ଝୁଲନ୍ତା ପୋଲ, ରାୟଗଡ଼ା

ରାୟଗଡ଼ାର ଝୁଲନ୍ତା ପୋଲ ହେଉଛି ସହରର ଏକ ବିଶେଷ ଆକର୍ଷଣ । ଏହାର ଅନ୍ୟ ଏକ ବିଶେଷତ୍ୱ ହେଲା ଏହା ହେଉଛି ଓଡ଼ିଶାର ଦ୍ୱାତିୟ ଝୁଲନ୍ତା ପୋଲ । ପୋଲଟି ନାଗାବଳୀ ନଦୀ ଉପରେ ଏହାର ଦୁଇ ପାର୍ଶ୍ୱରେ ଥିବା ଅଞ୍ଚଳକୁ ଯୋଗାଯୋଗ କରିବା ପାଇଁ ଏକ ମାତ୍ର ମାଧ୍ୟମ । ଏତଦ୍ ବ୍ୟତୀତ ପୋଲଟି ପର୍ଯ୍ୟଟକମାନଙ୍କ ପାଇଁ ଏକ ବିଶେଷ ଆକର୍ଷଣ ।

ଝୁଲନ୍ତା ପୋଲ, ରାୟଗଡ଼ା
ଝୁଲନ୍ତା ପୋଲ, ରାୟଗଡ଼ା

ଇତିହାସ

କର୍ଣ୍ଣାଟକସ୍ଥିତ ଭାରତ ଗ୍ରାମ ସେତୁ ପ୍ରତିଷ୍ଠାନର ମୁଖ୍ୟ ଗିରୀଶ ଭରଦ୍ୱାଜଙ୍କଦ୍ୱାରା ଡିଜାଇନ କରାଯାଇଥିବା ଏହି ସେତୁ ଓଡ଼ିଶା ପୋଲିସ ହାଉସିଂ କର୍ପୋରେଶନଦ୍ୱାରା ୨୦୧୨ ମସିହାରେ ନିର୍ମିତ । ସ୍ଥାନୀୟ ଜିଲ୍ଲା ପ୍ରଶାସନର ଉଦ୍ୟମରେ ନିର୍ମିତ ଏହି ପ୍ରକଳ୍ପରେ ୧.୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ପୋଲ ନିର୍ମାଣ ଯୋଗୁଁ ପୋଲ ସେପାରିରେ ଥିବା ଗ୍ରାମବାସୀ ଏଣିକି ଆଉ କୋଲନରା ଦେଇ ନ ଆସି ସିଧା ସଳଖ ରାୟଗଡାରେ ପହଞ୍ଚି ପାରିବେ ଓ ଏହାଦ୍ୱାରା ସେମାନଙ୍କୁ ରାୟଗଡାର ଦୂରତା ୨୫ କି.ମି. କମିଯାଈଛି ।

ବିଶେଷତ୍ୱ

ପୋଲଟି 151 metres (495 ft) ବ୍ୟାପିଛି ଏବଂ ଭୂମିଠାରୁ 30.48 metres (100.0 ft) ଉପରେ ଅବସ୍ଥିତ । ଓଡ଼ିଶାର ଧବଳେଶ୍ୱର ପୀଠରେ ଥିବା ଝୁଲା ପୋଲକୁ ଛାଡିଦେଲେ ଓଡ଼ିଶାରେ ଏଭଳି ଝୁଲା ପୋଲ ଅନ୍ୟତ୍ର ଦେଖିବାକୁ ମିଳେ ନାହିଁ । ଜିଲ୍ଲା ପ୍ରଶାସନ ସହାୟତାରେ ନିର୍ମିତ ଏଭଳି ପ୍ରକଳ୍ପର ଅନ୍ୟ ଏକ ଉଦାହରଣ ଓଡ଼ିଶାରେ ଦେଖିବାକୁ ମିଳେନି । ପ୍ରକଳ୍ପଟି ୨୦୧୧ ମସିହାରେ ଆରମ୍ଭ ହୋଇ ମାତ୍ର ତିନି ମାସର ରେକର୍ଡ ସମୟ ମଧ୍ୟରେ ସମ୍ପନ୍ନ ହୋଇପାରିଥିଲା ।

ଭୌଗୋଳିକ ଅବସ୍ଥାନ

ରାୟଗଡା ସହର ନିକଟବର୍ତ୍ତି ଚେକାଗୁଡାଠାରେ ପୋଲଟି ଅବସ୍ଥିତ । ଏହାର ଭୌଗୋଳିକ ଅବସ୍ଥାନ ହେଉଛି Lat 19° 10′ 02″ N and Lon. 83° 25′ 58″ E.

ଆଧାର

ବାହାର ଲିଙ୍କ

19°10′02″N 83°25′58″E / 19.16722°N 83.43278°E / 19.16722; 83.43278

Tags:

ଝୁଲନ୍ତା ପୋଲ, ରାୟଗଡ଼ା ଇତିହାସଝୁଲନ୍ତା ପୋଲ, ରାୟଗଡ଼ା ବିଶେଷତ୍ୱଝୁଲନ୍ତା ପୋଲ, ରାୟଗଡ଼ା ଭୌଗୋଳିକ ଅବସ୍ଥାନଝୁଲନ୍ତା ପୋଲ, ରାୟଗଡ଼ା ଆଧାରଝୁଲନ୍ତା ପୋଲ, ରାୟଗଡ଼ା ବାହାର ଲିଙ୍କଝୁଲନ୍ତା ପୋଲ, ରାୟଗଡ଼ା

🔥 Trending searches on Wiki ଓଡ଼ିଆ:

ମୌଳିକ ସଂଖ୍ୟାରମାକାନ୍ତ ପଣ୍ଡାଭାରତକୋରାପୁଟମହାତ୍ମା ଗାନ୍ଧୀଙ୍କ ପରିବାରରତ୍ନାକର ଚଇନିପଠାଣି ପଟ୍ଟନାୟକଓଡ଼ିଶାର କଳାଶବ୍ଦ (ପଦ)ବିଶ୍ୱନାଥ ଦାସସମ୍ବାଦ (ଖବରକାଗଜ)ଭାରତର ସଂସ୍କୃତିଟୀକା ଗୋବିନ୍ଦ ଚନ୍ଦ୍ରକଲମଉପେନ୍ଦ୍ର ଭଞ୍ଜକଳାପାହାଡ଼ପାରାଦ୍ୱୀପଶିଶୁ ଅନନ୍ତ ଦାସହନୁମାନମହାଦେଶଏମିତି ଭାଇ ଜଗତେ ନାହିଁଗୋପବନ୍ଧୁ ଦାସବିଜୁ ଜନତା ଦଳଯୋଗଜୁଲିଅସ ସିଜରଜାଭା (ପ୍ରୋଗ୍ରାମିଂ ଭାଷା)ଉତ୍କଳ ଦୀପିକାଗଜେନ୍ଦ୍ର ପ୍ରସାଦ ସାହୁଚୈତ୍ର ପୂର୍ଣ୍ଣିମାମାୟାଧର ମାନସିଂହଅଳତାପ୍ଲୀହାକୃଷ୍ଣପ୍ରସାଦ ମିଶ୍ରରାୟଗଡ଼ା ରେଳ ଷ୍ଟେସନଅରୁଣା ମହାନ୍ତିଫକୀର ମୋହନ ସେନାପତିସ୍ତନ୍ୟପାୟୀଦୀନକୃଷ୍ଣ ଦାସବୁଧବାରଶେର ଶାହ ସୁରୀଭଦଭଦଳିଆହନୁମାନ ଚାଳିଶାପକ୍ଷୀଯକୃତପ୍ରତିଭା ରାୟ୧୯ ମାର୍ଚ୍ଚଜୟୀରାମ ସାମଲଅସହଯୋଗ ଆନ୍ଦୋଳନଦାଶରଥୀ ଜେନାଦୁଃଶୀଳାଛେନା ମୁଡୁକିଗୁରୁଆମ୍ବଗୋଦାବରୀଶ ମିଶ୍ରଓଡ଼ିଶାବିଭୁଦତ୍ତ ମିଶ୍ରସିପାହୀ ବିଦ୍ରୋହଭି. କାର୍ତ୍ତିକେୟ ପାଣ୍ଡିଆନରାସେଶ୍ୱରୀ ପାଣିଗ୍ରାହୀରାଜେନ୍ଦ୍ର ନାରାୟଣ ସିଂହଦେଓବଳରାମ ଦାସଭାରତୀୟ ସମ୍ବିଧାନଭୁବନେଶ୍ୱର ମିଶ୍ରକରଞ୍ଜଧରଣୀଧର ଭୂୟାଁତୁମ ପରି ଛୋଟ ପିଲାଟିଏଜାତୀୟ ଖାଦ୍ୟ ସୁରକ୍ଷା ନୀତି ୨୦୧୩ଚମ୍ପୂପ୍ରଶାନ୍ତ ନନ୍ଦ🡆 More