କୁକୁଡ଼ା ଚୋର: ୨୦୨୨ ଓଡ଼ିଆ କଥାଚିତ୍ର

କୁକୁଡ଼ା ଚୋର, ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ କୋରାପୁଟିଆ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶୁଭେନ୍ଦୁ ପାଢ଼ୀ । ଜୀବନ ମିଶ୍ର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ଆନନ୍ଦ କୁମାର କଥାଚିତ୍ରଟିର ଚିତ୍ରନାଟ୍ୟ ଲେଖିଥିଲେ ଓ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ମିଟୁ ସୁନା ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

କୁକୁଡ଼ା ଚୋର
ନିର୍ଦ୍ଦେଶକଆନନ୍ଦ କୁମାର
ପ୍ରଯୋଜକଶୁଭେନ୍ଦୁ ପାଢ଼ୀ
ସଂଳାପରାଜେନ୍ଦ୍ର ପାଢ଼ୀ
ଚିତ୍ରନାଟ୍ୟଆନନ୍ଦ କୁମାର
କାହାଣୀଜୀବନ ମିଶ୍ର
କଳାକାରଶୁଭେନ୍ଦୁ ପାଢ଼ୀ
ରାଜା
ଗୁଟୁ
ସବିତା ତ୍ରିପାଠୀ
କେ ମୋହନ ରାଓ
ଲାଲ ବାହାଦୁର ମଲ୍ଲିକ
ସଙ୍ଗୀତମିଟୁ ସୁନା
ଚିତ୍ରଗ୍ରହଣରଞ୍ଜନ
ସମ୍ପାଦକରାଜୀବ, ରାହୁଲ
ମୁକ୍ତିଲାଭ ତାରିଖ
୨୭ ମଇ ୨୦୨୨
ଦେଶକୁକୁଡ଼ା ଚୋର: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ପ୍ରଜ୍ଞା, ସୁମନ, ଆରଚି, ଶୁଭେନ୍ଦୁ ପାଢ଼ୀ, ଗୁଟୁ, ରାଜା, ମହେଶ ରାଓ, ପ୍ରଭାକର ମିଶ୍ର, କେ ମୋହନ ରାଓ, ସୁଧୀର ମହାପାତ୍ର, କିଶୋର ମିଶ୍ର, ସବିତା ଶତପଥୀ, ତାରିଣୀ ପାତ୍ର, ସୁନିଲ ସେନାପତି, ଲାଲ ବାହାଦୁର ମଲ୍ଲିକ, ରଞ୍ଜନ ସାବତ, ରଞ୍ଜିତ ହରିଜନ, ନୃସିଂହ ପଣ୍ଡା, ସୁଶାନ୍ତ, ସୁନାମ, ସମ୍ପ୍ରିତୀ ହଡ଼ପ ଆଦି କଳାକାରମାନେ ଏହି କଥାଚିତ୍ରଟି ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଏହି କଥାଚିତ୍ରଟି ୨୦୨୨ ମସିହାର ମଇ ୨୭ ତାରିଖରେ ଜୟପୁରସ୍ଥିତ ଏସ୍.ଆର୍. ମଲ୍ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।

ଅଭିନୟ

  • ପ୍ରଜ୍ଞା
  • ସୁମନ
  • ଆରଚି
  • ଶୁଭେନ୍ଦୁ ପାଢ଼ୀ
  • ଗୁଟୁ
  • ରାଜା
  • ମହେଶ ରାଓ
  • ପ୍ରଭାକର ମିଶ୍ର
  • କେ ମୋହନ ରାଓ
  • ସୁଧୀର ମହାପାତ୍ର
  • କିଶୋର ମିଶ୍ର
  • ସବିତା ଶତପଥୀ
  • ତାରିଣୀ ପାତ୍ର
  • ସୁନିଲ ସେନାପତି
  • ଲାଲ ବାହାଦୁର ମଲ୍ଲିକ
  • ରଞ୍ଜନ ସାବତ
  • ରଞ୍ଜିତ ହରିଜନ
  • ନୃସିଂହ ପଣ୍ଡା
  • ସୁଶାନ୍ତ
  • ସୁନାମ
  • ସମ୍ପ୍ରିତୀ ହଡ଼ପ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମିଟୁ ସୁନା । ଜୀବନ ମିଶ୍ର ଏହି କଥାଚିତ୍ରଟିର ସମୁଦାୟ ୪ଟି ଯାକ ଗୀତ ରଚନା କରିଥିଲେ । ମିଟୁ ସୁନା, ଦୁଷ୍ମନ୍ତ ସୁନା, କାଳୀଚରଣ ବାଗ, ଅମ୍ରିତା ନାୟକ, ସଞ୍ଜୁ ମହାନ୍ତି, ଅନ୍ତରା ଚକ୍ରବର୍ତ୍ତୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତଗାୟକସମୟ
1."ଆଖି ସାଙ୍ଗେ ଆଖି ମିଶିଲା"ମିଟୁ ସୁନା, ରାଜନନ୍ଦିନୀ ପଣ୍ଡା 
2."ଇସ୍କ ମତେ ପାଗଲ୍ କଲାରେ"କାଳୀଚରଣ, ଅମ୍ରିତା 
3."ବୁଡ଼ି ଯାଉ ତ'ର ବଅଁସ"  
4."ସୁନାରେ ବାବୁ ସୁନା"  

ଆଧାର

ବାହାର ଆଧାର

Tags:

କୁକୁଡ଼ା ଚୋର ଅଭିନୟକୁକୁଡ଼ା ଚୋର କାହାଣୀକୁକୁଡ଼ା ଚୋର ଗୀତ ଏବଂ ସଙ୍ଗୀତକୁକୁଡ଼ା ଚୋର ଆଧାରକୁକୁଡ଼ା ଚୋର ବାହାର ଆଧାରକୁକୁଡ଼ା ଚୋର

🔥 Trending searches on Wiki ଓଡ଼ିଆ:

ଆଲୋକବଳରାମ ଦାସଦିନଗ୍ରୀକ ଭାଷାଇଷ୍ଟ ଇଣ୍ଡିଆ କମ୍ପାନୀଓଡ଼ିଆ ଉଇକିପିଡ଼ିଆମାଉସଅମୃତାୟନଝାଲ ମୁଢ଼ିପଣ୍ଡୁ ଓଷାଅମ୍ଳଜାନଫାଲଗୁନବିନି ଅରୋଡ଼ାଫକୀର ସିଂହନେପୋଲିୟନ ବୋନାପାର୍ଟଅମୃତ ଫଳଏ. ପି. ଜେ. ଅବଦୁଲ କଲାମ୧୬୨୫୯ ଅପ୍ରେଲମାଳିକାକୁମ୍ଭ (ରାଶି)ସଂତୃପ୍ତ ମିଶ୍ରଡୁରେସ୍ଗୁରୁପ୍ରସାଦ ମହାନ୍ତିଗୋଦାବରୀଶ ମିଶ୍ରପ୍ରଧାନମନ୍ତ୍ରୀ ଜନଧନ ଯୋଜନାନାଟୋଗୋପୀନାଥ ମହାନ୍ତିଅଣ୍ଡକୋଷ ଯନ୍ତ୍ରଣାଜଗମୋହନଦେବଦୀପାବଳିଜଳବାୟୁ୧୫ ମାର୍ଚ୍ଚ୨୧କମଳାକାନ୍ତ ଲେଙ୍କା୮ ମାର୍ଚ୍ଚରାମକୃଷ୍ଣ ନନ୍ଦସମାଜ ବିଜ୍ଞାନଓଡ଼ିଶାଭାରତୀୟ ଡାକ ସେବାରତ୍ନାକର ଚଇନି୧୫୫୨ଭାରତର ଜାତୀୟ ପ୍ରତୀକକଲରାପତରିଆ ବାଘକୋଇଲି ଚଉତିଶାରମାକାନ୍ତ ରଥନିମୋନିଆଛଉ ନାଚଗୋଦାବରୀଶ ମହାପାତ୍ରହସ୍ତମୈଥୁନଭାଷାସଂଘମିତ୍ରା ମିଶ୍ରଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଆମ୍ବେଦକର ଜୟନ୍ତୀଚୀନ୧୯୮୧ହୃଷୀକେଶ ମଲ୍ଲିକବୈଶାଖଭାରତୀୟ ଜାତୀୟ କଂଗ୍ରେସଶ୍ରୀବିଭୂତି ଭୂଷଣ ବଳବନ୍ତରାୟପଣା ସଂକ୍ରାନ୍ତିକରୁଣାକର କରବିର୍ସା ମୁଣ୍ଡାସାରଦା ଦେବୀଅହିରାଜଖୋର୍ଦ୍ଧା ଜିଲ୍ଲାଶ୍ରୀନିବାସ ରାମାନୁଜନ🡆 More