ଖଟା

ସପୁରୀ ଖଟା ମହାପ୍ରଭୁଙ୍କ ୫୬ ଭୋଗରୁ ଏକ ଭୋଗ ଅଟେ ।

ସପୁରୀ ଖଟା

ଉପକରଣ

  • ସପୁରୀ ୧ ଟା (ବଡ଼)
  • ତେନ୍ତୁଳିର ରସ ୩ ଚାମଚ
  • କୋରା ନଡ଼ିଆ ଦେଢ଼ କପ
  • ଗୁଆଘିଅ ୩ ଚାମଚ
  • ଆବଶ୍ୟକ ଅନୁସାରେ ଗୁଡ଼, ଚିନିi
  • ଲୁଣ, ହଳଦୀ ଗୁଣ୍ଡ, ଜିରା, ସୋରିଷ ଓ ପାଣି

ପ୍ରସ୍ତୁତି

ଆଗେ ସପୁରୀକୁ ଧୋଇ ପରିଷ୍କାର କରି ଉପର ଅଂଶ କାଟି ଦିଅନ୍ତୁ।ସପୁରୀର ଚୋପା ଛଡ଼େଇ ଏହାକୁ ସରୁ ସରୁ କରି କାଟି ଦିଅନ୍ତୁ ଓ କୌଣସି ଏକ ପାତ୍ରରେ ଏହାକୁ ରଖନ୍ତୁ।ଏହି କଟା ସପୁରୀକୁ ଦରକାର ଅନୁଯାୟୀ ଗୁଡ଼ ବା ଚିନି, ଲୁଣ ଓ ହଳଦୀ ଗୁଣ୍ଡ ମିଶାନ୍ତୁ।ଗରମ ଗିଆ ପାତ୍ରରେ ସୋରିଷ ଓ ଜିରା ଫୁଟାନ୍ତୁ ଏବଂ ଏଥିରେ ଲୁଣ ଓ ହଳଦୀ ଗୁଣ୍ଡ ମିଶା କଟା ସପୁରୀକୁ ପକାଇ ଭଲକରି କଷନ୍ତୁ।କଷା ସରିବା ପରେ କୋରା ନଡ଼ିଆ ଓ ତେନ୍ତୁଳି ରସ ପକାଇ ଏହାକୁ କିଛି ସମୟ ଫୁଟାଇ ଦିଅନ୍ତୁ।ସପୁରୀ ସିଝି ଗଲେ, ଏହାକୁ ଚୁଲ୍ଳିରୁ ଓହ୍ଲାଇ ଦିଅନ୍ତୁ।ବର୍ତ୍ତମାନ ସପୁରୀ ଖଟା ପ୍ରସ୍ତୁତ ହୋଇଗଲା।

ସେଓ ଖଟା

ସେଓ ଖଟା ମଧ୍ୟ ଶ୍ରୀଜଗନ୍ନାଥଙ୍କ ୫୬ ଭୋଗରୁ ଏକ ଭୋଗ ଅଟେ।

ଉପକରଣ

  • ସେଓ ୫୦୦ ଗ୍ରାମ
  • କୋରା ନଡ଼ିଆ ୨ କପ
  • ଜିରା ୧ ଚାମଚ
  • ଗୁଆଘିଆ ୩ ଚାମଚ
  • ଭଜା ସୋରିଷ ଗୁଣ୍ଡ ୨ ଚାମଚ
  • ତେନ୍ତୁଳି ରସ ୪ ଚାମଚ
  • ଦରକାର ଅନୁସାରେ ଗୁଡ଼ ବା ଚିନି
  • ହଳଦୀ ଗୁଣ୍ଡ
  • ଲୁଣ
  • ମଧୁରି
  • ପାଣି

ପ୍ରସ୍ତୁତି

ସେଓକୁ ପାଣିରେ ପରିଷ୍କାର କରି ଧୋଇ ଛୋଟ ଛୋଟ କରି କାଟନ୍ତୁ।ନଖ ଉଷୁମ ପାଣିରେ କଟା ସେଓ, ଗୁଡ଼ ବା ଚିନି, ହଳଦୀ ଗୁଣ୍ଡ ଓ ଦରକାର ଅନୁସାରେ ଲୁଣ ପକାଇ ଫୁଟାନ୍ତୁ।ଏହା ଭଲରେ ସିଝି ଗଲେ ଏହାକୁ ଚୁଲ୍ଳିରୁ ଓହ୍ଲାଇ ଦିଅନ୍ତୁ। ଗରମ ଘିଅ ପାତ୍ରରେ ଜିରା ଫୁଟାନ୍ତୁ ଓ ସେଥିରେ କୋରା ନଡ଼ିଆ ଓ ତେନ୍ତୁଳି ରସ ଦେଇ ଭାଜନ୍ତୁ।ଏହା ଭଲରେ ଭଜା ସରିବା ପରେ ଏଥିରେ ପ୍ରସ୍ତୁତ ସେଓକୁ ପକାନ୍ତୁ।ଏହାକୁ ଭଲକରି ଗୋଳାନ୍ତୁ ଓ ତା' ଉପରେ ମଧୁରି ଏବଂ ଗୁଣ୍ଡ ସୋରିଷ ପକାଇ ତାକୁ ଗୋଳାନ୍ତୁ।ଏମିତି ଗୋଳାଇ ଚାଲନ୍ତୁ ଯେପର୍ଯ୍ୟନ୍ତ ସେଓ ଖଟା ପ୍ରସ୍ତୁତ ହୋଇନାହିଁ।ସେଓ ଖଟା ପ୍ରସ୍ତୁତ ହୋଇଗଲେ ଏହାକୁ ଚୁଲ୍ଳିରୁ ତଳକୁ ଓହ୍ଲାଇ ଦିଅନ୍ତୁ।ଏଥର ସେଓ ଖଟା ପ୍ରସ୍ତୁତ ହୋଇଗଲା।

Tags:

ଖଟା ସପୁରୀ ଖଟା ସେଓ ଖଟା

🔥 Trending searches on Wiki ଓଡ଼ିଆ:

ରମାକାନ୍ତ ରଥରାମକୃଷ୍ଣ ପରମହଂସଶାନ୍ତନୁ କୁମାର ଆଚାର୍ଯ୍ୟଜଗନ୍ନାଥ ପ୍ରସାଦ ଦାସପ୍ରଗତିବାଦୀମହାନଦୀମୌଳିକ ସଂଖ୍ୟାଶ୍ରୀନିବାସ ରାମାନୁଜନଲିଙ୍ଗରାଜ ମନ୍ଦିରକାଳିନ୍ଦୀ ଚରଣ ପାଣିଗ୍ରାହୀଏଞ୍ଜେଲା ମେର୍କେଲ୍ଜୟୀରାମ ସାମଲବିରାଟ କୋହଲୀନୀଳକଣ୍ଠ ଦାସଗର୍ଭାଶୟ ଅନ୍ତଃସ୍ତର କର୍କଟଅମାବାସ୍ୟାର ଚନ୍ଦ୍ରଉତ୍କଳ ବିଶ୍ୱବିଦ୍ୟାଳୟଓଡ଼ିଆ ଖାଦ୍ୟପଥ ଓ ପୃଥିବୀ୫ ନଭେମ୍ବରଆକବରନେଲସନ ମଣ୍ଡେଲାସଂକ୍ରାନ୍ତିଗଡ଼ଜାତ କୃଷକଗୋପାଳ ଚନ୍ଦ୍ର ପ୍ରହରାଜରାକ୍ଷୀ ପୂର୍ଣ୍ଣିମାଫକୀର ମୋହନ ସେନାପତିରାଣୀ ଲକ୍ଷ୍ମୀବାଈଧର୍ମଦୀନକୃଷ୍ଣ ଦାସଲାଟିନ ଭାଷାଡାକ ମୁନସୀରାଜ୍ୟ ସଭାଭଣ୍ଡ ଗଣେଶଫୋସିନୋପ୍ରିଲବଳଜଗନ୍ନାଥଗର୍ଭାବସ୍ଥାଦାମୋଦର ରାଉତଓଡ଼ିଶାର ଲୋକନୃତ୍ୟକାଳିଚରଣ ପଟ୍ଟନାୟକଗୋପବନ୍ଧୁ ଚୌଧୁରୀରାୟଗଡ଼ା ଜିଲ୍ଲାମାଟିର ମଣିଷଓଡ଼ିଆ ରାନ୍ଧଣାତପନ କୁମାର ପ୍ରଧାନକୋଣାର୍କପ୍ଲୁଟୋବୌଦ୍ଧ ଧର୍ମଉତ୍କଳ ବ୍ରାହ୍ମଣବୀଣାପାଣି ମହାନ୍ତିଶ୍ୱେତସାରଜନ୍ମ ନିରୋଧଅଷ୍ଟ୍ରିଆଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରମହାରାଷ୍ଟ୍ରଭଦ୍ରକ ଜିଲ୍ଲାଟୁକୁନି ସାହୁଶେର ଶାହ ସୁରୀନଟବର ସାମନ୍ତରାୟରାମଶଙ୍କର ରାୟ୦ (ସଂଖ୍ୟା)ଭୂଗୋଳରାଧାମୋହନ ଗଡ଼ନାୟକଖାଦ୍ୟସୁଭାଷ ଚନ୍ଦ୍ର ବୋଷହେମଲତା ମାନସିଂହତିଳ ଚତୁର୍ଥୀନଅଙ୍କ ଦୁର୍ଭିକ୍ଷଜିନା ସାମଲ୨୬ ଅପ୍ରେଲପାଇକ ବିଦ୍ରୋହ🡆 More