ଗୁନ୍‌ଗୁନ୍‌: ଓଡ଼ିଆ ଅଭିନେତ୍ରୀ

ଗୁନ୍‌ଗୁନ୍‌ ଜଣେ ଓଡ଼ିଆ ଅଭିନେତ୍ରୀ ଏବଂ ଉପସ୍ଥାପିକା । ୨୦୦୫ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଓମ୍ ଶାନ୍ତି ଓମ୍‌ରେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ ଗୁନ୍‌ଗୁନ୍ । ସେ ସାକ୍ଷୀ ରହିଲା ଏ ସିଂହଦୁଆର ଚଳଚ୍ଚିତ୍ରରେ ପ୍ରଥମ କରି ନାୟିକା ଭାବରେ ଅଭିନୟ କରିଥିଲେ । ପରେ ପରେ ପୁପିନ୍ଦର ସିଂଙ୍କ ସ‌ହ କିଛି ଖଟା କିଛି ମିଠାରେ ସେ ମଧ୍ୟ ନାୟିକା ଭାବରେ ଅଭିନୟ କରିଥିଲେ ।

ଗୁନ୍‌ଗୁନ୍
ଜନ୍ମ୨୨ ଜୁଲାଇ
ବୃତ୍ତି(ସମୂହ)ଉପସ୍ଥାପିକା
ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୯ରୁ-ଏବେଯାଏଁ

ଗୁନ୍‌ଗୁନ୍ ଜଣେ ଉପସ୍ଥାପିକା ଭାବରେ ଅନେକ ସ୍ଥାନରେ କାମ କରିଛନ୍ତି । ଗୁନ୍‌ଗୁନ୍‌ଙ୍କର ମାଆ ଆକାଶବାଣୀରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କଠାରୁ ଉତ୍ସାହିତ ହୋଇ ଗୁନ୍‌ଗୁନ୍ ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ସେ ଇ ଟିଭି ଓଡ଼ିଆରେ ପ୍ରସାରିତ ସିଧାପ୍ରସାରଣ କାର୍ଯ୍ୟକ୍ରମ ଫୋନ୍ ଇନ୍‌ରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରୁଥିଲେ । ଏହି ସ‌ହିତ ସେ ଦୂରଦର୍ଶନର ଅନେକ କାର୍ଯ୍ୟକ୍ରମରେ ମଧ୍ୟ ଉପସ୍ଥାପିକା ଭାବରେ କାର୍ଯ୍ୟ କରୁଥିଲେ । ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ମାଲାମାଲ୍ ଏକ୍ସପ୍ରେସ୍‌ର ୨ୟ ଏବଂ ୩ୟ ସଂସ୍କରଣରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଛନ୍ତି ।

ଅଭିନୟ ଜୀବନ

୨୦୦୪ରେ ଓମ୍ ଶାନ୍ତି ଓମ୍ ଚଳଚ୍ଚିତ୍ରରେ ଗୁନ୍‌ଗୁନ୍ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ । ସାଖି ରହିଲା ଏ ସିଂହଦୁଆରରେ ପ୍ରଥମ କରି ନାୟିକା ହେବାର ସୁଯୋଗ ପାଇଥିଲେ ଗୁନ୍‌ଗୁନ୍ । ପରେ ପରେ ସେ ପୁପିନ୍ଦରଙ୍କ ସ‌ହ କିଛି ଖଟା କିଛି ମିଠାରେ ମଧ୍ୟ ନାୟିକା ଭାବରେ ଅଭିନୟ କରିଥିଲେ ।

ଉପସ୍ଥାପିକା

ଗୁନ୍‌ଗୁନ୍ ତାଙ୍କର ମାଅଙ୍କୁ ଅନୁସରଣ କରି ଜଣେ ଉପସ୍ଥାପିକା ହେବାର ସ୍ୱପ୍ନ ଦେଖିଥିଲେ । ସେ ଆକାଶବାଣୀରେ ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ପରେ ପରେ ସେ ଦୂରଦର୍ଶନରେ ଏବଂ କିଛି ମଞ୍ଚରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ଇଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ଫୁଲ ବୋବାଲରେ ପୁପିନ୍ଦରଙ୍କ ସ‌ହ ଗୁନ୍‌ଗୁନ୍ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ରବିବାରର ସକାଳ ୯ଟାରେ ଇ ଟିଭିରେ ପ୍ରସାରିତ ସିଧାପ୍ରସାରିତ କାର୍ଯ୍ୟକ୍ରମ ଫୋନ ଇନ୍‌ରେ ଗୁନ୍‌ଗୁନ୍ ଉପସ୍ଥାପିକା ଭାବରେ କାର୍ଯ୍ୟ କରୁଥିଲେ । ପରେ ପରେ ସେ ବିଭିନ୍ନ ପୁରସ୍କାର ବିତରଣ ସମାରୋହରେ ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଛନ୍ତି । ତରଙ୍ଗରେ ପ୍ରସାରିତ ମାଲାମାଲ୍ ଏକ୍ସପ୍ରେସ୍‌ର ୨ୟ ଏବଂ ୩ୟ ସଂସ୍କରଣରେ ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ଗୁନ‌ରଙଗୁନ୍ । ଓ ଟିଭିରେ ପ୍ରସାରିତ 'ଗପସପ କାର୍ଯ୍ୟକ୍ରମରେ ସେ ଉପସ୍ଥାପିକା ଭାବରେ କାର୍ଯ୍ୟ କରୁଛନ୍ତି ।

ଅଭିନୀତ କଥାଚିତ୍ର

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୦୪ ଓମ୍ ଶାନ୍ତି ଓମ୍ ଶିଶୁକଳାକାର ଭାବରେ ପ୍ରଥମ ଅଭିନୟ ଆରମ୍ଭ
୨୦୦୪ ସାକ୍ଷୀ ରହିଲା ଏ ସିଂହଦୁଆର
୨୦୧୧ କିଛି ଖଟା କିଛି ମିଠା

ଉପସ୍ଥାପିକା

କାର୍ଯ୍ୟକ୍ରମ ଦୂରଦର୍ଶନ
ଫୋନ ଇନ୍ ଇ ଟିଭି ଓଡ଼ିଆ
ଗପସପ with Gungun ଓ ଟିଭି
ମାଲାମାଲ୍ ଏକ୍ସ‌ପ୍ରେସ୍ -୧ ତରଙ୍ଗ ଟିଭି
ମାଲାମାଲ୍ ଏକ୍ସ‌ପ୍ରେସ୍ -୨ ତରଙ୍ଗ ଟିଭି
ମାଲାମାଲ୍ ଏକ୍ସ‌ପ୍ରେସ୍ -୩ ତରଙ୍ଗ ଟିଭି
ଫୁଲ୍ ବୋବାଲ୍ ଇ ଟିଭି
ଡ୍ୟାନ୍ସିଙ୍ଗ ଷ୍ଟାର - ୧ (ଫାଇନାଲ ଏପିସୋଡ୍) ଇ ଟିଭି

ଆଧାର

Tags:

ଗୁନ୍‌ଗୁନ୍‌ ଅଭିନୟ ଜୀବନଗୁନ୍‌ଗୁନ୍‌ ଉପସ୍ଥାପିକାଗୁନ୍‌ଗୁନ୍‌ ଅଭିନୀତ କଥାଚିତ୍ରଗୁନ୍‌ଗୁନ୍‌ ଉପସ୍ଥାପିକାଗୁନ୍‌ଗୁନ୍‌ ଆଧାରଗୁନ୍‌ଗୁନ୍‌ଓମ୍ ଶାନ୍ତି ଓମ୍କିଛି ଖଟା କିଛି ମିଠାସାକ୍ଷୀ ରହିଲା ଏ ସିଂହଦୁଆର

🔥 Trending searches on Wiki ଓଡ଼ିଆ:

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାମାଣବସା ଗୁରୁବାରରାଧାଫତୁରାନନ୍ଦକୃପାସିନ୍ଧୁ ମିଶ୍ରକଳାପାହାଡ଼ଓଧଆଦିଶଙ୍କରସାରଦା ପ୍ରସାଦ ମିଶ୍ରବାଜି ରାଉତକଳାହାଣ୍ଡି ଜିଲ୍ଲାଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଇଣ୍ଡିଆନ ପ୍ରିମିଅର ଲିଗଜର୍ମାନୀଭାରତର ନ୍ୟାୟୀକ ବ୍ୟବସ୍ଥାଅତାବିରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମହାବୀର ଜୈନକମ୍ପ୍ୟୁଟରଭାରତୀୟ ଜାତୀୟ କଂଗ୍ରେସଓଡ଼ିଆ ନାଟକଭୁବନେଶ୍ୱରଇନ୍‌ଫ୍ଲୁଏଞ୍ଜାଓଡ଼ିଶା ବିଧାନ ସଭା୫ ଜୁନଏଡା ଲଭ୍‌ଲେସ୍‌ହୃଷୀକେଶ ପଣ୍ଡାହିନ୍ଦୁ ଧର୍ମଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଅଶୋକ (ସମ୍ରାଟ)ଇଣ୍ଡୋନେସିଆଋତୁସ୍ରାବହନୁମାନ ଚାଳିଶାନୀଳକଣ୍ଠ ଦାସଗୋପାଳ ଛୋଟରାୟସ୍ୱୋର୍ଡ ମାଛସୁନାଦଣ୍ଡ ନାଟପ୍ରସନ୍ନ ଦାସକେନ୍ଦୁଝର ଜିଲ୍ଲାଏଚଆଇଭି/ଏଡସପାଇଥନ୍ (ପ୍ରୋଗ୍ରାମିଂ ଭାଷା)ନମିତା ଅଗ୍ରୱାଲଗୋପୀନାଥ ମହାନ୍ତିମଟର ସାଇକେଲବାଣଜଳବାୟୁଶବ୍ଦ (ପଦ)ରାଶି ଓ ନକ୍ଷତ୍ରଲାରି ସାଙ୍ଗରସୁରମା ପାଢ଼ୀଧର୍ମସାଲବେଗଗଣେଶଶ୍ରୀ ଅରବିନ୍ଦପ୍ରତିଭା ରାୟଓଡ଼ିଶାର କଳାବୁଦ୍ଧ ପୂର୍ଣ୍ଣିମାଯଦୁମଣି ମହାପାତ୍ରକିଶୋରୀ ଚରଣ ଦାସସମାଜ (ଖବରକାଗଜ)ବିଷ୍ଣୁସୁରେଶ କୁମାର ରାଉତରାୟଗୁଣନନୂଆ ଦିଲ୍ଲୀଇସଲାମ ଧର୍ମଶ୍ରୀଜଙ୍ଗଇଣ୍ତିଆ ଗେଟ🡆 More