ଉତ୍ତର ଆମେରିକାର ହିନ୍ଦୁ ମନ୍ଦିର ସମାଜ

ଉତ୍ତର ଆମେରିକାର ହିନ୍ଦୁ ମନ୍ଦିର ସମାଜ ଏକ ଅଣଲାଭକାରୀ ସଂସ୍ଥା ଯାହା ନିୟୁ ୟୋର୍କ ସହରର କୁଇନ୍ସ ସ୍ଥାନରେ ଥିବା ଗଣପତି ଦେବସ୍ଥାନମ ମନ୍ଦିରର ପରିଚାଳନା କରନ୍ତି । ମନ୍ଦିରର କେନ୍ଦ୍ରରେ ଗଣେଶ ବିଗ୍ରହ ଥିବାରୁ ଏହା ଗଣେଶ ମନ୍ଦିର ଭାବରେ ସାଧାରଣ ଭାବରେ ଜଣାଶୁଣା । ସଂଯୁକ୍ତ ରାଷ୍ଟ୍ରର କୁଇନସ (Flushing) ସ୍ଥାନରେ ଥିବା ଗଣେଶ ମନ୍ଦିର ହେଉଛି ପ୍ରଥମ ହିନ୍ଦୁ ମନ୍ଦିର । ଏହି ମନ୍ଦିରକୁ ସ୍ଥାନୀୟ ଲୋକ ଏହାକୁ ଲୋକ ଭାଷାରେ ହିନ୍ଦୁଙ୍କର ଫ୍ଲସିଂ ମନ୍ଦିର ନାମ ଦେଇ କହନ୍ତି । ଡକ୍ଟର ଉମ ମଇସୋରେକର ଏହି ଉତ୍ତର ଆମେରିକାର ହିନ୍ଦୁ ମନ୍ଦିର ସମାଜର ସଭାପତି ଭାବରେ ୧୯୯୪ରୁ ରହିଆସିଛନ୍ତି ।

ଉତ୍ତର ଆମେରିକାର ହିନ୍ଦୁ ମନ୍ଦିର ସମାଜ
ଶ୍ରୀ ମହା ବଲ୍ଲଭ ଗଣପତି ଦେବସ୍ଥାନମ
ଉତ୍ତର ଆମେରିକାର ହିନ୍ଦୁ ମନ୍ଦିର ସମାଜ
ଉତ୍ତର ଆମେରିକାର ହିନ୍ଦୁ ମନ୍ଦିର ସମାଜ ଗୃହର ବାହ୍ୟ ଦୃଶ୍ୟ
Religion
ଅନୁବନ୍ଧଗୁଡ଼ିକହିନ୍ଦୁତ୍ୱ
ଦେବାଦେବୀଗଣେଶ
Location
ସ୍ଥାନ45-57 Bowne St, Queens, NY 11355
U.S.
StateNew York ନିଉ ୟୋର୍କ
CountryUnited States ସଂଯୁକ୍ତ ରାଷ୍ଟ୍ର
ଉତ୍ତର ଆମେରିକାର ହିନ୍ଦୁ ମନ୍ଦିର ସମାଜ is located in New York City
ଉତ୍ତର ଆମେରିକାର ହିନ୍ଦୁ ମନ୍ଦିର ସମାଜ
Shown within New York City
ଭୌଗଳିକ ଅବସ୍ଥିତି40°45′09.9″N 73°49′00.6″W / 40.752750°N 73.816833°W / 40.752750; -73.816833
Website
https://nyganeshtemple.org/

ଠାକୁର

ଏହି ମନ୍ଦିରର କେନ୍ଦ୍ରରେ ଗଣେଶ ବିଗ୍ରହ ଅଛି । ଏହି ମନ୍ଦିରରେ ଭେଙ୍କଟେଶ୍ୱର, ଲକ୍ଷ୍ମୀ, ଶିବ, ପାର୍ବତୀ, ଦୂର୍ଗା, ସରସ୍ୱତୀ, ହନୁମାନ, ଦକ୍ଷିଣମୂର୍ତ୍ତି, ଗାୟତ୍ରୀ, ସଂମୁଖ , ବାଳୀ, ଦେବସେନା, କାମାକ୍ଷୀ, ନବଗ୍ରହ, ନଗେନ୍ଦ୍ର ସ୍ୱାମୀ, ରାଘବେନ୍ଦ୍ର ସ୍ୱାମୀ, ରାମା ପରିବାର, ରାଧା-କୃଷ୍ଣ,ଖୋଡିୟାର ମାତା, ଆୟାପା, ଅଗସ୍ତ୍ରୀୟାର ଓ ଲୋପାମୁଦ୍ରା, ସତ୍ୟନାରାୟଣ ଓ ରମା ଦେବୀ, ଚନ୍ଦ୍ରଶେଖରସ୍ୱାମୀ ଓ ଆନଂଦବେଲି, ଲିଙ୍ଗ, ନଟରାଜ, ଶିବକାମୀ, ମାନ୍ୟକ୍କଭଚକର, ଶ୍ୱର୍ଣ୍ଣ ବୈରାଭର, ସୁଦର୍ଶନ ଓ ନରସିଂହ, ଧନବନ୍ତରୀ ଓ ଗରୁଡ଼ ଓ ଶ୍ରୀଦେବୀ ଓ ବୁଦେବୀଙ୍କର ବିଗ୍ରହ ଅଛି ।

ଇତିହାସ

ଉତ୍ତର ଆମେରିକାର ହିନ୍ଦୁ ମନ୍ଦିର ସମାଜ ୧୯୭୦ ମସିହାରେ ସ୍ଥାପନ ହେବା ପୂର୍ବରୁ ଆଲାଗାପ୍ପା ଆଲାଗାପ୍ପା ନାମକ ଜଣେ ସଂସ୍ଥାପକ ତାଙ୍କର ଗୃହରେ ସଭ୍ୟମାନଙ୍କର ଏକ ସଭା କରିଥିଲେ । ଋଷିଆର ଏକ ଚର୍ଚ୍ଚ ସ୍ଥାନର ଜାଗା ଅଧିକାର କରି ସେଇ ଜାଗାରେ ଏକ ପାରମ୍ପରିକ ହିନ୍ଦୁ ମନ୍ଦିରର ଡିଜାଇନ ପ୍ରସ୍ତୁତ କରିଥିଲେ । ମନ୍ଦିର ତିଆରି କାମ ୧୯୭୭ ମସିହାରେ ସମାପ୍ତ ହେବା ପରେ ଜୁଲାଇ ୪ ତାରିଖରେ ଶୁଭ ଦିଆଯାଇଥିଲା । ଦକ୍ଷିଣ ଭାରତର ଏକ ହିନ୍ଦୁ ମନ୍ଦିର ଢାଞ୍ଚାରେ ପାରମ୍ପରିକ ପଦ୍ଧତିର ବାହ୍ୟ ଆକାର ତିଆରି ହୋଇଥିଲା । ଅନ୍ୟାନ୍ୟ କାମ ନିମନ୍ତେ ଏକ ପାଠଶାଳାର ଶୁଭ ୨୦୦୯ ମସିହାରେ ଗଣେଶ ମନ୍ଦିର ଦେଇଥିଲେ । ଏହି ପାଠଶାଳାରେ ଗଣିତ, ଭାଷା, ଧର୍ମ, ଭଜନ ଓ ନୃତ୍ୟ ଶିକ୍ଷା ଦିଆଯାଉଥିଲା । ଏହି ମନ୍ଦିରର ପୁନର୍ନିମାଣ ୨୦୦୯ ମସିହାରେ କରାଯାଇଥିଲା ।


ନିକଟବର୍ତ୍ତୀ ମନ୍ଦିର

  • Asamai Hindu Temple, 45-32 Bowne Street: Representing the ancient Afghan Hindu community, honoring Asamai, the city goddess of Kabul
  • BAPS Shri Swaminarayan Mandir, 44-38 Bowne Street: The first Swaminarayan sect temple in North America (inaugurated in 1974).
  • Shri Shirdi Sai Baba Temple, 46-16 Robinson Street: dedicated to Shirdi Sai Baba, inaugurated April 2010
  • Jain Center of America 43-11 Ithaca Street: Shri Mahavir Swami in the Shwetambar tradition, Upashrayain the Sthanakvasi tradition, Sri Adinath in the Digambar tradition and Shrimad Rajchandra Meditation Hall.
  • John Bowne House, 37-01 Bowne Street, the house of the Bowne family which contributed to religious freedom in USA in the 17th century.
  • Om Sai Mandir, 45-11 Smart Street, Flushing, NY 11355, Om Sai Mandir.

ଏହା ମଧ୍ୟ ଦେଖନ୍ତୁ

ଆଧାର

ବାହ୍ୟ ଲିଙ୍କ

Tags:

ଉତ୍ତର ଆମେରିକାର ହିନ୍ଦୁ ମନ୍ଦିର ସମାଜ ଠାକୁରଉତ୍ତର ଆମେରିକାର ହିନ୍ଦୁ ମନ୍ଦିର ସମାଜ ଇତିହାସଉତ୍ତର ଆମେରିକାର ହିନ୍ଦୁ ମନ୍ଦିର ସମାଜ ନିକଟବର୍ତ୍ତୀ ମନ୍ଦିରଉତ୍ତର ଆମେରିକାର ହିନ୍ଦୁ ମନ୍ଦିର ସମାଜ ଏହା ମଧ୍ୟ ଦେଖନ୍ତୁଉତ୍ତର ଆମେରିକାର ହିନ୍ଦୁ ମନ୍ଦିର ସମାଜ ଆଧାରଉତ୍ତର ଆମେରିକାର ହିନ୍ଦୁ ମନ୍ଦିର ସମାଜ ବାହ୍ୟ ଲିଙ୍କଉତ୍ତର ଆମେରିକାର ହିନ୍ଦୁ ମନ୍ଦିର ସମାଜen:Flushing, Queens

🔥 Trending searches on Wiki ଓଡ଼ିଆ:

ନମିତା ଅଗ୍ରୱାଲଚକ୍ରଧର ମହାପାତ୍ରବୌଦ୍ଧ ଧର୍ମବିଶ୍ୱନାଥ କରମାଟିର ମଣିଷଭୂମିକା ଦାଶଉତ୍କଳ ସମ୍ମିଳନୀଗଣନ ସଂଖ୍ୟାକାଳୀଚରଣ ପଟ୍ଟନାୟକକରଣ (ଜାତି)ଶ୍ରୀ ଅରବିନ୍ଦକଣ୍ଡୋମଅକ୍ଷି ତୃତୀୟାଲବଙ୍ଗନବକଳେବରପାଟୁଆ ଯାତ୍ରାଅଚ୍ୟୁତାନନ୍ଦ ପ‌ତିଓଡ଼ିଶାର ମାପ ବ୍ୟବସ୍ଥାପ୍ରଦୀପ କୁମାର ପଣ୍ଡାଉଇକିପିଡ଼ିଆବିଷ୍ଣୁମାଇକ୍ରୋସଫ୍ଟସଞ୍ଜୀବ କୁମାର ମଲ୍ଲିକଅନୁପମ ଭାରତଛାନ୍ଦଓଡ଼ିଶାର ଇତିହାସମଧୁସୂଦନ ରାଓଆଚାର୍ଯ୍ୟ ହରିହରଚନ୍ଦନଗୋପୀନାଥ ମହାନ୍ତିସତ୍ୟ ସାଇ ବାବାଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବୈଷ୍ଣବ ଚରଣ ସାମଲଆନନ୍ଦପୁରସମୀର ରଞ୍ଜନ ଦାଶଗୁରୁ ପ୍ରସାଦ ମହାନ୍ତିହାଡ଼ଫୁଟିଦଶପଲ୍ଲା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅଜନ୍ତା ଗୁମ୍ଫାବୈଷ୍ଣବ ପାଣିହନୁମାନ ଜୟନ୍ତୀଚିଲିକା ହ୍ରଦଦେଓମାଳୀଓଡ଼ିଶାର ଲୋକନୃତ୍ୟଅକ୍ଷାଂଶକଳିଙ୍ଗ ଯୁଦ୍ଧଚୈତ୍ରବିଜ୍ଞାନଅଂଶୁଘାତରାକ୍ଷୀ ପୂର୍ଣ୍ଣିମାଚନ୍ଦନଲାଗି ବେଶସାଦୃଶ୍ୟମୌଳିକ ସଂଖ୍ୟାଲୋକ ସଭାଭାରତ ସରକାରବିଜୟ ମିଶ୍ରସବ୍ୟସାଚୀ ମିଶ୍ରଉଇକିଅଭିଧାନରାଧାନାଥ ରାୟମି ଠୁ (ହ୍ୟାସଟ୍ୟାଗ)ଅନାଦି ଚରଣ ସାହୁଭୁବନେଶ୍ୱର ବେହେରାମାଟିର ମଣିଷ (ଉପନ୍ୟାସ)ଟେସାମୋରେଲିନଯୌନ ସମ୍ଭୋଗଋଷିଆଆସିକା🡆 More