ଉଦୟପୁର, ତ୍ରିପୁରା: ଭାରତରେ ଗ୍ରାମ

]

Udaipur
উদয়পুর
UDP
city
Countryଉଦୟପୁର, ତ୍ରିପୁରା: Geography, Demographics, ପର୍ଯ୍ୟଟକ ଆକର୍ଷଣ  India
StateTripura
DistrictGomati district
Elevation
22 m (72 ft)
Population
 (2015)
 • Total୩୭,୭୮୧
 • Rank3rd (in Tripura)
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣTR-03
Websitetripura.gov.in

ଉଦୟପୁର (Pron:/uːˈdaɪpʊə or ˈuːdaɪˌpʊə/) (ବଙ୍ଗଳା: উদয়পুর) ଭାରତୀୟ ରାଜ୍ୟ ତ୍ରିପୁରାର ଏକ ସହର ଓ ମୁନିସିପାଲିଟି । ଏହି ସହରରେ ବିଖ୍ୟାତ ତ୍ରିପୁରା ସୁନ୍ଦରୀ ମନ୍ଦିର ରହିଛି । ଏହା ଗୋମତୀ ଜିଲାର ମୁଖ୍ୟ ଦପ୍ତର । ରାଜଧାନୀ ଅଗରତାଲାଠାରୁ ଏହାର ଦୂରତା 55 କିଲୋମିଟର । ଏଠାରେ ଅନେକ ନିର୍ମିତ ହ୍ରଦ ରହିଛି । ଧନୀ ସାହାରା , ବିଜଯ ସାଗର , ଜଗନ୍ନାଥ ଦିଘୀ ଇତ୍ୟାଦି ସେଥିରୁ ଅନନ୍ୟତମ । ଉଦୟପୁର ତ୍ରିପୁରାର ତୃତୀୟ ବୃହତ୍ତମ ସହର । 

Geography

ଉଦୟପୁର, ତ୍ରିପୁରା: Geography, Demographics, ପର୍ଯ୍ୟଟକ ଆକର୍ଷଣ  
State of Tripura having 4 districts, roadways & small railway network.

ଉଦୟପୁରର ଭୌଗୋଳିକ ଅବସ୍ଥିତି  23°32′N 91°29′E / 23.53°N 91.48°E / 23.53; 91.48. ଏହା ସମୁଦ୍ରପତ୍ତାନଠାରୁ 72 ଫୁଟ ଉପରେ ରହିଛି । ଏହା ନିକଟ ଦେଇ ଗୋମତୀ ନଦୀ ପ୍ରବାହିତ । ରାଜ୍ୟ ରାଜଧାନୀଠାରୁ 48 କିଲୋମିଟର ଦୂର ଏହି ସହର ଅଞ୍ଚଳକୁ ଗୋମତୀ ନଦୀରୁ ପାନୀଯ ତଥା ଚାଷ ପାଇଁ  ଜଳ ମିଳିଥାଏ । 

Demographics

2001 ଜନଗଣନା  ଅନୁସାରେ ଏଠାକାର ଜନସଂଖ୍ୟା 21, 751 ଥିଲା । ତାହା ମଧ୍ୟରୁ ପୁରୁଷ ସଂଖ୍ୟା52% ଥିବା ବେଳେ ମହିଳା ସଂଖ୍ୟା 48% ଥିଲା । ଏଠାରେ ସାକ୍ଷ୍ୟରତ ହାର 84 % ରହିଥିଲା ।ଏହା ଜାତୀୟ ହାରଠାରୁ ଆଡଜିକ । 6 ବର୍ଷରୁ କମ ସଂଖ୍ୟା 9 % ଥିଲା । 

ପର୍ଯ୍ୟଟକ ଆକର୍ଷଣ 

 ଭାରତର ପ୍ରସିଦ୍ଧ 51 ଶକ୍ତି ପିଠା ମଧ୍ୟରୁ ଏଠାରେ ଥିବା ତ୍ରିପୁରା  ସୁନ୍ଦରୀ ମନ୍ଦିର ଅନ୍ୟତମ । 1501 ମସିହାରେ ଏହି ମନ୍ଦିର ମହାରାଜା ଧନ୍ୟ ମାଣିକ୍ୟ ଦେବବର୍ମା  ଙ୍କଦ୍ୱାରା ସ୍ଥାପିତ ହେଇଥିଲା । ଏହା ନିକଟରେ କଲ୍ୟାଣ ସାଗର ନାମକ ଏକ ହ୍ରଦ ରହିଛି । ଉଦୟପୁରରେ ଭୁବନେଶ୍ୱରୀ ମନ୍ଦିର ନାମକ ଅନନ୍ୟ ଏକ ମନ୍ଦିର ମଧ୍ୟ ରହିଛି । ରାଜସ୍ଥାନର ସେହି ନାମରେ ଥିବା ସହର ପରି ଏହି ଉଦୟପୁରକୁ ମଧ୍ୟ ହ୍ରଦର ସହର ବୋଲି କୁହାଯାଇଥାଏ । ଏଠାରେ " ନଜରୁଲ ଗ୍ରନ୍ଥଘର " ବାମକ ଏକ ଜାତୀୟ ଲାଇବ୍ରେରୀ ରହିଛି । 

ମନ୍ଦିର ସମୂହ 

  • ତ୍ରିପୁରା s

ଗ୍ୟାଲେରି 

ପୁନଶ୍ଚ ଦେଖଣା 

  • List of cities and towns in Tripura

ଆଧାର 

ବାହାର ଲିଙ୍କ 

Tags:

ଉଦୟପୁର, ତ୍ରିପୁରା Geographyଉଦୟପୁର, ତ୍ରିପୁରା Demographicsଉଦୟପୁର, ତ୍ରିପୁରା ପର୍ଯ୍ୟଟକ ଆକର୍ଷଣ ଉଦୟପୁର, ତ୍ରିପୁରା ମନ୍ଦିର ସମୂହ ଉଦୟପୁର, ତ୍ରିପୁରା ଗ୍ୟାଲେରି ଉଦୟପୁର, ତ୍ରିପୁରା ପୁନଶ୍ଚ ଦେଖଣା ଉଦୟପୁର, ତ୍ରିପୁରା ଆଧାର ଉଦୟପୁର, ତ୍ରିପୁରା ବାହାର ଲିଙ୍କ ଉଦୟପୁର, ତ୍ରିପୁରା

🔥 Trending searches on Wiki ଓଡ଼ିଆ:

ରାମାୟଣଚନ୍ଦ୍ରଶେଖର ରଥଆହେ ଦୟାମୟ ବିଶ୍ୱ ବିହାରୀ୨୧ମଧୁସୂଦନ ରାଓହନୁମାନ ଚାଳିଶାମହୁମାଛିଓଡ଼ିଆ କାବ୍ୟ କବିତାଡାଲମାଭାରତୀୟ ଦଣ୍ଡବିଧି ସଂହିତା ଦଫା ୩୦୯୨ (ସଂଖ୍ୟା)ଶନିକୋଣାର୍କପରଜାମୂଷାକାନୀମିଳିମିଳାପୁରୀଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାମେଥିନିତ୍ୟାନନ୍ଦ ମହାପାତ୍ରଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିବଡ଼ ଓଡ଼ିଆ ମଠବିଶ୍ୱ ପଶୁ ଦିବସହିନ୍ଦୁ ଧର୍ମସଂସ୍କୃତପ୍ରମିଳା ମଲ୍ଲିକଠିଆକିଆ ବେଶତୃପ୍ତି ଦାସଶିମକଇଁଆଓଡ଼ିଆ କବି ମାନଙ୍କର ତାଲିକାଆଫଗାନିସ୍ତାନବିଶ୍ୱ ପରିବେଶ ଦିବସଓଡ଼ିଶାର ଲୋକନୃତ୍ୟଚାନ୍ଦବାଲିସୁନ୍ଦରଗଡ଼ରାଜେନ୍ଦ୍ର କିଶୋର ପଣ୍ଡାବିନୋଦ ଚନ୍ଦ୍ର ନାୟକରଥଯାତ୍ରା (ବହୁବିକଳ୍ପ)ବାଲ୍ୟବିବାହଗନରିଆସଚିନ ତେନ୍ଦୁଲକରରାମେଶ୍ୱର ମନ୍ଦିରଗୋପାଳ (ଜାତି)ଆଚାର୍ଯ୍ୟ ହରିହରକାଳିନ୍ଦୀ ଚରଣ ପାଣିଗ୍ରାହୀକୁସୁମମୟୂରଭଞ୍ଜ ଜିଲ୍ଲାଆଜ୍‌ମାଦ୍ରୌପଦୀ ମୁର୍ମୁକ୍ଲାଉଡ଼ ଟେକ୍ନୋଲୋଜିଦେବସ୍ନାନ ପୂର୍ଣ୍ଣିମାନବଯୌବନ ବେଶ୨୩ ସେପ୍ଟେମ୍ବରସଜନାକୃଷ୍ଣଚନ୍ଦ୍ର ବକ୍ସିପାତ୍ରରଥଯାତ୍ରାପ୍ରଭାତ ରଞ୍ଜନ ବିଶ୍ୱାଳସରସ୍ୱତୀ ନଦୀଗୋବିନ୍ଦ ତ୍ରିପାଠୀମଧୁସୂଦନ ଦାସମନ୍ଦାରପଞ୍ଚାୟତ ରାଜପବନେଶ୍ୱର ମନ୍ଦିର୮ ଫେବୃଆରୀ୧୯୯୨୨୦୦୬ଅମରପୋଇସରୋଜିନୀ ସାହୁବିଶ୍ୱଜିତ ଦାସସମ୍ବାଦମଦର ଟେରେସାଜ୍ୟାମିତିଭକ୍ତ ଚରଣ ଦାସଓଡ଼ିଶାର ମାପ ବ୍ୟବସ୍ଥାଶ୍ରୀ ଜଗନ୍ନାଥ (ଓଡ଼ିଆ କଥାଚିତ୍ର)🡆 More