ଚନ୍ଦାହାଣ୍ଡି

]

ଚନ୍ଦାହାଣ୍ଡି‌
ସହାରାଞ୍ଚଳ
Countryଚନ୍ଦାହାଣ୍ଡି ଭାରତ
Stateଓଡ଼ିଶା
Districtନବରଙ୍ଗପୁର
Population
 (୨୦୧୧)
 • Total୭୩୯୫୩
Languages
Time zoneUTC+5:30 (IST)
PIN
୭୬୪୦୭୭
Telephone code୦୬୮୫୮
ଯାନବାହାନ ପଞ୍ଚୀକରଣOD
Sex ratio49.7:50.3 ♂/♀
Websiteodisha.gov.in

ଚନ୍ଦାହାଣ୍ଡି, ଭାରତୀୟ ରାଜ୍ୟ ଓଡ଼ିଶାର ନବରଙ୍ଗପୁର ଜିଲ୍ଲାରେ ଏକ ବ୍ଲକ

ଜନସଂଖ୍ୟା

୨୦୦୧ ଜନଗଣନା ଅନୁସାରେ ,  ସହରର ଲୋକ ସଂଖ୍ୟା ୬୧,୦୭୬ ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା ୩୦,୩୫୦ ଓ ମହିଳା ୩୦,୭୨୬ ଥିଲା । ଏଠାରେ ଆଦିବାସୀ ୬,୪୭୯ ଥିବା ବେଳେ ଉପଜାତିର ଲୋକ ୨୦,୨୭୬ ଥିଲେ । ୨୦୧୧ ଜନଗଣନାରେ ଲୋକ ସଂଖ୍ୟା ବୃଦ୍ଧି ଘଟି ୭୩,୯୫୩ ହୋଇଥିଲା । 

ଯାତାୟତ 

ଏଠାରୁ ନିକଟସ୍ଥ ରେଳ ଷ୍ଟେସନ ଭାବନିପାଟଣାଠାରେ ୭୫ କିଲୋମିଟର ଦୂରରେ ଅବସ୍ଥିତ । 

ଦର୍ଶନୀୟ ସ୍ଥାନ 

  • ଫୁଲଝୋରୀ  ଡେମ 
  • ମାଁ ପେନ୍ଦରାଣୀ ମନ୍ଦିର 
  • ଜଗନ୍ନାଥ ମନ୍ଦିର 
  • ଭୈରଗୁମର ଜଳପ୍ରପାତ

ଅର୍ଥନୀତି

ଏହି ଗ୍ରାମ କୃଷି ଉପରେ ନିର୍ଭରଶୀଳ । ତାହା ଛଡା ନିକଟସ୍ଥ ଜଙ୍ଗଲ ଏହାର ଅଧିବାସୀଙ୍କୁ କେନ୍ଦୁ ପାତ୍ର ଓ ଅନନ୍ୟ ଜଙ୍ଗଲଜାତ ଦ୍ରବ୍ୟ ପ୍ରଦାନ କରେ । ଏଠାରେ ଜୁଆର ଚାଷ ବହୁଳ ପରିମାଣରେ ହେଇ ଅନ୍ୟ ଅଞ୍ଚଳକୁ ପଠାଯାଏ । 

ଯାନୀ ଯାତ୍ରା 

  • ଏଠାରେ ପ୍ରତିବର୍ଷ "ମଣ୍ଡେଇ" ନାମକ ଯାତ୍ରା ହୁଏ ଓ ନବରଙ୍ଗପୁରର ବହୁ ଅଞ୍ଚଳରୁ ଲୋକ ସମାଗମ ହୁଏ । ଏହା ବ୍ୟତୀତ ରଥ ଯାତ୍ରା , ଦୂର୍ଗା ପୂଜା ଆଦି ଏଠାରେ ପାଳିତ ହୁଏ । 

ଆଧାର 

Tags:

ଚନ୍ଦାହାଣ୍ଡି ଜନସଂଖ୍ୟାଚନ୍ଦାହାଣ୍ଡି ଯାତାୟତ ଚନ୍ଦାହାଣ୍ଡି ଯାନୀ ଯାତ୍ରା ଚନ୍ଦାହାଣ୍ଡି ଆଧାର ଚନ୍ଦାହାଣ୍ଡି

🔥 Trending searches on Wiki ଓଡ଼ିଆ:

ମୟୂରଭଞ୍ଜ ଜିଲ୍ଲାବର କୋଳିସର୍ବପଲ୍ଲୀ ରାଧାକୃଷ୍ଣନସଚ୍ଚିଦାନନ୍ଦ ରାଉତରାୟକୁପୋଷଣ୮୮୭କୌରବପ୍ରଧାନ ପୃଷ୍ଠାମିଥୁନ (ରାଶି)ପବିତ୍ର ପାଣିଗ୍ରାହୀଦିଲ୍ଲୀବେଲସ୍ୱର ବର୍ଣ୍ଣଅଂକୋର୍ ୱାଟ୍ସୌଭାଗ୍ୟ କୁମାର ମିଶ୍ରବ୍ରାହ୍ମଣନନ୍ଦିନୀ ଶତପଥୀତେଜସ୍କ୍ରିୟ କ୍ଷୟସ୍ୱାମୀ ବିବେକାନନ୍ଦଭାରତୀୟ ଆଇନରେ ବ୍ୟଭିଚାରଶଗୁନ୍ ଚୌଧୁରୀପଦାର୍ଥ ବିଜ୍ଞାନତାଜମହଲଭୀମ ପୃଷ୍ଟିମଧୁସୂଦନ ଦାସହିଙ୍ଗୁଳା ମନ୍ଦିରହିନ୍ଦୁନିତ୍ୟାନନ୍ଦ ଶତପଥୀମାଗୁଣି ଚରଣ କୁଅଁରକାଶୀ ବିଶ୍ୱନାଥ ମନ୍ଦିରହନୁମାନ ଜୟନ୍ତୀକୁନ୍ତଳା କୁମାରୀ ସାବତଫାଇଜାବାଦ ରେଳ ଷ୍ଟେସନଯକୃତଅଚ୍ୟୁତାନନ୍ଦ ଦାସସାହି ଯାତଫକୀର ମୋହନ ସେନାପତିବଡ଼ପଡ଼ାପଠାଣି ସାମନ୍ତଭଗବତୀ ଦେଉଳଜଗନ୍ନାଥ ମନ୍ଦିରଆଲେକ୍‌ଜାଣ୍ଡର୍ ମହାନଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାନୀଳଶୈଳ (ଉପନ୍ୟାସ)ବ୍ୟଞ୍ଜନ ବର୍ଣ୍ଣଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଗଙ୍ଗାଧର ରଥପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷହନୁମାନ ଚାଳିଶାJagannathଚୋଡ଼ଗଙ୍ଗ ଦେବୟୁନେସ୍କୋନୀଳମାଧବ ମନ୍ଦିରତରୁଣକାନ୍ତି ମିଶ୍ରରୋମାନିଆରେବତୀ (କ୍ଷୁଦ୍ରଗଳ୍ପ)ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟଗୋଦାବରୀଶ ମିଶ୍ରସୋଫୋସବୁଭିର/ଭେଲପାଟାସଭିରହିମାଳୟ୧୯ ଜାନୁଆରୀଶବ୍ଦ (ଧ୍ୱନି)ଅଣଚାଶ ପବନହରପ୍ପା ସଭ୍ୟତାଦଣ୍ଡ ନାଟବରୁଣରମାଦେବୀ ଚୌଧୁରୀ🡆 More