୍ତଃକାର୍ଯ୍ୟକାରୀ ଏକ ସୂଚକମାନଙ୍କ ସମାହାର ତିଆରିକରିବା ।

ବ୍ୟବହାର

DOI ବ୍ୟବସ୍ଥାର ମୂଳ ବ୍ୟବହାରଗୁଡ଼ିକ ହେଲା:

  • ୩,୦୦୦ ପାଖାପାଖି ପ୍ରକାଶକଙ୍କ ମିଳିତ ସଂଗଠନ କ୍ରସରେଫ ଆଦି ଜରିଆରେ ଶିକ୍ଷାଭିତ୍ତିକ ଉପକରଣ (ଜର୍ଣ୍ଣାଲ ପ୍ରସଙ୍ଗ, ବହି, ଇବହି ଆଦି);

ଆଧାର

ବାହାର ଲିଙ୍କ

Tags:

🔥 Trending searches on Wiki ଓଡ଼ିଆ:

ପୃଥିବୀ ଦିବସରାୟଗଡ଼ା ରେଳ ଷ୍ଟେସନପଣା ସଂକ୍ରାନ୍ତିବିଶ୍ୱନାଥ ଦାସ୨୬ ଅପ୍ରେଲକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବରଜମାତଙ୍ଗୀଗଣିତଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଭାରତୀୟ ଜନଗଣନାଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରସହଦେବ (ମହାଭାରତ)ଉଇକିମିଡ଼ିଆ ଫାଉଣ୍ଡେସନଉତ୍କଳ ବିଶ୍ୱବିଦ୍ୟାଳୟଅମୃତ ଫଳଦଗ୍ଧଭାରତୀୟ ଡାକ ସେବାବନମାଳୀ ଦାସଓଡ଼ିଆ ଭାଷା ଆନ୍ଦୋଳନରମାକାନ୍ତ ରଥରାମଚନ୍ଦ୍ର ମିଶ୍ରଅହଲ୍ୟାଜଗନ୍ନାଥ ପ୍ରସାଦ ଦାସଛବିଳ ମଧୁ ବର୍ଣ୍ଣବୋଧଦୁଃଶୀଳାଚାନ୍ଦବାଲିଚିତ୍ରା (ନକ୍ଷତ୍ର)ପାରାଦ୍ୱୀପକାନନ ମିଶ୍ରଜଗନ୍ନାଥଙ୍କ ଧୂପଓଡ଼ିଶାର କଳାହନୁମାନପ୍ରାଣକୃଷ୍ଣ ପରିଜାଲକ୍ଷ୍ମଣ ନାୟକଓଡ଼ିଆ କାବ୍ୟ କବିତାଶିବ ସେନାଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକା୧୪ ଅପ୍ରେଲମନୋରଞ୍ଜନ ଦାସଅହଲ୍ୟା (ଓଡ଼ିଆ କଥାଚିତ୍ର)ଜୁଲିଅସ ସିଜରରାଜା ରାମମୋହନ ରାୟନରେନ୍ଦ୍ର ମୋଦୀଜନ ଗଣ ମନରାମକୃଷ୍ଣ ପରମହଂସଅଚ୍ୟୁତ ସାମନ୍ତରୋମୀୟ ସାମ୍ରାଜ୍ୟବ୍ରହ୍ମୋତ୍ରୀ ମହାନ୍ତିପାପମୋଚନୀ ଏକାଦଶୀଚାଣକ୍ୟ୨୦ ଅପ୍ରେଲକ୍ଲେଭିଡିପିନସମୟ (କାଳ)ଅକ୍ଷର କଳାଓଡ଼ିଶାର ଲୋକନୃତ୍ୟଗୀତଗୋବିନ୍ଦଜିନା ସାମଲମହାପାତ୍ର ନୀଳମଣି ସାହୁଓଡ଼ିଆ୨୮ ଅପ୍ରେଲଜହ୍ନିଓଷାସଞ୍ଚିତା ମହାନ୍ତିରଣଜିତ ପଟ୍ଟନାୟକଜାତୀୟ ସଙ୍ଗୀତଭାରତ ସରକାର🡆 More