ନବରଙ୍ଗପୁର ଜିଲ୍ଲା: ଓଡ଼ିଶାର ପ୍ରଶାସନିକ ଜିଲ୍ଲା

]

ନବରଙ୍ଗପୁର
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାନବରଙ୍ଗପୁର
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭା୪ଟି ଆସନ
 
  • ୧. ଉମରକୋଟ (୦୭୩)
    ୨. ଝରିଗାଁ (୦୭୪)
    ୩. ନବରଙ୍ଗପୁର (୦୭୫)
    ୪. ଦାବୁଗାଁ (୦୭୬)
Area
 • ଜିଲ୍ଲା5294 km2 (2,044 sq mi)
Population
 (୨୦୧୧)
 • ଜିଲ୍ଲା୧୨୧୮୭୬୨
 • Density230/km2 (600/sq mi)
 • Urban
୮୭୭୦୫
 • Rural
୧୧୩୧୦୫୭
 • ୬ ବର୍ଷରୁ କମ ଶିଶୁ
୨୦୧୯୦୧
Time zoneIST (+୫.୩୦)
ଡାକ କୋଡ଼ (ପିନ୍)
୭୬୪ xxx
ତାର (ଏସ୍.ଟି.ଡ଼ି)୦୬
ଯାନବାହାନ ପଞ୍ଚୀକରଣOD-24
ଜିଲ୍ଲାପାଳରଶ୍ମିତା ପଣ୍ଡା
WebsiteOfficial website

ନବରଙ୍ଗପୁର ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ନବରଙ୍ଗପୁର ସହର ଏହାର ପ୍ରଶାସନିକ ମୁଖ୍ୟ ସହର । ଏହି ଜିଲ୍ଲାର ଅଧିକାଂଶ ଲୋକ ଆଦିବାସୀ ଓ ଅଧିକାଂଶ ଭୂଭାଗ ଜଙ୍ଗଲଦ୍ୱାରା ଆଚ୍ଛାଦିତ । ନବରଙ୍ଗପୁର ଓ ଉମରକୋଟ ଏହି ଜିଲ୍ଲାର ମୂଖ୍ୟ ସହର ।

ଭୂଗୋଳ

ଅବସ୍ଥିତି

ଏହା ଓଡ଼ିଶାର ଦକ୍ଷିଣ-ପଶ୍ଚିମ ଭାଗରେ, କୋରାପୁଟ ଜିଲ୍ଲା ନିକଟରେ ୧୯.୧୪' ଉତ୍ତର ଅକ୍ଷାଂଶ ଓ ୮୨.୩୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହାର ଉଚ୍ଚତା 1,876 feet (572 m) ।

ଜନସଂଖ୍ୟା

୨୦୧୧ ଜନଗଣନା ଅନୁସାରେ, ନବରଙ୍ଗପୁର ଜିଲ୍ଲାର ମୋଟ ଲୋକସଂଖ୍ୟା ୧୨,୧୮,୭୬୨ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୧,୩୧,୦୫୭ ଓ ସହରାଞ୍ଚଳରେ ୮୭,୭୦୫ ଲୋକ ବାସ କରନ୍ତି । ।

  • ପୁରୁଷ: ୬,୦୬,୦୪୬
    • ଗ୍ରାମାଞ୍ଚଳ: ୫,୫୯,୯୩୩
    • ସହରାଞ୍ଚଳ: ୪୪,୧୧୩
  • ମହିଳା: ୬,୧୪,୭୧୬
    • ଗ୍ରାମାଞ୍ଚଳ: ୫,୭୧,୧୨୪
    • ସହରାଞ୍ଚଳ: ୪୩,୫୯୨
  • ଛ ବର୍ଷରୁ କମ: ୨,୦୧,୯୦୧
  • ପଢୁଆ ହାର: ୪୮.୨୦%
    • ପୁରୁଷ: ୫୯.୪୫%
    • ମହିଳା: ୩୭.୨୨%

ପର୍ଯ୍ୟଟନସ୍ଥଳୀ

୨୦୧୨ ମସିହାରେ ନବରଙ୍ଗପୁର ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ୨ ଲକ୍ଷ ୭୦ ହଜାର ୮୨୦ ଜଣ ପର୍ଯ୍ୟଟକ ବୁଲି ଦେଖିଥିଲେ ।

  • ପୋଡାଗଡ଼, ଉମରକୋଟ
  • ଚନ୍ଦନଧାରା ଜଳପ୍ରପାତ
  • ହିର୍ଲୀ ପର୍ବତ
  • କେଲିଆ ଶୈବପୀଠ, ଡାବୁଗାଁ
  • ନୀଳକଣ୍ଠେଶ୍ୱ୍ଅର ମନ୍ଦିର, ପାପଡା ହାଣ୍ଡି
  • ପେଣ୍ଡ୍ରାଣୀ ମନ୍ଦିର

ଆଧାର

ଅଧିକ ତଥ୍ୟ

Tags:

ନବରଙ୍ଗପୁର ଜିଲ୍ଲା ଭୂଗୋଳନବରଙ୍ଗପୁର ଜିଲ୍ଲା ଅବସ୍ଥିତିନବରଙ୍ଗପୁର ଜିଲ୍ଲା ପର୍ଯ୍ୟଟନସ୍ଥଳୀନବରଙ୍ଗପୁର ଜିଲ୍ଲା ଆଧାରନବରଙ୍ଗପୁର ଜିଲ୍ଲା ଅଧିକ ତଥ୍ୟନବରଙ୍ଗପୁର ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ବୃନ୍ଦାବନଇତିହାସଚନ୍ଦ୍ରଗୁପ୍ତଲକ୍ଷ୍ମୀପ୍ରିୟା ମହାପାତ୍ରଦଣ୍ଡ ନାଟମୟୂରଭଞ୍ଜ ରାଜ୍ୟଓଡ଼ିଶାର ଇତିହାସଆଠଗଡ଼ ଗଡ଼ଜାତ ରାଜ୍ୟଜଗନ୍ନାଥ ମନ୍ଦିର, ବାରିପଦାପରଜା ଜନଜାତିଗୋପବନ୍ଧୁ ଦାସକାଳୀବରଗଛଧାତୁକଟକଶାରଳା ପୁରସ୍କାରଖାଦ୍ୟଶ୍ରୀରାମ ପଣ୍ଡାନରୱେଭାରତଅଭିମନ୍ୟୁ ସାମନ୍ତସିଂହାରବସନ୍ତ କୁମାରୀ ପଟ୍ଟନାୟକଚିନ୍ତାମଣିଶ୍ୱର ଶିବ ମନ୍ଦିରରାସନ କାର୍ଡ଼ (ଭାରତ)ଇଣ୍ଡିଆନ ପ୍ରିମିଅର ଲିଗଓଡ଼ିଶା ପ୍ରିମିଅର ଲିଗଜୟା ବଚ୍ଚନବିବାହଗୋବିନ୍ଦ ତ୍ରିପାଠୀମନମୋହନ ସାମଲଭଗବତୀ ଚରଣ ପାଣିଗ୍ରାହୀଜଗନ୍ନାଥଙ୍କ ଷୋଳକଳାଓଡ଼ିଆ ଖାଦ୍ୟସ୍ୱର ବର୍ଣ୍ଣଏମ ଏନ ଶ୍ରୀନିବାସଓଡ଼ିଆ ଗହଣାଗୁରୁ ପ୍ରସାଦ ମହାନ୍ତି୧୨୦୦ଅକ୍ଷୟ ତୃତୀୟାରାମଚନ୍ଦ୍ର ମିଶ୍ରନାରାୟଣ ସାହୁ (୧୯୩୮ ଜନ୍ମ)ଗନ୍ଧମାର୍ଦନପଞ୍ଚତନ୍ତ୍ରରାମ ନବମୀଓଡ଼ିଶୀ ସଙ୍ଗୀତଦୀପକ ମିଶ୍ରଓଡ଼ିଆ ସାହିତ୍ୟର ଇତିହାସବବ୍‌ଲିଛଉ ନାଚଉଇକିପାଠାଗାରଗଇଁଠାମାଧବୀ ଦାସୀଭାସ୍କରେଶ୍ୱର ମନ୍ଦିରଲିଙ୍ଗରାଜ ମନ୍ଦିରଭାଷାବଲାଙ୍ଗୀର ଜିଲ୍ଲାଫ୍ରାଜାଇଲ ଏକ୍ସ ସିଣ୍ଡ୍ରୋମଧବଳେଶ୍ୱର ମନ୍ଦିରବୀରକିଶୋର ଦାସଶିବାଜୀ୧୯୬୧ର ଓଡ଼ିଆ କଥାଚିତ୍ର୬ ମାର୍ଚ୍ଚ୨ ମଇରାଧାନାଥ ରାୟଟିଣହରେକୃଷ୍ଣ ମହତାବ୧୪ ଅପ୍ରେଲଯକୃତଓଡ଼ିଶାର ପର୍ବପର୍ବାଣିଜଗନ୍ନାଥନିମାପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)🡆 More