କବିତା କଳାହାଣ୍ଡି

କଳାହାଣ୍ଡି ଭାରତୀୟ କବି ତପନ କୁମାର ପ୍ରଧାନଙ୍କ ଲିଖିତ ଏକ ଓଡ଼ିଆ କବିତା ସଙ୍କଳନ । ଏହି କବିତା ସଙ୍କଳନର ଇଂରାଜୀ ଅନୁବାଦ ନିମନ୍ତେ ପ୍ରଧାନ ୨୦୦୭ ମସିହାରେ ସାହିତ୍ଯ ଏକାଡେମୀ ସୁବର୍ଣ୍ଣ ଜୟନ୍ତୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।

ଏହି କବିତାର ଇଂରାଜୀ ଅନୁବାଦ ପ୍ରଧାନଙ୍କ ଲିଖିତ କଳାହାଣ୍ଡିର ଅକୁହା କାହାଣୀ ପୁସ୍ତକରେ ଉପଲବ୍ଧ । ଏଥିରେ ଅସାଧୁ ରାଜନେତା, ସରକାରୀ ଅଫିସର ଓ ଠିକାଦାରଙ୍କଦ୍ୱାରା ଗରିବ ଆଦିବାସୀ ଜନତାର ଆର୍ଥିକ, ଶାରୀରିକ ଓ ଯୌନ ଶୋଷଣର ଚିତ୍ର ବର୍ଣ୍ଣିତ ହୋଇଛି । ପୁସ୍ତକରେ ଶୀର୍ଷକ କବିତା ବ୍ଯତୀତ କଳାହାଣ୍ଡି ସମ୍ବନ୍ଧିତ ଅନ୍ଯାନ୍ଯ ପୁରସ୍କୃତ କବିତା ଯଥା ହିସାବ, ଆସିବାର ବେଳା, ଜୋଙ୍କ ନଦୀର ପୋଲ, ସିନାପାଲି ରାସ୍ତାରେ, ମନେରଖିଛି କଳାହାଣ୍ଡି ଆଦି ସ୍ଥାନୀତ । ଏହି କବିତା ଅନେକ ବିଶ୍ବବିଦ୍ଯାଳୟର ଇଂରାଜୀ ସାହିତ୍ଯ ପାଠ୍ଯକ୍ରମରେ ଅନ୍ତର୍ଭୁକ୍ତ। ସମାଲୋଚକମାନେ କବିତାଟିକୁ ଏକ ବିଦ୍ରୋହର ସ୍ବର ରୂପେ ଆଖ୍ଯାୟିତ କରିଛନ୍ତି। ଏହି କବିତାଟିର ତୁଳନା ଅନ୍ଯାନ୍ଯ ଆଧୁନିକ ଭାରତୀୟ କବିତା ସହ ମଧ୍ଯ କରା ଯାଇଛି।

ଆଧାର

ବାହାର ଲିଙ୍କ

Tags:

ତପନ କୁମାର ପ୍ରଧାନସାହିତ୍ଯ ଏକାଡେମୀ

🔥 Trending searches on Wiki ଓଡ଼ିଆ:

ତାରାତାରିଣୀ ମନ୍ଦିରବି. ଆର. ଆମ୍ବେଦକରରଜଓଡ଼ିଶାକାଞ୍ଚନ ଅୱସ୍ତିସ୍ତନବିଶ୍ୱଜିତ ଦାସଭାରତୀୟ ସମ୍ବିଧାନପ୍ରୀତି ପାଣିଗ୍ରାହୀସତ୍ୟ ସାଇ ବାବାଜୀବସାର ଖହୋଲିଭଗବତ ଗୀତାଆନନ୍ଦପୁରସଜନାଓଡ଼ିଆ କଥାଚିତ୍ର ଜଗତହୃତ୍‌ପିଣ୍ଡତରଭୁଜମହାପାତ୍ର ନୀଳମଣି ସାହୁରାମଚନ୍ଦ୍ର ମିଶ୍ରରାମାୟଣମହା ଶିବରାତ୍ରିବିଶ୍ୱନାଥ କରଅମ୍ଳଜାନଟୋଲକାପୋନଚିତ୍ତରଞ୍ଜନ ଦାସଏକ୍ସକ୍ୟୁଜ ମିବିଶ୍ୱତାପନ୨୬ ଅପ୍ରେଲମାଳିକାକାନାଡ଼ାପୁରୀଭଗବତୀ ଚରଣ ପାଣିଗ୍ରାହୀରାକ୍ଷୀ ବାନ୍ଧିଲି ମୋ ରଖିବ ମାନପ୍ରତିଭା ଶତପଥୀବେଣୁଧର ରାଉତଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଦଶାଶ୍ୱମେଧ ଘାଟମହିଳା ଯୌନାଙ୍ଗ ଛେଦନକାଳିନ୍ଦୀ ଚରଣ ପାଣିଗ୍ରାହୀ୧୦ ଅଗଷ୍ଟସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହି୨୧ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନୟୁରୋପଓଡ଼ିଶାର ମାପ ବ୍ୟବସ୍ଥାପ୍ରଥମାଷ୍ଟମୀକେଶବ କୋଇଲିମଙ୍ଗଳା ମନ୍ଦିରସୁନାଜୟନ୍ତୀ ପଟ୍ଟନାୟକକରଣ (ଜାତି)ଦୀପକ ମିଶ୍ରସମ୍ବଲପୁରୀ ଭାଷାଉପେନ୍ଦ୍ର କିଶୋର ଦାସଅକ୍ଷି ତୃତୀୟାବୀର ସୁରେନ୍ଦ୍ର ସାଏମା ଓ ମମତା (୧୯୯୯ର ଓଡ଼ିଆ କଥାଚିତ୍ର)ବୀଣାପାଣି ମହାନ୍ତିରବୀନ୍ଦ୍ରନାଥ ଠାକୁରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଭାରତଚୈତ୍ର ପୂର୍ଣ୍ଣିମାଏଲିନା ସାମନ୍ତରାୟମକର (ରାଶି)ଶ୍ରୀ ଅରବିନ୍ଦଏଚଆଇଭି/ଏଡସସମାଜ (ଖବରକାଗଜ)ସଞ୍ଜୀବ କୁମାର ମଲ୍ଲିକଚାଣକ୍ୟଦୁର୍ଗାରଥଯାତ୍ରାଓଡ଼ିଆ ଭାଷା🡆 More