ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର

୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ୱାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।

ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
ବାରକୋଡ଼
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
The parts of a 10-digit I୧୦ଅଙ୍କ ବାରକୋଡ଼ର ଓ ୧୩ ଅଙ୍କ ବାରକୋଡ଼

ଆଧାର

Tags:

🔥 Trending searches on Wiki ଓଡ଼ିଆ:

କ୍ୟୁ. ଆର. କୋଡ଼ଓଡ଼ିଶାର ସଂସ୍କୃତିଆନନ୍ଦପୁରଜଗନ୍ନାଥବଳରାମ ଦାସସୋରିଷଯକୃତ୧ ଫେବୃଆରୀତାଳଚେରରୋହିତ ପୂଜାରୀଓଡ଼ିଆ କବି ମାନଙ୍କର ତାଲିକାଅଭିମନ୍ୟୁ ସାମନ୍ତସିଂହାରଲବଙ୍ଗକଲମ୍ବିଆଜବାହରଲାଲ ନେହେରୁକଦଳୀଗଛଅଦାବନ୍ଧୁ ମହାନ୍ତିଡାଲିଜଣ୍ଡିସ୍ହିନ୍ଦୁ ଧର୍ମଚିତ୍ତରଞ୍ଜନ ଦାସଉତ୍କଳ ଦିବସବିଭୂତି ପଟ୍ଟନାୟକଉଇକିପିଡ଼ିଆ ସମୂହର ତାଲିକାଚନ୍ଦ୍ରଶେଖର ଆଜାଦଭଦଭଦଳିଆବିଶ୍ୱନାଥ କରଘର ବାହୁଡ଼ାଭୂମିକମ୍ପମହାତ୍ମା ଗାନ୍ଧୀଙ୍କ ପରିବାରଶ୍ରୀନିବାସ ରାମାନୁଜନସାରଳା ଦାସଗାର୍ଗୀ ମହାନ୍ତିମଧୁସୂଦନ ରାଓଅଖିଳ ମୋହନ ପଟ୍ଟନାୟକବନ୍ଧୁତାଅକ୍ଷୟ ତୃତୀୟାଫକୀର ମୋହନ ସେନାପତିମୃଣାଳ ସେନଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କୃଷ୍ଣମଟର ସାଇକେଲଭଗବତ ଗୀତାଚନ୍ଦନଏଲିନା ସାମନ୍ତରାୟୟୁ ଟ୍ୟୁବଚିଲିକା ହ୍ରଦବ୍ୟଞ୍ଜନ ବର୍ଣ୍ଣଚଉଷଠି ଯୋଗିନୀ ମନ୍ଦିର, ହୀରାପୁରଚୈତ୍ର ମଙ୍ଗଳବାର ଓଷାବିରିସଞ୍ଜୀବ କୁମାର ମଲ୍ଲିକଲକ୍ଷ୍ମୀକାନ୍ତ ମହାପାତ୍ରଶ୍ରୀକାନ୍ତ ସାହୁଫୁଲସ୍ନେହସାରଅଂଶୁଘାତଗୋପୀନାଥ ମହାନ୍ତିବିଦୁସ୍ମିତାଓଡ଼ିଆ ସାହିତ୍ୟର ଇତିହାସକାଠଚମ୍ପାଗୋଲୋକ ବିହାରୀ ଧଳମଙ୍ଗଳା ମନ୍ଦିରସମ୍ବଲପୁର🡆 More