ଅଭିଲେଖ: ୧ · ୨ · ୩ · ୪ · ୫ · ୬ · ୭ · ୮ · ୯ · ୧୦ · ୧୧ · ୧୨ · ୧୩ · ୧୪ · ୧୫ · ୧୬ · ୧୭ · ୧୮ · ୧୯ · ୨୦ · ୨୧ · ୨୨ · ୨୩
ଆଲୋଚନା ସଭା ଅଭିଲେଖ | |
---|---|
ଏହି ପୃଷ୍ଠାରେ ଥିବା ଆଲୋଚନାଗୁଡ଼ିକୁ ଆଲୋଚନା ସଭାରୁ ଆଣି ଏଠାରେ ସାଇତାଯାଇଛି । ଦୟାକରି ଏହି ପୃଷ୍ଠାରେ କିଛି ବଦଳ କରନ୍ତୁ ନାହିଁ । ଯଦି ଆପଣ ଏଠାରେ ଆଲୋଚନା ହୋଇଥିବା କୌଣସି ବିଷୟ ଉପରେ ପୁଣି ଆଲୋଚନା କରିବାକୁ ଚାହୁଁଛନ୍ତି, ତେବେ ଏଠାରେ କ୍ଲିକ କରି ନୂଆ ଆଲୋଚନାଟିଏ ଆରମ୍ଭ କରନ୍ତୁ କିମ୍ବା ସେହି ବିଷୟ ଉପରେ ଥିବା ପୃଷ୍ଠାର ଆଲୋଚନା ପୃଷ୍ଠାରେ ଆଲୋଚନା କରନ୍ତୁ । | |
|
ତନଭିରଙ୍କ ଗସ୍ଥ ସମ୍ପର୍କରେ ଆଲୋଚନା ସଭାରେ ସୂଚନା ନ ଦେଇଥିବାରୁ ମୁଁ ପ୍ରଥମେ କ୍ଷମା ମାଗୁଛି। ତନଭିର ଗତ ଜୁନ ୭-୯ ଯାଁଏ ଭୁବନେଶ୍ୱର ଓ ପୁରୀ ଗସ୍ଥରେ ଆସିଥିଲେ, ତାଙ୍କ ଆସିବାର ମୂଳ ଉଦ୍ଦେଶ୍ୟ ଥିଲା ଓଡ଼ିଆ ଉଇକିପିଡ଼ିଆ କମ୍ୟୁନିଟିର ସଂସ୍ଥାଗତ ସହଯୋଗୀ ମାନଙ୍କୁ ଭେଟିବା।
Centurian University ଜଟଣି ସ୍ଥିତ ଏକ ବିଶ୍ୱବିଦ୍ୟାଳୟ, ଏହାର ଦୁଇଟି କ୍ୟାମ୍ପସ ଅଛି, ଗୋଟେ ଜଟଣୀରେ ଓ ଅନ୍ୟଟି ପାରଳାଖେମୁଣ୍ଡିରେ। ଏହି ବିଶ୍ୱବିଦ୍ୟାଳୟରେ Centre for Language ବିଭାଗ ଅଛି ଯାହା ଭାଷା ଭିତ୍ତିକ କାର୍ଯ୍ୟ କରେ। ଏହାର ନିର୍ଦେଶକ ଚନ୍ଦ୍ରଭାନୁ ପଟ୍ଟନାୟକ ଅଟନ୍ତି (ଡଃ ଦେବିପ୍ରସନ୍ନ ପଟ୍ଟନାୟକଙ୍କ ପୁଅ)। ଚନ୍ଦ୍ରଭାନୁ ସାରଙ୍କ କହିବା ହିସାବରେ ପାରଳାଖେମୁଣ୍ଡି ଠାରେ ଓ ତାଙ୍କ ନିଜ ଘରେ ବହୁ ପୁରାତନ ବହି, ପୋଥି ଓ ପୁରୁଣା ଥିଏଟର ସ୍କ୍ରିପ୍ଟ ଅଛି ଯେଉଁଗୁଡା ସେ ଡିଜିଟାଇଜ କରିବାକୁ ଚାହାନ୍ତି। ଆମେ ବିଶ୍ୱବିଦ୍ୟାଳୟର ଛାତ୍ର-ଛାତ୍ରିଙ୍କୁ ଏକ Skill-building କାର୍ଯ୍ୟ ଭାବେ ଡିଜିଟାଇଜେସନ ପ୍ରକ୍ରୀୟା ଶିଖେଇ ପାରିବା। ବିଶ୍ୱବିଦ୍ୟାଳୟ ତରଫରୁ ୧୦ ଛାତ୍ର-ଛାତ୍ରିଙ୍କୁ ବଛା ଯିବ ଓ ସେମାଙ୍କୁ ୪-୫ ଦିନର ପ୍ରଶିକ୍ଷଣ ଦିଆଯିବ, ଯେଉଁଥିରେ ସେମାନଙ୍କୁ, ବହି ସ୍କାନ କରିବା, OCR ଚଳାଇବା, ଉଇକିରେ ଲେଖିବା ଓ ସଂସୋଧନ କରିବାର ପ୍ରଶିକ୍ଷଣ ଦିଆଯିବ। ପ୍ରଥମେ ୩ ମାସର ଏକ ପାଇଲଟ ପ୍ରୋଯେକ୍ଟ ଭାବେ ଏହା ଆରମ୍ଭ କରାଯିବ ଓ ପରେ ଏହାର କାର୍ଯ୍ୟ ଓ କମ୍ୟୁନିଟିର ମତାମତ ନେଲା ପରେ ଏହି ପ୍ରୋଯେକ୍ଟ କୁ ଆଗକୁ ବଢ଼ା ହେବ।
ଆମେ ନିଖିଲ ସାରଙ୍କୁ ଦେଖା କରିଥିଲୁ ଓ ଓଡ଼ିଆ ଉଇକିପାଠାଗାରକୁ ବହି ଯୋଗାଇଥିବାରୁ ଧନ୍ୟବାଦ ଜଣାଇଲୁ।
ଓଟାର୍ଟ ଏକ ସମବାୟ ସଂସ୍ଥା ଯାହା ପର୍ଯ୍ୟଟନ କ୍ଷେତ୍ରରେ କାମ କରୁଛି। ଓଟାର୍ଟ ଓଡ଼ିଆ ଉଇକିମିଡ଼ିଆ ପ୍ରକଲ୍ପକୁ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ଗୁଡ଼ିକର ଚିତ୍ର ଓ ବିବରଣୀ free-licenceରେ ଯୋଗାଇବ ଓ ଏହା ଉଇକିପିଡ଼ିଆ ସାହାୟତାରେ ଏକ QR code ପ୍ରକଳ୍ପ ଆରମ୍ଭ କରିବାକୁ ଚାହେଁ। ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରରେ ଗୋଟେ ଗୋଟେ QR-code ଲାଗିବ ଯାହାକୁ ସ୍ମାର୍ଟ ଫୋନରେ ସ୍କାନ କରିଲେ ଜଣେ ଦେହି ସ୍ଥାନ ଉପରେ ଉଇକିପିଡ଼ିଆରେ ଥିବା ତଥ୍ୟ ପାଇପାରିବ।
ପୁରୀରେ ଆମେ ଗଜପତି ମାହାରାଜାଙ୍କ କାର୍ଯ୍ୟାଳୟରେ ଭେଟିବାର ଥିଲା, ହେଲେ ସେହିଦିନ କାର୍ଯ୍ୟାଳୟ ବନ୍ଦ ଥିବାରୁ ଆମେ କାହାରିକୁ ଭେଟିପାରିଲୁନି ଓ କେବଳ ପୁରୀରେ ଥିବା ଉଇକିଆଳିଙ୍କ ସହ ଭେଟି ତାଙ୍କର ନୁଆ ପ୍ରକଳ୍ପ ବିଷୟରେ ଆଲୋଚନା କରିଥିଲୁ।
ଉତ୍କଳ ବିଶ୍ୱବିଦ୍ୟାଳୟ ରେ କର୍ମଶାଳା ହେବା ପରେ ବିଶ୍ୱବିଦ୍ୟାଳୟ ପ୍ରାୟତଃ ୫-୬ ଉଇକିଆଳି ଓଡ଼ିଆ ଉଇକିପିଡ଼ିଆ ସହ ଯୋଗାଯୋଗ ରଖିଛନ୍ତି। ବିଶ୍ୱବିଦ୍ୟାଳୟର ଛାତ୍ର-ଛାତ୍ରି ପାଇଁ ଏକ Skill-building କାର୍ଯ୍ୟକ୍ରମ ରଖିବାକୁ MCA ବିଭାଗର HoD ପ୍ରସ୍ତାବ ରଖିଲେ, ଆମେ ଜୁଲାଇ ମାସରେ ଏକ digitisation sprint ଆୟୋଜନ କରିବା ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ମଧ୍ୟ ଏକ pilot ପ୍ରକଳ୍ପ ଭାବେ ଗୋଟେ ତିନି ମାସର WEP ଆରମ୍ଭ କରିବାର ଯୋଜନା ଅଛି।--Sailesh Patnaik ଶୈଳେଶ (ମୋ ଆଲୋଚନା) ୦୦:୦୮, ୧୪ ଜୁନ ୨୦୧୬ (IST)
କିଛି ପୁରୁଖା ଉଇକିଆଳିଙ୍କ ବିଶ୍ୱାସ (ଦୁଇଟି ଚଳନ୍ତି ଉଇକିମିଡ଼ିଆ ପ୍ରକଳ୍ପର ପରିଚାଳକ ଦାୟିତ୍ୱ ତୁଲାଉଥିବାରୁ) ମୁଁ ଏବାବଦରେ ପୂର୍ବରୁ ଜାଣିଥିଲି, ତେଣୁ ପ୍ରଥମେ ଏଠାରେ ସ୍ପଷ୍ଟ କରିଦେବାକୁ ଚାହେଁ ଯେ ତନବୀରଙ୍କ ଏହି ଗସ୍ତ ବାବଦରେ ମୁଁ ପୂର୍ବରୁ ଜାଣିନଥିଲି ।
'ତନଭିରଙ୍କ ଗସ୍ଥ ସମ୍ପର୍କରେ ଆଲୋଚନା ସଭାରେ ସୂଚନା ନ ଦେଇଥିବାରୁ ମୁଁ ପ୍ରଥମେ କ୍ଷମା ମାଗୁଛି।'
ତନଭିର ଗତ ଜୁନ ୭-୯ ଯାଁଏ ଭୁବନେଶ୍ୱର ଓ ପୁରୀ ଗସ୍ଥରେ ଆସିଥିଲେ, ତାଙ୍କ ଆସିବାର ମୂଳ ଉଦ୍ଦେଶ୍ୟ ଥିଲା ଓଡ଼ିଆ ଉଇକିପିଡ଼ିଆ କମ୍ୟୁନିଟିର ସଂସ୍ଥାଗତ ସହଯୋଗୀ ମାନଙ୍କୁ ଭେଟିବା।
Hi,
Greetings from Wiki Conference India 2016 Team. Sorry for writing in English. Please feel free to translate the message in your language to help other community members.
Everyone is requested to participate in this short survey to help us learn more about WikiConference India 2016 participants' capabilities, needs, interests and expectations regarding conference programs.
How we’ll use this data: We will collect responses to assess whether and what type of conference programs would be most beneficial for the Wiki community in India. Individual responses or comments will not be made publicly available unless in anonymized or aggregate form.
In legalese: Your privacy is important to us. As allowed by law, we will only share your responses with WCI 2016 helping on this survey. We may, however, publicly share anonymous statistics about the responses in aggregate form. Wiki is a worldwide organization. By answering these questions, you permit us to record and transfer your responses to the United States and other places as may be necessary to carry out the objectives of this project. You also agree to refrain from incorporating your personal information in response to a question that doesn’t ask for it and to donate your responses to the public domain. For terms and privacy considerations related to Google Forms, consult the Privacy Policy (https://www.google.com/policies/privacy/) and Terms of Use (http://www.google.com/intl/en/policies/terms/) of Google.
Survey link - https://docs.google.com/forms/d/1Tn5TCFE4DkrAhIVmXk_Hx--upllCRU5pQlz6G_7Qb5M/edit?ts=575ad1a7
Regards,
WikiConference India Team
Greetings from Wiki India
Wiki Loves Earth (WLE) is an international photography competition on Wiki Commons for use on Wikipedia and other project websites of the Wiki Foundation. Wiki India is running this competition in India. We are delighted to share our early success, within 15 days we have received more than 15000 images, averaging a thousand images per-day. Some of the images received have helped us improve the picture quality of India’s flora and fauna, which are then being shared on Wikipedia and its sister projects.
India’s natural diversity remains incredible your support and suggestions would help us record images of India’s unique eco-systems. We seek your support to make this event reach new heights. India has a vibrant photography community and we hope to significantly increase Indian Natural heritage related photographs on Commons through this contest campaign.
We seek your community support in spreading awareness about this competition amongst your family and friends who aren’t Wikimedia’s, contribution yourself and at last using images for your respective languages to build Wikipedia and its sister projects richer and exemplified.
Please find more details on this link: Wiki Loves Earth 2016 in India.
For any doubts, please feel free to email us at [email protected] and you may follow us on Facebook here. -- User:Abhinav619 via MediaWiki message delivery (ମୋ ଆଲୋଚନା) ୧୭:୦୪, ୧୮ ଜୁନ ୨୦୧୬ (IST)
ଆଞ୍ଚଳିକ ଉଇକିଟୁଙ୍ଗୀରେ ମାସିକିଆ Edit-A-Thon ପାଇଁ ପ୍ରସ୍ତାବ ଆସିଥିଲା । ତେବେ ଭବିଷ୍ୟତର କାର୍ଯ୍ୟକ୍ରମ ଦେଖିଲେ କେବଳ ଜୁଲାଇ ମାସରେ ୩ଟି କାର୍ଯ୍ୟ ହେବାର ଅଛି ଓ ଅଗଷ୍ଟ, ସେପ୍ଟେମ୍ବର ଫାଙ୍କା ପଡ଼ିଛି । ତେଣୁ ୩ ଦିନିଆ Edit-A-Thon ଅଗଷ୍ଟ ମାସରେ ସ୍ଵାଧୀନତା ଦିବସ ଓ ସେପ୍ଟେମ୍ବରରେ ଗୁରୁ ଦିବସ ଅବସରରେ କରିବା ପାଇଁ ମତ ରଖୁଛି ।--Abha S Pradhan (ମୋ ଆଲୋଚନା) ୨୩:୩୫, ୧୯ ଜୁନ ୨୦୧୬ (IST)
Hello,
Here is an important update from WikiConference India 2016. The call for abstracts/proposals for WikiConference India opens today. If you are interested to submit your paper, please do so. To know more details please check this page. If you have question(s), please ask us here. Thanks and regards. -- WikiConference India 2016 organizing team sent using MediaWiki message delivery (ମୋ ଆଲୋଚନା) ୦୦:୧୯, ୨୩ ଜୁନ ୨୦୧୬ (IST)
Edit windowରେ ଥିବା ଆଧାର Icon ଉପରେ click କଲେ ଯେଉଁ Dialogue Box ଖୋଲୁଛି, ତାହାର Headingରେ ଆଧାର ଦିଅନ୍ତି ଲେଖାହୋଇଛି । ମୋ ମତରେ ତାହା ଆଧାର ଦିଅନ୍ତୁ ହେବା ଠିକ୍ ହେବ । ତେଣୁ ଦୟାକରି ଓଡ଼ିଆ ଉଇକିପିଡ଼ିଆ website design ଉପରେ କାମ କରୁଥିବା କେହି ଉଇକିଆଳି ଏହି ଭୁଲଟିକୁ ଠିକ୍ କରି ଦିଅନ୍ତୁ ।
--Rajalaxmi Mishra (ମୋ ଆଲୋଚନା) ୧୭:୫୯, ୨୬ ଜୁନ ୨୦୧୬ (IST)
ଜୁଲାଇ ମାସର ରଥଯାତ୍ରା ପରଠାରୁ ପୁରୀ ସହରରେ ପ୍ରତି ମାସର ଯେ କୌଣସି ରବିବାର ଦିନ ପୁରୀ ଉଇକିଆଳିଙ୍କୁ ନେଇ Meetup କରିବା ପାଇଁ ମତ ରଖୁଛି । ଏଥିପାଇଁ ଆପଣ ମାନଙ୍କ ସହଯୋଗ ଲାଗି ଅପେକ୍ଷା କରିଛି । ଦୟାକରି ନିଜ ନିଜର ମତକୁ ଏଠାରେ ପ୍ରସ୍ତାବିତ କରନ୍ତୁ । ଧନ୍ୟବାଦ!!!--Aliva Sahoo (ମୋ ଆଲୋଚନା) ୧୨:୪୭, ୧ ଜୁଲାଇ ୨୦୧୬ (IST)
ମୁଁ ମଧ୍ୟ ଏହି ପ୍ରସ୍ତାବ କୁ ସମର୍ଥନ କରୁଛି
Hello
Greetings from WikiConference India team.
An edit-a-thon is being conducted with an aim to create or improve articles related to Punjab. This edit-a-thon is a part of WikiConference India 2016. You and your community are cordially invited to join this edit-a-thon as participants or co-ordinators. This will be our gift for the Chandigarh team which is hosting us for the conference. The community that adds most number of words or bytes to the articles will be awarded a trophy during the conference!
Participate or learn more here.
Thank you. -- WikiConference India team (Discuss) sent using MediaWiki message delivery (ମୋ ଆଲୋଚନା) ୧୪:୪୫, ୨ ଜୁଲାଇ ୨୦୧୬ (IST)
ରଥଯାତ୍ରା ଗଣ ସମ୍ପାଦନା ସଫଳ ହେବାପାଇଁ ସମସ୍ତଙ୍କ ସହଯୋଗ କାମନା କରୁଛି । ପୂର୍ବରୁ ହୋଇଥିବା ନବକଳେବର ଗଣସମ୍ପାଦନାର ବକେୟା କାମକୁ ଆଗେଇ ନେବାକୁ ଏହା ଏକ ସୁଯୋଗ । ଏଥିପାଇଁ କୌଣସି ଅନୁଦାନ ମଗା ନଯାଇ ପୂର୍ବ ଗଣସମ୍ପଦନାରୁ ବଳି ପଡିଥିବା ୬,୩୦୦ ଟଙ୍କାକୁ ଅନ୍ୟାନ୍ୟ ଖର୍ଚ୍ଚ ଓ ପୁରସ୍କାର ଆଧାର ପାଇଁ କିଣାଯାଇଥିବା କିଛି ପୁସ୍ତକ ପାଇଁ ବିନିଯୋଗ କରିବା ପାଇଁ ପ୍ରସ୍ତାବ ଦେଉଛି । ଏଥର ରଥଯାତ୍ରା ଗଣସମ୍ପଦନାର ରୂପରେଖ ସାମାନ୍ୟ ଉନ୍ନତ କରାଯାଇଛି । ପ୍ରକଳ୍ପ ପୃଷ୍ଠା ଦେଖନ୍ତୁ । ବଦଳ ପ୍ରସ୍ତାବ କିଛି ଥିଲେ ଏଇଠି ମତ ଦେଇପାରନ୍ତି । ଆପଣଙ୍କ ସମର୍ଥନ ସବୁବେଳେ ଅଛି ବୋଲି ଭାବେ । ଯେହେତୁ ଏଥରକ ପରିଚାଳନା ଓ ନୀତିରେ ସେଭଳି ଆଖିଦୃଶିଆ ପରିବର୍ତ୍ତନ କିଛି ହୋଇନାହିଁ ସେଥିପାଇଁ ଆଲୋଚନା କରିନଥିଲି । ଜ୍ଞାନଭାଇ ଆଲୋଚନା ଚାହିଁବାରୁ ଆଲୋଚନା ଆରମ୍ଭ କଲି । ଗଣସମ୍ପଦନା କିପରି ସଫଳ ହେବ ସମସ୍ତେ ନିଜ ମତ ଦେବା ହେବେ । ନିଷ୍ଠାରଞ୍ଜନଦାଶtalk ୨୨:୦୨, ୭ ଜୁଲାଇ ୨୦୧୬ (IST)
-ନମସ୍କାର, ପବିତ୍ର ରଥଯାତ୍ରା ଅବସରରେ ଆମେ ଆପଣଙ୍କ ସୁଖ ଓ ସମୃଦ୍ଧି କାମନା କରୁଛୁ । ଏହି ଜୁଲାଇ ମାସରେ ଜଗନ୍ନାଥ ସଂସ୍କୃତି ଉତ୍ସବମୁଖର ହୋଇ ଉଠିଛି । ଏହାକୁ ସ୍ମରଣୀୟ କରିବା ପାଇଁ ଏହି ଅବସରରେ ଓଡ଼ିଆ ଉଇକିପିଡ଼ିଆ ପାଳନ କରୁଛି "ରଥଯାତ୍ରା ଗଣସମ୍ପଦନା ୨୦୧୬" । ଗତବର୍ଷର "ନବକଳେବର ଗଣସମ୍ପଦନା" ସଫଳ ହେବାପରେ ଏହା ହେଉଛି ସଂସ୍କୃତି ଭିତ୍ତିକ ଦ୍ଵିତୀୟ ଗଣସମ୍ପଦନା । ସୂଚନା ଥାଉକି ପୂର୍ବବର୍ଷର ଗଣସମ୍ପଦନାରେ ଆମେ ପାଇଥିଲେ ### ଟି ନୂଆ ଓ ଉନ୍ନତ କରାଯାଇଥିବା ପ୍ରସଙ୍ଗ ଯାହା ଉଇକିପିଡ଼ିଆ ପାଇଁ ମହତ୍ତ୍ୱପୂର୍ଣ୍ଣ ଥିଲା । ତେବେ ବହୁ ଅପେକ୍ଷିତ "ରଥଯାତ୍ରା ଗଣସମ୍ପଦନା" ଆରମ୍ଭ ହୋଇଯାଇଛି । ଏହି ମାସଯାକ (ଜୁଲାଇ ୬ ରୁ ଅଗଷ୍ଟ ୪) ଜଗନ୍ନାଥଙ୍କ ସମ୍ବନ୍ଧୀୟ ପ୍ରସଙ୍ଗମାନ ସମ୍ପାଦନା କରାଯାଇ ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧ କରାଯିବ । ଆଶାକରୁଛୁ ଆପଣ ଏଥିରେ ଅଂଶଗ୍ରହଣକରି ଏହାକୁ ସଫଳ କରାଇବେ । ଗଣସମ୍ପଦନା ବାବଦରେ ଅଧିକ ଜାଣିବା ଓ ଭାଗନେବା ପାଇଁ ଏହି ପୃଷ୍ଠା ଦେଖନ୍ତୁ । କିଛିବି ପ୍ରଶ୍ନ କିମ୍ବା ସହାୟତା ଥିଲେ ଆମକୁ ପଚାରିପାରିବେ । ଧନ୍ୟବାଦ । ଜୟ ଜଗନ୍ନାଥ । (ସଂଶୋଧନ ପ୍ରସ୍ତାବ ଏଇଠି ଦିଅନ୍ତୁ)
ଲେଖିଟିରେ ଯେଉଁ ଅଂଶସବୁ ଟିକେ ବୁଝିବାରେ ଅସୁବିଧା ହେଉଥିଲା କିମ୍ବା ବାକ୍ୟଗଠନ ଠିକ ଲାଗୁନଥିଲା ସେଥିରେ ସାମାନ୍ୟ ବଦଳାଇ ତଳେ ଲେଖିଲି ।
ନମସ୍କାର, ପବିତ୍ର ରଥଯାତ୍ରା ଅବସରରେ ଆମେ ଆପଣଙ୍କ ସୁଖ ଓ ସମୃଦ୍ଧି କାମନା କରୁଛୁ । ଏହି ଜୁଲାଇ ମାସରେ ଜଗନ୍ନାଥ ସଂସ୍କୃତି ଉତ୍ସବମୁଖର ହୋଇ ଉଠିଛି । ଏହାକୁ ସ୍ମରଣୀୟ କରିବା ପାଇଁ ଏହି ଅବସରରେ ଓଡ଼ିଆ ଉଇକିପିଡ଼ିଆ ପାଳନ କରୁଛି "ରଥଯାତ୍ରା ଗଣସମ୍ପଦନା ୨୦୧୬" । ଗତବର୍ଷର "ନବକଳେବର ଗଣସମ୍ପଦନା" ସଫଳ ହେବାପରେ ଏହା ହେଉଛି ସଂସ୍କୃତି-ଭିତ୍ତିକ ଦ୍ଵିତୀୟ ଗଣସମ୍ପଦନା । ଆପଣ ଜାଣି ଖୁସି ହେବେ ଯେ ଗତବର୍ଷର ଗଣସମ୍ପଦନାରେ ଜଗନ୍ନାଥ ସଂସ୍କୃତି ସମନ୍ଧିତ ### ଟି ନୂଆ ଓ ଉନ୍ନତ କରାଯାଇଥିଲା ଆଉ ସେହି ପ୍ରସଙ୍ଗଗୁଡ଼ିକ ଉଇକିପିଡ଼ିଆ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ଥିଲା । ତେବେ ଏବର୍ଷର "ରଥଯାତ୍ରା ଗଣସମ୍ପଦନା" ଆରମ୍ଭ ହୋଇଯାଇଛି । ଜୁଲାଇ ୬ ରୁ ଅଗଷ୍ଟ ୪ ତାରିଖ ମାସେ କାଳ ଜଗନ୍ନାଥଙ୍କ ସମ୍ବନ୍ଧୀୟ ପ୍ରସଙ୍ଗମାନ ସମ୍ପାଦନା କରାଯାଇ ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧ କରାଯିବ । ଆଶାକରୁଛୁ ଯେ ଆପଣ ଏଥିରେ ଭାଗନେଇ ଏହାକୁ ସଫଳ କରାଇବେ । ଗଣସମ୍ପଦନା ବାବଦରେ ଅଧିକ ଜାଣିବା ଓ ଭାଗନେବା ପାଇଁ ଏହି ପୃଷ୍ଠାଟି ଦେଖନ୍ତୁ । କୌଣସି ପ୍ରଶ୍ନ ପଚାରିବାର ଥିଲେ କିମ୍ବା ସହାୟତା ଲୋଡୁଥିଲେ ଆମକୁ ପଚାରିପାରିବେ । ଧନ୍ୟବାଦ । ଜୟ ଜଗନ୍ନାଥ!
Hello,
CIS-A2K has published their consolidated newsletter for the months of May and June, 2016. The edition includes details about these topics:
Please read the complete newsletter here.
If you want to subscribe/unsubscribe this newsletter, click here. -- CIS-A2K (talk) sent using MediaWiki message delivery (ମୋ ଆଲୋଚନା) ୧୦:୦୭, ୧୪ ଜୁଲାଇ ୨୦୧୬ (IST)
ଜୁନ ମାସ ୧୫-୧୭ ମଧ୍ୟରେ ବାଙ୍ଗାଲୋରରେ ହୋଇଥିବା ଟି ଟି ଟି କର୍ମଶାଳା ସମୟରେ ଶ୍ରୀଯୁକ୍ତ ସୁବୋଧ କୁଲକର୍ଣ୍ଣୀ, ମରାଠୀ ଉଇକିଆଳୀଙ୍କ ସହ ଦେଖାହୋଇଥିଲା । ସିଏ ପର୍ଯ୍ୟାବରଣ ଉପରେ ଗୋଟିଏ ପ୍ରକଳ୍ପ ମରାଠୀ, ତାମିଲ ଓ ଅନ୍ୟ ଭାରତୀୟ ଭାଷାରେ କରିଛନ୍ତି । ମୁଁ ତାଙ୍କୁ ସେହି ପ୍ରକଳ୍ପଟି ଓଡ଼ିଆରେ କରିବାକୁ କହିବାରୁ ସିଏ ମୋତେ କିଛି excel format (ଏକସେଲ ଫରମେଟ) ଦେଲେ ଓ କହିଲେ ଏହାକୁ ଓଡ଼ିଆରେ ଅନୁବାଦ କରି ପଠାନ୍ତୁ ତାପରେ ସେ ତାକୁ ଆଗକୁ ବଢ଼େଇବେ । ଆପଣମାନେ ଯଦି ସମର୍ଥନ କରନ୍ତି ତାହାଲେ ଆମେ ସେଇ ପ୍ରକଳ୍ପଟି ଓଡ଼ିଆରେ କରିପାରିବା । --Pmsarangi (ମୋ ଆଲୋଚନା) ୧୧:୪୫, ୧୬ ଜୁଲାଇ ୨୦୧୬ (IST)
ତାଙ୍କୁ କହିଲେ ସେ ଯଦି ଆମକୁ ତାଙ୍କ tool ଦେଇ ପାରିବେ ଆଉ ସୋର୍ସ ଦେଇ ପାରିବେ ତ ଆମେ ସେଇ କାମ କରି ପାରିବା । ଅଣ ଓଡ଼ିଆ ଅପେକ୍ଷା ଆମେ ନିଜେ ସେ କାମ ଅଧିକା ନିର୍ଭୁଲ ଭାବେ କରି ପାରିବା ବୋଲି ମୋ ଆଶା ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୨:୩୪, ୧୬ ଜୁଲାଇ ୨୦୧୬ (IST)
ଉଇକି କନଫେରନ୍ସ ଇଣ୍ତିଆ ୨୦୧୬ ଚଣ୍ତିଗଡ଼ ପଞ୍ଜାବ ରେ ହେଉଛି ଏବଂ ମୁଁ ଦିଲ୍ଲୀରେ ରହୁଛି ଏବଂ ଦିଲ୍ଲୀରୁ ଚଣ୍ତିଗଡ଼ ମାତ୍ର ୩ ଘଣ୍ଟାର ରାସ୍ତା ତେଣୁ ମୁଁ ଏଥିରେ ଯୋଗ ଦେବାକୁ ଚାହୁଁଛି । ଯେହେତୁ ଓଡ଼ିଶାରୁ ଏବଂ ଅନ୍ୟ କମ୍ୟୁନିଟିରୁ ଉଇକିଆଳି ମାନେ ଏଥିରେ ବହୁ ସଂଖ୍ୟାରେ ଭାଗ ନେଉଛନ୍ତି ମୁଁ ଏଥିରେ ଯୋଗ ଦେଲେ ବହୁତ କିଛି ଶିଖିପାରନ୍ତି ଓ ଉଇକି ପାଠାଗାର ବିଷୟରେ କିଛି ଅନ୍ୟମାନଙ୍କ ସହ ଆଲୋଚନା କରିପାରନ୍ତି । ଆମ ଓଡ଼ିଆ ଉଇକିଆଳିଙ୍କ ସହ ଭେଟିବାର ମଧ୍ୟ ଗୋଟିଏ ସୁଯୋଗ ପାଇଥାନ୍ତି । ସେଥିପାଇଁ ଆପଣମାନଙ୍କ ସହମତି ଚାହୁଁଛି । --Pmsarangi (ମୋ ଆଲୋଚନା) ୧୧:୩୦, ୨୦ ଜୁଲାଇ ୨୦୧୬ (IST)
ଏହି ନିବେଦନଟି ଗ୍ରହଣ କରାଗଲା ଓ ଏହା ବିଷୟରେ ଓଡ଼ିଆ ଉଇକିପିଡ଼ିଆର ମେଲିଙ୍ଗ ଲିଷ୍ଟରେ ଘୋଷଣା କରାଯାଇଛି।-ଶୈଳେଶ (ପଚାରିବେ କିଛି?) ୨୩:୩୦, ୨୭ ଜୁଲାଇ ୨୦୧୬ (IST)
ଆଗରୁ ଆଲୋଚନା ସଭାରେ ମିନି MWT ଓ TTT ବିଷୟରେ ଆଲୋଚନା ହେଇଥିଲା, ଏହା ଜୁନ ୯-୧୦ରେ ହେବାର ଥିଲା ଓ ପରେ ଘୁଞ୍ଚାଯାଇଥିଲା। ଏବେ ଯେହେତୁ ଅଗଷ୍ଟ ମାସରେ ପ୍ରାୟତଃ ଉଇକିଆଳି WCIରେ ଭାଗ ନେବେ, ମୁଁ ଅନୁରୋଧ କରୁଛି ଆମେ ଅଗଷ୍ଟ ୧୩-୧୪ରେ ଏହା ଆୟୋଜନ କରିବା ପାଇଁ। --ଶୈଳେଶ (ପଚାରିବେ କିଛି?) ୦୦:୩୯, ୨୧ ଜୁଲାଇ ୨୦୧୬ (IST)
ଓଡ଼ିଆ ଉଇକିପିଡ଼ିଆରେ ହଳନ୍ତ୍ର ବ୍ୟବହାର କରାଯାଉନାହିଁ । ବହୁ ସମୟରେ ଏଥି ପାଇଁ ଦ୍ୱନ୍ଦ ମଧ୍ୟ ଉପୁଜୁଛି । ଯେପରି କିଛି ଇଂରାଜୀ ଶବ୍ଦର ଓଡ଼ିଆ ଶବ୍ଦ ନାହିଁ, ଯଥା ପାର୍କିନ୍ସନ୍ ରୋଗ । ତେବେ ମୁଁ ଏଠାରେ ଆଧାର ସହ ବିଭିନ୍ନ ସମୟର ବିଭିନ୍ନ ଲେଖକଙ୍କ ଲେଖାରୁ କିଛି ହଳନ୍ତ୍ ବ୍ୟବହୃତ ଶବ୍ଦର ଉଦାହରଣ ଦେଉଛି ।
ଓଡ଼ିଆ ଉଇକିପାଠାଗାର: ଫକୀର ମୋହନଙ୍କ ଛ ମାଣ ଆଠ ଗୁଣ୍ଠ- ପ୍ରେମ୍ଚନ୍ଦ୍ଙ୍କର, କମ୍ , ଅର୍ଥାତ୍ ( ପୃଷ୍ଠା ୨- କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଦ୍ୱାରା) (ଲିଙ୍କ-https://www.duhoctrungquoc.vn/drive/or/%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE:Chha_mana_atha_guntha.pdf/%E0%AD%A8)
ମହତ୍ (ପୃଷ୍ଠା ୫- ଲେଖକଙ୍କ ଦ୍ୱାରା) (ଲିଙ୍କ-https://www.duhoctrungquoc.vn/drive/or/%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE:Chha_mana_atha_guntha.pdf/%E0%AD%AB)
ଓଡ଼ିଆ ଉଇକିଅଭିଧାନ: ଡିଜିଟାଲାଇଜ୍ଡ କରାଯାଇଥିବା ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ ଟକ୍କର ଶବ୍ଦରେ ଟକାଟକ୍ର ତଥା ନିମ୍ନରେ ଟକ୍କର୍ ବୋଲି ମଧ୍ୟ ଲେଖାଯାଇଛି । (ଲିଙ୍କ-http://dsalsrv02.uchicago.edu/cgi-bin/philologic/search3advanced?dbname=praharaj&query=knock&matchtype=exact&display=utf8)
ପୁସ୍ତକ | ଲେଖକ | ବର୍ଷ | ପୃଷ୍ଠା | ଶବ୍ଦ |
---|---|---|---|---|
ମାମୁ | ଫକୀରମୋହନ ସେନାପତି | ୧ | ମୁନ୍ସିଖାନା, ଖୁବ୍, ଠିକ୍ | |
ଓଡ଼ିଆ ଶିଶୁ ସଂଗୀତ ସଙ୍କଳନ | ରାମକୃଷ୍ଣ ନନ୍ଦ | ୧୯୮୪ | ୧୦୭ | ଝୁଲ୍ ହାତୀ ଝୁଲ୍ (ଗୋପାଳଚନ୍ଦ୍ର ପ୍ରହରାଜ: ୧୮୭୪-୧୯୪୫) |
କନକଲତା | ନନ୍ଦକିଶୋର ବଳ | ୧୯୨୫ | ୨ | ଅପ୍ରଗଳ୍ଭା |
ପରଜା | ଗୋପୀନାଥ ମହାନ୍ତି | ୧୯୪୫ | ୧ | କୋରାପୁଟ୍, ଧକ୍କା ଧକ୍କି, ଶର୍ଶୁପଦର, ଠିକ୍ |
ଶାସ୍ତି | କାହ୍ନୁ ଚରଣ | ୧୯୪୫ | ୪ | ଦମ୍, ଖାନ୍ଦାନ୍ |
ଛାଇ | ସଚ୍ଚିଦାନନ୍ଦ ରାଉତରାୟ | ୧୯୪୯ | ୧ | ଟକ୍ ଟକ୍, ଖୁବ୍ |
ଆରଣ୍ୟକ | ମନୋଜ ଦାସ | ୧୯୬୧ | ୧ | ବେଶ୍, ଠିକ୍, ଅର୍ଥାତ୍ |
ନୀଳାଦ୍ରି ବିଜୟ | ସୁରେନ୍ଦ୍ର ମହାନ୍ତି | ୧୯୮୦ | ୨ | ଲସ୍କର୍, ଜଗତଶେଠ୍, ମୁର୍ସିଦାବାଦ୍ |
ମୁଚୁକୁନ୍ଦିଆ | ଫତୁରାନନ୍ଦ | ୧୯୯୦ | ୧ | ଝିନ୍ଝଟ୍, ଫାଲ୍ତୁ |
--Abha S Pradhan (ମୋ ଆଲୋଚନା) ୨୦:୫୧, ୨୪ ଜୁଲାଇ ୨୦୧୬ (IST)
ସମସ୍ତଙ୍କୁ ମୋର ପ୍ରଣାମ୍ । ମୁଁ ଏଠାରେ ରଥଯାତ୍ରା ପ୍ରକଳ୍ପ ପାଇଁ କରିଥିବା କାମ ବିଷୟରେ ସୂଚନା ଦେବାକୁ ଚାହୁଁଛି ଏବଂ କାମଟିକୁ ପୁରା କରିବା ପାଇଁ କିଛି ସାହାଯ୍ୟ ପାଇଁ ଅନୁରୋଧ କରୁଛି । ଆମେ ପୁରୀ ସହରର ଉଇକିଆଳି ମିଶି ରଥଯାତ୍ରା ପାଇଁ ଛୋଟ ପ୍ରକଳ୍ପ ଟିଏ କରିଥିଲୁ । କାରଣ ଥିଲା କି, ଓଡ଼ିଆ ଉଇକିରେ ରଥ ଓ ରଥଯାତ୍ରା ସମ୍ବନ୍ଧିତ ଅନେକ ତଥ୍ୟ ଅଛି କିନ୍ତୁ ସେସବୁ ସହ ମେଳ ଖାଇବା ଭଳି ଭଲ ଛବି ପୂର୍ବରୁ ନଥିଲା । ସେଥିପାଇଁ ଆମେ ରଥଖଳାରେ ରଥ ତିଆରି ସମୟର ,ରଥଯାତ୍ରା ସମୟର ଓ ଅନ୍ୟ କିଛି ଭିଡିଓ ଓ ଫୋଟୋ ଉଠାଇଛୁ । ସେସବୁ ଆମ ପାଖରେ ମହଜୁଦ ଅଛି , କିନ୍ତୁ ସେସବୁର ପରିମାଣ ଅଧିକ ହୋଇଥିବାରୁ ସେସବୁକୁ ଅପଲୋଡ଼ କରିବା ଆମ ପାଇଁ ସହଜ ହେଉନାହିଁ । ତଥାପି କିଛି ଫୋଟୋ ଆମେ ଉଇକିମିଡ଼ିଆ କମନ୍ସ ରେ ଦେଇଛୁ । ସମସ୍ତ ଫୋଟୋ ଓ ଭିଡିଓ ଅପ୍ଲୋଡ଼ କରିବା ପାଇଁ ଯଦି ଆମକୁ କେବଳ ଇଣ୍ଟରନେଟ ଖର୍ଚ୍ଚ ବାବଦରେ ୧୦୦୦ ଟଙ୍କା ଆର୍ଥିକ ସହାୟତା ମିଳିପରନ୍ତା , ତେବେ ଆମେ ଏହି କାମଟି ପୁରା କରିପରନ୍ତୁ । ଆପଣମାନଙ୍କ ମତାମତ ଅପେକ୍ଷାରେ ରହୁଛି ।
Dinesh.das.171 (ମୋ ଆଲୋଚନା) ୦୦:୫୧, ୨୫ ଜୁଲାଇ ୨୦୧୬ (IST)
ଏ ପ୍ରକଳ୍ପରେ ଭାଗନେଇଥିବା ସମସ୍ତଙ୍କୁ ଧନ୍ୟବାଦ। ମୋ ମତରେ ଆମେ ଏମିତି ୧୦୦୦/୨୦୦୦ ଟଙ୍କା ପାଇଁ CIS ରେ ଆବେଦନ କରିବା ଠିକ ହେବନି । ଗତବର୍ଷ ନବକଳେବର ଗଣ ସମ୍ପାଦନା ବେଳର ବଳକା ପଇସା ନିଷ୍ଠାରଞ୍ଜନ ଭାଇଙ୍କ ପାଖେ ଭୁଲରେ ରହି ଯାଇଛି । ମୁଁ ଭାବୁଛି ଏ ବର୍ଷ ରଥଯାତ୍ରା ଗଣ ସମ୍ପାଦନ ପୁରସ୍କାର ଆଉ ପୁରୀ ପିଲାଙ୍କୁ ଇଣ୍ଟରନେଟ୍ ଖର୍ଚ୍ଚ ସେଇ ପଇସାରେ ଦେଇଦେଲେ ଭଲ ହେବ । --ଆଦିତ୍ୟ ମହାର (ଆଲୋଚନା) ୧୬:୩୧, ୨୫ ଜୁଲାଇ ୨୦୧୬ (IST)
--Chinmayee Mishra (ମୋ ଆଲୋଚନା) ୧୯:୧୦, ୨୬ ଜୁଲାଇ ୨୦୧୬ (IST)
This article uses material from the Wikipedia ଓଡ଼ିଆ article ଅଭିଲେଖ ୧୬, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.