କଳାହାଣ୍ଡି ରାଜ୍ୟ

]

କଳାହାଣ୍ଡି ରାଜ୍ୟ
Flag of {{{official_name}}}
Location of {{{official_name}}}
Public Domain This article incorporates text from a publication now in the public domain: Chisholm, Hugh, ed. (1911). "article name needed. Encyclopædia Britannica Eleventh Edition (11th ed.). Cambridge University Press.
କଳାହାଣ୍ଡି ରାଜ୍ୟ
View of the royal palace of the Kalahandi Rajas in Bhawanipatna

କଳାହାଣ୍ଡି ରାଜ୍ୟ  (ଓଡ଼ିଆ: କଳାହାଣ୍ଡି; ହିନ୍ଦୀ : कालाहंडी), କାରୋଣ୍ଡ ରାଜ୍ୟ ନାମ ମଧ୍ୟ ପରିଚିତ, ବ୍ରିଟିଶ ଶାସନ ସମୟରେ ଏକ ଗଡଜାତ ରାଜ୍ୟ ଥିଲା । ଏହା ୧୮୭୪ ମସିହାରେ ଏକ ରାଜ୍ୟ ହିସାବରେ ମାନ୍ୟତା ପାଇଥିଲା । ଏହାର ରାଜଧାନୀ ଭବାନୀପାଟଣାଠାରେ ଥିଲା । ଏହାର ଶେଷ ଶାସକ ଏହାକୁ ୧ ଜାନୁୟାରୀ , ୧୯୪୮ରେ ଭାରତୀୟ ରାଜ୍ୟସଙ୍ଘକୁ ସମର୍ପଣ କରିଥିଲେ । ବର୍ତ୍ତମାନ ଏହା ଓଡ଼ିଶା ରାଜ୍ୟର ଅନ୍ତର୍ଭୁକ୍ତ ।

ଇତିହାସ 

କଳାହାଣ୍ଡି ଓଡ଼ିଶାରେ ଥିବା ୨୬ଟି ଅଧୀନ ରାଜ୍ୟ ମଧ୍ୟରୁ ସର୍ବବୃହତ ଥିଲା । ଲୋକବାଦ ଅନୁସାରେ ନାଗ ବଂଶର ରାଜା ରଘୁନାଥ ରାଇ ଏହି ଅଞ୍ଚଳକୁ ପ୍ରଥମେ ୧୦୦୫ ମସିହାରୁ ରାଜୁତି କରୁଥିଲେ । ଏଥିପାଇଁ ରାଜ୍ୟର ପତାକାରେ ଦୁଇଟି ନାଗ ସାପ ପରସ୍ପରକୁ ସାମ୍ନା କରିଥିବାର ଚିତ୍ର ରହିଥାଏ । 

ଅଗଷ୍ଟ ୧୯୪୭ରେ କଳାହାଣ୍ଡି ରାଜପୁରଠାରେ ଗଠିତ ହେଇଥିବା ପୂର୍ବାଞ୍ଚଳ ରାଜ୍ୟ ସମୂହର ଏକ ଅଂଶ ହେଲା । ଏହି ସଂଗଠନ ଓଡ଼ିଶା ଓ ଛତିଶଗଡ଼ର ଅନେକ ରାଜକୀୟ ରାଜ୍ୟ ରହିଥିଲେ । ଏହି ସଂଗଠନକୁ ୧୯୪୮ରେ ଭଗ୍ନ କରାଗଲା । ପୂର୍ବତନ କଳାହାଣ୍ଡି ରାଜକୀୟ ରାଜ୍ୟ ଅବିଭକ୍ତ କଳାହାଣ୍ଡି ଜିଲ୍ଲା ନାମରେ ଥିଲା । ପରେ ତାହାକୁ ଭାଙ୍ଗି ୪ଟି ଜିଲ୍ଲାରେ ପରିଣତ କରାଗଲା । 

ଶାସକ ସମୂହ 

କଳାହାଣ୍ଡି ରାଜକୀୟ ରାଜ୍ୟରେ ନାଗବଂଶୀ ରାଜପୁତ ରାଜାମାନେ ଶାସନ କରୁଥିଲେ । 

  • ୧୦୦୫ - ୧୦୪୦ ରଘୁନାଥ ରାଇ 
  • .......... (୨୦ ରାଜାଗଣ )
  • ୧୬୯୩ - ୧୭୨୧ ଯୁଗଶୟ ଦେଓ
  • ୧୭୨୧ - ୧୭୪୭ ଖଡଗ ରାୟ ଦେଓ
  • ୧୭୪୭ - ୧୭୭୧ ରାଇସିଙ୍ଘ ଦେଇ III
  • ୧୭୭୧ - ୧୭୯୬ ପୁରୁଷୋତ୍ତମ ଦେଓ ଯୁଗଶୟ ଦେଓ IV
  • ୧୯୩୧ - ୧୮୫୩ ଫତେ ନ୍ନରାୟଣ ଦେଓ
  • ୧୮୫୩ - ୭ ଅପ୍ରେଲ ୧୮୮୧ ଉଦିତ ପ୍ରତାପ ଦେଓ
  • ୭ ଅପ୍ରେଲ ୧୮୮୧ – ୨୦ ଅକ୍ଟୋବର ୧୮୯୭ ରଘୁ କେଶରୀ ଦେଓ
  • ୨୦ ଅକ୍ଟୋବର ୧୮୯୭ - ୧୯୨୬ ବ୍ରିଜ ମୋହନ ଦେଓ

ପୁନଶ ଦେଖଣା 

ଆଧାର 

ବାହାର ଲିଙ୍କ 

Tags:

କଳାହାଣ୍ଡି ରାଜ୍ୟ ଇତିହାସ କଳାହାଣ୍ଡି ରାଜ୍ୟ ପୁନଶ ଦେଖଣା କଳାହାଣ୍ଡି ରାଜ୍ୟ ଆଧାର କଳାହାଣ୍ଡି ରାଜ୍ୟ ବାହାର ଲିଙ୍କ କଳାହାଣ୍ଡି ରାଜ୍ୟ

🔥 Trending searches on Wiki ଓଡ଼ିଆ:

ଆଜ୍‌ମାରଥଯାତ୍ରାପ୍ରଶାନ୍ତ ନନ୍ଦନନ୍ଦିଘୋଷଶିବ ଚତୁର୍ଦ୍ଦଶୀକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଗ୍ରହପଦ୍ମପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଆ ରାମାୟଣମହାରାଷ୍ଟ୍ରଅମର ପ୍ରସାଦ ଶତପଥୀସୁଖ ସଂସାରସରସ୍ୱତୀ ନଦୀତତେ ଭଲ ପାଉଛି ବୋଲିକଳସା ଚଉତିଶାବୀରକିଶୋର ଦାସରୋମାନିଆଗୋପବନ୍ଧୁ ଦାସସାହିତ୍ୟ ଭାରତୀ ସମ୍ମାନଗୋପାଳ ଚନ୍ଦ୍ର ପ୍ରହରାଜଧନୁଯାତ୍ରାଖୋର୍ଦ୍ଧାଲକ୍ଷ୍ମୀବିଭୂତି ପଟ୍ଟନାୟକମଧୁସୂଦନ ରାଓଉପେନ୍ଦ୍ର ଭଞ୍ଜମହାତ୍ମା ଗାନ୍ଧୀଫୁଲସ୍ତନରାଜେନ୍ଦ୍ର କିଶୋର ପଣ୍ଡାସରୋଜିନୀ ସାହୁଗଇଁଠାଗୀତଗୋବିନ୍ଦନବମୀଗୋପାଳ (ଜାତି)ଅଦାବୌଦ୍ଧଗଡ଼୨୦୨୨ ରୁଷର ୟୁକ୍ରେନ ଉପରେ ଆକ୍ରମଣବୈଷ୍ଣବ ଚରଣ ସାମଲପଖାଳନବରାତ୍ରୀଅଚ୍ୟୁତାନନ୍ଦ ଦାସ୨ (ସଂଖ୍ୟା)ସରସ୍ୱତୀଜବାହରଲାଲ ନେହେରୁଅଭିମନ୍ୟୁ ସାମନ୍ତସିଂହାରରାମ ପ୍ରସାଦ ସିଂହହରେ କୃଷ୍ଣ୧୭୨୫ଅଖିଳ ମୋହନ ପଟ୍ଟନାୟକଭାଜିନିସମସଟଙ୍କ ତୋରାଣିହନୁମାନସଚିନ ତେନ୍ଦୁଲକରପୂଜାରାୟଗଡ଼ା ଜିଲ୍ଲାର ହିନ୍ଦୁ ମନ୍ଦିରସୁନାବେଶଭାରତୀୟ ସମ୍ବିଧାନଦିନଜଳାତଙ୍କକର୍ପୁରଧର୍ମଗାୟତ୍ରୀବାଳା ପଣ୍ଡାଯୋରନ୍ଦା ମେଳାଆହେ ଦୟାମୟ ବିଶ୍ୱ ବିହାରୀପବନେଶ୍ୱର ମନ୍ଦିରରାମ ନବମୀଓଡ଼ିଶାଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରକାନାବିନଏଡ ହାଇପରେମେସିସ ସିଣ୍ଡ୍ରୋମକାଳୀଚରଣ ପଟ୍ଟନାୟକବୈକୁଣ୍ଠନାଥ ପଟ୍ଟନାୟକଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି🡆 More