କ୍ଷଣିକା- ଦ ଲଷ୍ଟ ଆଇଡ଼ିଆ: ୨୦୧୭ର ଓଡ଼ିଆ କଥାଚିତ୍ର

କ୍ଷଣିକା, ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସ୍ୱସ୍ତିକ ଚୌଧୁରୀ । ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଆଦି ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଅମର୍ତ୍ୟ ଏହି କଥାଚିତ୍ରଟିର ଚିତ୍ରୋତ୍ତଳନ କରିଥିଲେ ଏବଂ ସମ୍ପାଦନା କରିଥିଲେ ।

କ୍ଷଣିକା
ନିର୍ଦ୍ଦେଶକଅମର୍ତ୍ୟ ଭଟ୍ଟାଚାର୍ଯ୍ୟ
ପ୍ରଯୋଜକସ୍ୱସ୍ତିକ ଚୌଧୁରୀ
କାହାଣୀଅମର୍ତ୍ୟ ଭଟ୍ଟାଚାର୍ଯ୍ୟ
କଳାକାରଚୌଧୁରୀ ବିକାଶ ଦାସ
ସୁଶାନ୍ତ ମିଶ୍ର
ଅମ୍ରିତା ଚୌଧୁରୀ
ସ୍ୱସ୍ତିକ ଚୌଧୁରୀ
ହୃଷିକେଶ ଭୋଇ
ସଙ୍ଗୀତକିଶଲୈ ରାୟ
ଚିତ୍ରଗ୍ରହଣଅମର୍ତ୍ୟ ଭଟ୍ଟାଚାର୍ଯ୍ୟ
ସମ୍ପାଦକଅମର୍ତ୍ୟ ଭଟ୍ଟାଚାର୍ଯ୍ୟ
ମୁକ୍ତିଲାଭ ତାରିଖ
୨୦୧୭
କଥାଚିତ୍ରର ସମୟ
୮୯ ମିନିଟ୍
ଦେଶକ୍ଷଣିକା- ଦ ଲଷ୍ଟ ଆଇଡ଼ିଆ: ଅଭିନୟ, ଗୀତ ଏବଂ ସଙ୍ଗୀତ, ପୁରସ୍କାର ଉତ୍ସବରେ ପ୍ରଦର୍ଶନ ଭାରତ
ଭାଷାଓଡ଼ିଆ

ଚୌଧୁରୀ ବିକାଶ ଦାସ, ସୁଶାନ୍ତ ମିଶ୍ର, ଅମ୍ରିତା ଚୌଧୁରୀ, ସ୍ୱସ୍ତିକ ଚୌଧୁରୀ, ହୃଷିକେଶ ଭୋଇ, ଦ୍ୱିପାନ୍ନୀତା ଦାସମହାପାତ୍ର, ଅନୁ ଚୌଧୁରୀ, ଚୌଧୁରୀ ଜୟପ୍ରକାଶ ଦାସ, ପଲ୍ଲବୀ ପ୍ରିୟଦର୍ଶିନୀ, ଗୋପାଳ ମିଶ୍ର, ସୋମ୍ୟଦୀପ ବାନାର୍ଜୀ, ସୃଷ୍ଟି ମିଶ୍ର, ସୋହିନୀ କୁଣ୍ଡୁ, ଶିବାନୀ ରାୟ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଏହି କଥାଚିତ୍ରଟି ହଙ୍ଗେରିର ସେଜ୍‌ଡରେ ଆୟୋଜିତ ହେଉଥିବା ‘ସିଗ୍‌ମଣ୍ଡ୍‌ ଭିଲ୍‌ମସ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ’ରେ ପ୍ରଦର୍ଶିତ ହୋଇଥିଲା । ଏକମାତ୍ର ଭାରତୀୟ ଚଳଚ୍ଚିତ୍ର ଭାବେ ଏହି ଓଡ଼ିଆ ଚଳଚ୍ଚିତ୍ରଟି ସେଠାରେ ପ୍ରଦର୍ଶିତ ହେବାର ଗୌରବ ଅର୍ଜନ କରିଥିଲା । ଏଥି ସ‌ହି ଏହି କଥାଚିତ୍ରଟିର ୨୦୧୭ରେ ଏବଂ ୨୦୧୮ରେ କିଛି ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇଥିଲା । ଏହି କଥାଚିତ୍ରଟି ୨୦୧୮ ଜୁନରେ ଭୁବନେଶ୍ୱର ଆଇନ‌କ୍ସରେ ପ୍ରଦର୍ଶିତ ହେବ ।

ଅଭିନୟ

  • ଚୌଧୁରୀ ବିକାଶ ଦାସ
  • ସୁଶାନ୍ତ ମିଶ୍ର
  • ଅମ୍ରିତା ଚୌଧୁରୀ
  • ସ୍ୱସ୍ତିକ ଚୌଧୁରୀ
  • ହୃଷିକେଶ ଭୋଇ
  • ଦ୍ୱିପାନ୍ନୀତା ଦାସମହାପାତ୍ର
  • ଅନୁ ଚୌଧୁରୀ
  • ଚୌଧୁରୀ ଜୟପ୍ରକାଶ ଦାସ
  • ପଲ୍ଲବୀ ପ୍ରିୟଦର୍ଶିନୀ
  • ଗୋପାଳ ମିଶ୍ର
  • ସୋମ୍ୟଦୀପ ବାନାର୍ଜୀ
  • ସୃଷ୍ଟି ମିଶ୍ର
  • ସୋହିନୀ କୁଣ୍ଡୁ
  • ଶିବାନୀ ରାୟ

ଗୀତ ଏବଂ ସଙ୍ଗୀତ

କିଶଲୈ ରାୟ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।

ଗୀତ

କ୍ରମଗୀତସମୟ

ପୁରସ୍କାର ଉତ୍ସବରେ ପ୍ରଦର୍ଶନ

Year Festival Place
୨୦୧୭ ୪୮ତମ ଆନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଉତ୍ସବ ଗୋଆ, ଭାରତ
୧୬ତମ ଢାକା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ ଢାକା, ବଙ୍ଗଳାଦେଶ
କାର୍ଡିଫ୍ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ କାର୍ଡିଫ୍, ଇଉନାଇଟେଡ କିଙ୍ଗ୍‌ଡମ୍
ହିଡେନ୍ ଜେମ୍‌ସ୍ ଚଳଚ୍ଚିତ୍ର ଉତ୍ସବ କାଲଗେରୀ, କାନାଡ଼ା
୧୫ତମ ଚେନ୍ନାଇ ଆନ୍ତାର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ କର୍ଣ୍ଣାଟକ, ଭାରତ
ମୋଜାଇକ୍ ଆନ୍ତାର୍ଜାତୀୟ ଦକ୍ଷିଣ ଏସୀୟ ଚଳଚ୍ଚିତ୍ର ଉତ୍ସବ ଓନ୍ତାରିଓ, କାନାଡ଼ା
୨୦ତମ ବାର୍ଷିକ ଆମେରିକୀୟ ଚଳଚ୍ଚିତ୍ର ଉତ୍ସବ ଯୁକ୍ତରାଷ୍ଟ୍ର ଆମେରିକା
ଇକୋ ଚଳଚ୍ଚିତ୍ର ଉତ୍ସବ ମୋସ୍କୋ, ରୁଷିଆ
୧୨ତମ ଇଥିପିଆନ ଆନ୍ତାରଜାତୀୟ ଚଳଚ୍ଚିତ୍ର ଉତ୍ସବ ଇଥିପିଆ
୨୦୧୮ ୫ମ ନୋଇଡ଼ା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ ନୋଇଡ଼ା, ଭାରତ
ନିଟ୍ଟେ ଆନ୍ତାର୍ଜାତୀୟ ଚଲଚ୍ଚିତ୍ର ଉତ୍ସବ ମାଙ୍ଗାଲୋର, ଭାରତ
ସିଗ୍‌ମଣ୍ଡ୍‌ ଭିଲ୍‌ମସ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ସେଜ୍‌ଡ, ହଙ୍ଗେରି

ଆଧାର

ବାହାର ଆଧାର

Tags:

କ୍ଷଣିକା- ଦ ଲଷ୍ଟ ଆଇଡ଼ିଆ ଅଭିନୟକ୍ଷଣିକା- ଦ ଲଷ୍ଟ ଆଇଡ଼ିଆ ଗୀତ ଏବଂ ସଙ୍ଗୀତକ୍ଷଣିକା- ଦ ଲଷ୍ଟ ଆଇଡ଼ିଆ ପୁରସ୍କାର ଉତ୍ସବରେ ପ୍ରଦର୍ଶନକ୍ଷଣିକା- ଦ ଲଷ୍ଟ ଆଇଡ଼ିଆ ଆଧାରକ୍ଷଣିକା- ଦ ଲଷ୍ଟ ଆଇଡ଼ିଆ ବାହାର ଆଧାରକ୍ଷଣିକା- ଦ ଲଷ୍ଟ ଆଇଡ଼ିଆ

🔥 Trending searches on Wiki ଓଡ଼ିଆ:

ଛବିଳ ମଧୁ ବର୍ଣ୍ଣବୋଧଟାହିଆଲାଗି ବେଶମହେନ୍ଦ୍ର ସିଂହ ଧୋନି୧୬୬୫ମଇ ଦିବସଉତ୍କଳ ବ୍ରାହ୍ମଣଓମ'ଙ୍କ ନିୟମରଥଯାତ୍ରାମହାରାଷ୍ଟ୍ରତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରପାରମିତା ଶତପଥୀଚାଟ୍ ଜିପିଟିଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଖିଲିପାନଅଚ୍ୟୁତ ନାୟକଯଦୁମଣି ମହାପାତ୍ରକୋଣାର୍କ ସୂର୍ଯ୍ୟ ମନ୍ଦିରରାବଣଜିମି ୱେଲ୍ସଉତ୍କଳ ଦିବସଗୀତଗୋବିନ୍ଦଡାକ ମୁନସୀସୂର୍ଯ୍ୟବଂଶୀ ସୂରଜତପସ୍ୱିନୀପକ୍ଷଚିଲିକା (ବହୁବିକଳ୍ପ)ପଠାଣି ସାମନ୍ତଶିଶୁ ଅନନ୍ତ ଦାସଗଡ଼ଜାତ କୃଷକଆଖୁମୋନିକା ସେଲ୍ସପ୍ରତିଭା ରାୟବିଜୟ ମିଶ୍ରଗୋପାଳ କୃଷ୍ଣ ରଥଓଡ଼ିଆ କବି ମାନଙ୍କର ତାଲିକାଓଡ଼ିଆ ଭ୍ରମଣ ସାହିତ୍ୟମହାଦେଶତମନ୍ନା ବ୍ୟାସଅମାବାସ୍ୟାର ଚନ୍ଦ୍ରଭାରତ ସରକାରରସଗୋଲାଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଜର୍ମାନୀଟିଣସ୍ୱର ବର୍ଣ୍ଣବୁଧମସ୍କୋବୈଷ୍ଣବ ପାଣିଶ୍ରୀଲଙ୍କାର ଭୂଗୋଳବେଦଓଡ଼ିଶାର ମାପ ବ୍ୟବସ୍ଥାମହାପ୍ରସାଦଲକ୍ଷ୍ମୀ ପୁରାଣଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଉଇକିଅଭିଧାନପଙ୍କଜ ଉଧାସପର୍ଫେନାଜାଇନଭାରତୀୟ ମହାକାଶ ଗବେଷଣା ସଂସ୍ଥାନଅତୁଣ୍ଡୀୟୁକ୍ରେନଜୀବସାର ଗଜୟୀ ରାଜଗୁରୁବର୍ଷାବାଘଜଗନ୍ନାଥ ମନ୍ଦିରଛାନ୍ଦକାଳୀଚରଣ ପଟ୍ଟନାୟକ🡆 More